Tuesday, May 19, 2026
Home Blog Page 24

ବିହା ବରପନ ଗିତ: କୋସଲି ସାହିତ୍ୟର ଇତିହାସ

0

(୪.୫.୧)ଗୌର ବାଡି/ ବନା ବାଡି
ଗୌର ବାଡି ନାଚ କେ କଲାହାଣ୍ଡ ଅଂଚଲ ରେ ବନା ବାଡି କହେସନ । ଗୌର ବାଡି, ଗୌର ଜାତି ର ପାରଂପାରିକ ନାଚ । ଗୌର ବାଡି ଥି ଦୁଇଟା ନଚନିଆ ହଁକାବାଦି ହେଇ ନାଚସନ ଆର ଆଠ ନୁ ଦସ ଝନକର ଦଲ ବନେଇକରି ବି ନାଚସନ । ୩୨ ସଂଘାଡ ସୈଲି ବେଭାର ହେସି ଇ ନାଚ ରେ । ଗୌର ବାଡି ନାଚ ଥି କେନ୍ଦୁ ବାଡି ବେଭାର ହେସି । କେନ୍ଦୁ ବାଡି ର ଉପର ର ଛାଲି କେ ଛାଁଚି ଦିଆ ହେସି । ତେହରୁ ଲହ ଥି ଗୁରେହି ଅଲପରେ ପୁଡେଇ ଦେଲା ଉତାରୁ ପୁଡଲା ଭାଗ କଲା ହେିସ ଆର ରହିଗଲା ଭାଗ ଧୋବ । ସୁନ୍ଦର ଆକର ଛାପି ହେସି ବାଡି ଥି । ବାଡି ଥି ଝୁଟି କାଟଲା ବାଗିର ଦିସସି । କଲାହାଣ୍ଡି ଅଂଚଲ ରେ ଝୁଟି କେ ବନା କହେସନ । ଆର ସେ ବାଡି ବେଭାର କରି ନାଚୁଥିବା ନାଚ କେ ବନାବାଡି କହେସନ । ନଚନିଆ ନାଚଲା ବେଲକେ ୨ଟା ବାଡି ବେଭାର କରିଥିସି । ନଚନିଆ ମାନେ ତାକର ଦିହେଁ ପିଠଉ ଥି ଚିତରେଇ ହେଇଥିସନ । ଝୁମକା, ବଏଁସି, ଢୋଲ ଆଦି ବନାବାଡି ସାଂଗେ ବଜା ଜାଏସି ।

ବନାବାଡି ର ଗିତ

କାହ୍ନା ଭାଇ ଲଛମି ଘେନ ମୋ ଦଇନି
ଜଏ ମାଁ ଜାଦବ କୁଲ ମଉଡମଣି
ଜଏ ଚଣ୍ଡି ସମଲାଇ ମାଁ ଠାକୁରାଣି
ସଂକଟ ତାରିନି ମାଁ ଦୁର୍ଗତି ନାସିନି
ବିଦେ ଆପଦେ ମାଁ ଗୋ ହେଉ ଅଗ୍ରଣି
ଜଏ ମାଁ ଜାଦବ କୁଲ ମଉଡମଣି । ।

ବନାବାଡି ନାଚଲା ବେଲକେ ଦୁଇ ଝନ ମାର ଲାଗଲା ବାଗିର ଲାଗସି । ଦୁହି ନଚନିଆ ଦୁହି ହାତେ ଦୁଇଟା ବାଡି ଧରିଥିସନ ଆର ସାମନା ର ନଚନିଆ କେ ଆକ୍ରମଣ କରୁଥିସନ ଆର ସାମନା ର ନଚନିଆ ନୁ ନିଜକେ ବଁଚଉଥିସନ ।

ଦ୍ୱାପର ଜୁଗରେ ପ୍ରଭୁ ନନ୍ଦ ନନ୍ଦନ
ଗୋପ ଗୋପାଲକ ସଂଗେ ମେଲ ହୋଇଣ
ବାଜଇ ରଂଗେ ଢୋଲ ଟାମକ ବାଁସୁରି
ସିରରେ ପାଗ ବାନ୍ଧି କେନ୍ଦୁବାଡି ଧରି
କରୁଥିଲେ ଇ ତାଂଡବ ଧର୍ମ ଲେଖନି
ଜଏ ମାଁ ଜାଦବ କୁଲ ମଉଡମଣି । ।

ଗଉର ଜାତି ର ଇତିହାସ ଜୁଡିଛେ ଇ ନାଚ ସାଂଗେ । ହରିବଂସ ପୁରାଣ ରେ ବନାବାଡି ର ଉଲ୍ଲେଖ ଅଛେ । ବନାବାଡି ଗିତ ଅନସାରେ ଗଉର ମାନେ ୧୬ ପ୍ରକାର ।

ଭୋଜପୁରି ଗୋପପୁରି ସୋଲ ଖଣ୍ଡିଆ
ମଗଧ ଗୋକୁଲ ଲହୋରିଆ ଝରିଆ
ନନ୍ଦ ଦ୍ରାବିଡ ଜଚକ ଦୁତ କୋରିଆ
ଅହିର ଅବଦ ଅସକ କୋସଲିଆ
ଏ ସୋଲ ଜାଦବ କୁଲ ମାଁ ପାଟରାଣି
ଜଏ ମାଁ ଜାଦବ କୁଲ ମଏଡମଣି । ।

(୪.୫.୨) ଲହକି
ବିଂଝାଲ ଗୁଟେ ଆଦିବାସି ସଂପ୍ରଦାୟ । ଇମାନକର ସାମାଜିକ ଜିବନ ଅଲଗ ମାନକର ଠାନି ଭିନେ । ସେମାନକର ବିହା ବରପନ ବେଲକେ ଜେନ ଗିତ ଚଲସି ସେଟା କେ ଲହକି ବଲସନ । ଲହକି ଥି ଗିତ ଆର ନାଚ ଦୁହିଟା ମିସି ଥିସି । ମୁଖିଆକରି ଲହକି ଥି ବିର ରସ ଆର ପ୍ରେମ ରସ ଦେଖବାର କେ ମିଲସି । ବିଂଜାଲ ମାନକର ବିହା ବେଲକେ, ବାପ, ପୁଓ, ମାଁ, ଭାଏ, ବୁହେନ, ସାସ, ସସୁର, ଦିଅର, ଦେଢସସୁର ଏନ୍ତା କି ବର କନିଆ ବି ଠାନେକେ ନାଚସନ । ବିଂଝାଲ ମାନକର ବିହା ଦୁଇ ଦିନ ଧରିକରି ହେସି ଆର ଦୁଇ ଦିନ ଧରିକରି ସେମାନେ ନାଚ ଗିତ କରସନ । ଲହକି ଥି ଢୋଲ, ନିସାନ, ମୁହୁରି, ତାସା, ଟିମକିଡି ଆଦି ବାଜିଥିସି । ଲହକି ର ମୁଖିଆ ବିଭାଗ ମାନେ ହଉଛେ: ୧) କେଲି କରଂଜ ମାଲି ୨) ରସ ନିଆଲି ମଲି ୩) ଜହ୍ନିଫୁଲ ୪) ଝରିରେ ଝରା ୫) ସୁଆ ରାଂଗେନ ବହୁ ୬)ମୋର ବନ୍ଧୁ ନିଲ ରତନ ରେ ବଲା ୭)ଜୁରାଜୁରି ୮) ଜାଇଫୁଲ

କେଲି କରଂଜ ମାଲି
ଚଁଟିଆ ସମିଲା ପୁଲେ ରେ କେଲି କରଂଜ ମାଲି
ଝାଲେ ବୁହି ଗଲେ ପିରତିର ବେଲେ
ପୁଛିମି ପନତର ଫାଲେଁରେ କେଲି କରଂଜ ମାଲି
ଆଉଛୁ ଜାଉଛୁ ଲୁହିବୁ ନାଇଁ
ପାଇ ନେବା ଖଟ ର ବାହି ରେ କେଲି କରଂଜ ମାଲି ।

ରସ ନିଆଲି ମଲି
କୁକୁର ସୁଇଲା ଖାରେଁରେ ରସ ନିଆଲି ମଲି
ଗୁନା ହଜାଇଲୁ ମହୁଲ ଝାରେଁ
କାଏଁ ବଲି କହେବୁ ଘରେଁ ରେ ରସ ନିଆଲି ମଲି
କାଲିକେ ସୁନାରେ ଗୁରି କେ ବନା
ଚକା ମୁହେଁ ଫୁଲ ଗୁନା ରେ ରସ ନିଆଲି ମଲି ।
ଗାଆଁ ଖୁଲି ଉଡେ ଧୁଲିରେ, ରସ ନିଆଲି ମଲି
ମାଲି ଘରର ଫୁଲେ ସେଜାଇ ଥିଲିଁ,
ମୋର ଧନ ଆଏବ ବଲି ରେ ରସ ନିାଲି ମଲି
ନିଆଲି ମଲି ର ନାଇଁ ନ ଚଲନ
ରାତି ଦେଖେ ଦରପନ ରେ ରସ ନିଆଲି ମଲି ।

ଜହ୍ନିଫୁଲ
ବାରିର ଖଟଖଟିଆରେ ଜହ୍ନିଫୁଲ
କେତେ ଫଟ ଜାନେ ଫଟ ଫଟିଆରେ ଫଟଫଟିଆ
ଲଗାଇ ଦେଲା ତାଟିଆ ରେ ଜହ୍ନିଫୁଲ
ଜହ୍ନିଫୁଲ ର ବାଇ ଖୁସା ଢଲେଇ ରେ ଖୁସା ଢଲେଇ
ନାଇଁ ଜାନେ ଛୁଆ ଖେଲେଇ ରେ ଜହ୍ନିଫୁଲ ।

ଝରିରେ ଝରା
ଝରିରେ ଝରା ଗିତ ଥି, ଫ୍ରେମ ରସ ଥିଲେ ବି ସେଥି ଫି ଦିନିଆଁ ଜିବନ ଦୁଖ ର ଝଲକ ସୁନ ବାର କେ ମିଲସି ।
ଝରିରେ ଝରା, ଖପର ଘରେ ଉଦେ ତରା
ଝିଆ ଜନମ କଲୁ ସରଗର ତରା, ସରଗର ତରା
ଝରିରେ ଝରା ଜୁଏଁ କଲୁ ଦରମରା,
ଲେତି ଟାଁକୋ ଟାକୋଁ ସୁଖା ବେହେରା, ସୁଖା ବେହେରା
ଝରିରେ ଝରା, ନାଇଁ ନ ଜୁଏଁର ଚେହେରା ।
ଝରିରେ ଝରା, ପାନି ଗଲା କୁରେଁ କୁରେଁ,
ରଜା ସୁଇଅଛେ ଜହଲ ଘରେ, ଜହଲ ଘରେ,
ଝରିରେ ଝରା, ପାଗଲି ନୁରୁଛେ ଝାରେଁ
ନାଇଁ କାନ୍ଦ ସୁଆ ନାଇଁ କାନ୍ଦ ସାରି, ନି କାନ୍ଦ ସାରି,
ଝରିରେ ଝରା ତୋର ରଜା ଆଏବେ ଫିରି ।
ଇ ଉପରର ପଦ ଟା ଘେଁସ ଜମିଦାର କୁଂଜେଲ ସିଂ କର ଝି ପୁଣ୍ଣିମାର କଥା ଲିଖା ହେଇଛେ । ପୁଣ୍ଣିମା ର ମୁନୁସ ଗୋବିନ୍ଦ ସିଂ ବି ସହିଦ ହେଇଥିଲେ । ପୁଣ୍ଣିମା ନିଜର ମୁନୁସ ବିନା ପାଗଲ ହେଇ ନୁରୁଥିଲେ । ନୁରି ନୁରି ରାତି ଝାର କେ ବି ପଲେଇ ଜଉଥିଲେ । ଲୋକ ଗିତ ଗୁଟେ କିସମେ ଅ-ଲିଖିତି ଇତିହାସ ଥିଲା ସେ ସମିଆଁର ।

ସୁଆ ରାଂଗେନ ବହୁ
ଇ ଟା ଖାଲି ମୁନୁସ ପିଲା ଗାଏସନ ।
ସିଏର ଲଟିସ ଥିଲେ ଭାଇ ଝୁଲେସ ମାକର
ମଦନ ସିଂ ଚଢି ଜଉଛେ ବୁଢା ଡଂଗର
ବୁଢା ଡଂଗର ପଖନ ଖୁଲେ ହୁକା ହୁକା ଭାଲୁ
ଚନ୍ଦନ ଲୁଗା ଗୋଡ ପଏଁରି, ସୁଆ ରାଂଗେନ ବହୁ ଗା
କେତେ ଅଁଟା ମଲକେଇ ଚାଲୁ ।
ମୋର ବନ୍ଧୁ ନିଲ ରତନ ରେ ବଲା
ମୋର ବନ୍ଧୁ ନିଲ ରତନରେ ବଲା କାହିଁକି ଡାକିଲୁ ମତେ
ବିରହି ଦଲଲା ଲେଖେଁ ଦଲିମିଁ ତତେ
ମୋର ବନ୍ଧୁ ନିଲ ରତନରେ ବଲା ନାଇଁ ଚିହ୍ନି ପାରୁ ମତେ ଜେ,
ତତେ ନେତିଁ ନେତି ତୋର ଭାଏ କେ ନେତିଁ
ମୋର ବନ୍ଧୁ ନିଲ ରତନରେ ବଲା, ବରଗଡେ ଭାଡା ବାହାତିଁ ଜେ
ମୋର ବନ୍ଧୁ ନିଲ ରତନରେ ବଲା ଜହଲ ଖାନା ଦେଖେଇ ନେତିଁ ଜେ ।

ଜାଇଫୁଲ କରା ପାଏନ
ଆମ ଖାଏଲିଁ ଜାମ ଖାଏଲିଁ ପକେଇ ଦେଲିଁ ଟାଁକୋ
ବନ୍ଧ ତଲର କାଗଜ ପତର ସୁନ୍ଦର ବରିହା କେ ଡାକୋ
ସୁନ୍ଦର ବରିହା ବଏଲା ଭେଇ ପାଟନା କେତେ ଧୁର
ଆପେ ରଜା ବିଜେ କଲେ ବଉଦ ନାଗପୁର
ବଉଦ ନାଗପୁରୁଁ ପାଟନା ସଡକ ଦିଁ ତାଲା
ଭିତରେ ଭିତରେ କୁଂଜଲ ସିଂ ରାଏଜେଁ ମତାଲା
କିେ ଦେଲା ଗୁର ଗଂଜଇ କିଏ ଦେଲା ଚୁରା,
ସିଂହଡା ଘାଟିନେ ମାରଗଲା ଜାଏଫୁଲ କରାପାଏନ,
ମୁକୁଟବନ୍ଧା ଘୁଡା ହୋ….

(୪.୫.୩) ଖଟିଗଲା ବେଲର ଗିତ
ଭୁଆସେନ ଖଟିଗଲା ବେଲକେ ଜେନ ଗିତ ଗାଇଥିସନ ସେଟାକେ ଭୁଆସେନ ଗିତ ବଲି ବି କହେସନ । ବିହା ସରଲା ଉତାରୁ ଟୁକେଲ ତାର ସାଂଗ ସରସା, କୁଟୁମ ର ଲୋକକୁ କାନ୍ଦି କାନ୍ଦି ଜେନ ଗିତ ଗାଇଥିସି ସେଟାକେ ଭୁଆସେନ ଗିତ କହେସନ ।

ସୋନପୁର ସହର ରୁଖା ବଇଠା ବାପା ଗୋ,
ନିତି ପୁଛୁଥିଲି ବାପା ଅଇଁଠା ବାପା ଗୋ,
ସକାଲର କଂସା ପଡି ରହିବ ବାପା ଗୋ,
ସଂଜ ହେଲେ ବାପା ପଡି ରହିବ ବାପା ଗୋ । ୧ । ।
ମୁଇଁ ଥିଲି ତମର ଗେହ୍ଲଇ ଝିଅ ବାପା ଗୋ
ମାଁ ର ଗେହ୍ଲା ତ ତାହାରି ପୁଆ ବାପା ଗୋ
ମାଁ ର କଥା ମାନି ଦେଉଛ ଦୁରେ ବାପା ଗୋ
ମୁଇଁ ତ ରହେମି ସମସଲପୁରେ ବାପା ଗୋ । । ୨ । ।

ଟୁକେଲ ବିହା ହେଇ ସାସ ଘରକେ ଖଟିଗଲା ବେଲକେ ନିଜର କୁଟୁମ ଆର ଲାଗେ ଲେସର ମାନକୁ ଛାଡି କରି ଜଉଥିବାର ଦୁଖ ଥି ଗିତ ହିସାବେ ମନର କଥାକେ କହିଥିସି ।

ମୁଗ ବାଛୁଥିଲିଁ ତମର କାକି ଗୋ
ସାନ ଝି କେ ଖେଲଉଥିଲି କାକି ଗୋ
ମନ ଜାନି ତୁନ ରାନ୍ଧି ଦଉଥିଲ କାକି ଗୋ ।

ତିହାର-ବା’ର ଗିତ: କୋସଲି ସାହିତ୍ୟର ଇତିହାସ

0

କୋସଲ ବାହି ନ ତିହାର-ବା’ର ଜଜବଜ ମାନସନ । ମୁଖିଆ ତିହାର ମାନେ ଚାସ ଆର ଆଦିବାସି ମାନକର ଚଲନି କେ ଆଧାର କରି ମନାହେସି । ନୁଆଁଖେଇ, ଫୁସପୁନି, କରମା, ବନାବାଡି/ଗୌର ବାଡି, ଆଦି ଗିତ ମାନେ ତିହାର ବାର ବେଲକେ ସୁନବାର କେ ମିଲିଥିସି
(୪.୪.୧) ନୁଆଁଖେଇ
ନୁଆଁଖେଇ ଅନ୍ନ ପୁଜା ର ପରବ । ଇ ପରବ ବୈଦିଗ ଜୁଗୁଁ ଚଲି ଆସୁଛେ । ମୁନି ରୁସି ମାନେ ପଂଚ ଜଗ୍ୟଁ କରୁଥିଲେ । ସେ ପାଁଚ ଟା ଜଗ୍ୟଁ ହେଲା, ସିତା ଜଗ୍ୟଁ (ଜୁତବାର), ପ୍ରଭାପନ୍ନ ଜଗ୍ୟଁ (ବୁନବାର), ପ୍ରଲମ୍ବନ ଜଗ୍ୟଁ (କାଟବାର), ଖଲା ଜଗ୍ୟଁ (ମଡାବାର), ପ୍ରୟୟନ ଜଗ୍ୟଁ( ସୁରଖିତ ରଖବାର) । ନୁଆଁଖେଇ ତିସରା ଜଗ୍ୟଁ, ପ୍ରଲମ୍ବନ ଜଗ୍ୟଁ ନୁ ମୁଲ । ଇଥି ଅନ୍ନ କେ କାଟିକରି ଅନ୍ନ ଦେବି କେ ପୁଜା କରି ତାହାକେ ଚଢା ଜାଏସି ।
ଆଝିର ସମିଆଁ ରେ ପସଚିମ ଓଡିସା/କୋସଲ ଅଂଚଲ ରେ ନୁଆଁଖେଇ ପାଲନ ବଡା ଉସନାକି ଥି ମନା ଜାଏସି । ପହେଲା ନୁଆଁଖେଇ ର ତିଥି ଧାର୍ଜ୍ୟ ହେସି । କଲାହାଣ୍ଡି ଅଂଚଲରେ ଦସରା ଦସମି ଦିନେ ନୁଆଁ ଖାଏସନ । ହେଲେ ବାକି ପସଚିମ ଓଡିସାର ସବୁ ଆଡେ ନୁଆଁଖେଇ ଭୁଦୋ ମାସର ପଂଚମି ତିଥି ନ ପାଲନ କରାହେସି । ନୁଆଁ ଖାଏବାର ପନ୍ଦର ଦିନ ଆଘୋନୁ ଜିଏ ଜେନ୍ତା ଘର-ଦୁଆର ଲିପା-ପୁଛା କରସନ । ନୁଆଁ କପଡା-ଲତା, ହାଟ-ବାଟ କରସନ । ନୁଆଁଖେଇ ଦିନ ସଖାଲୁ ଗାଁର ବାମହନ/ଝାଁକର ମାହାପୁରୁ ଠାନେ ପୁଜା କରି ସାରଲା ଉତାରୁ ସମକିରର ଘରକେ ନୁଆଁ ଚରା ବାଁଟିସନ । ଘର ମାନକୁ ସଖାଲୁ ଉଠିକରି ଖେତ କେ ଜେଇକରି ଧାନ ଗଛ କେ ପୁଜା କରସନ । ଘରେ ଗୁହାଲେ ଗାଏ-ଗୋରୁ କେ ପୁଜା କରସନ । ନିଜର ଇସ୍ଟଦେବି, ଦେବତା କେ ପୁଜା କରସନ ଆର ନୁଆଁ ଲଗାସନ । ତାର ଉତାରୁ ଘରେ ସବେ ଠାନେକେ ବସିକରି ନୁଆଁ ଚରା ଖାଏସନ । ନୁଆଁ ଚରା ଖାଇ ସାରଲା ଉତାରୁ ସାନ ମାନେ ବଡ ମାନକୁ ଜୁହାର କରି ଆର୍ସିବାଦ ନେଇଥିସନ । କିଛି ଲୋକ ଗିତ ରେ ନୁଆଁଖାଇ:
ଚୁଆଁ ଚୁଆଁ ଚୁଆଁ…..
ବିଦେସ ନାଇଁ ଜା ଅଧୁଆ ମୁହାଁ
ଭୁଦୋ ଥି ଖାଏମାଁ ନୁଆଁରେ
ଏ ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ
ଗଂଜା ମାର ମଜା
ଗଂଜା ଗଂଜା ବଲି ଡାକୁଛେ ପୁଇ
ଗଂଜା ଜେଇଛେ ମଚା ସୁଇ ରେ
ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ । । (୧)
ମୁନୁଗା ଗଛ ର ଛାଇ ରେ
ମୁନୁଗା ଗଛ ର ଛାଇ
ଟାଡ ବାହାସୁତା ଦେମି ବନେଇ ରେ ଦେମି ବନେଇ
ଆମେ ଗାଁ କେ ଜିମା ନୁଆଁଖାଇ,
ସୁରୁବାଲି ସୁରୁ ସଜନା
ବନା ଲହ ମାଡି ହେଲୁ ବନା, ସୁରୁବାଲି ସୁରୁ ସଜନା । । (୨)
(୪.୪.୨) ଫୁସପୁନି
ଫୁସପୁନି ସସ୍ୟ ଅମଲ ର ତିହାର । ପସ୍ଚିମ ଉଡିସା ରେ ବିସେସ କରି ଧାନ ଚାସ ମୁଖିଆ ଚାସ ଏ । ଧାନ କେ ମଡେଇକରି ଘର କେ ଅନି ସାରଲା ପାରେ ଖଲା ଛାଡ କରାଜାଏସି । ଫୁସ ମାସ ତକ ପ୍ରାୟ ବଛରେ କର ଚାସ ସରି ଜେଇଥିସି । ସେ ଦିନ ହଲିଆ, ଗୁତି ମାନକର ବି ହିସାବ ଛିଡେଇ ଦିଆହେସି । ସାହକାର ମାନେ ଜିଏ ଜେନ୍ତା ଉସତ ହେଇକରି ହଲିଆ ମାନକୁ କପଡା-ଲତା, ଖାନା-ପିନା ଦେସନ । ହଲିଆ ମାନକର ବାହାରେ ଗାଁର ଆର ବି କବାର-ଗୁତା କରୁଥିବାର ଲୋକ ଜେନ୍ତା, ନରିହା, ଝାଁକର, ଆଦି ସାଁହକାର ମାନକର ନୁ ଛେରଛେରା ମାଗସନ । ଫୁସପୁନି ଉତାରୁ ଚରୁହା ବି ଫେର ଚାସ ମୁଲ ନି ହେବାର ତକ ଗାଏବଲଦ ଚରାବାର ଛାଡି ଦେସି । ଫୁସପୁନି ଦିନ ସଖାଲୁ ଗାଁର ଗରିବ ଛୁଆମାନେ ଘର ଘର ବୁଲି ଛେରଛେରା ଗିତ ଗାଇ ଗାଇ ଛେରଛେରା ମାଗସନ ।
ଛେରା ଛେରା ଗିତ
ଛେର ବୁଢି ଛେରଛେରା…..
ଇ ଘର ର ବୁଢି କାହିଁଗଲା…
ପିଠା ମଡା ଦେମି ବଲିଥିଲା….
ଫୁସପୁନି ଦିନେ ଆର କିଏ କିଏ ଡଣା ନାଚି ନାଚି ବି ଛେର ଛେରା ମାଗସନ
ଡଣା ଗିତ
ମାଁ ଗୋ ମା ସମଲେଇ ସୁନୁଛୁ କି ନେଇଁ
ମାଁ ମାଁ ବଲି ତତେ ଡାକୁଅଛେ ମୁଇଁ
ମାଁ ଗୋ ମାଁ ସମଲେଇ ସୁନୁଛୁ କି ନେଇଁ ।
ଆନି ତୋର ସେମେଲ ଗଛ
ପୁଜାକଲୁଁ ବାରମାସ
ସାରା ଜିବନ ପୁଜା କରମୁଁ
ତୋର ପାଦେ କରୁଛୁଁ ଦଇନି ।
ଫୁସପୁନି ଦିନେ କାହାରିର ପୁଜା କରା ନିଜାଏ । ଖାଲି ଉସତ ଆନନ ଭିତରେ ସବେ ପିଠା-ମଡା, ଝୁରି-ସିକାର ବନେଇକରି ଫୁସପୁନି ମାନସାନ ।
(୪.୪.୩) କରମା ଗିତ
କରମା ଗିତ କରମସାନି ଦେବି କେ ପୁଜା କଲା ବେଲକେ ନାଚି ନାଚି ଗାଇଥିସନ । କରମା ତିନ ଦିନ ଧରି କରି ମାନସନ; ଉଜୁଲ ପଖ ଭୁଦୋ ଦସମି ଠାନୁ ଦ୍ୱାଦସି ତକ । ସୁରୁ ଟେ ରେଂଗାଲ କି ହଲନ ଡାଲ କେ କରମା ଡାଲ ହିସାବେ ପୁଜା କରାଜାଏସି । କରମା ଡାଲ କେ ଦେହରି ପୁଜା କରି କରି କରମ ସାନି ଗୁଡି/ପୁଜା ଠାନ କେ ମାନ୍ଦଲ କୁବଜା ବଜାତେଲ ଆନସନ । ତେହରୁ ସେନ କରମ ସାନି ର ଚଲନି ହିସାବେ ଡାଲକେ ଥାପନା କରି ପୁଜା କରା ଜାଏସି । କରମ/କରମା ମାନେ ଭାଗ୍ୟ । ଲୋକ ମାନେ ନିଜର ବଦିଆଁ ହିସାବେ କରମ ସାନି ଠାନେ ପୁଜା କରସନ ଆର ଦେହରି ତାକର ତରଫୁ ପୁଜା କରସି ଆର ଉତର ମାନେ ଦେସି । କରମ ସାନି ଦେବି ଦେହରି ଦିହେଁ ଥିସନ ବଲି ବିସ୍ୱାସ କରାଜାଏସି । ପୁଜା ସରଲେ ରେତ ଭଏର ସଖାଲ ପୁଆ ତକ ନାଚ-ଗିତ ଚାଲସି । ସଖାଲେ ଫେର ଦେହରି କରମା ଡାଲ କେ ନାଚି-ନାଚି, ଗାଇ-ଗାଇ, ଘର-ଘର ବୁଲାସନ । ସେସକେ ଗାଁ ର ବନେ୍ଧ କି ନଦି ନେଇକରି ଡାଲ କେ ଉହଲେଇ ଦେସନ ।
ଗଂଗା ରୁ ହେଲୁ ଜନମ ଆଦିମାତା ତୋର ନାମ
କିଏ ହେବ ତୋର ସରିସମ ମା, ସିଂହର ପିଠିରେ ତୋ ଆସନ ।
ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ
ଜୁହାର ମାଁ ଗୋ କରମସାନି
ତୋର ପାଦେ ଦଇନି ମାଁ
ଅପୁତ୍ରିକେ ପୁତ୍ର ଦାନି
ନିର୍ଧନି କେ ଧନ ଦଉ ଆନି ମାଁ
ତୋର ପାଦେ କରୁଛେଁ ଦଇନି ।
ଙଙଙ ଙଙଙ ଙଙଙ
ଆଙଋୁଏ ପାନି କେ ଦଲି ବାଲି ଦିସେ ଝିଲିମିଲି
ମାଛ ମଗର ଗଲେ ଚାଲି ଗୋ ଫୁଲେଇ ଗାଲି
ତୋହର ମାଁ ଜାତ୍ରା କେଲି ।
ଗଂଗାରୁ କାଢିଲେ ବାଲି ଜୁଆ ଜଗାଇଲେ ମୁଗ ବିରିର ଜେ
ସାତ ଗୋଟି ବାଉଁସ ଟୁୁଲି ।
ଡାକ ସୁଣି ମାହେସ୍ୱରି ଚମକି ଜଲୁ ବାହାରି
ଛେନା ପଣା ତୋତେ ଦେଲେ ଢାଲି ମାଁ
ଘେନାକର ଦୁଖର ଗୁହାରି ।

ପ୍ରେମ ଗିତ:କୋସଲି ସାହିତ୍ୟ ର ଇତିହାସ

0

ପଶ୍ଚିମ ଓଡିସା ର ଲୋକ ସାହିତ୍ୟ ରେ ପ୍ରେମ ଗିତ ର ପରିମାଣ ବୋଧେ ସବୁ ନୁ ଜହ । ପ୍ରେମ ଗିତ ଜୁଆନ ଧଂଗରା-ଧାଂଗରି ର ମନ ଭିତରେ ଦବି ରହେଲା ଭିନ ଭିନ ପ୍ରେମ ଭାବ କେ ମୌକା ଦେଖିକରି ଆର କେନ ଉପମା ର ଉଧେ ମନ ର କଥା କେ ଢିଲିଥିସି । ସାହିତ୍ୟ ର କଲାତ୍ମକ ଘୁରେନ ଭିତରେ ସମାଜ ନ ସ୍ୱିକୃତି ନି ପାଏଲା ରସ ବାଗିର ଲାଗୁଥିବା ହେଲେ ରସ ନି ହେଇଥିବା କେତନି ସାହିତ୍ୟ କେ “ରସାଭାସ” କହିପାରମାଁ । କୋସଲି ଲୋକ ସାହିତ୍ୟ ଥି ରସ ନୁ ରସାଭାସ ସାହିତ୍ୟ ପରିମାଣ କେତନି । କେତେବେଲେ ଲୋକକବି ସିଧା ନିଜର ମନର କଥା କହି ନି ପାରି ପୌରାଣିକ ଚରିତ୍ର ରାଧା-କୁସ୍ଟଁ ଉଧେ ନିଜର କଥା କହିଥିସି ତ କେତେବେଲେ ପ୍ରକୃତି କେ ନିଜର ରାଂଝ ବନେଇଥିସ । ପ୍ରେମ ଗିତ ମାନେ ପରବ-ପର୍ବାଣି, ଜାନି-ଜାତ୍ରା, ତିହାର-ବାର ଆର ବଛର ର କେନସି ବି ସମିଆଁ ଥି ବନିଥିସି । ଇ ପ୍ରେମ ଗିତମାନେ କେନଟା ବାଜନା ସାଂଗେ ବେଭାର ହେସି ତ କେନଟା ବିନ ବାଜନା ଥି । ପ୍ରେମ ଗିତ ମୁନୁସ ଆର ମାହେଜି ଦୁହି ଲୁକ ଗାଏସନ ।
(୪.୩.୧) ଡାଲଖେଇ
ଦସରା ମାସ, ଉଜଲ ପଖ ର ଅସ୍ଟମି ଦିନ କୋସଲାଂଚଲ ନେ ଭେ ଜିଁତା ମନାହେସି । ଦିନେ ଗାଁ ର ଟୁକେଲମାନେ ନିଜର ଭେ ର ମଂଗଲ ଲାଗି ନିର୍ଜଲା ଉପାସ ରହେସନ । ହେ ଦିନ ରାତି ପୁଜା ସରଲା ପରେ ଡାଲଖେଇ କୁଠି ନ ରେତ ଭର ଆର ଇ ଦିନୁଁ ପୁନି ତକ ଫି ରେତ ଡାଲଖେଇ ନଚା ହେସି । ଡାଲଖେଇ ପ୍ରକୃତ ଥି ଗୁଟେ ଦେବି ଆନ । ତାକର ଆସ୍ଥାନ କେ ଡାଲଖେଇ କୁଠି ବଲସନ । ଡାଲଖେଇ ନାଁ ଟା ଦେବିଂକର ନାଁ ଅନସାରେ ଦିଆହେଇଛେ । ଜେହେତୁ ସେ ନାଚଟା ତାକର ପୁଜା ବେଲ କେ ନଚା ହେସି । ଆଘୋ ର ଲୋକ ଝାର-ଖମନ ର ପସୁ ଜଂତୁ ଆର ବିଦ-ଆପଦ ନୁ ବଁଚାବାର ଲାଗି ଦେବି କେ ପୁଜା କରୁଥିଲେ । ଫେର ଧିରେ ଧିରେ ଡାଲଖେଇ ଦେବି ବନଦୁର୍ଗା ଆର ଦୁର୍ଗା ସାଂଗେ ଏକେ ନାଁ ରେ ଜନା ଗଲା । ଇ ପୁଜା ସାଂଗେ ଜଡିତ ଥିବାର ନାଚି ଥି ଗାଁର ସମକିର ର ସୁଖସାନ୍ତି ଲାଗି ପ୍ରାର୍ଥନା କରାହେସି ।
ଡାଲଖେଇ ପୁଜା
ଅସ୍ଟମି ଦିନ ଟୁକେଲମାନେ ନଏଦଖଁଡି କି ବଂଧଘାଟେ ଠୋଲ ହେସନ । ଗାଧିାଧି ସାରିକରି ତାକର ଭିତ୍ରୁ ଝନେ ନଏଦ କି ବଂଧ ଭିତ୍ରୁ ସାତ ଉଁଝଲା ବେଲ ଆନିକରି ପୁଜା କରବାର ଲାଗି ଗୁଟେ ପିଁଢା ବନାସନ । ସେଥି ଆମ ପତର ଥୁଇ କରି ତେହିଁ ର ଉପରେ ଜଲଲା ସଏଲତା ରଖସନ । ଇ ପୁଜା ସାତଥର ସାତଟା ଟୁକେଲ ସାତ ଉଁଝଲା ବେଲ ଆନିକରି କରସନ । ତେହରୁ ଡାଲଖେଇ କେ ପୁଜା କରାହେସି । ଡାଲଖେଇ ପୁଜା ବେଲକେ ନାଚ ଗିତ ହେସି । ନଁମି ଦିନ ଫେର ଟୁକେଲମାନେ ଡାଲଖେଇ କୁଠି ନ ଠୋଲ ହେସନ ଆର ଜାହା ଜାହା ପୁଜା ଖଂଜା ଲାଗିଥିସି ସବୁକେ ଠାନେ କେ ଜୁଗରାସନ ଆର ବଜା-ଗଜା କରି କରି ବଂଧକେ ଉହଲେଇ ନେସନ । ତବ ବି ଦସରା ର ଦସମି ତକ ସବ ଡାଲଖେଇ ନାଚିଥି ମାତାଲ ହେଇ ଥିସନ । ସାରା ଗାଁ ବିନସୁରିଆ ହେଇ ଜେଇ ଥିସି ଇ ନିସା ଭରା ନାଚି ଥି ।
ଡାଲଖେଇ ପୁଜା ହିସାବେ ମନାହେସି ହେଲେ ନାଚ ଗିତଟା ତାର ଜିବନ ଏ । ନାଚନିମାନେ ଅଧଖଣିଆ ଜନ ଆକାରୁ ଠାଡ ହେଇକରି ନାଚସନ । ପହେଲା ଦୁଇ ପଦ ଗିତ ଗେଇ ଦେବେ ଆର ଫେର ଡାଲଖେଇ ପାରେ ବଜା ର ସୁରେ ଅଁଟା ଲୁହି କରି ନାଚସନ । ଜୁଲି ଜୁଲି ହେଇ ଗାନା ବାଜନା ର ତାଲେ ପ୍ରସ୍ନ ପଚରା-ପଚରି, ବିର୍ଝା-ଖିର୍ଜା ହେସନ । ଡାଲଖେଇ ର ଗିତମାନେ ସାଂଗେ ସାଂଗ ପଦ-କେ-ପଦ ଭିରେଇ କରି ଖିଆଲ-ମସଗୁଲ, ବିର୍ଝାଖିର୍ଜା, ପ୍ରେମ, ପୁରାଣ ଆଦିର କଥା ବସ୍ତୁକେ ନେଇକରି ଗେସନ ।

ଡାଲଖେଇ ରେ…ଡାଲଖେଇ ରେ…
ତୁମେ ତ ଛୁଇଲ ନାଗର ବଲା,
ତୁମର ଲାଗି ମୋର ଜିବନ ଗଲା
ତୁମର ଲାଗି ଘରେ ଖାଏଁ ମୁଇଁ ଗାଲି
ତୁମେ ଦଗାଦିଆ ନାଗର
ହେ ବନମାଲି, ମଜୁର ଚୁଲି କାଏଁ ଡାଲଖେଇ ରେ… ।
ଡାଲଖେଇରେ…ଡାଲଖେଇରେ…
ମୁଇଁ ତ ଭଣଜା ତୁମେ ମୋର ମାଇଁ,
ତୁମର ଲାଗି ଆଁଖି ଝୁମୁରା ନାଇଁ
ତୁମର ଲାଗି କେତେ ଗାଇ ଚରାଇ
ଖୁଜି ନୁରି ବୁଲେଁ ଜମୁନା ଜାଇ,
ଜମୁନା ଜାଇ କାଏଁ, ଡାଲଖେଇ ରେ… ।
ଡାଲଖେଇରେ…
ସ୍ରାବଣ ମାସରେ ଝରି ବରସା
ତମର ଦିହଁକେ କରିଛେଁ ଆସା
ଚନ୍ଦର ଉଦିଆଁ ମୁହଁ ମୋହର
ବାଟ ଦେଖୁଛେଁ ଅଠି ପହର
ଆସାଢ ଗଲା ଜେ ସ୍ରାବଣ ଜିବା
ବାଟ ଦେଖି ଦେଖି ଦିନ ସରିବା
ଆସ ଆସ କର ଗମ୍ବିରି ବିଜେ
ସୁଆମି ତମକୁ ଦିହର ସେଜେ
କାଏଁ ଡାଲଖେଇରେ….. ।

(୪.୩.୨) ରସରକେଲି
ଡାଲଖେଇ ବାଗିର ରସରକେଲି ଗିତ ବି ଲୋକ-ଧର୍ମ କେ ଆଧାର କରି ବନିଛେ । ରାସକେଲି ନୁ ରସରକେଲି ବନିଥିବା ଅନୁମାନ । ଇଥି ରାଧା-କୁସ୍ଟଁ କୁ ଆଧାର କରି ପ୍ରେମ ଭାବନା ପ୍ରକାସ କରାହେସି । ପ୍ରେମ ରସ ରସରକେଲି ଗିତ ର ନିହି । ବାଜନା ର ଉଧେ ଦୁହେଁ ମାହେଜି ଆର ମୁନୁସ ନାଚି ନାଚି ବେଭାର ହଉଥିବା ରସରକେଲି ଗିତ, ଡାଲଖେଇ ଉତାରୁ ପସ୍ଚିମ ଓଡିସା ର ସବୁ ନୁ ଜହ ଲୋକ ର ମନ କେ ଛିଁ ପାରିଛେ । ଇଟା ଧର୍ମ ଉଛବ, ବିହା-ବରପନ, ଆର ଭିନ ଭିନ ଉଛବ ଥି ବେଭାର ହେସି ।
ରସରକେଲି ରେ…
ଖଜୁର ଗଛ କେ ଗୁନଚା ମୁସା ଚଢିଗଲା
ଖଜୁର ଗଛ କେ ଗୁନଚା ମୁସା ଚଢିଗଲା
କଲାକାହ୍ନୁର ବଇଁସି ସୁନି ରାଧା ବାଇ ହେଲା
ରାଧା ତର ତର, ଛାଡି ଘର ବର,
ଆସି ଜେଭେ ମିଲିଗଲା କଦମ୍ବର ମୁଲ
କାହ୍ନୁର ପ୍ରେମ ଥି ଭୁଲେ ମାତିଲା
ରସ ମାଡିଗଲା ରସ ରସକି ଗଲାରେ
ଆମର ବାଡିଆଡେ କଲା ଦହନା
ଟଂକେ ବାରଅନା ରସ ରସକି ଗଲାରେ ।
(୪.୩.୩) ମାଏଲାଜଡ
ରସର ବଏଡ ହିଁ ସାହିତ୍ୟ କେ କାଲଜଇ କରିଦେସି । ଲେଖକ ଆର ପାଠକ ଭିତରେ ଭାବର ସେତୁ ଟେ ବାନ୍ଧି ଦେସି । ମାଏଲାଜଡ ବି ପ୍ରେମ ରସ ଆଧାରିତ ଲୋକ ଗିତ । ବାଜନା ଆର ନାଚ ସାଂଗେ ମାଏଲା ଜଡ ପରସା ହେସି ।
ଟପିିିଡାଲେ ମହୁଘରା ଥିିପି ପଡେ ରସ
ମନ ଛନ ଛନ ଗାଲିର ଧାଂଗିରି ବୟସ
ଜେବେ ଦେଖୁଥିଲେ ନୁଆଁ ଦିସଛେ
ଜେତେ ଦେଖୁଥିଲେ ନୁଆଁ ଦିସୁଛେ
ତାର ବଏସର ଭବିସରେ ଅଏଁଲା ଡାଲ
ଡାଲର କୁଚି କୁଚି ଗାଲରେ ସରଗିମାଲ
ମାଲର ହଲଦିମଖା ଗାଲରେ ଅଏଁଲାଡାଲ
ଡାଲର କଥା ଲଡବଡରେ ମାଏଲା ଜଡ । ୧ ।
ବାଲକେରା କେରା ଧନ ଚାଏଁରି ମୁଡିର ଖୁସା
ଖୁସାକେ ସୁନ୍ଦର ଦିସେ ଚାଏଁରି ମୁଡିର ଖୁପା
ଘିନି ଦେମିଁ ଜୁଡା କାନର ଫସିଆ
ଥିବା ଛ ଛ ମସାରେ, ପିନେ୍ଧଇଦେତିଁ
ମନ ଭଏର ତତେ ଦେଖୁଥିତିଁରେ ମୋର ଖଏଡକା ପାତି
ବୁଡାଇନେଲୁ ଆଗର ଗତିରେ ମୋର ଖଏଡକା ପାତି
ପାତି କେ କୁଲେ ଧରିଥିତିଁରେ ମାଏଲା ଜଡ । ୨ ।
(୪.୩.୪) ଜାଇଫୁଲ
ଜାଇଫୁଲ ନାଚ କେ ଉଧା କରି ପରସା ହେସି । ପ୍ରେମ ରସ ଥି ଜଜବଜ ଜାଇଫୁଲ । ଜୁଆନ ପିଲା ଟୁକେଲ ଦଲ ଦଲ ହେଇ ବାଜନା ର ସୁରେ ନାଚସନ ଜାଇଫୁଲ ଗିତ ଗାଇ ଗାଇ । ଜାଇଫୁଲ କେ ବାରମାସି ଗିତ ଭିତରେ ବି ରଖା ହେସି ।
ଗିନାରେ ଖାଇଲି ଗୁଡ
ଆହା ଜାଇଫୁଲ, ଗିନା ରେ ଖାଇଲି ଗୁଡ
ଆମ ବଗିଚାରେ ଫୁଟିଛି ଫୁଲ
ଫୁଟିଛି ଫୁଲ
ଜାଇଫୁଲ କିନ୍ଦିରି କିନ୍ଦରି ଝୁଲ ।
ବଇସାଖେ ଟାଣ ଖରା
କେନେ ଗଲୁ ମୋର ବାଗିରି ଧରା
ଜାଇଫୁଲରେ, ମୁହୁଁନେ ବାଜିବା ଖରା
ପେନ ନେଇଁ ମିଲେ ଡଂଗରି ତଲେ
ଆରେ ଜାଇଫୁଲ, ତୋର କଥା ବସି ଭାଲେ ।
ଜାଇଫୁଲରେ,
କାଦୋ କାଦୋ ଭୋଦୋ ମାସ
ନୁଆଁଖାଇ କାଜେ ନୁଆଁ କପଟା
ଜାଇଫୁଲରେ, ଘିନିମାଁ ଆଜିର ହାଟେ
ବାଦଲ ନାଚୁଛେ ଘଡିକି ଘଡି
ଆରେ ଜାଇଫୁଲ, ନାଇଁ ଜଅ ସାଂଗ ଛାଡି ।
(୪.୩.୫) ଚପକରାଟି
ଚପକରାଟି ନାଚ କେ ଆଧାର କରି ଗିତ । ବିସେସକରି ନୁଆଁଡା , ବଲାଂଗିର ଜିଲ୍ଲାରେ ଦେଖବାର କେ ମିଲସି । ଗଁଣ, ଭୁଂଜିଆ ଆଦି କର ବିହା ବରପନ ଥି ମାହେଜି ମୁନୁସ ନାଚି ନାଚି ଚପକରାଟି ଗିତ ଗାଏସନ । ଚପକରାଟି ଗାଏଲା ବେଲେ ମାହେଜି ମାନେ ରାମକାଠି ବଜାସନ । ମାହେଜି ମୁନୁସ ନାଚି ନାଚି ଗଉଥିବା ଇ ଚପକରାଟି ଗିତ ପ୍ରେମ ଆଧାରିତ ।

ବମୁର ଗଛେ ଉରମାଲ
କୁରକୁଚି ମୁଡି କେ ବାସନା ତେଲ
ସୁଆଁରି ସୁଆଁରି ଖେଲରେ ଚପକରାଟି,
କୁକୁଡା ଡାକିଲା ରାତି ରେ ଚପକରାଟି ।
କୁସେର ବାରିର ମେରହା,
ଫୁଲ ଗୁଁଥିଦେମିଁ ସେରାକେ ସେରା
ନନି ଖୁସାକେ ଅଡାଲା ପରାରେ ଚପକରାଟି,
କୁକୁଡା ଡାକିଲା ରାତି ରେ ଚପକରାଟି ।
(୪.୩.୬) ନିଆଲି ମଲି
ନିଆଲି ମଲି ପସ୍ଚିମ ଉଡିସା ର ନାଚ କେ ଆଧାର କରି ବନିଥିବା ଗିତ । କଲାହାଁଡି ଅଂଚଲ ର କନ୍ଧ, ସବର, ଆଦି ଆଦିବାସି ଆର ଗଉଡ, ବଂକା ଆଦି ଜାଏତ ଭିତରେ ଚଲି ଅଉଛେ । ବିହା ବରପନ, କି ଆର କେନ ଉଛବ ଥି ନିଆଲି ମଲି ଗୁଆ ହେସି । ମାହେଜି ମାନେ ରାମକାଠି ଧରିକରି ଅଁଟା ଧରାଧରି ହେଇ ସଜ ହେସନ ମୋଡୋମାଲେ (ମଂଡପ) ।
କୁଇଲି ଗାଉଛି ଗିତ, କୁଇଲି ଗାଉଛି ଗିତ
ଆମେ ଦୁହି ଝନ ବସିମା ମିତ
ସତେ, ଚଗିଜିମା ପରବତରେ, କାଲି ନିଆଲି ମଲି ।
ନିଆଲି ମଲି ର ବାଟର ଘର
ସତେ, ଜୁଏ ମଗା ବଡା ଡରରେ, କାଲି ନିଆଲି ମଲି ।
ମୁଲୁକି ମୁଲୁକି ହଁସ, ମୁଲୁକି ମୁଲୁକି ହଁସ
ବିଦେସି ବାବୁରେ ଜୁବା ବୟସ
ହେଲେ ଜାତି ଦେଖିକରି ରସରେ, କାଲି ନିଆଲି ମଲି
ନିଆଲି ମଲିକେ ଦେଖିବି ବଲି
ସତେ, ନଦି ନାଲ ଦେଗି ଗଲିରେ, କାଲି ନିଆଲି ମଲି ।
ମଲି ଫୁଲ ଦନା ଦନା, ମଲି ଫୁଲ ଦନା ଦନା
କେନ ମଲି ଫୁଲେ କେନ ବାସନା
ସତେ ସୁଂଘିଲେ ଜାନିବୁ ସିନାରେ, କାଲି ନିଆଲି ମଲି
ନିଆଲି ମଲି ମୋର ରସ କମଲା
ସତେ, ବୁଲୁ ଥିସି ପରା ରା ରେ କାଲି ନିଆଲି ମଲି ।
(୪.୩.୭) ଭମରା
ଭମରା ଗିତ ମାହେଜି ମୁନୁସ ଦୁହେଁ ଗାଏସନ । ଇ ଗିତ ଗୁତା ଉଚାର କେ ନେଇ ଆଧାରିତ ।
ସାହାଜ ପତର ହାତେ ଜେ
କାହାର ମହନି ଲାଗିଲା ତତେ
ଲାଗିଲା ତତେ ହୋ ସତେ, ଆଡ ମୁହୁଁ କଲୁ ମତେ ଭମରା ରେ । ୧ ।
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା
ବୁଲି ଆଏବ ଆମର ପରା କରି ଦେମୁଁ ଦରମରା । (ଘୁସା)
ଖୋରିକେ ଗିନା ଗରଜନ, ଟଁଟି ମାଡିଦିଅ ଜାଉ ଜିବନ
ଜାଉ ଜିବନ ହୋ ସତେ, ତମର ପାଖେ ଥାଉ ମନ ଭମରା ରେ
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା । ୨ ।
ଡିବି ଡିବି ଡିବି ଡିବି, ଡିବି ଦେଲେ ମୁଇଁ କେଁ କରିବି
କେଁ କରିବି ହୋ ସତେ, ଫୁଲମାଲା ଦେଲେ ଜିବି ଭମରା ରେ
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା । ୩ ।
(୪.୩.୮) ଲେଲେ ଲହରି
ଲେଲେ ଲହରି ଗିତ ବିହା ବରନ ବେଲକେ ବଜା ସାଂଗେ ଗାଏସନ । ଇଥି ବି ମାହେଜି ମୁନୁସ ଗୁତା ଉଚାର ହେଲା ବାଗିର ହେସନ ।
ପିଲା : ଲେଲେ ଲହରି ଲହରି ପୁରି ରହିଛେ ବୟସ
ଝର ଝର ହି ଝରୁଛେ ରସ
ଲେଲେ ଲହରି ଲହରି ପଛନ୍ତେ ପାଏବୁ କିସ
ଟୁକେଲ : ଲେଲେ ଲହରି ଲହରି ଜନ କେ ଧରେ ଗରନ
ଆମେ ଦୁହି ବୁହେନି ଗୁଟେ ବରନ
ଲେଲେ ଲହରି ଲହରି କାହାକେ କରୁଛୁ ମନ
ଟୁକେଲ :ଲେଲେ ଲହରି ଲହରି ଡିବି ଡିବି ସହେ ଡିବି
ହେଲେ ମୁଇଁ କିସ କରିବି
ଲେଲେ ଲହରି ଲହରି ଫୁଲମାଲ ଦେଲେ ଜିବି
ପିଲା : ଲେଲେ ଲହରି ଲହରି ତେତେଲ ପତର ସୁରୁ
ତତେ ନେଇଁ ଜିମି ସମଲପୁରୁ
ଲେଲେ ଲହରି ଲହରି ଧାନକଟା କଟି ସରୁ
(୪.୩.୯) ସଜନି
ସଜନି ଗିତ ଟୁକେଲ ମାନେ ଗାଏସନ । ଜଉବନ ଦେସେ ପାହା ଦଉସନ ସାଏର ମନ ର ରାଏଜେ ଜେନ ଭାବନା ମାନେ ବନିଥିସି ତାହାକେ ସଜନି ଗିତେ ଉଖଲା କରିଥିସନ ।
ଚାଉଲ ଲଗାମି କେତେ
ବେଲେ ବସେଁ କିଛି ନାଇଁ ରୁଚେ ସଥେଁ
ଧନ ଟିଆ ଦେଇଥିଲୁ ମତେ, ସଜନିରେ ।

ପାନି ଫୁଟେ ଡବ ଡବ
ଆମକେ ଛିଇଁଲେ, ଅଛିଆଁ ହେବ
ଧୁରେଁ ଧୁରେଁ ଠିଆ ହେବ, ସଜନିରେ ।

ଦାଆ ନ ଦାଏଲିଁ ଗୁଛା
କାହିଁ ଗଲେ ମୋର ମନ ମୁରୁଛା
ସଥେ ପଲଂକ ହଇଛେ ଛୁଛା, ସଜନି ରେ ।

କବାର/ହଲିଆ ଗିତ:କୋସଲି ସାହିତ୍ୟ ର ଇତିହାସ

0

ଗିତ ଆର କାମ ଜଁଲାଜିଁଆ । କମିହାଁ ଗିତେ ହଜି ଜାଏସି । ମଏଧାନ ର ଖରା, ସରାବନର ଝଁକେର, ପୁସର ପବନ କିଛି ନି ବାଧେ । ନିଜର ଗିତର ଧୁନ ଥି ଜିବନ ଆର ସମାଜ ର ବର୍ନନା କରି ବିଭୋର ହେଇଜାଏସି । ଇ କରମ ଗିତ କେ ମୁନୁସ ଆର ମାହେଜି ଗାଏବାର ଅନସାରେ ଦୁଇଭାଗ କରା ଜେଇପାରେ । ସେ ଭିତ୍ରୁ ମୁନୁସିଲା ଗଉଥିବାର ଗିତ କେ ହଲିଆ ଗିତ କହେସନ । ସରାବନର ଝଁକେର ପାନି, ପୁସର ଥୁରଥୁରା ସିତେ ହଲିଆ ହଲ ଜୁତସି, ଧାନ ମଡାସି । ତାର ହାଡଭଂଗା ମେହନତେ ସାଁକାରର ଭଦରି ପୁରସି ହେଲେ ହଲିଆ କେ ତାର ମାସରି କେଭେ ନି ଅଁଟେ । ତାର ପରାନ ଛଟଛଟେଇ ଜାଏସି:

ବଏଲା ରେ କାଲିର ର ଖରା ଠାନୁ ଜେ
ଆଜିର ଖରା ଟାନ
ଭୁତି ତାମିକିଆ ଗୁଢି ଜିବନ
ଜିବନ ଘିନଇ ପରାଣ ହୋ… ।

ଦୁଖି ଜାନେ ଦୁଖର କଥା । ହଲିଆର ସାଂଗ ବଲଦ, ବେଲ ଉଛୁର ହେଲେ ହଲ-ହଲିଆ କେ ବାଧସି । ବଲଦର ଟୁଣ ନି ଫୁଟେ ହେଲେ ପାହା ସୁସ୍ତା ହୋଜାଏସି । ହଲିଆର ମନ ସାଁକାର ନି ଜାନେ ହେଲେ ହଲର ମନ ହଲିଆ ବୁଝସି ଆର ଗାଏସି:
ବଏଲାରେ,
ଚାଲ ଚାଲ ବଲଦରେ ନକର ଭାଲେଣି
ସୋଇବ ସିତଲ ଛାଇ ଜାଣିରେ ।

ହଲିଆ ଜେତେବେଲେ ଝାରକେ କାଟକାଟି ଜାଏସି, ଛିନା ଝାରେ ନିଜକେ ଏକଲା ନେଇଁ ଭାବେ । ବଲଦ ବାଗିର ଘର ପୁସା ଜନ୍ତୁମାନକୁ ନିଜର ସାଂଗ ବନେଇ କରି ଗାଏସି:
ବଏଲାରେ,
ଝାରର ଭିତରକୁ ପସିଗଲି ଏକା
କେହି ନାହିଁ ବଂଧୁରେ ବାଂଧବ
ବାଂଧବରେ ଝାରର ଜନ୍ତୁ ସଖାରେ ।
ଖରାମାସେ ଝାରେ ଜାନ୍ତକେ ଅଜାନ୍ତକେ ଜୁଏ ଲାଗିଜାଏସି । ପ୍ରକୃତି ନାରଖାର ହେଇଜାଏସି । ହଲିଆ ର ମନ କାନ୍ଦସି । ସବୁ ଦୋସ ଆର ପାପ କାମକେ ନିନ୍ଦା କରସି:

ବଏଲାରେ,
ଜନମ ହେଲୁ ବଲାରେ ଅଭେଲ କୁମର
ନିଆଁ ଲଗାଇଲୁ ବନସ୍ତ ଭିତର
ଜେତେ ଜିବଜଂତୁ ମରିଲେ
ମରିଲେରେ, ସେ ପାପ କାହାରରେ ।
ହଲିଆ ଅବିହାରି ହେଇଥିଲେ ତାର ବହୁ ଥିର ଆନିଦେସି । ଖରାଦିନେ ଜାମଗଛ ତଲେ କାଁକର ଲାଗସି ସେଥିର ଲାଗି ତାର ବହୁ ମନା କରସି ଜାମ ଡାଲ ଭାଂଗବାର କେ । ସେ କଥା ସେ ସୋର କରସି:
ବଏଲାରେ,
ସବୁ ଡାଲ ଭାଂଗିବ ଦିଅର ଜାମୁଡାଲ ନାଇଁରେ
ଆହା ଜାମୁ ଡାଲ ହେମ କାକର
ଆରେ କାକର ଖରାର ବେଲେ ଛାଇ ହୋ ।

ହଲିଆ ମନ ଭିତ୍ରେ ମନର କଥା ଦବେଇ ଦେଇଥିସି । ଛିନାଛକା ସଜ ପାଏଲେ ବଲଦକେ ସୁନାସି:
ବାଟର ବିନୁଆଁ ଗଛ ଗାତ ଥିି ତ ପଡେ ମହୁ
ଆଗର ପାନତି ରେ ଗା କାହାଘର ବହୁରେ
ଏ, ବହୁ ତ ଫୁଲମାଲେ ଦେମି ପରେ ବହୁ ଗା
ମୋର ଘରେ ଛନେ ରହୁ ହୋ ।
ହଲିଆ ତାର ଗିତେ ଦେ ଦେବତାକୁ ବି ସରଗୁ ଉତରେଇ ଆନସି ଖେତକେ ।

ସେମାନେ କୁଟୁମ ବସିଆ ଚାସ କରସନ ବେଲକେ ହଲିଆ ଗାଏସି:
ବଏଲାରେ,
ରାମ ଲଇଖନ ଜେ ଦୁଇଗୋଟି ଭାଇ
କେ ଫାନ୍ଦେ ନଂଗଲ ଜେ କେ ଫାନ୍ଦେ ଆଡ ମଇ
କାଦୋ କରିଛନ ଗଜବାହାଲେ
ଗଜ ବାହାଲେ କେଁ, ସିତୟା ଜିବେ ରୁଇ ହୋ… ।

ସେ ପାଠୁଆ ପଣ୍ଡିତ ମାନକୁ ସଁକିରସି ହେଥିର ଲାଗି ତାର ସାଂଗ ବଲଦ କେ ପଚରାସି:
ବଏଲାରେ,
ଏକ ଗୁଟି ଡିମ କୁ ଜେ ଦୁଇ ଗୁଟି ଛୁଆ
ଗୁଟେ ନିଲବର୍ନ ଜେ ଗୁଟେ ଧଉଲିଆ ହୋ
ଡେନା ନାଇଁ ପଖିତ ସୁନ୍ୟରେ ଉଡୁଛେ
ପାନି ନାଇଁ ହଂସରେ ଚହଲା ମାରୁଛେ,
ପାଠ କରି ଦେବୁ ଭାଇ ପଂଡିତ ମୁରୁଖ ପଚାରୁଛେ ହୋ ।

ହଲିଆ ଗିତେ ସାମାଜିକ ଛଏଁରା ବି ଦିସସି । ଲୋକର ବିସାସ, ଭୁତପ୍ରେତ, ରିତିନିତି ଚାଲି ଚଲନ ଝଲକିସି ।
ବଏଲାରେ
ଗୁର ଗଉଡ ଗୁପେ ହୋଇଲେରେ ବାଇ
କାହ୍ନୁ ସାଂଗେ ଗଲେ ଜେ ତାଲ ସଜ ଖାଇ
ତାଲ ତଲ ଭୁତରେ ମାତଇ ଅବେଲ କହ୍ନାଇରେ ।
କୋସଲି ମାହେଜି ଉସା ବରତ ବଦିଆଁ କରସି । ସେଟାକେ ଦେଖି ହଲିଆ ଗାଏସି:
ବଏଲାରେ,
କାଲି ଗୁରି କରି ଦୁହେଁ କରିଲେରେ ଉସା
କାଲି ପେଟେ ବାଲି ର ଜନମ
ଆରେ ଜନମ, ଗୁରି ର କୁଲ ଛୁଛା ରେ, ହ ।

ତାର ସାଁକୁର ମର୍ଲା ଭିତରେ ରାମାୟଣ, ମହାଭାରତ, ହରିବଂସ ବାଗିର ପୁରାନ ଗାଇଦେସି; ଗୁଟେ ପଦେ ଗୁଟେ ଅଧିଆ । ସେଥି ଅଲଂକାର ନାଇଁ ଥେ, ରସ ଥିସି, ଚାତୁରି ନେଇଁ ଥେ, ମାଧୁରି ଥିସି, ବର୍ନନା ନେଇଁ ହେଲେ ବ୍ୟଂଜନା ଅଛେ ।
ବଏଲାରେ,
ଦୁଲି ତ ଦୁଲିରେ ସିଆଲି ଲଟା ଦୁଲି
ଦୁଲି ଝୁଲୁଥିଲେ ପ୍ରଭୁ ବନମାଲିରେ
ଆହା, ଝାରେ ବୁଲୁଥିଲା ଜାରା ସବର
ମାଇଲା ମୃଗ ବୋଲିରେ ।
ବଏଲାରେ, ମାଇଲା ସବର ତୋହର ଦୋସ ନାହିଁ
ତୋହର ବାପକୁ ମାରିଥିଲିଁ ମୁହିଁ
ଆହା ପିତା ମରା ରୁଣ ଜେଭେ ସୁଝିଲୁ
ସୁଝିଲୁ ସବର ପୁଅ ତୁହିରେ ।

ହଲିଆ ଗିତ ପ୍ରାୟ ତିନ ପାଦ ଥିସି । ଠାନ ଠାନ ପାଁଚ ଛ ଚରଣ ବି ଲମସି । ହଲିଆର ପାରିବାରିକ, ସାମାଜିକ ଜିବନ ସାଂଗେ ପୁରାଣ କଥା ବି ହଲିଆ ହେଇ ଜାଏସି । ହଲିଆର ସିରଜିନା ବେଜୋଡ, ଅନୁଭୁତି ଜେତକି ବାସ୍ତବ ସେତକି ସରସ ସୁନ୍ଦର ଆର ମନଉଲସ୍ୟା ।

ଲୋକ ସାହିତ୍ୟ(2): କୋସଲି ସାହିତ୍ୟର ଇତିହାସ

0

(୪.୧.୧୪) ଛୁଆକର ଗାଏଲା ଗିତ

ମାଁ, ଆଇ, ବଡେଇ ମାନକର ଠାନୁ ଛୁଆ ରକମ ରକମ ଗୁରଦୁ ଟେ ଗିତ ସୁନସି । ସୋର ରଖସି । ଏତକ ତାପନେ ଗାଏସି ।

(୪.୧.୧୫) ବରସା ଆର ଖରାର ଗିତ

ପାଏନ ବରସିଲେ ଛୁଆ ମାନକର ଉସତ କହେଲେ ନି ସରେ । କେତେ ରକମର ଗିତ ଗାଏସନ । ସେ ସବୁ ଗିତ ହେଲା:

କଲାହାଁଡିଆ ମେଘ ଘୁଟି ଆଏଲେ ଛୁଆମାନେ ଗାଁ ଖୁଲିର ପିଢାଁ ମାନକୁ ଠୋଲ ହେସନ । ବରସା ହଉ ବଲି ଉସତ ମାଡେ ଗିତ ଗାଏସନ:

ରଜା ଘରର ବାଢୁନ ଖୁଁଟି ଦେ ମହାପୁରୁ କୁଟି କୁଟି

ରଜା ଘରର ସୁନା କୁଲେଇ

ବରସି ଦେ ମେଘ ଦୁଲ ଦୁଲେଇ ।୨୪ା

 

ମାମୁଁ ଘରର ପାଚଲା ଫୁଟି

ଦେ ମାହାପୁରୁ କୁଟି କୁଟି ।୨୫ା

କୁଁଡା ଭୁରି ଲେଖେଁ ପାଏନ ବରସିଲା ବଏଲେ, ଛୁଏ ଗାଏସନ:

ପାଏନ ଭୁରେ ଭୁରେ କଲାନ

ଚଁଟିଆ ଛୁଆ ମଲାନ ।୨୬ା

 

ପାଏନ ଟୁୁପୁର ଟାପୁର ବରସିଲା ବଏଲେ ଛୁଏ ଗାଏଲା ଗିତ ହଉଛେ:

ପାଏନ ବରସିଲା ଟୁୁପୁର ଟାପୁର

ଚନା ଚାବ ପିଲେ କୁଟୁର କାଟୁର । ୨୭ା

 

ପାଏନ ଜୋରସେ ବରସିଲେ ଛୁଏ ଜେନ ଗିତ ଗାଏସନ, ସେ ଗିତ ହେଲା:

ପାଏନ ବରସିଲା କୁଟକୁ କୁଟା,

ଆନ ଖାଏମା ମହୁଲ ଲଠା ।୨୮ା

 

ଧୁକି ଧୁକି ପାଏନ ବରସିଲେ ଗିତ ଗାଏସନ…

ପାଏନ ବରସିଲା ଧୁକି ଧୁକି,

ଭାତ ଖାଏମା ଫୁକି ଫୁକି ।୨୯ା

 

ବରସା ହେଲେ ଛୁଆମାନେ ଗାଁ ଖୁଲି କି ଭଟାନେ ଖେଲି ନି ପାରନ । ବରସା ଛାଡଲେ ସିନା ଖେଲବେ । ହେଥିର ଲାଗି ବରସା ଛାଡି ଜଉ ବଲି ଗିତ ଗାଏସନ:

ରଜା ଘରର ଚଟା କୁଲେଇ

ଡଗଁରେ ଡଗଁରେ ନେ ଉଡେଇ ।୩୦ା

ବରସା ଛାଡି ଜଉ ବଲି ଗିତ ଗାଏବାର ସାଁଗେ ଖରା ହଉ ବଲି ଭି ଗିତ ଗାଏସନ:

ତୋର ବାଦଲ କେ ନେ ରେ

ଆମର ଖରା କେ ଦେ ରେ ।୩୧ା

ଘାଏ ଘାଏ ପାଏନ ବରସିବା ସାଁଗେ ଖରା ଭି ହେସି । ଇନତା ଖରା ବରସା ଏକାସାରି ହେବାର ଭେକେ ଛେକେ ଦେଖବାକେ ମିଲସି । ଛୁଏ ଖରା ପାଏନ କେ ଦେଖି ଗିତ ଗାଏସନ:

ଦେଖ ଖରା ପାଏନ କଲାରେ

ବାଦଲର ମାଁ ମଲାରେ ।୩୨ା

ଖରା-ବରସା ହେଲା ବେଲକେ ଜାର ନାଁ କି ମାଏନ କରି ଛୁଏ ଡାକସନ । ହେ ଝନକ ଓ କଲା ବଏଲେ ତାହାକେ ଢୋଲ ଲଗାସନ:

ମୋର ଖରା ପାଏନ ଢୁଲେ । ୩୩ା

(୪.୧.୧୬) ବିରଝାଲା ଗିତ

ଖେଲଲା ବେଲକେ ଛୁଆ ଛୁଆ ମନକର ଭିତରେ ଖିଜା ବିରଝା ଲାଗିଥିସି । କେନସି ପିଲା ଲାଁଡୁ ହେଇଥିଲେ ତାହାକେ ଦେଖି ସାଁଗ ମାନେ ବରଝେଇ ଗିତ ଗାଏସନ:

ଲାଁଡୁ ମୁଡି ଠାଏ ଠଡକୋ

ସେମେଲ ଗଛେ ପୁଜା

ଆନରେ ଲାଁଡି ପାଏନ ଗଡେ

ତତେ କରମି ପୁଜା ।୩୪ା

ସିତ ଦିନେ କେନସି ପିଲା କି ଟୁକେଲ ଖୁଁଡଖୁଁଡିଆ ହେଇଥିବା ବଏଲେ, ତାହାକା ଦେଖି ଗିତ ଗାଏସନ:

ସିତ ବଏଲା ମିତ ଭାଇ

ଖୁଁଡଖୁଁଡିଆ କେ ଦେଖଲୁ କାହିଁ

ତାପୁଛେ ଉମହେଇ ଗାଉଛେ ଗିତ

ପିଠିନେ ପକେଇ ଦେଇଛେ ସିତ । ୩୫ା

ପେଟୁ ପିଲାକେ ଦେଖି ସାଁଗ ମାନେ ବିରଝେଇ କରି ଗାଏଲା ଗିତ ହଉଛେ:

ସିର ବସାଲା ସିର କୁମୁନା

ବିର ବସାଲା ବିର କୁମୁନା

ପେଟୁ ବସାଲା ବଢେ କୁମନା .

ସିର ଥି ଲାଗଲା ସିର ବଲିଆ

ବିର ଥି ଲାଗଲା ବିର ବଲିଆ

ପଟୁଥି ଲାଗଲା ଗାଏ ଫରିଆ,

ସିର ଖାଏଲା ସିର ତୁନ

ବିର ଖାଏଲା ବିର ତୁନ

ପେଟୁ ଖାଏଲା ଗାଏ ତୁନ ।୩୬ା

 

ଇନତା ଟୁକେଲ ମାନକେ ଭି ସାଁଗ ମାନେ ବିରଝେଇ କରି ଗାଏସନ:

କୁଠୁଲ ପେଟି

ସଖାଲୁ ଜାଏସି ଖଜୁର ବେଟି

ଖଜୁର ତଲେ ପଡଲା ହିଟି

ଡେବରି ଗୋଡ ଟା ହେଲା ଛୁଟି ।୩୭ା

 

ଜେନଛୁଆ ବଡ ବଡ ଢପ କଥା କହେସି, ସାନ ସୁରୁ କଥାକେ ବଢେଇ କରି ବଡ ବଡ ବାଏଗନ ବିକସି, ତାହାକେ ବିରଝାବାର ଗିତ:

ଢମ କହି ଘରେ ବାଜଲା ବଜା

ଠେଲକୋ ତୁନେ ଘି ପରଝା ।୩୮ା

ଜେନଛୁଆ ବଡ ବଡ ଢପ କଥା କହେସି, ସାନ ସୁରୁ କଥାକେ ବଢେଇ କରି ବଡ ବଡ ବାଏଗନ ବିକସି, ତାହାକେ ବିରଝାବାର ଗିତ:

ଢମ କହି ଘରେ ବାଜଲା ବଜା

ଠେଲକୋ ତୁନେ ଘି ପରଝା ।୩୯ା

ଧାନ ତାମେକର କୁଟଲି ଚୁନା

କେତେ ହେଲିଁ ଫେନ ଟେଢା ଦୁନା

ମାନେ କର ତହିଁ କଲିଁ ଗଏଁଠା

ମାଁ ହଲ ହଲ ପୁଅ ଅଏଁଠା

ଛ କୋର କଲିଁ ନ କୋର କଲିଁ

ସେଁକି ବୁଜି ଫେନ ତିନ କୋର କଲି

କହେଲେ କହେବ ଢପ କରୁଛେ

ଖାଏଲେ ଘି ଥିି ପଡୁଛେ ।୪୦ା

ଫୁଲେଇ ଟୁକେଲ କାରନେ ମେସି ନି ପାରେ । କାଲି ଗାଏର ଅଲଗେ ଗୋଠ ଲେଖେଁ ଅଲଗେ ଥିସି । ହେନତା ଟୁକେଲ କେ ବିରଝେଇ ଗିତ ଗାଏସନ:

ଫଲେଇ ଗାଲି ଲବର ମାଁ

ଧାନ ଘିନି ଜିମା ତମର ଗାଁ ।୪୧ା

 

କେନସି ଛୁଆକେ ବେଦନ ବାହାରିଥିବା ବଏଲେ ବଡା ଗୁଲଗୁଲା ହେବାକେ ପଡସି । ଖେଲି ବୁଲି ନି ପାରେ କି ଠିକ ସେ ଚାଲି ଭି ନି ପାରେ । ତହାକେ ଦେଖି ବିରଝେଇ କରି ଗାଏସନ:

ଗଣେସର ଗିଜେ ବେଦନ

ଫାଟେ ନାଇଁ ଟୁଟେ ନାଇଁ

କରେ ଟନ ଟନ

ଗଣେସର ଗିଜେ ବେଦନ ।୪୨ା

 

ଛୁଆମାନେ ପୁହୁରା ହେଲେ କି ସାପସୁତର ନି ରହେଲେ ଖସୁ ଖୁଜରି ବାହାରସି ଦିହେଁ  । ଜାହାକେ ଖସୁ ହେଇଥିବା, ତାର ସାଁଗେ କିହେ ନି ମେସନ ଡେଗବା ବଲି । ତାହାକେ ବିରଝାସନ…

ଖସୁଆ ପାଁଡେ

ଧାନ ଦୁଇ ଖଁଡି

ଗୁରଜି ଖଁଡେ ।୪୩ା

 

ଜେନ ପିଲା ଗଧା ଟା, ପାଠ ସାଠ ନି ପଢେ କି ପଠବା କେ ଠଁକୁଥିସି, ତାହାକେ ଦେଖଲେ ପିଲେ ଗଏସନ…

ମୁରୁଖ

ଲଟା ଘିଚେ ପରୁକ ପୁରୁକ

ପାଠ ପଢଲେ ପଁଡିତ ହେବୁ

ମୁରଖ ହେଲେ ଭାର ବୁହିବୁ ।୪୪ା

 

ଛୁଆ ମାନକର ଗୁରସ ପିଆ ଦାଁତ ଭାଁଗସି , ନୁଆଁ ଦାଁତ ଆଁକରିସି । ଦାଁତ ଭାଁଗି ଖଁଡୁ ହେଇ ଥିବାର ପିଲାକୁ ବିରଝାସନ…

ସବୁ ପିଲା ଗାଧିଗଲେ

ଗୁଟେ ପିଲାନାଇଁ ,

ବଁଧ ତଲର ସୁକଟି ଗୁହୁ ଖାଇ ଖାଇ

ତାର ମଝିର ଦାଁତ ନାଇଁ ।୪୫ା

 

ଟୁକେଲ ଖଁଡି ହେଇ ଥିଲେ ତାହାକେ ବିରଝାସନ…

ଖଁଡି ଦାଁତି ନରସିଁଘ,

ସବୁ ପିଲା କର ପାଡ ସୁଁଘ ।୪୬ା

 

କେନସି ଟୁକେଲ ଟେରି ହେଇ ଥିଲେ କି ଟେରେଇ କରି ଦେଖୁଥିଲେ, ତାହାକେ ବିରଝେଇ କରି ଗାଏସନ…

ଟେରି ଟେକର

ଟେରି ଜାନେ ମନତର

ଟେରି ଦରପନ ଦେଖେ

ଟେରି କଜଲ ମାଖେ ।୪୭ା

 

ଛୁଆ ମାନେ ତାକର ତାକର ଭିତରେ ଜିନିସ ଦିଆନିଆ ହେସନ । ଦେଲା ଜିନିସ କେ କିଏ ମଗଲା ବଏଲେ, ତାହାକେ ବିରଝେଇ ଗାଏସନ…

ଦେଲାଟାକେ ନେଲାରେ,

କଁଧ ଘଏଁତା କଲା ରେ ।୪୮ା

 

ଜଧରଭି କନସି ଛୁଆ କେନସି ଗୁନୁ ଛୁଟେଇ ଛୁଟେଇ ଚାଲୁଛେ ବଏଲେ ତାହାକେ ଦେଖି ବିରଝେଇ କରି କହେସନ…

ଟେହେଁଗା ଗୁଡାକେ ଫୁଲ ଚଁଦନ

ଉଡସା ଜିବାକେ ମନ ।୪୯ା

ଛୁଆମାନେ ରକମ ରକମ ଖେଲ ଖେଲସନ । ଖେଲଲା ବେଲକେ କିଏ କିଏ ଖିଜନି ଭି କରସନ । ଖିଜନି କଲା ପିଲାକେ ବିରଝେଇ କରି କହେସନ…

ଖିଜିନି ଖିଜି ଗଲା

ଅଁଟାନେ ଦାଦୁ ହେଲା

ବଇଦ ଉସୋ କଲା

ନି ଛାଡଲା କାହାର ଗଲା

ଖିଜନି ଘରର କାଏଁ ତୁନ

କିରହା ସର ସର ମୁଗ ତୁନ ।୫୦ା

 

କେନସି ଟୁକେଲ ଖିଜନି କଲେ ତାହାକେ କହେସନ…

ଟୁକେଲ ଗୁଟେ ଖିଜଲା ନ

କଁଧ ଘଏଁତା କଲା ନ ।୫୧ା

 

ସାକେତ ଶ୍ରୀଭୁଷଣ ସାହୁ

ଲୋକ ସାହିତ୍ୟ(1): କୋସଲି ସାହିତ୍ୟର ଇତିହାସ

0

ଭାରତ ରେ ଦସମ ରୁ ଦ୍ୱାଦସ ସତାବ୍ଦି ସମିଆଁ ରେ ସାରା ଭାରତ ରେ ଲିଖିତ ସାହିତ୍ୟ ବଏଲେ ସଂସ୍କୃତ କେ ବୁଝା ଜଉଥିଲା । କାବ୍ୟ-କବିତା, ଲେଖା-ପଢା, ସବୁ ସଂସ୍କୃତ ରେ ହଉଥିଲା । ରଜା ମାନକର ଦରବାର ରେ ବି ସଂସ୍କୃତ ବେଭାର ହଉଥିଲା । ରଜା କି ପଣ୍ଡିତ ମାନେ ସଂସ୍କୃତ ବେଭାର କରୁଥିଲେ । ରାନି, ଦାସ-ଦାସି, ଆର ବାକି ସାଧା ଲୋକ ପ୍ରାକୃତ ଭାସା ଥି କଥାବାର୍ତା ହଉଥିଲେ । ୧୬୬୩ ମସିହାରେ ପଣ୍ଡିତ ଗଂଗାଧର ମିସ୍ରଂକର ଲେଖଲା ଐତିହାସିକ ମହାକାବ୍ୟ “କୋଶଲାନନ୍ଦ କାବ୍ୟମ” ବି ସଂସ୍କୃତ ଥି ଲେଖା ହେଇଛେ । ଇଥି ପାଟଣା (ପାଟଣା କେ କୋସଲ ରାଜ୍ୟ ବଲି ଭି ବତା ହେଇଛେ)ର ଚୌହାନ ରଜା ରମାଇ ଦେବକର ନୁ ମୁଲକରି ସମଲପୁର ର ରଜା ବଲିଆର ରାମ ଦେବ ତକ ଲେଖା ହେଇଛେ ।

ଜଦି ଭି ସଂସ୍କୃତ ଲେଖବାର ଭାସା ଥିଲା ତଥାପି ବି ଲୋକ କବାର-ଗୁତା ବେଲକେ “ହଲିଆ ଗିତ” ଗଉଥିଲେ, ବେଲବୁଡେ ଛୁଆମାନେ ଖେଲଲା ବେଲେ “ହୁମୋ ବଉଲି” ଗଉଥିଲେ, ଦସରା ବେଲକେ ପଦକେ ପଦ ଜୁରି ଡାଲଖେଇ ନାଚି ନାଚି ଧଂଗରା ପିଲା-ଟୁକେଲ ବିର୍ଝାଖିର୍ଝା ହଉଥିଲେ । ଲୋକର ମନୋରଂଜନ ଲାଗି ନାଚ-ଗିତ, ଲିଲା, ନାଟ, ଆର କେତେ କିସମର ଅଲିଖିତ ସାହିତ୍ୟ ଲେଖା ହେଇଥିଲା ଜେ ତାର ପତା ନେଇଁ । କୋସଲ ବାହି ନ ଛୁଆ ଜନମ ନୁ ମୁନୁସ ମରବାର ତକ ହରେକ ସାମାଜିକ ଆର ସାଂସ୍କୃତିକ ପରଂପରା ଲାଗି ଗିତ ଅଛେ । ଛୁଆ ମାନେ ସଖାଲୁ ଉଠବାର ଠାନୁ ରାତି ସୁଆବାର ତକ ଜେନ ଗିତ ଜେତେବେଲେ ଗାଏବାର କଥା ମାଁ ମାନେ ଗାଇ ଥିସନ । ଜେନ୍ତା: ତେଲ ମଖା ଗିତ, ସିଖାବା ଗିତ (ଛୁଆମାନକୁ ତାଲି ମାରବା, ହାତ ମୁଠା କରବା, ମୁଡ ହଲାବା, ଝାଏଁରେ କରବା ସିଖାସନ), ହଁସାବା ଗିତ, ଝୁଲାବା ଗିତ, ନଚାବା ଗିତ, ଖୁଆବା ଗିତ, ଦାଁତ ଆଁକରିଲେ ଗିତ, ଚାଲି ବସଲେ ଗିତ, ସୁଆବା ବେଲର ଗିତ, ରାଁପଲା ବେଲର ଗିତ ଏନ୍ତା ଛୁଆମାନକର ଅବଗା କେତନି କେତେ ଗିତ ଅଛେ । ଛୁଆମାନେ ନିଜେ ଭି ଖେଲଲା ବେଲେ କେତନି କିସମ ର ଗିତ ଗାଏସନ । ଟୁକେଲ ମାନେ ଖଟି ଗଲେ ଗିତ ଗାଏସନ, ମୁନୁସ ମରିଗଲା ବେଲକେ ତାକର ସିଆନି ମାନେ ଗିତ ଗାଏସନ ଏନ୍ତା ଆମର କୋସଲ ବାହି ନ ହରେକ ସାଂସ୍କୃତିକ-ସାମାଜିକ ଚଲନି ମାନକର ଲାଗି ଗିତ ଅଛେ । ଇ ସବୁ ଗିତ ର ବାହାରେ ଭିନେ ଭିନେ ପରବ ପରବାଣି ଜାନି ଜାତ୍ରା କେ ବି କେତନି ଗିତ ନଜର କେ ଆଏସି । କେତେଟା ଲୋକ ସାହିତ୍ୟ ବାଜନା ସାଂଗେ ବେଭାର ହଉଥିଲା ବେଲକେ କେତେଟା ବିନ ବାଜନା ଥି ବେଭାର ହେସି । ଇ ସବୁ ଗିତ ଆମର କାବ୍ୟ ଧାରା ର ଖଏଣ ଆଏ । ଇ ସବୁ ଆମର କାବ୍ୟ-କବିତା ବନବାର ଥି କେତନି ସାହେଜ କରିଛେ । ଇତାର ବାହାରେ ପୁଜା ପାଠ, ଫୁକା ଝରା ଆଦିରେ ଲାଗୁଥିବା ମଂତ୍ର ମାନକେ ବି କୋସଲି ର କେତନି ବେଭାର ଦେଖବାର କେ ମିଲସି । ଆମର କୋସଲ ବାହିର ଲୋକ ସାହିତ୍ୟ କେ ମୁଖିଆ କରି ବାଜନା-ବାଲା ଗିତ ଆର ବିନ-ବାଜନା ର ଗିତ, ମାହେଜି/ଟୁକେଲ କି ମୁନୁସ ନେହେଲେ ଦୁହେଁ ଗଉଥିବାର ଦେଖବାର କେ ମିଲସି ।

(୪.୧) ଛୁଆକର ଗିତ
(୪.୧.୧) ଛୁଆ ଭୁରତା ଗିତ

ଛୁଆ କାନ୍ଦଲେ ଭୁରତାବାର ଲାଗି, ଭାସା ସିଖାବାର ଲାଗି, ମାଁ, ବଡେଇ, ଆଇ ମାନେ ଗିତ ଗାଏସନ । ଇ ସବୁ ଗିତ ମାନକେ କେନଥି ଅର୍ଥ ଥିସି ତ କେନଥି ନି ଭି ଥାଏ । ହେଲେ ଗିତନୁ ଏକା ଛୁଆ ଭୁରତି ଜାଏସି ଆର ଜିଭ ଚଏଁଡ ଟଁଟିନୁ କଥା କହେବାର ଅକଲ ସିଖସି । ଛୁଆ ମାନକୁ ସଖାଲୁ ଉଠବାର ଠାନୁ ରାତି ସୁଆବାର ତକ ଜେନ ଗିତ ଜେତେବେଲେ ଗାଏବାର କଥା ମାଁ ମାନେ ଗାଇ ଥିସନ । ଉତାର କେ ଉତାର ହେ ଗିତ ହେଲା:

(୪.୧.୨) ତେଲ ମଖା ଗିତ

ଛୁଆତେ ଜନମ ହେଲା ଉତରୁ ସଁଠି ଘରେ ରଖସନ । ହେନ ଛୁଆକେ ତେଲ ମଖାସନ । ମାଁ ତାର ଦୁହି ଗୋଡକେ ଆଘକେ ଲମେଇ, ଛୁଆକେ ଗୋଡ ଉପରେ ସୁଏଇ ତେଲ ମଖାସି । ତେଲ ମଖାଲା ବେଲକେ ଛୁାଆ ତାର କଅଁଲି ଦିହିଁ ଚିଆଁଲେ କାଁଦସି । ନି କାଁଦବାର ଲାଗି ମାଁ ଗିତ ଗାଏସି:

ଘଗୋଁଚି … ପାଡୋଚି … ଚିଚିଚି…
କାଠି ଭାଁଗ ପତର ତୁଲ
ସଁଠି ବୁଢି କେ ଜୁହାର କର ।୧ା

ମାଁ ତେଲ ମଖାଲା ଉତରୁ, ଛୁଆକେ କସରତ କରାସି । ତାହେଁରୁ ଆଁଗଠି ନେ
ଧୋବ କପଡା ଟେ ଗୁରେଇ ତେଲଥି ବୁଥି ଛୁଆର ଟୁଁଡ ଭିତର ପୁଛି ସଫା କରସି ।

ତାହେଁରୁ ଗିତ ଗାଏସି..
ଉଖୁଁ ଖାଉଁ ଘି ଖାଉଁ
ତୁମ ପଡି କରି ସୁଇଥାଉଁ ।୨ା

(୪.୧.୩)ସିଖାବା ଗିତ

ଛୁଆମାନକୁ ତାଲି ମାରବା, ହାତ ମୁଠା କରବା, ମୁଡ ହଲାବା, ଝାଏଁ ରେ
କରବା ସିଖାସନ । ମାଁ ଇ ସବୁ ସିଖାଲା ବେଲକେ ଅଲଗ ଅଲଗ ଗିତ ଗାଇଥିସି ।
ଜେନତା:

କାଉ ମୁଚି ରେ କାଉ ମୁଚି
ଦିଅ ଦୁଧ ଭାତ ଜାଉ ଘୁଁଚି ।୩ା

ଗିତ ଗାଇ ଆଁଗଠି ମୁଠା ସିଧା କଲେ ଛୁଆ ଭି ତାର ହାତ ର ଆଁଗଠି ମୁଠା
ସିଧା କରସି । ଠିକ ହେନତା:

ତାଲି ତାଲି ତାଲି ତାଲି
ବନମାଲି ବନମାଲି ।୪ା

ବଲି ଗିତ ଗାଇ ମାଁ ତାଲି ପିଟଲେ ଛୁଆ ଭି ତାଲି ପିଟସି ।
ବଉଲା ଗାଇ ରେ ବଉଲା ଗାଇ
ବଉଲା ଗାଇ ମୁଡ ହଲାଇ ।୫ା

ବଲି ଗିତ ଗାଇଦେଲେ ପିଲା ମୁଡ କେ ହଲାସି ।

(୪.୧.୪) ହଁସାବା ଗିତ

ଛୁଆ ହଁସି ଦେଲେକି ମାଁ ର ମନ ଗହ-ଗହ, ମହ-ମହ ହେଇ ଜାଏସି । ମାଁ ଗିତ ଗାଏବାର ସାଁଗେ ଛୁଆର ହାତ କେ ଧରି ହେତାର ପଦମେ ମିଛ ମିଛ କିଆ ଭାତ ରାଁଧସି ତୁନ ରାଁଧସି । ସବକୁ ଗୁଁଡେ ଗୁଁଡେ ଦେସି । କୁରା ପୁଛା ଛୁଆର ଟୁଡେ ଦେଇ, ଛୁଆର ପଦମ ନୁ ମାଁ ତର ଆଁଗଠି ମନକୁ ଚଲେଇ ଚଲେଇ ଖାକ ପାସକେ କୁତକୁତେଇ ଦେଲେ ଛୁଆ ହଁସି ଉଠସି । ଗିତ ହେଲା:

ଖୁଦୁର ବୁଦୁର…ଖୁଦୁର ବୁଦୁର
ଭାତ ରାଁଧୁ ..ତୁନ ରାଁଧୁ…ସାଗ ଖରଡୁଁ
କକ କେ ଦୁରା
ହାମା କେ ଦୁରା
କୁ କୁ କେ ଦୁରା
ଜାହା ରହେଲା
କୁରା ପୁଛା ..ବାବୁର ଟୁଡେ ଟୁ କଲ ।
କାଲିଆ ବଲଦ କୁଟୁରୁ ସିଁଘା
ଚାରହି ପରବତ ବୁଲି ଆଏଲିଁ
କାଲିଆ ବଲଦ ନାଇଁ ପାଏଲିଁ
ତମର ଗୁହାଲେ ଅଛେ ?
ଘୁଁଚ ଘୁଁଚ ଘୁଁଚ ଘୁଁଚ… ।୬ା

ଛୁଆ ଟିକେ ରୁସଲା ବଏଲେ, ହଁସାବାର ଲାଗି ମାଁ ଗିତ ଗାଏସି..
ହଁସ ବୁଢି ହସ
ମୁସା ଲେଁଡି ଭାଜି ଦେମି ଖାଏବୁ ମସ ମସ ।୭ା

(୪.୧.୫) ଝୁଲାବା ଗିତ
ଛୁଆକର ଲାଗି ସୁଖର ଠାନ ହଉଛେ ମାଁ ର କୁଲ, ଛାତି ଆର ଖଁଦ । ଛୁଆ କାଁଦଲେ ମାଁ ବସିକରି ତାର ଦୁହି ଗୋଡ ଲମେଇ ଛୁଆକେ ସୁଏଇ ନିତ ଛାତିନ ଚାପି ଧରି କି ଖଁଦେ ସୁଏଇ, ଛୁଆ ର ପିଠି ଥପଡେଇ ଆଗପଛ ଝୁଲି ଗିତ ଗାଏସି…

ଝୁଲରେ ହାତି ଝୁଲ ଝୁଲ
କିଆ କଁଦା ଖାଇ ଫୁଲ ଫୁଲ
ହାତି ଜଉଛେ ସମଲପୁର
ହାତିର ମୁଡେ କୁରେ ଫୁଲ ।୮ା

(୪.୧.୬) ନଚାବା ଗିତ

ଛୁଆ କେ ତେଲ-ଫୁଲ ମଖାଲା ବେଲକେ ଛୁଆ କାଁଦସି । ମଖେଇ ସାଏଲେ ଛୁଆକେ ଭୁରତାବାର ଲାଗି ମାଁ ଛୁଆକେ ଦୁହି ହାତେ ଧରି ଟିକେ ଉପର କେ ଫିକି ଛିନସନ । ଇନତା କରି କରି ଗିତ ଗାଏସନ:

ଦିଅ ଫିକିଦିଅ ଖତ ଗୁରାକେ
କୁଆ ବେଟି ନଉ ମାମୁଁ ଘର କେ
ମାମୁଁ ବଲବେ କାର ପୁଓ
ଗୁଧେଇ ପୁଧେଇ ଘର କେ ନିଅ
ଦୁଦୁ ଭାତ ଦୁରା ଖୁଏଇଦିଅ ।୯ା

ଛୁଆ ତୁନ ପଡସି । ମାଁ ଆରଭି କହେସି ଆମର ବାବୁର କେନସିଟା ଉନା ନାଇଁନ, ମନକଲେ ମିଠେଇ ଦନା ଖାଏବା ବଲି ଗିତ ଗାଏସି:
ତାକ ଧିନାଧିନ ଧିନକି ଧିନା
ବାବୁ ଖାଏବା ମିଠେଇ ଦନା
ଆମର ବାବୁର କାଏଁଟା ଉନା
କରନି କୁସମା ପଡିଛେ ଉନା ।୧୦ା

ମାଁ କେ ଜେନ ଜିନିସ ସୁନ୍ଦର ଦିସଲା, ତାହାକେ ଜୁଟେଇ କରି ଛୁଆକେ ନଚାସି ଗିତ ଗାଇ ଗାଇ..

ତାକ ଦୁଲ ଦୁଲ ଦୁଲରେ
ମାଖନ ଫୁଲ ଫୁଲ ରେ ।୧୧ା

(..) ଜହ୍ନ ମାମୁଁ ଆର ତରାର ଗିତ

ସବୁ ଛୁଆ ଜନ ଅର ତରା କେ ଜାନି ଥିସନ । ଜନହଁ ମାମୁଁ କାଇଛେ ବଏଲେ ଛୁଆ ଜନ ଆଡକେ ଦେଖସି । ମାଁ ଗିତ ଗାଏସି..

ଜନହଁ ମାମୁଁ ରେ ଆଏବୁ ଆଏବୁ ରେ

ଆମର ବାବୁ କେ ନେଇ ଜିବୁ ।୧୨ା

ତରା ମାନକୁ ଦେଖେଇ କରି ମାଁ ଛୁଆ ମାନକର ଲାଗି ଗାଉଥିବାର ଗିତ ହଉଛେ..

ଏକ ତରା ଦୁଇ ତରା

ଦୁଇ ତରା ଗଲେ ପାଇକ ପରା

ପାଇକ ପରାନେ ଗାଏ କଅଁଲାଲା

ଦଦା ଆନଲା ଖିରସା ଦନା

ସବକୁ ଦେଲା ଠୁଲେ ଠୁଲେ

ବହୁକେ ଦେଲା ଛୁଚା ଦନା

ବହୁ ପଲଉଛେ ବାଟେବାଟ

ମାରଗୋ ଦଦା ତେଁତେଲ ଝାଁଟ

ବହୁ ବସିଛେ ଚୁଇଲ ପାଟି

ବହୁକେ ଚାବଲା ଚିମ ଚାଁଟି ।୧୩ା

(..) ଖୁଆବା ଗିତ

ଛୁଆକେ ଭୋକ କଲା ବଏଲେ ହେ କାଁଦସି । ମାଁ ଜାନି ପାରସି, କୁଆସି । ଛୁଆ ଟିକେ ଖାଇ ଦେଲେ ଆର ନି ଖାଏ । ପେଟ ପୁରା କୁଆବାର ଲାଗି ମାଁ ରକମ ରକମ ଗିତ ଗାଇକରି ଖୁଆସି ।

ଦୁଦୁ ଭାତ ଦିଅ ଗୋ ମାଏ

ହାପୁର ହାପୁର ବାବୁ ଖାଏ ।

ବାବୁର ଥାଲିନ କିଏ ଖାଏ ?

ଅଜା ଖାଏ,

ଅଜାର ଥାଲିନ କିଏ ଖାଏ ?

ଆଇ ଖାଏ,

ଆଇର ଥାଲିନ କିଏ ଖାଏ ?

ମାଁ ଖାଏ,

ମାଁ ଥାଲିନ କିଏ ଖାଏ ?

ନାନି ଖାଏ,

ନାନିର ଥାଲିନ କିଏ କାଏ ?

ଭାଇ ଖାଏ, ।୧୪ା

ଇନତା କରି ଘରର ବଡ ନୁ ସାନ ପତେ ସଭକୁ ଚିନହାଁସି ମାଁ । ଛୁଆ ପେଟ ପୁରତୁନୁ ଖାଏବାର ସାଁଗେ ଘରର ସବକୁ ଜାନି ପାରସି । ମାଁ ଦାଏଲ ଭାତ ସାନି ଗୁଁଡା ଗୁଁଡା କରି ହାତେ ଧରି ତାର ଡେବରି ହାତେ ଆଁଏଖ ଢାପି ଛୁଆକେ ଖୁଆସି । ଗିତ ଗାଏସି..

କାନି ମାନି କାନି କାନି କିଏ ଖାଏଲା ?

କକୋ ଖାଏଲା ।

କାନି ମାନି କାନି ମାନି କିଏ ଖାଏଲା ?

ହାମା ଖାଏଲା ।

୍‍ ୍‍ ୍‍ ୍‍

ସଲା ମଲା ଛେଲ ଚରହୁଆ କେ ବାଘ ନେଲା ।୧୫ା

(..) ଦାଁତ ଆଁକରିଲେ ଗିତ

ଛୁଆର ଦାତ ଆଁକରି ବସଲେ ଦାତ କେ କୁଟ କୁଟ ଚାବି ବସସି ଛୁଆ । ଜାନି ହେସି ଦାଁତ ଆଁକରୁ ଛେ ବଲି । ଗିତ ଗାଏସନ..

ଦାଁତରି ଖଜା କରଗୋ ମାଏ,

କୁଟୁର କୁଟୁର ବାବୁ ଖାଏ ।୧୬ା

ମାଁ ଦାଁତରି ଖଜା କରସି, ପଡା ପାଟକ ସବକୁ ବାଁଟସି ।

(..୧୦) ଚାଲି ବସଲେ ଗିତ

ଛୁଆ ବସି ସିଖସି, ଠିଆ ଉଠି ସିଖସି । ତାହେଁରୁ ପାହେ ପାହେ ଚାଲି ବସସି । ପାହା ପକେଇ ଚାଲି ବସଲେ ଗିତ ଗାଏସନ..

ଚାଲନି ମଡା କରଗୋ ମାଏ,

ବାବୁ ଚାଲଲା ପାହେ ପାହେ ।୧୭ା

ଛୁଆର ଚାଲି ଦଖି ମାଁ ଉସତ ହେଇ ମାଁ ଚାଲନି ମଡା କରସି । ଘରେ ଖାଏବାର

ସାଁଗେ ବଁଟା କୁଟା ଭି କରା ହେସି ।

(..୧୧) ସୁଆବା ବେଲର ଗିତ

ଛୁଆ ଜଲଦି ନାଇଁ ସୁଏ । ଘମଡ କରସି, କାଁଦସି । ମାଁ ଗିତ ଗାଇ ଗାଇ ଛୁଆକେ ସୁଆସି । ସୁଆବାର ଗିତ ତ ଗୁରଦୁ ଟେ ଅଛେ, ହେ ଭିତରୁ କେତେଟା ଗିତ…

୧. ନାଇଁ କାଁଦ ମୋର ଧନ ମାଲି ରେ

ନାଇଁ କାଁଦ ମୋର ସୁନା ଥାଲି

କାଉ କାଉ ତ କାଉ କାଉ ରେ

ଆମର ବାବୁତ ନିଦ ଜାଉ

ସୁଇ ପଡ ମୋର ଧନମାଲି ରେ

ସୁଇ ପଡ ମୋର ଗଲା ମାଲି ।୧୮ା

୨. ଆସୁ ଅଛେରେ କକୋ ମୁନା

ଆମର ବାବୁ କେ ନେବା ସିନା

ଆମର ବାବୁତ ସୁଇ ଦେବା ରେ

କକୋ ମୁନା ପଲେଇ ଜିବା

ଆମର ବାବୁତ ବଡା ନୁକୋ ରେ

ଆମର ବାବୁ ତ ଗଁଠି ର ସୁନା ।୧୯ା

୩. ଡାଇ ଡାଇ ତ ଡାଇ ଡାଇ ରେ

ଆମର ବାବୁ ମାମୁଁ ଘର ଜାଇ

ମାମୁଁ ଆନି ଦେବେରେ ଦହି ଗା

ଗାଇର ଗୁହାଲେ ବସି ଖାଇ ।୨୦ା

(..୧୨) ରାଁପଲା ବେଲର ଗିତ

ରାପି ଦେଲେ ଛୁଆକେ ଚିଆଁସି । ରାପି ହେବାକେ ମୁର ନି କରେ ଛୁଆ । ମାଁ ଭୁରତେଇ ସୁରତେଇ ଗିତ ଗାଇ ଗାଇ ରାପି ଦେସି

ସଜ ସଜ ସଜ ସଜ

ଆମର ବାବୁ ଖାଇ ଜିବା ଭୁଜକାଜ ଭୁଜକାଜ ।୨୧ା

(..୧୩) ରୁସଲା ବେଲର ଗିତ

ଛୁଆ ଟିକେ କେ ରୁସସି, ଅଡବି କରସି । ମାଁ ପାଇକରି ଗିତ ଗାଇ ଦେସି । ଗିତ ସୁନି ଛୁଆ ଭୁରତି ଜାଏସି ଆର ତାର ରୁସାଫୁଲା ଭାଁଗି ଜାଏସି ।

ତରୋ ରୋରୋ ତ ରୋରୋ ରୋରୋ ରେ

ନାଇଁ କାଁଦ ଆର ଧନ ମୋର

ତୋର ବୁଆଆନିବା ରଟି ବୁରୋ ରେ

ଆନି ଦେବା ପାଚିଲା ବୁରୋ । ୨୨ ।

୍‍୍‍ ୍‍୍‍

ମୋର ଧନ କେ କିଏ ଗାଲି ଦେଲା ରେ

ମୋର ଧନ କେ କିଏ ମାଡ ଦେଲା

ଭାଇ ସାଁଗେ କାଏଁ ଖେଲି ଜିବୁ ରେ

ଦଦା ସାଁଗେ କାଏଁ ବୁଲି ଜିବୁ ।୨୩ା

 

ସାକେତ ଶ୍ରୀଭୁଷଣ ସାହୁ

ଡଁଡ: କୋସଲି ସାହିତ୍ୟର ଇତିହାସ

0

ଅସ୍ଟମ-ନବମ ସଦି ଆଡକେ ଇନ୍ଦ୍ରଭୁତିଂକର ବୁହେନ ଲଖ୍ମିଂକରା (ସୋନପୁର ରଜା ଜଲେନ୍ଦ୍ରକର ବହ)କର ସହଜତଂତ୍ର ସାଧାରଣ ଲୋକକୁ ପସନ ଆସୁଥିଲା ଆର ବୌଧ ଧର୍ମ ର ପ୍ରଚାର-ପ୍ରସାର ବନେ ଜୋର ଧରିଥିଲା । ସେଥିର ଲାଗି ସୈବ ଧର୍ମ ର ପ୍ରଚାର-ପ୍ରସାର ଲାଗି ସୈବ ଧର୍ମ ଉପାସନା କରୁଥିବାର ସୋମବଂସି ରଜାମାନେ ଡଁଡ ନାଟ ର ମୁଲ କରାଲେ ।

ଡଁଡ ଦଲ ମାନେ ପହିଲ କରି ସୋନପୁର ରାଏଜ ର ଗାଁ ଗାଁ ବୁଲି ବୁଲି ସିବ-ପାର୍ବତି ପୁଜା ସାଂଗେ ନାଟ କଲେ । ଡଁଡ ର ପହେଲା ରୁ ଟା ସୁହ୍ଲ ସୁଆଂଗ ଡଁଡ ଥିଲା । ସେଥି ସହଜଜାନ ବି ମେସିଥିଲା ଜେହେତୁ ତଂତ୍ର ସାଧନା ଟା ସାଧାରଣ ଲୋକର ଭିତରେ ଫଏଲି ସାରିଥିଲା ନ ।

ଚଇତ ମସିଆ ଖରାଥି ମିନ ସଂକ୍ରାନ୍ତିରୁ ବିସୁବ ସଂକ୍ରାନ୍ତି ତକ ଡ଼ଁଡ଼ୁଆମାନେ ଉପାସବଲାକରି ସହ ସହ ଛତର ବୈରଖ ଆର ସିବ ପାର୍ବତି, ଦକ୍ଷିଣ କାଲିଙ୍କୁ ଧରି କରି ବାହାରି ପଡ଼ସନ । ଡଁଡ ପରଂପରା ରେ ତିନଟା ଡଁଡ ଦେଖବାର କେ ମିଲସି (୧) ଧୁଏଲ ଡଁଡ (୨) ପାଏନ ଡଁଡ ଆର (୩) ଡଁଡ । ଡଁଡ ଥି ବିସେସକରି ଧର୍ମ ର ସୁରଖ୍ୟା, ସାଂସ୍କୃତିକ ଜାଗରଣ, ପୁରୁସ-ପ୍ରକୃତିବାଦ, ସଂଜମ, ନିସ୍ଠା, ମନୋରଂଜନ କେ ଜୋର ଦେସନ  । ସୁହ୍ଲ ସୁଆଂଗ ଡଁଣ ର ଭୁତନାଥ ଚରିତ୍ର ର ଗିତ ପଦେ:

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ । (ଘୁସା)

ମାଲଖମ ବୁରା ବଏଲା ଜେ ରେ ମୁଇଁ ତ ମଁଝିଆ ଭାଇ

ଇଆଡ-ସେଆଡ ହେଲେ ଢେଁକି ଦଉଥିସିଁ ସଲଖେଇ  । ୧ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

କୁଲା ବୁରା ବଏଲା ଜେ ରେ ମୁଇଁ ତ ଭରକା ଟୁଣା

ପାଛରି କରି ବାରି ଦେସିଁ ଜେତକି ଖୁଦକୁଣା । ୨ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

ବାଢୁନ ବୁରି ବଏଲା ଜେ ରେ ମୁଇଁ ତ ଛିତକି ମୁଡି

ସଁକଲି ବୁଟଲି ଧାନ ଚଉଲ ଦଉଥିସିଁ ବୁଡବୁଡି । ୩ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

ଲେଟ ବୁରା ବଏଲା ଜେ ରେ ମୁଇଁ ତ ଅସ୍ଟବଁକା

ମୁଇଁ ଥିଲେ କେଁଚି ହେବା ନେଇଁ ଥେ ଆର ସଁକା  । ୪ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

 

ସାକେତ ଶ୍ରୀଭୂଷଣ ସାହୁ

 

 

ପହେଲା ଲିଖିତ ସାହିତ୍ୟ: କୋସଲି ସାହିତ୍ୟର ଇତିହାସ

0

କୋସଲି ଭାସା ର ଲିଖିତ ସାହିତ୍ୟ କେଭେ ନୁ ପହେଲା କରି ହେଇଛେ କହେବାରଟା ବଡା କଠିନ ଏ । ହେଲେ କୋସଲି କେ ପଢଲା ବେଲକେ ଆସରିଜ ହେବାରକେ ପଡସି ଜେ ବଂଗାଲି ପଣ୍ଡିତ ହରପ୍ରସାଦ ସାସ୍ତ୍ରି ୧୯୧୭ରେ ନେପାଲ ନୁ ପାଇଥିବା ଚର୍ଜ୍ୟାଗିତି ଥି କେତନି କେତେ କୋସଲି ସବ୍ଦ ଅବିକଲ ବେଭାର ହେସି । ଚର୍ଜ୍ୟାଗିତି ରେ ଥିବା ବୌଧଗାନ ଆର ଦୋହା କେ ଭାସାବିତ ମାନେ ୭ମ ଆର ୮ମ ସତାବ୍ଦି ଭିତରେ ଲେଖା ହେଇଥିବାର ଅନୁମାନ କରସନ । ଇହାଦେ ର ପସଚିମ ଓଡିସା ର ଭିନେ ଭିନେ ଠାନେ ୨ୟ ନୁ ୮ମ ସତାବ୍ଦି ତକ ଭିନ ଭିନ ଠାନେ ବୌଧ ଧର୍ମ ବନେ ଫଏଲିଥିଲା । ବୌଦ୍ଧ ଧର୍ମ ର ସିଦ୍ଧମାନେ ଚର‌୍ୟାପଦ କବିତା ଲେଖୁଥିଲେ । ଚର‌୍ୟାପଦ ଗାଏବାର ଲାଗି ଲେଖା ହଉଥିଲା । ଚର‌୍ୟାପଦ ସାହିତ୍ୟ “ସାନ୍ଧ୍ୟ ଭାସା” ବଲି ଗୁଟେ ରୁପକ (ଜ୍ଞରଗ୍ଧବକ୍ଟ୍ରଷକ୍ଟକ୍ସ) ଦେଇକରି ଲେଖା ହଉଥିଲା । ଚର‌୍ୟାଗିତି ଥି ସେ ସମିଆଁ ର ସମାଜ ର ବର୍ଣ୍ଣନ ଅଛେ । ଭିନେ ଭିନେ ଚରିତ୍ରମାନକର କଥା ଲେଖା ହେଇଛେ । ଜେନ୍ତା ସିକାରି, ଡଂଗାବାଲା, କୁମହାର, ଭୁଲିଆ, କାଠରିଆ ଆଦି । ବେସ୍ୟାମାନକର କଥା ଲେଖା ହେଇଛେ ହେଲେ ଚାସିମାନକର କଥା ନେଇଁନ । ଚର‌୍ୟାଗିତି ତଂତ୍ର ପରଂପରା ବଜ୍ରଜାନ ର ସିଦ୍ଧକବି ମାନକର ରହସ୍ୟବାଦି କବିତା ଏ । ଇ କବିତାମାନେ ଗୁଟେ ସିଦ୍ଧ ପ୍ରବୃଦ୍ଧ ଅନୁଭୁତି ର ଏକସରଲଗ ବର୍ଣ୍ଣନ ଏ । ଇ ଚର‌୍ୟାପଦ ସାହିତ୍ୟ ଥି କବି ବା ସିଦ୍ଧ ମାନକର ନାଁ ପହିଲ ପଦେ ଲେଖା ହେଇଥିସି ଆର ସେମାନକର ନାଁ ଅନସାରେ, ଜେନ୍ତା କାହ୍ନୁ ସିଦ୍ଧକର କାହ୍ନୁଦ, ଲୁଇ ସିଦ୍ଧ କର ଲୁଇପଦ, ଭୁସକୁ ସିଦ୍ଧକର ଭୁସକୁଦ, ସବର ସିଦ୍ଧକର ସବରପଦ, ଡମ ସିଦ୍ଧକର ଡମପାଦ ଆଦି ହଉଛେ ଭିନେ ଭିନେ ଚର‌୍ୟାଗିତି । ଚର‌୍ୟାଗିତି ର ଭାସା ପ୍ରାକୃତ ଆର ବୁଦ୍ଧ ଧର୍ମ ର ପ୍ରଚାର-ପ୍ରସାର ବିସେସ କରି ସେ ସମିଆଁ ଥି ସେଠାନ ର ପ୍ରାକୃତ ଭାସା ବେଭାର କରୁଥିଲେ ।

ଚର‌୍ୟାଗିତି ଇହାଦେ ର କୋସଲି ସାଂଗେ ବନେ ମେଲ ଖାଏସି:
ଏକୁସୋ ପଦୁମୋ ଚୌସଠି ପାଖୁଡି
ତହିଁ ଚଢି ନାଚୋ ଡୋମ୍ବି ବାପୁଡି । – କାହ୍ନୁ

ଏକୁସୋ – ଏକୁସ, ପଦୁମୋ – ପଦମ, ଚୌସଠି – ଚୌସଠି, ପାଖୁଡି – ପାଖୁଡା, ତହିଁ – ତେହିଁ, ଚଢି – ଚଢି, ନାଚୋ – ନାଚ, ଡୋମ୍ବି- ଡମ (ସୁଦ୍ର ଜାତିର ମାହେଜି), ବାପୁଡି – ବୁରି ।

ହଲି ଡୋମ୍ବି ତୋତେ ପୁଚ୍ଛମି ସଦଭାବେ
ଇସିସି ଜସି ଡୋମ୍ବି ନବେ । – କାହ୍ନୁ

ପୁଚ୍ଛମି – ପଚରାମି, ସଦଭାବେ – ସୁଦଭାବେ ।

ନଗର ବାହାରେ ଡୋମ୍ବି ତୋହରି କୁଡିଆ
ଛୋଇଛୋଇ ଜାହ ସୋ ବ୍ରାହ୍ମଣ ନାଡିଆ । – କାହ୍ନୁପା

ବାହାରେ – ବାହାରେ, ସୋ – ସେ ( କଲାହାଁଡି ଅଂଚଲ ର ଡମ ଭାସା), ଜାହ – ଜାଏ ( କଲାହାଁଡି ଅଂଚଲ ର ଡମ ଭାସା)

ଅଂଘଣ ଘରପଣ ସୁନ ଭି ବିଆତି
କାନେଟ ଚୋରେ ନିଲ ଅଧରାତି । – କୁକକୁରି ପାଦ

ବିଆତି – ବିହାରି ମାହେଜି

ହେରି ସେ କାହ୍ନି ନିଆଡଇ ଜିନଭର ବଟ୍ଟଇ
ଭଣଇ କାହ୍ନୁ ମୋହି ଅହି ନ ପଇସଇ । – କାହ୍ନୁ

ହେରି – ଡୁଂଗି /ଡୁଂଗବାର

ଉଁଚା ଉଁଚା ପାବତ ତହିଁ ବସଇ ସବରି ବାଲି – ସାରହପା

ଉଁଚା – ଉଚା

ଚିଅ ଧାଉ ଖାଟ ପାଡିଲା ସବରୋ ମହାସୁଖ ସେଜି ଛାଇଲି
ସବରୋ ଭୁଜଂଗ ତାଇରାମଣି ଦାରି ପେକଖି ରାତି ପୋହାଇଲି । -ସାରହପା

ଖାଟ – ଖଟ, ଛାଇଲି – ଛିଆଁବାର, ଦାରି – ବେସ୍ୟା

ବାମ ଦାହିଣ ଚାପି ମିଲି ମିଲି ମାଂଗା
ବାଟ ତ ମିଲିଲ ମହାସୁଖ ସାଂଗା । – କମ୍ବଲାମର

ମାଂଗା – ମାଗବାର, ବାଟ – ବାଟ

ନାଡି ସକ୍ତି ଦିଢ ଧରିଅ ଖଟ୍ଟେ
ଅନାହା ଡମରୁ ବାଜଇ ବିର ନାଦେ । – କାହ୍ନୁା

ଦିଢ – ବରକସ, ଅନାହା- ଦେଖ, ଡମରୁ- ଡମରୁ

ବାମ ଦହିଣ ଜୋ ଖାଲ ବିଖାଲା
ସରହ ଭଣଇ ବାପା ଉଜ ବାଟ ଭାଇଲା । – ସାରହପା

ଜୋ – ଜେନ, ଖାଲ – ଖାଲ, ଉଜ – ଉଁଝ୍ୟା/ଭିନେ/ଅଲଗା, ଭାଇଲା -ଫବଲା

କୁଲ ଲଉଖର ସୋନ୍ତେ ଉଜାଅ
ସରହ ଉନୈ ଗଅଣେଂ ସମାଅ । – ସାରହପା

ଲଇ- ଲହଁକିବାର, ଉଜାଅ – ଅଜେଇ ହେବା/ଖଣି ଲାଗବା, ସମାଅ – ପସ/ପସାବାର

ଏନ୍ତା କେତନି ସବ୍ଦ ଚର‌୍ୟାପଦ ନୁ ଦେଖବାର କେ ମିଲସି । ଚର‌୍ୟାଗିତି ର ଉତାଉତି କୋସଲି ଥି ଜେନ ବଢେଟେ ସଂବୃଦ୍ଧ ସାହିତ୍ୟ ରଚନା ହେଇଥିଲା ସେଟା ହଉଛେ ଡଁଡ ।

ସାକେତ ଶ୍ରୀଭୂଷଣ ସାହୁ

ପରିଚୟ: କୋସଲି ସାହିତ୍ୟର ଇତିହାସ

0

ମୁନୁସ ଜିବନ ରେ ଭାସା ର କବାର କେତନି । ଇ ଭାସା ହିଁ ମୁନୁସ କେ ଅଲଗା ଜଁତୁ ଠାନୁ ଭିନେ ଆର ବନେ ବଲି ଜନାସି । ମନ ର ଭାବ କେ ଠାର-ନାର ଥି ଜନଉଥିବା ମୁନୁସ ଭାସା ବନାବାର ଲାଗି କେତନି ସମିଆଁ ଆର ମେହନତ କରିଛେ । ମନୁସ କେଭେ ଭାସା ବନାଲା ତାର ସଠିକ ସମିଆଁ ଇହାଦେ ବି କହି ନି ହେବାର । ଫେର କେନ ଭାସା ପହେଲା ବନିଛେ ସେଟା ବି ଜାନବାର ଟା କଠିନ । ତଥାପି ବି ଭାସା ମୁନୁସ ର ଗୁଟେ ସାଫୁଲ ଉଦଭାବନ । ଭାସା ଗୁଟେ ସଂସ୍କୃତି ର ପରିବାହକ, ଗୁଟେ ଜାତି ଆର ଅଂଚଲ ର ପରିଚୟ ଏ ।

ଓଡିସା ର ପସଚିମ ଭାଗ ରେ ଗୁଟେ ସୁରୁତ ଭାସା ଟେ ଚଲସି ତାହାକେ କିଏ ସମଲପୁରି ବଲସି ତ କିଏ କୋସଲି । ମୁଇଁ ବ୍ୟକ୍ତିଗତ ଭାବେ ଇ ଭାସା କେ କୋସଲି ବଲି ଚର୍ଚା କରବାର କେ ଚାହେଁମି ।

ସିରଜିନାର ମୁଲୁ, ଜେଭୁ ଇ ଅଂଚଲ ଅଛେ, ଇନର ଲୋକମାନେ ନିଜର ଭିତରେ କଥାବାର୍ତା ହେବାର ଲାଗି ଗୁଟେ ଭାସା ବେଭାର କରୁଥିଲେ । ଇ ଅଂଚଲ ଝାର-ଜଂଗଲ, ଡଂଗର-ପର୍ବତ ଥି ଘେରେଇ ହେଇଥିଲା । ଇନ ଆଦିବାସି ମାନେ ରହୁଥିଲେ । ବିସେସ କରି ବିଂଝାଲ, ସଁରା, ଗଁଣ ଜାଏତ ବହଲ ହେଇଥିଲେ, ଏଜ ବି ଅଛନ । ଇ ଅଂଚଲ କେ ନଲ, ନାଗ, ସରଭପୁରିଆ, ଚୋଲ, ଗଂଗ, ସୋମବଂସି, କାଲଚୁରି, ଚୁହାନ, ମରାଠା, ଇଂରେଜ ଆଦି ସାସନ କରିଛନ । ସାସକମାନେ ନିଜର ନିଜର ସଂସ୍କୃତି ଆନିଛନ । ଇ ଅଂଚଲର ଲୋକ ଆର ସଂସ୍କୃତି କୋସଲି ସାହିତ୍ୟ ର ଇତିହାସ ଥି ସାଂଗେ ମିସେଇଛନ । ଇତାର ବାହାରେ ଅଂଚଲ କେ ଆର ବି ଭିନେ ଭିନେ ଜାଏତ ବାହାରୁ ଆସି ହମିସା ଲାଗି ଇନ ବସି ଜେଇଛନ, ଜେନ୍ତା କୁଇଲତା, ବାମହନ, ଭୁଲିଆ, ଅଘରିଆ ଆଦି । ଇ ଜାଏତ ମାନେ ବି ନିଜର ନିଜର ସଂସ୍କୃତି ଆନିକରି ଅଂଚଲର ସଂକୃତି ଥି ମିସେଇଛନ । ଏଜ ଜେନ କୋସଲି ଭାସା ଆମର ସାମନେ ଅଛେ, ସେ ଭାସା ହଜାର ବଛର ର ବିବର୍ତନ ଉତାରୁ ଆଝିର ଇ କିସମେ ଆମର ସାମନେ ଅଛେ ।

ସେକ୍ସପିଅର କର ସମିଆଁର ଇଂରାଜି ଆର ଆଝିରର ଇଂରାଜି ଭିତରେ ଗୁର୍ଦୁ ଫରକ ଅଛେ । ସାରଲା ଦାସ କର ସମିଆଁର ଉଡିଆ ଆର ଆଝିରର ଉଡିଆ ଭିତରେ ବି ଫରକ ଅଛେ । କନ୍ଧକବି ଜୁଗ ଦାସଂକର କୋସଲି ଆର ଆଝିରର କୋସଲି ଭିତରେ ବି ଫରକ ଅଛେ ।

ଆମେ କହିପାରମା ଜେ, କୋସଲି ଗୁଟେ ପ୍ରାଚିନ ଭାସା । ଏଜ କୋସଲି ବଢେଟେ ଜାକର ଇଲାକା ନ ବେଭାର ହେସି । ଇହାଦେ ର ଉଡିସା ର ସୁନ୍ଦରଗଡ, ଝାରସୁଗୁଡା, ସମଲପୁର, ବରଗଡ, ଦେବଗଡ, ବଲାଂଗିର, ସୋନପୁର, କଲାହାଣ୍ଡି, ନୁଆଁଡା, ବୌଦ, ଫୁଲାବାଣି ଆର ଉତର କୋରାପୁଟ ଅଂଚଲ, ଦେଭୋଗ ର ପୁରୁବ ଭାଗ, ଫୁଲଝର, ରାଏଗଡ, ସାରଂଗଗଡ, ନୁ ଜସପୁର ତକ ସବୁ ନ
କୋସଲି ଫି ଦିନିଆଁ କବାରେ ବେଭାର ହେସି ।

ଭାସାବିତ ମାନକର ହିସାବେ କୋସଲି ଗୁଟେ ଇଣ୍ଡୋଆର‌୍ୟନ ଭାଷା । ଇତାକେ ପୁର୍ବି ହିନ୍ଦି ବିଭାଗର ଭାଷା ମାନକର ସାଂଗେ ରଖା ହେଇଛେ । ପୁର୍ବି ହିନ୍ଦି ବିଭାଗର ବାକି ଭାଷାମାନେ ହେଲେ ଅବଧି, ବଘେଲି, ଛତିସଗଡି ଆର କୋସଲି । ସରକାରି ହିସାବେ ଓଡିସାର ୪.୨ କୋଟି ନୁ ଇହାଦେ ପ୍ରାୟ ୨ କୋଟି ଲୋକ କୋସଲି କେ ନିଜର ମାତୃଭାସା ମାନସନ । କୋସଲି ଥି ଭିନ ଭିନ ବିଭାଗ ର ଉଁଚା ଦର୍ଜା ର ସାହିତ୍ୟ ଲେଖା ଚାଲିଛେ । ରାମାୟଣ, ମହାଭାରତ, ଗିତା, ଭାଗବତ, କୋସଲି ଅଭିଧାନ, ଆର ମେଘଦୁତ ଆଦି ଭିନେ ଭିନେ ଗ୍ରନ୍ଥାବଲି ମହାକବ୍ୟ ଅନୁବାଦିତ ହେଇସାରିଛେ । ଫି ଦିନ ରେଡିଓ ଆର ଦୁରଦର୍ସନ ମାନକୁ ଭିନ ଭିନ କାର୍ଜ୍ୟକ୍ରମ ପ୍ରସାରିତ ହେସି ।

ସରକାରି ଥିତି

୨୦୦୩ ମସିହାରେ କେନ୍ଦ୍ର ସରକାରଂକର ନିର୍ଦ୍ଦେସରେ ସୀତାକାନ୍ତ ମହାପାତ୍ରଂକର ଅଧ୍ୟକ୍ଷତାରେ ଗୁଟେ କମିସନ ଗଠନ ହେଇଥିଲା । ମହାପାତ୍ର କମିସନ ୨୦୦୪ରେ ତାର ରିପୋଟ ଦେଇଥିଲା । ମହାପାତ୍ର କମିସନ ୩୮ଟା ଭାରତିୟ ଭାଷାକେ ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ କରବାର ଲାଗି ମତ ଦେଇଥିଲେ, ସେ ଭିତରୁ କୋସଲି ଗୁଟେ । କୋସଲି ଭାସା ଭାରତର ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ ହେବାର ଲାଗି ବିଚାରଧିନ ଥିବା ବେଲକେ ତାର ସାମ୍ବିଧାନିକ ମାନ୍ୟତା ଲାଗି ଜୋରଦାର ଉଲଗୁଲାନ ଚାଲିଛେ ।

ରେଜିସ୍ଟ୍ରାର ଅଫ ନ୍ୟୁଜପେପରସ ଫର ଇଣ୍ଡିଆ ତାର ଭାସା ତାଲିକାରେ ବି ୨୦୧୨ ନୁ ଠାନ ଦେଇ ସାରିଛେ । ଆଘୋନୁ ତାଲିକାରେ ଓରି-କୋସଲି ଦେଖଉଥିଲା, ଇହାଦେ ଅଗବାର କୋସଲି ଦେଖାସି । ୧/୩/୨୦୧୪ ରେ ଓଡିଶାର ମୁଖ୍ୟମଂତ୍ରି ନବିନ ପଟନାଏକ, କୋସଲି ଭାସାକେ ଅସ୍ଟମ ସୁଚିରେ ସାମିଲ କରବାର ଲାଗି କେନ୍ଦ୍ର ଗୃହ ମଂତ୍ରି ସୁସିଲ ସିନେ୍ଧଂକୁ ସିଫାରିସ କରିଥିଲେ । ୨୦୧୪ର ସାଧାରଣ ଭୋଟ ଉତାରୁ କେନ୍ଦ୍ରରେ ସରକାର ବଦଲିଗଲା । ନୁଆଁ ସରକାର କେ ଫେର ଥରେ ୧୪/୭/୨୦୧୫ରେ ସିଫାରିସ ଚିଠି ଲେଖିଥିଲେ ।

ଇହାଦେ କୋସଲି ଭାସା ଥି ସମଲପୁର ୟୁନିଭର୍ସିଟି ଗୁଟେ ପିଜି-ଡିପ୍ଲୋମା କୋର୍ସ ପଢାହଉଛେ ଆର ହଲଧର ଆବାସିକ ବନବିଦ୍ୟାଲୟ, କୁଦୋପାଲି ନ ପ୍ରାଥମିକ ସ୍ତରରେ ପଢାହେସି ।

ସାକେତ ଶ୍ରୀଭୁଷଣ ସାହୁ

ମୁଁହଡା: କୋସଲି ସାହିତ୍ୟର ଇତିହାସ

ଗୁଟେ ଭାସା ଗୁଟେ ଜାତି ର ପରିଚୟ ଏ । ଗୁଟେ ସଂସ୍କୃତି ର ପରିବାହକ ଏ । ଦୁଇ କୋଟି କୋସଲି ଲୋକର ମାତୃଭାସା ଏଜ ଭିନ ଭିନ ଭୌଗୋଲିକ, ରାଜନୈତିକ କାରଣରୁ ତାର ଥିତି କେ ଜାହିର କରବାର କେ ଲେଡବେଡେଇ ଜଉଛେ । ଦିନେ ଦିନେ ଆଁଖଲ ଥେବେ ନେଇଁ ।

ପଣ୍ଡିତ ପ୍ରୟାଗଦତ ଜୋଷିଂକୁ କେଭେ ନେଇଁ ଭେଟି, ହେଲେ ଜେତେବେଲେ ତାଂକର “କୋଶଲୀ ଭାଷାର ସଂକ୍ଷୀପ୍ତ ପରିଚୟ” ର ଚିରା ଜେରକ୍ସ କପି ଟେ ପାଏଲିଁ ହେନ୍ତା ଆଁଖଲ ବୁହି ଆସିଥିଲେ । ପ୍ରାକକଥନ ପଢଲେ ପଣ୍ଡିତ ଜୋଷୀଂକର ପ୍ରତି ବେଭାର ଆର ତଥାକଥିତ ଓଡିଆ ବୁଦ୍ଦିଜିବି ମାନକର ମନୋଭାବ ଜନା ପଡିଜାଏସି । ଏଜ ବି କୋସଲି ପ୍ରତି ଓଡିଆ ବୁଦ୍ଦିଜିବିକର ମନୋଭାବ ଟିକେ ବି ନି ବଦଲି । କାଣା କୋସଲି କେ ସାମ୍ବିଧାନିକ ସ୍ୱିକୃତି ମିଲିଗଲେ ଓଡିଆ ଭାସାର କିଛି ଉନା ହେଇଜିବା କାଏଁ ? ଇ କଥା ଟା ମୁଇଁ ବୁଝି ନି ପାରେଁ! ଓଡିଆ ର ସଂବୃଦ୍ଦି କି ପତନ ଲାଗି ଓଡିଆମାନେ ଦାଇ ହେବେ ଆର କୋସଲି ର ଲାଗି କୋସଲି ମାନେ । କୋସଲି ଭାସା ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ ହେବାର ଉଚିତ ଭାବିକରି ଭାସା କମିସନର ୩୮ ଟା ଭାସା ଭିତରେ କୋସଲି କେ ରଖଲେ; ସେ ବି ଝନେ ଓଡିଆ । ଓଡିଶାର ମୁଖ୍ୟମଂତ୍ରି ବି ସିଫାରିସ କଲେ କୋସଲି କେ ସାମ୍ବିଧାନିକ ମାନ୍ୟତା ମିଲୁ ବଲି; ସେ ବି ଝନେ ଓଡିଆ । ହେଲେ ଓଡିଶାରେ ଓଡିଆ ବୁଦ୍ଦିଜିବି ମାନକର ପ୍ରକାର ଭେଦ କେତନି; ଗୁଟେ ସ୍କେଲ ରେ ଉଦାର ଆର ଅଁହକାରିଆ ।

କୋସଲି ରେ ରାମାୟଣ, ମହାଭାରତ, ମେଘଦୁତ, ଭାଗବତ ଗିତା, ଭାସାକୋସ, ଆର ଏନ୍ତା କେତେ ଗ୍ରନ୍ଥ ରଚନା ହେଇସାରଲା ନ ଆର କେତନି ଲେଖା ଚାଲିଛେ । ମୋର ମନ ଭିତରେ ଦିନେ ଏନ୍ତା ଖିଆଲ ଆଏଲା, ଆମର ସାହିତ୍ୟ ର ଇତିହାସକେ ସାଁଟିବାର ଲାଗି । ୨୦ ଜୁଲାଇ ୨୦୧୨ କେ କାମ ମୁଲ କରିଦେଲିଁ ।

୨୦୧୦ ଡିସେମ୍ବର ରେ ଭୁବନେସ୍ୱର ନ ଲଲିତ କଲା ଏକାଡେମିର ସଭାପତି ସ୍ରିମାନ ରଥଂକର ଘରେ ଭୁବନେସ୍ୱର ନ ରହୁଥିବା ପସଚିମ ଓଡିସାର ବୁଦ୍ଦିଜିବି ମାନକର ସାଂଗେ ଭେଟ ପଡଲୁଁ । ସେନ ଶଶାଂକ ଶେଖର ପଣ୍ଡା ଆଗ୍ୟା ତାଂକର ସଂପାଦିତ “ପଶ୍ଚିମ ଓଡିଶାର ଗୀତି କବିତା” ବହି ଦେଇଥିଲେ । ଆର ଦିନେ ଡ. ଚିତ୍ରସେନ ପଶାୟତ ଆଗ୍ୟାଁ “ପଶ୍ଚିମ ଓଡିଶା ବିକାଶ ପରିଷଦ” ଅଫିସ ନ ତାଂକର ସଂକଲିତ ଆର ସଂପାଦିତ “ପଶ୍ଚିମ ଓଡିଶାର ଲୋକଗୀତ” ବହି ଦେଲେ ଆର ଗପି ସାରଲା ଉତାରୁ ମୋର ରହେବାର ଠାନ ତକ ତାଂକର ସ୍କୁଟର ଥି ଆନି ଛାଡିଥିଲେ । ପଶ୍ଚିମ ଓଡିଶାର ଗୀତି କବିତା ହିଁ ଆମର ସାହିତ୍ୟ ବିସେନେ ଆର ଆଗକେ ନୁରବାର କେ ତହଁକାଲା । ସ୍ୱାଧିନତା ଆଘୋର ଆର ସ୍ୱାଧିନତା ପରର କଥା ପ୍ରାୟ ଇ ବହି ରୁ ହିଁ ମିଲିଗଲା । ନବେ ଦସକ ନୁ ଇଆଡକେ କୋସଲି ସାହିତ୍ୟ ରେ ନିଜେ ସାମିଲ ଅଛେ, ଜାନିଛେଁ ।

ଚର‌୍ୟାଗିତି କେ ପହେଲା ସାହିତ୍ୟ ବଲି ଲେଖବାର ଆଘୋନୁ, ଡ.ଅର୍ଜ୍ଜୁନ ପୁରୋହିତ, ଡ. ଦୋଳଗୋବିନ୍ଦ ବିଶୀ, ପ୍ରଫେସର ହୃଦମଣି ପ୍ରଧାନଂକର ସାଂଗେ ଆଲୋଚନା କଲିଁ । ସବେ ଠିକ ହେବା ବଏଲେ । ଚର‌୍ୟାଗିତି ବିସେନେ ବିସେସ ତଥ୍ୟ ଡ. ଗୋପିନାଥ ବାଗ, ଓଡିଆ ବିଭାଗ, ସମ୍ବଲପୁର ବିସ୍ୱବିଦ୍ୟାଲୟ ଦେଲେ । ଚୟାଗିତି ଉତାରୁ ଡଣ କେ ଜୁଡଲିଁ “ବେନି” ଥି ବାହାରିଥିବା ପୁରୋଷୋତମ ମିଶ୍ରଂକର ଲେଖାନୁ । ଡଣ ଉତାରୁ, ଲୋକ ସାହିତ୍ୟ ରେ କୋସଲି ର ଧାର । ସେନ ନିମାଇଁ ଚରଣ ପାଣିଗ୍ରାହୀ ଆଗ୍ୟାଂକର ଛୁଆକର ଲୋକ ସାହିତ୍ୟ (ବେନି ଥି ପ୍ରକାସିତ) ତାହାଂକୁ ପଚରେଇ କରି ନେଲିଁ । ହଲିଆ ଗିତ, ଡ. ସୁବାସ ମେହେରଂକର ଠାନୁ । ବାକି ବଡଭାଗି ଡ. ଚିତ୍ରସେନ ପଶାୟତଂକର ସଂକଲିତ ଆର ସଂପାଦିତ “ପଶ୍ଚିମ ଓଡିଶାର ଲୋକଗୀତ” ନୁ ନେଇଛେଁ । ୨୦୧୦ ଅଗସ୍ଟ ୧୪, ବରଗଡୁଁ ହଲଧର ଆଗ୍ୟାଁ, କେସ ଆଗ୍ୟା ଆର ମୁଇ ଫିରିଥଉଁ “ବେନି”ର ପହେଲା ଭାଗ ଉନ୍ମୋଚନ ସାରିକରି । ବାଟେ କେସ ସାର ଜୁଗ ଦାସଂକର କଥା କହିଥିଲେ । କବି ଭାଇ ଭଗବାନ ମଲ୍ଲିକ ନୁ ବଂଧୁ କୈଲାସ କୁମ୍ଭାର ବହି ମଗେଇଦେଲେ । ଇତାର ବାହାରେ ଆର ବି କେତେ କଥା ବୁଝବାର କେ ଡ.ଦୋଲଗୋବିନ୍ଦ ବିଶୀ, ପ୍ରଫେସର ହୃଦମଣି ପ୍ରଧାନଂକର ସହଜୋଗ ମଝି ମଝି ଫୋନ କରି କରି ନେଇଛେଁ । ତଥାପି ଟିକିନିଖି ଭାବେ ଇହାଦେତକ ବି ସଁକଲି ନି ପାରବାର ତାଏଲ । ତଥ୍ୟ ମିଲତେଲ ଗଲେ ନୁଆଁ ସଂସ୍କରଣ ମାନକୁ ଜୁଡତେଲ ଜିମାଁ । ନାଟକ ଆର ଗଦ୍ୟ ସାହିତ୍ୟକେ ତ ଟାମଡି ନି ପାରି ସେଥିର ଲାଗି ଛାଡି ଦେଇଛେଁ । ସଁକଲୁଛେଁ ସେ ସବୁ । ଆପଣ ମାନକୁ ବି ଅନୁରୋଧ, କୋସଲି ସାହିତ୍ୟ ବିସେନେ କିଛି ବି ହେନ୍ତା ସୁଚନା ମିଲଲେ ମତେ ପଠଉନ ଇଥି ଜୁଡବାର ଲାଗି ।

ଇଟା ଏକଦମ ସେସ ବହି ନୁହେସେ, ମୁଇଁ ବ୍ୟକ୍ତିଗତ ଭାବେ ଜାନିଛେଁ, “ସ୍ୱାଧିନତାର ଉତାରୁ” ଭାଗ ଆର ଟିକିନିଖି ଭାବେ ଲେଖବାର ଜରୁରି ଏ, ଆର କେତନି କବି-ଲେଖକ ବିସେନେ ଚର୍ଚା କରବାର ଜରୁରି ଏ । ଇ ବହି କେ ଇହାଦେ ଗୁଟେ ଛାଁଛ ବଲି କହି ପାରମାଁ । କୋସଲି ର ଧାର ଏନ୍ତା ଢାଁଚା ଥି ଉତରିଛେ ବଲି କହି ପାରମାଁ । ହେତକି ।

ସେସକେ, ଜେତେ ଲୋକ ବି ଇ ବହି ଲେଖବାର କେ ସହଜୋଗ କରିଛନ, ଜାର ଲେଖାମାନେ ଜୁଡିଛେଁ, ସମକୁ ମୋର ହୁରୁଦ ଭିତରୁ ଧନ୍ୟବାଦ ଜନଉଛେଁ ।

ଜଏ ମାଁ ସମଲେଇ, ଜଏ କୋସଲ!

ସାକେତ ଶ୍ରୀଭୁଷଣ ସାହୁ