Art & Culture, Home

ଘାଏ ଦେଖତ

Spread the love

ଦେଖ୍ ତ ପରଭୁ ତର୍ ସଂସାର କେ
କାଁଣା ହେଲା ଆଏଜ୍ !
ଦିବ୍ ଗିଆନି ମୁନୁଷ ତର୍
ହେଲାନ ରାକ୍ଷାସ୍ !
ତାକେ ଆର୍ ଥରେ ଦେ ବୁଦ୍ଧି
ଧରବା ବନେ ବାଟ୍ !
ସୁଖର୍ ଜୀବନ ଜଅଁରା କେ ଦେଇ
କାଁଯେ କରୁଛେ ନାଁଟ୍ !
ଏନତା ଲୁଟଲେ ଇ ଦୁନିଆଁ ଆଘଥୁ
ଯିବା ନ ସରି !
ଅଂଟି ଯିବା ଇନର ପାଏନ୍ ପବନ୍
ସଭେ ଯିମା ମରି !
ସୂର୍ଯ୍ୟ ଅଛେ ଚନ୍ଦ୍ର ବି ଅଛେ ନାଇଁ
ବଦଲିବାର ଆକାଶ !
ମୁନୁଷ୍ ପନିଆ ତାର୍ ବଦଲିଛେ
ହେଇଛେ ବଦମାସ୍ !
ତର୍ ବନାଲା ଦୁନିଆଁ କେ ମୁନୁଷ୍
ଦେଇଛେ ବିଗଡେଇ !
ଦୁଷ୍ଟ କେ ଦଲନ କରି ସନ୍ତ କେ ପାଲି
ଆଘର୍ ରୂପ ଆନ୍ ଫିରେଇ !
କେନ୍ ଯୁଗେ କେନ୍ ରୂପ ଧରି
ସଜେଇ ଛୁ ପରଭୁ ତୁଇ !
ଆର୍ ଥରେ ତୁଇ ଆ ସଂସାର କେ ପରଭୁ
ମୁନୁଷ କେ ମୁନୁଷ ଦେ ବନେଇ !

ଆଶୁକବି-ଆଶୁତୋଷ ଠାକୁର
ମୋବା-୯୯୩୭୯୩୩୧୧୪

        ମଣ୍ଡଲ

Previous ArticleNext Article