Monday, May 18, 2026
Home Blog Page 14

Let the Children Play: Dr Saheb Sahu

0

‘The importance of playful learning for children cannot be overemphasized.”
The American Academy of Pediatrics, 2018.

I have been a children doctor and medical educator in the United States of America since the early 1970s. I have kept up with the children health and development literature. A few days ago I read a book titled “Let the Children Play” (Oxford University Press, 2019) by two education experts from Harvard University, professors Sahlberg and Doyle. The book is superbly documented. Out of total of 445 pages 75 pages are the appendix. The book has been written for parents, educators and policy makers. I was very impressed by the ideas expressed in the book. The present article is my brief take-away lessons from the book.
“Extensive scientific evidence demonstrates that regular physical activity promotes growth and development in youth and has multiple benefits for physical, mental, and cognitive health. Physical activity is related to lower body fat, greater muscular strength, stronger bones, and improvements in mental health by reducing and preventing conditions such as anxiety and depression and enhancing self-esteem.”
– National Academy of Medicine( USA), 2013
“Children who are more active show greater attention, have faster cognitive processing speed, and perform better on standardized academic tests than children who are less active”
– National Academy of Medicine(USA),2013
Play is the ultimate 21st century skills booster
What does your child need to succeed in life?
No one knows for sure.
There is no question that children need to learn the basics of subjects like math, language, science, and the arts. According the World Economic Forum(2016), the top 10 skills they need to learn are: complex problem solving, critical thinking, creativity, people management, coordinating with others, emotional intelligence, judgment and decision making, service orientation, negotiation, and cognitive flexibility.
The idea that play is essential in school can seem like a startling counterintuitive concept. But it is essential. We all want our children to be smart and successful. It is reasonable to think that you can set children up to succeed by minimizing play and working them real hard. But lots of studies show that free play conducted largely by the children themselves-must be an important part of learning.
Doctor’s orders: The children must play
The American Academy of Pediatrics (AAP) is the leading professional organization of children doctors in the Unites States. It is the group that establishes pediatric policy on wide range of critical children’s health issues like, immunizations, screen time, car safety, and breast feeding.
In a series of land mark research based clinical reports issued from 2007 to 2018, the AAP strongly recommends that in order to learn, children must have plenty of play- in school, at home and in the community.
This is what America’s pediatricians say about learning and play.
1. Play is integral to a child’s education. The importance of playtime cannot be overephasized to parents, schools, and community organizations.
2. The benefits of play are extensive and well documented and include improvements in executive functioning, language, early math skills, social development, peer relations, physical development and health, and self-esteem.
3.The most effective ways for parents to prepare children for a happy, successful adulthood are not shuttling them between numerous activities or scheduling multiple extracurricular or academic commitments but showing unconditional love; spending pleasurable time together; playing with children; listening, talking, and reading to children even at very early ages; and guiding them through effective and developmentally appropriate discipline.
4. The most effective way of developing children’s academic preparedness may be low-cost time spent reading with parents.
5. Free play is essential part of childhood. Much play should be child driven instead of adult directed, and active play rather than passive entertainment like TV and computer games.
6. Unstructured play outdoor in nature- among dirt, trees, grass, rocks, flowers, and insects – offers children creative inspiration and physical and emotional benefits.
7. Recess is necessary break in the day for optimizing a child’s social, emotional, physical, and cognitive development. Recess should never be withheld as a punishment.
8. All children should get at least 60 minutes per day of recess time, outdoor when possible, and at least 30 minutes of physical education per day in elementary school and 45 minutes per day in middle and high school.
9. Schools should be safe and enjoyable for children. All children including lower-income children should receive a healthy meal, recess, physical education and the arts so that they can achieve their highest potential for cognitive, physical, and social development.
10. Parents should read to their children from very early age.
Conclusion
A strong scientific and medical consensus confirms that children at home, in school and in the community need to play. Free play and guided play, will help a child in learning and develop her/his social, emotional and cognitive development. Every school should be well funded by the government to provide healthy meals, manageable small class sizes, physical activity, a full curriculum including the arts, and regular assessments by fully qualified professional teachers.
(Source: Pasi Sahlberg and William Doyle, Let Children Play. New York: Oxford University Press, 2019.)

ପଦମ କହଁଡ଼ୋର ସପନ : ଅନୁରାଧା ମିଶ୍ର

0

ପଦମ ର ଗଠନ

ଇଟା ଗୁଟେ ଏକଲିଆ କବିତା ନୁହେ, ଜେନ୍ଟା କି ଥରକେ ଗୁଟେ ମୁଡେ (mood) ଲେଖା ହେଇଥିବା । ଜେନଟାକେ ନିଜେ କବି ଭିଲ କବିତା ର ମୁହୁଡା ଥି ଲେଖିଛନ ଜେ ଇ କବିତା ଟା ଗୁଟେ କବିତା ଗୁଛା ଟେ ଆଏ । ଭିନ ଭିନ ସମିଆ ଥି ଭିନ ଭିନ ମୁଡେ ଲେଖା ଜେଇଛେ । ୨୦୦୩ ନୁ ଏବତକ କବି ଗୁରଦୁ ଟେ କବିତା ଲେଖିଥିଲେ ସେଥିର ଭିତରୁ କେତେଟା ଛପା ହେଇଥିଲା ଆର କେତେଟା ଅଛପା ହେଇଥିଲା । ତାର ସାଂଗେ କେତେ ବଛରୁ ଇନୁ ସେନୁ ପଡିଥିବାର ଛୋଟ ଛୋଟ ନୋଟମାନକୁ ମିସେଇ କରି ପଦମ ର ଜନମ ହେଲା । ପଦମ ର ତିଆର କରବାର ସମିଆଁ ଥି କବି ବନିହାନ ଥର ଇତାକେ ଭାଂଗିଛନ ଭି ଆର ନୁଆଁଟି ଜିନିସ ଜୁରିଛନ ଭି । ଇତାକେ ଭାଗ ଭାଗ କରି ଅଲଗା ପଢଲେ ବି ସବୁ ଖଁଡ ର ନିଜର ପେହଚାନ ଆର ଅର୍ଥ ଅଛେ । ହେଲେ ଲେଖକ ର ବାହାଦୁରି ଇଟା ଆଏ କି ଇ ସବୁ କେ ଜୁରି କରି ଗୁଟେ କରି ପାରିଛନ । ଏତକି ସବୁ ଅଲଗ ଅଲଗ ଭାବ କେ ଏତକି ପତଲା ସୁତା ଥି ଗଁଥିଛନ ଜେ ଫରକ ଟା ଜାନବାର ଟା ମୁସକିଲ ହେସି । ହେଲେ ଇ କବିତା କେ ବୁଝବାର କେ ହେଲେ ଏକଠାନିଆ ଥର କେ ଗୁଟାକରି ପଢବାର କେ ହେବା । ଇଟା କୋସଲି ସାହିତ୍ୟ ର ସବୁ ନୁ ଲମା କବିତା ଆଏ ଜେନୁ କି ଏତେ ସବଦ ବେଭାର ହେଇଛେ । ଇଟା ତାର ନିଜର ଭିତରେ ଗୁଟେ ବଢେ କଥା ଆଏ ।

ପଦମ ଗୁଟେ ବ୍ୟକ୍ତିଗତ କବିତା

କେନସି ବି କବିତା କେ କବି ର ଜିବନ ର କଥାନି କହେବାର ଟା କି ପୁରାପୁରି ବ୍ୟକ୍ତିଗତ କହେବାର ଟା ଠିକ ନି ହୁଏ । T.S. Eliot ତାକର Essay Traditiön And Individuality ରେ Theory of Impersonality କଥା କହିଛନ । ଇତାର ମାନେ ହେଲା ଗୁଟେ ସଫଲ କବି ସେ ଆଏ ଜେ ତାର ବ୍ୟକ୍ତିଗତ ଭାବନା କେ ଗୁଟେ ଜାଗତିକ ଭାବ universal appeal ଦେଇପାରସି । ଇ କବିତା କେ ପୁରାପୁରି ଭାବେ autobiographical ବଲି କୁହାଜେଇ ନି ପାରେ । ହେଲେ ସବୁ କବିତା କବି ର ନିଜର ଥିସି, ତାର ନିଜର ଛାପ, ନିଜର ଭାବ ନିସଚେ ରହେସି । ଜେତେ impersonal ହେବାର ଚେସ୍ଟା କଲେ ବି କିଛିଟା ବ୍ୟକ୍ତିଗତ ଭାବ ରହି ହିଁ ଜାଏସି । Eliot ନିଜେ ବି ତାକର କବିତା The Wasteland ଥି ବ୍ୟକ୍ତିଗତ ଭାବ ନୁ ବାହାରି ନେଇଁ ପାରି ।

ଗୁଟେ ଫାଲେ ଜଦି କବିତା ପ୍ରମେ ଥି ବୁଡିଛେ ବଏଲେ ଆର ଗୁଟେ ଫାଲେ ସହରି ଜିବନ ର ସମାଲୋଚନା ଭି କରୁଛେ ହେଲେ କଡା ଭାସା ଥି ନେଇଁ । କବି ଇନୁ ସିଖାବାର କେ ନାଇଁ ଚାହେଁବାର କି ସମାଜର ଚେହେରା କେ ସୁଧରାବାର କେ ଚେସ୍ଟା ନାଇଁ କରବାର । ବରମ ଖାଲି ଗୁଟେ ଚିତ୍ର ଟେ ବନେଇଛନ ଆଝିର ଦୁନିଆ ର । ଇଟା କବି ନିଜର disillusionment ଲାଗି ଆଏ । ହେଲେ ପଢଲା ଲୋକ ଇ ଭାବ ସାଂଗେ ଏକାକାର ହେଇପାରସି, ବୁଝିପାରସି ଜେନ୍ତା କବି ର disillusionment କେ mass disillusionment about the modern life ବନେଇଦେଇଛେ । ତାର ମାନେ ହେଲା ଆମେ ସବୁ ପାଠକ ଇ ଭାବ କେ ବୁଝି ପାରୁଛୁଁ, କାରଣ ଆମେ ଇଟାକେ କମ-ବେସି ସବେ ଜିଇଛୁଁ । ଜୁଗେ ଜୁଗେ କବି ର ପ୍ରକୃତି ଆଏ ଜେ ସିଖାବାର କେ ଚେସ୍ଟା କରସି, ସପନ ବିକସି । ହେଲେ ପହେଲା ବିସ୍ୱ ଜୁଦ୍ଧଜେନ୍ତା ୧୯୧୪ ରେ ହେଇଥିଲା ତାର ପରେ ଇଂରାଜି ସାହିତ୍ୟ ଥି ଗୁଟେ ପରିବର୍ତନ ଆସିଥିଲା । କବିମାନେ ଆଉ ସପନ କେ ନାଇଁ ଲେଖିକରି ଜିବନ କେ ଲେଖଲେ, ଜିବନ ର ଅସଲ ଚେହେରା naked thruth କେ ଅଭିବ୍ୟକ୍ତ କରବାର କେ ଚେସ୍ଟା କରଲେ । ଜେନ୍ତା ୧୯୨୨ ରେ ଇଲିଅଟ ର ଦି ୱେସ୍ଟଲେଣ୍ଡ (The Wasteland ) କବିତା ଥିନ ସାଫ ସାଫ ବା’ରି ହେସି । ଇଲିଅଟ କେ ଛାଡିଦେଲେ ଭି ଦୁସରା ବିସ୍ୱଜୁଦ୍ଧ ଜେନଟା ୧୯୩୯ ରେ ହେଇଥିଲା ତାର ପରେ ଜିବନ ର ଇ disillusioned picture ଟା ଆଉ ବେସି ବେଭାର ହେଲା । W.H.Auden, Philip Larkin ଲେଖେ କବିମାନେ ଇ ଧାରାକେ ଆଉର ଆଗକେ ବଢାଲେ । ହେଲେ ଇ ପ୍ରକାର ର ଧାରାଟା ଆମର ଭାରତ କେ ବହୁତ ପଛେ ପହଁଚିଲା । ପହେଲା ହିନ୍ଦି ସାହିତ୍ୟ ଥି ମାହାଦେବି ବର୍ମା ଲେଖେ କବିମାନକର ଲେଖା ଥି ଜନାପଡଲା । ତାର ନୁ ଆଉ ପଛେ ଇଟା ଉଡିଆ ସାହିତ୍ୟ କେ ଆଏଲା । ହେଲେ ଉଡିଆ ସାହିତ୍ୟ ଥି ଭି ଇଟା ସପନ ଆର ସତ ଭିତ୍ରେ, ମୁନୁସ ସଂପର୍କ ଭିତ୍ରେ, ଜିବନ ମରନ ଭିତ୍ରେ ଇ realistic poetry ର ଧାରା ଟା କେନୁ ଗୁଂଦଲେଇ ହେଲା ଲେଖେନ ଲାଗସି । ହେଲେ କବି ର ଇ କବିତା ଥି ସେ ରିଏଲିସ୍ଟିକ ଭାବ ଟା ସାଫ ଉଭରି କରି ଆଇଛେ । ଇ କବିତା କେ ଇଲିଅଟ ର ମାସ୍ଟର ପିସ ଦି ୱେସ୍ଟଲେଣ୍ଡ ସାଂଗେ ତୁଲନା କରାଜେଇପାରେ । ପହେଲା ତ ୱେସ୍ଟଲେଣ୍ଡ ତାର ନିଜର ରକମ ରସେ ସମିଆ ର ଏକଲା କବିତା ଥିଲା ହେନ୍ତା ଇଟା ଭି ତାର ପ୍ରକାର ଏକଲା କବିତା ଆଏ କୋସଲି ଥି । ଦୁସରା କଥା ହେଲା, ଇ କବିତା ଥି କବି ଜେନ ସତ କେ ଦେଖିଛନ ସେଟା ଇଲିଅଟ ପ୍ରାଏ ୯୦ ବଛର ଆଗରୁ କହିଥିଲେ । ତାର ମାନେ ହେଲା ପସଚିମ ର କବି ମାନେ ଇ ଖାପଛଡା ଭାବକେ, ଜିବନ ର ଇ naked truth କେ ୯୦ ବଛର ଆଗୋରୁ ଅନୁଭବ କରି ସାରିଥିଲେ, ଜେନ୍ଟା ଆଏଜ ଆମେ ଅନୁଭବ କରୁଛୁଁ ।

କବି ର “ଧସକେ ନି ଧସକେ ତମର ପାଣ୍ଡୁ କିଲା” ଇଲିଅଟ ର ଦି ୱେସ୍ଟଲେଣ୍ଡ ର କ୍ଲାଇମେକ୍ସ ରେ ବେଭାର ହେଇଥିବାର London Bridge is falling down (୧୯ସ ସଦି ରେ ଲେଖା ବେନାମି କବି ର ଛୁଆମାନକର ଗିତ) କେ ସୋର କରାସି । ଦି ୱେସ୍ଟଲେଣ୍ଡ ଜେନ୍ତା ଇଂଗଲିସ ସାହିତ୍ୟ ଲାଗି ଗୁଟେ ଲେଣ୍ଡମାର୍କ ଆଏ ଆଉ ନୁଆଁ ଧାରା ଆର ପରଂପରା କେ ଜନମ ଦେଇଥିଲା ହେନ୍ତା ଇ କବିତା ବି କୋସଲି ସାହିତ୍ୟ ଥି ଗୁଟେ ନୁଆଁ ଧାରା କେ ଜନମ ଦେଇଛେ ଜରୁର ।

ଗାଁ ଗହଲି ର ବଦଲୁଥିବାର ଚେହେରା ବି ପଦମ ର ଗୁଟେ ବିସୟ ଆଏ । କବି ନସ୍ଟାଲଜିକ (nostalgic) ହେଇଜାଇଛନ ଇନୁ । ଇ ନସ୍ଟାଲଜିଆ କି ବେକ ଟୁ ଦ ଅରିଜିନ (back to the origin) ଟା ଇହାଦେ ର ମାନେ ୨୧ ସଦି ପଛର (post 21st century) ର କବିତା ଲେଖା ର ଗୁଟେ ମୁଖିଆ ଧାରା ଆଏ । ଇହାଦେ ର କବି ମାନକୁ ପଢଲେ ଜନା ପଡସି ଜେ ସଭେ ଗୁଟେ ସହରି ଜିବନ ସାଂଗେ ଖାପଛଡା ଭାବ ଅନୁଭବ କରସନ ଆର ପଛକେ ଫିରିଜିବାର କେ ଚେସ୍ଟା କରସନ । କବି ବି ଇ ଧାରା ନୁ ହଟି ନେଇଁ ଜେଇ ଆର ସେ ଗାଁ ର ଜିବନ କେ ଫିରି ଜିବାର କେ ବୋଲ ବୋଲ ଚେସ୍ଟା କରିଛନ । ପଢଲେ ଜନା ଜାଏସି ଜେ ଆଝିର ଜିବନ ସାଂଗେ, ସହରି ଜିବନ ସାଂଗେ ମନ ମିସେଇକରି ରହି ନି ପାରବାର ବାର ବାର ପଲାବାର କେ ଚେସ୍ଟା କରୁଛନ । ବାର ବାର ଗାଁ କେ ଫିରି ଜିବାର ଇଚ୍ଛା, ଫିରି ଜଉଛନ ଭିଲ ଗାଁ ଖୁଲି ର ଗୁନ୍ଦାଲ ପାନି, ମାସ୍ଟ୍ରେକର କଂଜେର ଝାଁଟ ପାଖକେ ।

ଉପର ଠାଉରିଆ କିଛି ନାଇଁ ବୁଝଲା ପାଠକ ଟେ ବି ଜଦି ପଢବା ବେଲେ ଇ କବିତା ଥିନ ପ୍ରେମ ର ସବୁ ରଂଗ କେ ସାଫ ସାଫ ବାରି ପାରବା । ହେଲେ ଇ କବିତା କେ ଖାଲି ପ୍ରେମ କବିତା ବଲବାର ଟା ଇ କବିତା ର ଠିକ ଦାମ ନାଇଁ ହାକଲା ଲେଖେନ ହେବା । ଇ ରସିଆ-ରସିଏନ ର ପ୍ରେମ ଭିତରେ ଜିବନ ର ଗହିର ଭାବ କେ ପ୍ରକାସ କରିଛନ । ସୁରତା ର ନଏଦ ଟା ରସିଏନ ନୁ ରସିଆ ର ମନ ତକ ବୁହି ଜେଇଛେ ଆର ତାର ସାଂଗେ ସାଂଗେ ବୁହି ଜେଇଛେ ସମିଆ ବର୍ତମାନ ନୁ ଅତିତ ତକ ଆର ଫେର ଅତିତ ନୁ ବର୍ତମାନ ତକ । ଇ କବିତା ର ଟେକନିକ ଟା ସ୍ଟ୍ରକଚର ମାନେ ଗଠନ ସାଂଗେ ଜୁରି ହେଇ ଜେଇଛେ । ଇଟା ଗୁଟେ ଗୁଲେଇ ମିତାର ଆଏ । ସପନ ନୁ ମୁଲ ହେଇଛେ ଆର ସପନ ଥି ସରି ଜେଇଛେ ।

ସମିଆ କେ ନେଇକରି କବି ବହୁତ ସୁନ୍ଦର ଫ୍ଲାସବେକ ଟେକନିକ ବେଭାର କରିଛନ । କବି ଅତିତ ନୁ ବର୍ତମାନ କେ ବାରବାର ଜାଉଛନ ଆଉଛନ । ସପନ ଆଉ ସତ ଭିତରେ ଏତେ କମ ଦୁରିଆ ଥିସି, ଏତକି ପତଲା ଗାର ଟେ ଥିସି ଦେଖି ନେଇଁ ହୁଏ ହେଲେ ଠିକ ଜାନି ହେସି ଇଟା ଦୁଇଟା ଅଲଗା ଦୁନିଆ ବଲି । ଦୁଇଟା ଦୁନିଆ, ଗୁଟେ ସପନ ର ଦୁନିଆ ଜେନ ନ ରସିଏନ ରହେସି ଆର ଗୁଟେ ରସିଆ ପିଲା ର ସତ ର ଦୁନିଆ । ରସିଏନ ର ଦରଦ ପ୍ରେମ ର ଦରଦ ଥିସି ହେଲେ ରସିଆ ର ଦରଦ ପ୍ରେମ ଥି ସିମିତ ନାଇଁ ନ । ସେଟା ଜାଗତିକ ସତ ହେଇଜାଇଛେ universal truth of the present day life ଇଠାନକେ ଆସିକରି କବିତା ଟା autobiographical ଲେଖେନ ଲାଗସି । ଜେନୁ ରସିଆ କବି ର spokesperson ତାର ମାନେ କବି ର ଆୱାଜ ହେଇ ଜାଇଛେ କବିତା ଥି । ରସିଆ ର ଟୁଣେଁ କବି ତାକର କଥା କହୁଛନ । ହେତିର ଲାଗି ପିଲା ସବୁବେଲେ ସତ କେ କହୁଛେ କାରଣ ସେଟା କବି ଜିଁ ଛନ, ଦେଖିଛନ । ଇଠାନେ ପ୍ରସ୍ନ ଉଠସି କବି ଦୁଇଟା ମୁଖିଆ ଚରିତ୍ର ନେଲେ କାଏଁ କରି ? ସେଟା ଫେର ଗୁଟେ ମାହେଜି ଆର ଗୁଟେ ମୁନୁସ ଚରିତ୍ର କାଁ କରି ବାଛଲେ? କବି ଚାହିଁଥିଲେ ତାକର ଭାବ କେ ରସିଆ ର ଟୁଣେଁ ବି କହିପାରିଥିତେ । ତାର ଉତର ମୋର ହିସାବେ, ଜଦି ହେନ୍ତା ହେଇଥିତା ବେଲେ ଏକତରଫା ହେଇଜେଇଥିତା । ପଢବାକେ ବନେ ନାଇଁ ଲାଗିଥିତା । ଝନେ କହେଲେ ଆର ଝନେ ହୁଁକାର ଦଉଛେ ଆର ଇଟା କବିତା କେ ଗୁଟେ ଫ୍ଲୋ ଦେଇଛେ । ଅଉର ଭିଲ ସପନ ଆର ସତ ଭିତରେ ଜେନ ଦୁରିଆ ଟା ଅଛେ ସେଟା ଭିଲ ଜନା ନାଇଁ ପଡିଥିତା ଜଦି ଖାଲି ଝନେ କହି ଥିତା ବଏଲେ । ଦୁଇ ଝନ କହୁଛନ ବଲି ଜନା ଜଉଛେ ଜେ ଅତିତ ଆର ବର୍ତମାନ ଭିତରର ଗାର ଗୁଟେ କଟା ହେଇଛେ ବଲି । ଆଉ ଜେହେତୁ କବିତା ଥି ପ୍ରେମ ର ଗୁଟେ ଗୁହେର ଭାବ ଦେଖବା କେ ମିଲସି ହେତିର ଲାଗି ବୋଧେ କବି ମାହେଜି ଆର ମୁନୁସ ର ଚରିତ୍ର କେ ମୁହାଁମୁହିଁ ବେଭାର କରବାର କେ ଚାହେଁଲେ । ଇ କବିତା ଥି ଜେନ୍ତା ଆଗରୁ ମୁଇଁ କହିଛେଁ ଆଜିର ଦୁନିଆ ର ଜାଗତିକ ସତ universal truth କେ କବି ଦେଖେଇଦେଇଛନ ଜେନଟା କି ଅମର ସତ ଆଏ ଆର କବିତା ର ନାୟକ ବି ସତ ଆଏ । ହେଲେ ଇ ନିରାସା ଆର disillusionment ଭିତରେ ଭି ଗୁଟେ ସତ ଅଛେ ଜେନଟା ନାଇକା ର ସତ ଆଏ ସେଟା ହଉଛେ, ଆସା । ଇ ଆସ ଟା କେଭେ ଏକଲା ଗୁଟେ ନାୟକ କେ ନେଇଥିଲେ ନାଇଁ ଦିସିଥିତା ସେଥିର ଲାଗି ଭି ନାଇକା ର ଚରିତ୍ର କେ ବେଭାର କରବାର ଟା ବହୁତ ଭଲ ହେଇଛେ । ପସଚିମି ଲେଖା ନେ ଇ ଆସ କି ଉସତେ ସେସ (happy ending ) ଟା ନେଇଁ ଥାଏ ଜହ ବଏଲେ ଭାରତ ର ପୁରାଣ ମାନକୁ ସେସ ସବୁ ଠିକ ହେସି । ଜେନ୍ତା ଦୁସ୍ମନ୍ତ ସକୁନ୍ତାଲା ଥି ଏତେ ଉପର ତଲ ହେଇକରି ଭି ସେସେ ଦୁହେ ଭେଟ ପଦସନ ଆର ସୁଖେ ରହେସନ । ଇ କବିତା ଥି ବି ଆସ ର ସେ ଉକିଆ ଟେ ଦିସସି । ଇ ଆସ ର ଭାବ କେ
ତ ମାହେଜି ଚରିତ୍ର ଧରିଛେ । ସେ ଆସ ଆର ପ୍ରେମ ର ପ୍ରତିକ ଆଏ ଜେନଟାକି ମାହେଜି ଜାତି ର ପେହଚାନ ଆଏ ।

ନାୟକ, ନାଇକା କେ ଦେଖି ନାଇଁ କି ଜାନି ନାଇଁ । ନାଇକା ତ ତାର ବିନମୁହଁ ରସିଆ ର ବାଟ ଟାଖିଛେ । ସେ ତାର ସପନ ଥି ଗୁଟେ ଚେହେରା ଧରିକରି ବସିଛେ ଆର ନାୟକ ତାର ନିଜେର କଥେନ, ଡଂଗର ର କଥେନ ବଡବଡେଇ ହଉଛେ । ହେଲେ ଲେଖବାର ସୈଲି ଟା ଏନ୍ତା ହେଇଛେ ଜେ ଦୁହେ କଥା ହେଲା ଲେଖେଁ ଲାଗୁଛେ । ଇ କବିତା ସେଥିର ଲାଗି କବିତା ନୁହେସେ ବରମ କବିତା ଥି ଗୁଟେ କଥାନି ଆଏ (a story in muse ) । ଦୁଇଟା ରେ ଦୁଇଟା ଚରିତ୍ର ବେଭାର କରିଛନ ଜେନଟାକି conversational ରୁପ ଦେଇଛେ । କବିତା କେ ଖଁଡ ଖଁଡ କରି ନେଇଁ ପଢିକରି ଏକ ମୁଖିଆ ପଢଲେ ନିସଚିତ ଭାବେ କବି ର ଇ ଦୁଇଟା ଚରିତ୍ର ବେଭର କଥା ବୁଝି ପାରବେ । କାରଣ କବିତା ଥି ସାଧାରଣ ଭାବେ ଗୁଟେ କହନକାର ((speaker/voice) ଥିସି ହେଲେ ଇନୁ ଦୁଇଟା ଅଛନ । ଆର ଦୁଇଟା ଚରିତ୍ର ର ସାଂଗେ କବିତା ଥି ସମାନ ବେଭାର କରବାର ଟା ନିହାତି ଭାବେ ବହୁତ ମୁସକିଲ ଆଏ ।

କବି ଇଥିଁ alliteration ଗୁର୍ଦୁ ବେଭାର କରିଛନ । ଜେନ୍ତା କି ଆଲଟି-ମୁର୍କୁଟି, ଉଟୁସ-ପୁଟୁସ, ହେଲୁଟି-ବେଲୁଟି, ଅଲଝଟେ ଅଲଝିଗଲା, ଅମାନ୍ତୁ ଆଁଖଲ, କନେ-କର୍ପନେ, ଅସକଟ-ମସକଟ, ଚେରେ ଚିରଗୁନ, ଦରପୁଡା ଦରଭିଜା, ପାଂଗନ ନାସନ, ପେସେନ ଦୁସେନ, ଆଦି । ଇଟା ପଢଲା ବେଲକେ କାନକେ ସୁରୁତ ଲାଗସି । ଇମେଜ (Image ) ବା ପ୍ରତିକ ମାନକର ସୁନ୍ଦର ବେଭାର ହେଇଛେ ଜେନ୍ତା ପାଂଡୁକିଲା- ଆମର ସଂସ୍କୃତି ଆର ପରଂପରା ର ପ୍ରତିକ ଆଏ । ଧୋବ-ଚିକନ-କଁଲ ପରତ ପରତ ବରଫ – ସହରି ଜିବନ ର ମିସିନ ବାଗିର ଖଟଲା ଜିବନ ଥି ଆର ଜିବନ ନେଇଁ ଥାଏ ଆର ବରଫ ବାଗିର ଥଣ୍ଡା ହେଇ ଜେଇଛେ । ଇ ବରଫ ର ପ୍ରତିକ ମରବାର ଟା କେ ସୁଚଉଛେ । ମଲା ପରେ ଜେନ୍ତା ହାତ ଗୋଡ ଥଣ୍ଡା ପଡିଜାଏସି, ଦିହଁ ସେତୁଆ ହେଇ ଜାଏସି । ଇ ସବୁ ଇମେଜ ସହରି ଜିବନ ର ଜଟିଲତା କେ ଚିତ୍ରାବାର ଲାଗି ବେଭାର କଲା ବେଲକେ ସମସାମଇକ ଗାଁ ଲାଗି ବେଭାର କରିଛନ, ନିଲିଆ ଆକାସେ କଲିଆ କୁହୁଁଲା – ପ୍ରାକୃତିକ ସୁନ୍ଦର ଥି ଜଜବଜ ଗାଁ ମାନେ ଧସକି ବସୁଛେ ଦିନୁ ଦିନ ।

ଇ କବିତା ଥି ଜେନ ଭାସା ସୈଲି ବେଭାର ହେଇଛେ ସେଟା କୋସଲି କବିତା ଥିନ ନୁଆ ଆଏ । ଆଘୋର ପାରଂପାରିକ କୋସଲି ଭାସା ନୁ କବି ଭାସା ଉପରେ ଗୁଟେ ନୁଆ ପରିଖ୍ୟା କରିଛନ । ଇ ଭାସା ଟା ପାରଂପାରିକ କୋସଲି ନେଇଁ ହେଇକରି ଗୁଟେ ଆଧୁନିକତାର ଛାପଟେ ଛାଡିଦେସି । Geoffrey Chaucer ଜେନ୍ତା ୧୪ ସଦି ର ଇଂରାଜି କେ ଗୁଟେ ନୁଆଁ ରୁପ ଦେଇଥିଲେ ହେନ୍ତା ଇ ଭାସା ଟା କୋସଲି ଭାସା କେ ଗୁଟେ ନୁଆଁ ଆକାର ଦେଇଛେ ଆଉ possibilities ବି ଦେଇଛେ ଜେ ଇ ଭାସା ର ବେଭାର ଥି ଆହୁରି ପରିଖ୍ୟା ହେଇପାରବା ଜେନ୍ଟା ଇ ନୁଆ ବଢୁଥିବାର ଭାସା ଲାଗି ଗୁଟେ ଉସତ ର କଥା ଆଏ ।

ଇନୁ ଗୁର୍ଦୁଟେ ନୁଆଁ ନୁଆଁ phrase ର ବେଭାର ହେଇଛେ ଜେନଟା ଆଗରୁ ଇ ଭାସା ରେ ଦେଖବାର କେ ନାଇଁ ମିଲେ । ଜେନ୍ତା ଜୁନହା ଫଫସାଲା ସପନ, ଫେପଲେଇ ଜଉଛେ ସମିଆ, ଥପଥପ ଥିୁଛେ ସୁରତା, ଅମାନ୍ତୁ ଆଁଖଲ ଆଦି । ଇ ପ୍ରକାର ର ସଦ୍ଦ ମାନେ କୋସଲି ଥି ବହୁତ କମ ବେଭାର ହେଇଛେ ।

Santiago, Cybil, ହିଂଗୁଲ ଦେଇ, ଅଇବନ, ଆଦି ଇଂରାଜି ସାହିତ୍ୟ ର ଚରିତ୍ର ଆର କୋସଲି ଲୋକକଥା ର ଚରିତ୍ର ମାନକର ବେଭାର ହେଇଛେ ।

ମୁଟାମୁଟି ଭାବେ ଦେଖଲେ ଇଟା ଗୁଟେ ପରିଖ୍ୟାମୁଲକ (experimental ) କବିତା ଆଏ । ଇ କବିତା ଥି absurdity of human life ସାଂଗେ ସାଂଗେ hope ର ଗୁଟେ ବହୁତ ବଢିଆ ମିସ୍ରଣ ହେଇଛେ । ମୋର ଆସା ପଦମ କହଁଡୋ ର ସପନ କୋସଲି ସାହିତ୍ୟ କେ ଗୁଟେ ନୁଆଁ ଦିସା ଦେବା ।

ଟଁକାଗଡୁ (ଆଲୋଚନା): ସାକେତ ସାହୁ

0

ଶାଶ୍ୱତ ବାବୁ ର କବିତା ମାସଦୁ ହେଲା ଫେସବୁକ ନ ପଢତେଲ ଅଉଛେଁ । ନିଅମିତ କବିତାମାନେ ପୋସ୍ଟ କରି ଫେସବୁକ ନ କୋସଲି ସାହିତ୍ୟ ର ଗୁଟେ ଅଲଗ ମାହୋଲ ବନେଇ ଦେଇଛନ । ଜେନ ସମିଆଁ ନ କୋସଲି ଭାସା ତାର ଅପନାର ପେହଚାନ ନୁରୁଛେ, ମାନ୍ୟତା ଲାଗି ଦାବି କରୁଛେ, ପ୍ରଚାର-ପ୍ରସାର ଲାଗି ମଚାନ ଦେଖୁଛେ; ଗୁଟେ ଜୁଦ୍ଧ-ବରନ୍ୟା ମାହୋଲ ନ ଗତି କରୁଛେ ସେ ସାମିଆଁ କେ ମନ-ତନ ଦେଇ କୋସଲି ମାତା ର ପ୍ରଚାର-ପ୍ରସାର ଦିଗେଁ ଜେନ କାମଟେ କରିଛନ, ଇହାଦେ ର ସମିଆଁ କେ ସେଟା ସମକିର ର ନୁ ବଢେଟେ କଥା ଆଏ । ପ୍ରସଂସା ର ପାତ୍ର ଆନ । ଆମର ଚିରାଚରିତ ଟପା-ଦାଏକା, ରସରକେଲି-ଡାଲଖେଇ ନୁ ଜାପାନି ହାଇକୁ ତକ ପାଠକ ମାନକୁ ପରସିଛନ । ଆଏଜ ତାକର କବିତା ସଂକଲନ ବାହାରୁଛେ, ବଡା ଉସତ ଲାଗୁଛେ; ହାର୍ଦିକ ଅଭିନନ୍ଦନ!

ମୋର ସୌଭାଗ୍ୟ ଜେ ମୁଇଁ ଇ କବିତା ସଂକଲନ ର ଛାପବାର କାମେ ଜଡିତ ଅଛେଁ ଆର ଦୁଇ ପଦ ଲେଖବାର ଲାଗି ବି ମୌକା ପାଇଛେଁ ।

ଶାଶ୍ୱତ ବାବୁ ଇ କୋସଲି କବିତା ସଂକଲନ ର ନାଁ “ଟଁକାଗଡୁ” କବିତା ର ନାଁ ହିସାବେ ଦେଇଛନ ଆର “ଆଲୋ ଅଲୋ”, “ବାଏଲ-ଘର”, “ମାଏଟ ମାଁ”, “ଖିଜା ବିରଝା”, “ଠୁସକୁ ଡୁବରୁ କବିତା” ଏନ୍ତା କରି ପାଁଚ ଟା ବିଭାଗ ଥି ସଜେଇଛନ । “ଆଲୋ ଅଲୋ” ବଏଲେ ଛୁଆମାନେ ଖୁସ ଥିଲା ବେଲେ ଇ ପ୍ରକାର ଗୁଟେ ସବଦ ବାହାର କରସନ; ବଡ ମାନକର ହୁଲହୁଲି କେ ଅନସରି । ବୋଧେ କବି ନିଜକେ ହେନ୍ତା ଛୁଆ ଟେ ବଲି ଭାବୁଛନ ଆର ବଡମାନକୁ ଅନସରି କରି ମୁଲ କରୁଛେଁ ବଲି ସୁଚନା ଦଉଛନ । ତେହରୁ ବାଏଲ-ଘର, ଛୁଆମାନେ ଜେନ୍ତା ଖେଲ-ଖେଲ ଥି କିଛି ବନାବାର ଚେସ୍ଟା କରସନ, ହେନ୍ତା ବାଏଲ-ଘର ର କବିତା । ବାଏଲ-ଘର ବନାବାର କେ ଦରକାର ଟିକେ ଉଦା ବାଏଲ । ବାଏଲ ରେ ବାଏଲ… ତେହିଁ ନେହେଲେ କାହୁଁ ହେବା ଘର ଜଧରବି ଟିକେ ଉଦା ନାଇଁ ଥିବା; ସବଦ ବି ତ ହେନ୍ତା ଖୁଣଖୁଣିଆ ଜଦରବି ଟିକେ ଭାବ ନାଇଁ ଥିବା । ନିଜର ଅଂଚଲ, ନିଜର ଜନମ ମାଏଟ ର ସମସାମଇକ ଛଏଁରା ମାନକେ ନେଇ ଜାତିୟତା ଭାବ ଥି ସର ସର “ମାଏଟ ମାଁ” । ସେଟାଏର (Satire) କେତେଟା କେ ନେଇ “ଖିଜା ବିରଝା”, ବିଭାଗ ର ନାଁ ଅନସାରେ କବିତା ମାନେ । ଫେର ଉତରି ଆଇଛେ ଭାବର “ମାହାନଏଦ”, ତାର ଉତାର କେ “ଠୁସକୁ ଡୁବରୁ କବିତା” । ମୁଟାମୁଟି ଭାବେ କବି ନିଜକେ ଛୁଆ ଟେ ଆଏଁ ବଲି ଜନାବାର କେ ଚାହୁଁଛନ । ଇଟା ବିନମ୍ରତା ଆଏ । ସାଂଗେ ସେ ଇଟା ବି କହୁଛନ ଜେ “ଦେଖ ଦେଖ କେନ୍ତା ହେଇଛେ ଇ କବିତା ଟିକେ ପଢି ଦେଖ ନ…”, ସେ ତହଁକ ବି ଅଛେ । ନିଜକେ ଛୁଆ ବଲି ଥେଇ ପାରନ, ହେଲେ ଆପଣ ମାନେ ପଢତେଲ ଗଲେ ଜାନତେଲ ଜିବେ କବି ସିଆନ, ପୁଖତ ସିଲ୍ପି ଟେ ଆନ, ସେ ସାହିତ୍ୟ ପଢିଛନ ଆର ପଢାସନ:

“ଇଙ୍ଗଲିଶ୍ ମାଷ୍ଟର୍ ଆଏଁଖ୍ ନ
କେନ୍ତା ବାଁ ଜିବା!”

ଇ କବିତା ସଂକଲନ ର ଦୁଇଟା ଖାସ ନୁଆଁପନ କଥା ଆପଣକୁ ବତେଇଦେସିଁ:

ଏକ: ଶାଶ୍ୱତ ବାବୁ ଜାପାନି କବିତା ଲେଖବାର ଢାଁଚା, ହାଇକୁ (Haiku) ଢାଁଚା ଥି କୋସଲି କବିତା ଲେଖିଛନ । ମୋର ଜାନବାର ଭିତରେ ସେ ପହିଲ କରି ଇ କୋସିସ କରିଛନ:

“ଚଁଟିଆ ଦଲ୍ ଚକ୍କର ମାରୁଛନ୍
କି ଆକାସ୍ କେ ଘାଁଟୁଛନ୍ ।”

ଇ ହାଇକୁ ର ସଂପର୍କ ଇଂରାଜି ସାହିତ୍ୟ ର ଇମାଜିଜମ (Imagism) ସାଂଗେ ବି ଅଛେ, ଇମାଜିଜମ ହଉଛେ ଆଧୁନିକ ଇଂରାଜି କବିତା (Modernist Poetry in English)ର ନିହି; ଗୁଟେ ଉଲଗୁଲାନ । ଗୁରୁପ ହେଇକରି ଲେଖା ଛାପୁଥିଲେ କବି ମାନେ । ଇ ସୁଚନା ତାକର ଗୁଟେ କବିତା “କୋସଲ ମାତା” ନ ଦେସନ:

“ତାର୍ ପାଁଚ୍ଟା ଚୁଙ୍ଗ୍ଚୁଙ୍ଗିଆ ପୋ –
ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ
ମାଁ କେ ଖୁଜି ବହାରିଲେ,
କେନ୍ ଘର୍ କାଏଁ ଗଲି
କେନ୍ ଗାଁ କାଏଁ ସହର୍
ନି ନୁରିଥିବେ ବଝା ଜଖା ହଇ
କାଏଁ କାଏଁଟା ନି ଥିବେ ବଦି
ବଇଦ୍ ଗୁନିଆ ଫୁକା ଝରା
ଜେନ୍ଟା ନି ଭି ଜାନିଥିଲେ ପକାଲେ ସାଧି ।”

କବି ସେ ଇଫେଲ ଟାୱାର ପଏଟସ (Eiffel Tower Poets) କର ବାଗିର ବୁରୁନ୍ଦା, ବିଜେ, ସକତ, ପଦମ୍ ଆରୁ ସାସତ ( ବୃନ୍ଦାବନ ସାହୁ, ବିଜୟ ପ୍ରଧାନ, ସାକେତ ସ୍ରିଭୁସଣ ସାହୁ, ପଦ୍ମ, ଆର ଶାଶ୍ୱତ ସାହୁ) ଫେସବୁକ “କୋସଲି ଲିଟ୍ରେଚର ଗ୍ରୁପ” ନ ଇହାଦେ ର କୋସଲି ସାହିତ୍ୟ ର ହରେକ କିସମର ଉତଥାନ ଲାଗି ଲାଗିଥିବାର ଚେସ୍ଟା କେ ଜୁଲାବାର ଚାହୁଁଛନ ।

ଦୁଇ: ତାକର “ଭଉଁରି” କବିତା ବି କୋସଲି ସାହିତ୍ୟ ଥି ଗୁଟେ ନୁଆଁ ପ୍ରୟୋଗ ଆଏ । ଏଭେ ଇ କିସମ ର କବିତା କେ କଂକ୍ରିଟ ପଏଟ୍ରି (Concrete Poetry) ବଲୁଛନ, ଆଘୋ ପେଟର୍ନ ପଏମସ (Pattern Poems) କହୁଥିଲେ । ଗୁଡାଦୁ ଗ୍ରିକ କବି ଖ୍ରି.ପୁ. ୩ୟ ସଦି ବେଲକେ ଲେଖା ମନକେ ତାର ବିସୟ ର ଭାବ ଅନସାରେ ଆକାର ଟେ ଦଉଥିଲେ । ଇ ପ୍ରୟୋଗ ଥି ଲେଖା କେ ଫରଦ ଉପରେ କବିତା ର କଥାବସ୍ତୁ ଅନସାରେ ଗୁଟେ ଆକାର, ଆକୃତି ଥି ସଜା ହେସି । ରେନେଁସା (Renaissance) ଆର ସତର ସ’ ସଦି ନ ବି ଏନ୍ତା କିସମର କବିତା କେତନି ଲେଖୁଥିଲେ । ଏଭେ ୧୯୫୩ ମସିହା ଥି ସ୍ୱିସ କବି ଇଉଗେନ ଗମରିଂଗର (Eugen Gomringer)ଫେରି ଥରେ ନୁଆଁ କରି ଚଲାଲେ ।

ଆର ବିସେସତା ହଉଛେ ସବଦ ମାନକର ବେଭାର । ପଏଟିକ ଡିକସନ (Poetic Diction) ର ବଡା ଚମ୍ତକାର ନମୁନା ଟେ ବଲି ଧରା ଜେଇପାରେ; ସବଦ ମାନକୁ ନିଜର ଆଏତେ ମନମାନି ମୁଡା-ମୁଡି, ଭଂଗା-ରୁଚା କରିଛନ ହେଲେ ଭଂଗା-ରୁଚା ସୁନ୍ଦର ଆର ସୃଜନାତ୍ମକ ଆଏ । ଦେଖୁନ କିଛି ସବଦ: ହାଡ଼୍-ଏଟେକ୍ (ହାର୍ଟ ଏଟେକ), ଆଁକୁଟ୍ (ଆଁଗୁଟ), ହିମାଲଏ (ହିମାଲୟ), ବ‘ର୍ର୍ (ବର‘ ର), ଫୁଣ୍ (ଫୁଡ), ଶୁଖିଙ୍ଗଲା, ଲାଗିଙ୍ଗଲା, ସର୍ମିଙ୍ଗଲା, ଗଡ଼୍ଗଡ଼ିଙ୍ଗଲା, ଖାଇଙ୍ଗଲ, ପିଟିନ୍ନେଲା, ମେସେଇନ୍ନେଇ, ମୁରି, ଗୁଲାଫୁଲ୍, ଆୟ୍, ସୁଆଁରି ଆଦି । ସବଦ ମାନକର ବେଭାର ର କଥା ପଡିଛେ ଜେତେବେଲେ ଆର ଗୁଟେ କଥା ଇନ କହେବାର ଜରୁରି ଭାବୁଛେଁ, ସେ ଖାଲି ନିଜର ଅତାବିରା (ନିଜ ଗାଁ) କି ସୁନ୍ଦରଗଡ (ପେସା ର ଜାଗା) ର ସବଦ ବେଭାର ନି କରି କରି ଦରକାର ଅନସାରେ ସାରା କୋସଲ ବାହି ର ସବଦ ମନେ ବେଭାର କରିଛନ । ତାକର “କେବିକେ (୧)” ଆର “କେବିକେ (୨)” ଥି କେବିକେ (କୋରାପୁଟ, ବଲାଂଗିର, କଲାହାଁଡି) ର ସବଦ ମନେ, ମୁଖିଆକରି କଲାହାଁଡି ର ସବଦ ମନେ ଜଜବଜ ବେଭାର କରିଛନ: ଖୋବ୍, ମକେ, କାଁଜେ, ଖେଁଟ୍ଲା, ଆଡ଼େଁ ଆଦି ।

ଶାଶ୍ୱତ ବାବୁ ର କେନଭାସ ଉସାର-ପିସାର । ତାକର “ଜଟାୟୁ” କେ ଧରି ନଉନ:

“ହାମର୍ ଜାତିଁ ବି ତ ଅଛନ୍ କବି ସେମନ୍କେ ଗାଏବାର୍ ସୁନିଥିଲିଁ,” ଇ ପଦ ଟା କ୍ରିସୋ୍ଟଫୋର ମାଲୋ ର୍(Christopher Marlowe)କର ଡକଟର ଫସଟସ (Doctor Faustus) (୧୫୯୦-୧୬୦୪?) ଟ୍ରୟ ର ହେଲେନ ର ସୁନ୍ଦର କେ ଜେନ୍ତା ପରୋକ୍ଷ ଥିଁ ବର୍ନନ କରିଛନ ସେଟା ସୋର କରେଇଦେସି:

“Was this the face that launch’d a thousand ships
And burnt the topless towers of Ilium?
Sweet Helen, make me immortal with a kiss.”

ସେହି “ଜଟାୟୁ” କବିତା ଥି ଫେର ଅଛେ:

“ହେଲେଁ ବି ଥିତା ଜଦ୍ରି ଡେନା ଦସ୍ଟା
ଶେଷ୍ ଡେନା କଟ୍ବାର୍ ଜାକର୍ ଲଢ଼ିଥିତିଁ ।”

ଇଟା ହିନ୍ଦୁ ପୌରାଣିକ ଚରିତ୍ର ରାବଣ ଆର ଜଟାୟୁ ଭିତରର ଜେନ ଲଢେଇ ହେଇଥିଲା ସେ ଚିତ୍ର କେ ସୋର କରେଇ ଦଉଛେ । ଜଟାୟୁ କବିତା ଗୁଟେ ମିଥ ଆଏ, ପୌରାଣିକ ଚରିତ୍ର କେ ନେଇକରି ଆଝିର ର କଥା କୁହା ହେଇଛେ । ଆର ଇ ମିଥ ପ୍ରୟୋଗ ଆଧୁନିକ କାବ୍ୟଧାରା ର ବଢେ ଟେ ପ୍ରୟୋଗ ଆଏ ।

ସୁରୁଜ ଆର ଛେନା ପ୍ରତିକଧର୍ମି କବିତା । ସୁର୍ଜ୍ୟ ତାକତ ର ଧାର, ଛେନା ସାମାଜିକ କାର୍ଜ୍ୟକର୍ତା । ମାହାପୁରୁ ର ସିରଜିନା ଥି ଜାହାକେ ଜେନ ତାକତ, ଗୁନ ଦରକାର ଥିସି ଇ ସିରଜିନା ଜାନଲା ବାଗିର ତ ତାହାକେ ସେ ଗୁନ/ତାକତ ର ଅଧିକାରି ବନାସି:

“ଛାଏଁ ଦେଖୁଥିବାର୍ ସୁନ୍ଦରିର୍
ମୁହେଁ ତେର୍ଛା କଅଁଲିଆ
ଖରା ହେଇ ସେ ପଡ଼ସନ୍,
ଫେର୍ ମୋର୍ ବାଗିର୍
ଖର୍ସି ଲୁନ୍ଧା ଉପ୍ରେଁ
ରଡ଼୍ରଡ଼ିଆ ଖରା ହେଇ ପଡ଼ସନ୍,”

“ଘାଏ ବନ୍ଦ୍ କର୍ବ!” ଡବଲୁ. ଏଚ. ଅଡେନ (W. H. Auden) କର ଇଂରାଜି କବିତା Stop All The Clock or Funeral Blues କେ ସୋର କରାସି ।

“ସୁରୁତ୍ ନଏଦ୍” ସାଂଗେ ପହେଲା ବିଭାଗ ସେସ କରିଛନ ଜିବନ ଦର୍ସନ ର ସେସ ପଦ ଟେ ଦେଇ:

“ଶେଷେଁ ତ ହେବାର୍ ଅଛେ
ଶୂନ୍, ଗୁମ
ସମୁଂଦର, କୁରୁତ୍ କୁରୁତ୍ ।”

ସଂକଲନ ର ନାଁ ବନିଥିବାର କବିତା ଟଁକାଗଡୁ ଥି ସ୍ୱାଭିମାନ ଆର ବିଦ୍ରୋହି ଭାବ ଟେ ଜଜବଜ ଲୁକିଛେ:

“‘ବହ ଆଏଲେଁ ମାଁ କେ କେଚ୍କେଚା କର୍ବା’
ବଲି କେଭେ ନାଇଁ ହେଲା ବିହା ।”

XXX XXX XXX XXX XXX
“ବା – ‘ତମେ ଜାଉଥ, ମୁଇଁ ପଛେଁ ପଛେଁ ସାମାନ୍ ଧରି ଆଉଛେଁ’ କହି ଠକିଦେଲା,”

ଇ କବିତା ଥି ନାଟକିୟ ଉପାଦାନ ମାନେ ଭିଲ ବେଭାର କରିଛନ । ସ୍ୱାଭିମାନ ନୁ ବିଦ୍ରୋହ, ସେନୁ ବିଦ୍ରୋହ ମିସିଛେ ଅଂଚଲ ର ସଂସ୍କୃତି ସାଂଗେ ଆର ପାହାରେ ଦେବାର କେ ଜେଇଛେ ସାସନ ଆର ରାଜନିତି କେ ହେଲେ ନାଇଁ ପାରି, କାବୁ କରିନେଇଛନ ଜେନ୍ତା:

“ଲୁକେ କହେସନ୍ – ଡେମ୍ ପାଏନ୍ ମାଡ଼ି ଆଏଲା,
ମାଓଲି ଦେବତା କେ ଛାପ୍କି ବା ରହିଗଲା ।”

ଇହାଦେ ତାର ସାଂଗେ ଘଟସି

“ପୁଲିସ୍ କହେଲା – ଟଁକାଗଡୁ ଜେତେତେ
ମାତିକରି ‘ହାଡ଼୍-ଏଟେକ୍’ ହଇଗଲା ।”

ଇ ଦୁହି ପଦେ ଗୁଟେ ଆର୍କିଟାଇପ ଡିଜାଇନ (Archetype design) ଅଛେ । ଟଁକାଗଡୁ କେ କିମ୍ବଦନ୍ତି ବନାବାର କୋସିସ କରିଛନ:

“ଏଭେଁ ବି ରାତି ଛୁଆମାନେ ଗହମତ୍ କଲେଁ ମାଁ ମାନେ କହେସନ୍ –
ସୁଇପଡ଼, ନେହେଲେ ଟଁକାଗଡୁ ଆସିଜିବା!
ଏନ୍ତା ବି ଭାଗେ ମାଁ ଅଛନ୍
ଜେ ନିଜର୍ ଛୁଆକେ ଲାଡ଼େ ଡାକ୍ସନ୍-
ଆ’ ମୋର୍ ଧନ, ମୋର ଟଁକାଗଡୁ ରେ!”

ମିଥ ନୁ ପ୍ରତିକ ଧର୍ମି, ତିହାର-ବାର ନୁ ଜିବନ ଦସର୍ନ, ରାଜନିତିକ ବେବସ୍ତା ଉପରେ କଡା ରୁପ:

“ଗୁଦାମ୍ ନ ଚାଉଲ୍ ବସ୍ତା
ହଁସୁଛେ ଗର୍ଗଡ଼ି ଗଡ଼୍ଗଡ଼ି,
ଫେନ୍ ଭି ତିନ୍ ଦିନର୍ ଭୁଖା
ମଏଲା କିଟ୍କିଟ୍ ଛୁଆ
କାନ୍ଦୁଛେ ରଡ଼ି ରଡ଼ି” (କେବିକେ ଛୁଆ (୧)

ଅପନାର କୋସଲି ସଂସ୍କୃତି ଦିନୁଦିନ ଜଗତିକରଣ ର ମାଡେ ଲିଭି ଜଉଛେ ଆର ପସଚିମ ଫାଲ ର ସଂସ୍କୃତି ମାଡି ଅଉଛେ:

ଆଘର୍ ଦିନ୍ ତ କେଭେନୁ ଗଲେନ ଘୁଚି ଘୁଚି,
‘ହେପି’ ‘ହେପି’ ଦିନ୍ ମାନ୍ ଆଇଛନ୍ ଖେପି, (ପୁରା ଉଆଁସ)

ବାହାରୁ ଚିକଚିକିଆ, ଲୁଭଲୁଭନ୍ୟା ଦିସୁଥିବାର ଜିନିସ ମାନେ ଭିତରୁ ସବୁ ପୁଲା ଖୋକଲା:

ଜେନ୍ଟା ଉପ୍ରୁଁ ଦେଖଲେଁ ଟମାଟମ୍
ଭିତର୍ ଟା ଲାଗସି ସବୁ ପୁଲ୍ଚି ପୁଲ୍ଚି । (ପୁରା ଉଆଁସ)

କବି ଫେର ଥରେ ଚିତ୍ରାସନ ସମସାମଇକ ଚାସି ମାନକର କଥା:

ଭିନେ ହେଇ ବୁଡ଼ୁଛେ ଭିଲ୍ ଛଡ଼ା ବେଲ୍
ଆଗ୍କେ ଗୁର୍ହେଇ ହଇକରି ଲମିଛେ ଛିନା ଧର୍ସା (ଚାସିର ଫପ୍ସୋ ଛାତି)

ଚାସି ଟେ ଆତ୍ମହତ୍ୟା କରବାର କେ ଜଉଛେ ଇ କଥା ଟା, “ଭିନେ”, “ବୁଡୁଛେ”, “ଭିଲ ଛଡା”, “ଛିନା” ବାଗିର ସବ୍ଦ ନୁ ସୁଚନା ଦଉଛନ । ବାହାର ର ଦୃସ୍ୟ ସାଂଗେ ମନ ଭିତର ର କଥା ଟେ କହେବାର ଚେସ୍ଟା କରିଛନ, ଆଧୁନିକ କବିତା ସୈଲି ର ବଢିଆ ପ୍ରୟୋଗ ।

ଗୁଟେ ଭାସା କେ ସଠିକ ଲେଖବାର ଲାଗି ଜେନ୍ତା ବ୍ୟାକରଣ ଦରକାର ହେସି ସେନ୍ତା ମୁନୁସ ଲାଗି ସାଂସାରିକ ନିଅମ ନିତି ଅଛେ । କବି ଇନ “ଇଂଗଲିସ ମାସ୍ଟର” ହେଇକରି ନିଜର ଉପରେ ନୁହେଁ ନିଜର ବାଗିର ବା’ନା-ବିଛନା କରୁଥିବା ରକ୍ଷଣସିଲ ମୁନୁସ ମାନକୁ କହୁଛନ:

ବନାନ୍ ବ୍ୟାକରନ୍ ସୁଧ୍ରାମି
ସେତେବେଲେଁ ତ ଛାଏଁ ଆଉ
ମୁଇଁ ଗୁଟେ ହଇ ଜାଇଥିମୁ । (ବନାନ୍ ବ୍ୟାକରନ୍ )

ମାହେଜି ଜାତିର ସମ୍ବେଦନସିଲତା, ତାକର ମୁନୁସ ପ୍ରତି ଭାବନା କେ ଭାବ ଦେଇଛନ । ଇ ମାର୍ମିକ ପଦ/ ଭାବନା ଜାଗତିକ (Universal) ଆଏ:

“ମାତର୍କ, ଜୁଆନ୍ ସୁହାଗିନିର୍ ଭିତ୍ରେଁ
ରାଆଁଡ଼ି ବୁଢ଼ି ଟେ ଲୁକିଥିସି” (ପଟେ ଚୁଡି)

କୋସଲ ବାହିର କଥାନି କହେବାର ସୈଲି ଆର ନିର୍ଜିବ ମାନକୁ ଜିବନ ଦେବାର ତରିକା ହଉଛେ ମାନବିକରଣ (Personification), ସେଟା ଝଲକିସି:

“ଗଛ୍ ଜେ ଗଛ୍ ଜେ ଗଛ୍ ,
ତବାତୋବ୍,
ହୋ ହଇକରି ସଭେ ଉଦ୍କିଲେ
ଉଡ଼ି ପଲାବାର୍ ଲାଗି, ଚୁଛାଟା!” (ଜଙ୍ଗଲ୍ ବଏଲେଁ କାଣା ଗୋ?)

ମୁନୁସ ର ଆଦିମ ପ୍ରକୃତି, ଆଧୁନିକ ଜିବନ ର ଅସହାୟତା, ଉକୁବୁକୁ କେ ଚିତ୍ରାସନ:

“ବୁଲୁଛନ୍ ପଂଜରାର୍ ପିଂଜରା ଥିଁ
ହୁରୁଦ୍ ଟାକେ କଏଦ୍ କରି ।

ବୁପ୍ରାକୁଁ ମହାପୁରୁ ଟିକେ ଭଲ୍ ପାଏତେ
ଜେନ୍ତା କି ମୁଇଁ ପାଏସିଁ ତତେ ।” (ଚରେ ଗୁଡା)

କଥା ଜହ ଲମ ହେଲେ ସୁନବାର କେ ସବେ ହଦିରସନ । ସେସ ପଦେ, ଶାଶ୍ୱତ ବାବୁ ର କବିତା ଥି କେତନି ଆସା-ଭରସା ଅଛେ କୋସଲି ଆଧୁନିକ କବିତା; ସାଂଗେ ବୁଥବୁଥା ଇ ବାହିର ସଂସ୍କୃତି ଆର ଚାଲି ଚଲନ । ସମଲେଇ ତାକର କଲମ କେ ବଜର କରୁ ।

ପଦମ କହଁଡ଼ୋର ସପନ : ଶାଶ୍ୱତ ସାହୁ

0

ଶାଶ୍ୱତ ସାହୁ ଲେଖସନ:
ପଦମ କହଁଡ଼ୋର ସପନ କେ ପହେଲା ବିନା କିଛି ତତ୍ୱ (Theory), ଆଶା, ଆଶଂକା ନେଇ ପଢ଼ବାର ଆରଂଭ୍ କଲିଁ । ଗୁଟେ ନିଶ୍ୱାସରେ ସାରଲିଁ । ତାର ଉହୁଲାନ୍ ଟା ମତେ ବି ସାଂଗେ ଉହୁଲେଇ ନେଲା । ତାର ଗତି ପାହାଡ଼ି ଝରନା ବାଗିର । ପାହାଡ଼ ମୁଡ଼ ନୁ ,ଜଟ ନୁ ପାହାଡ଼ ପାଦ ତଲ ତକ । ଫେର୍, ଜେନ ଉଁଚା ଜାଗା ନୁ ଝରନା ଟା ଆସିଛେ ସେ ଜାଗା କେ ଘାଏ ଦେଖବାର କେ ମନ ଉଟୁସ୍ ପୁଟୁସ୍ ହେଲା । ଚଢ଼ବାର ସୁରୁ କଲିଁ । ସେନ ଟିକେ କାଏଡ଼ ହେଲା । ସେ ଉଁଚା ଦେଶ କେ ତ ନାଇଁ ଅମରି ପାରଲିଁ, ବନେ ଉଁଚା ନୁ ଧାର୍ଟା ଆସିଥିବାର୍ ଅନୁମାନ ଟେ କରି ପାରଲିଁ ଖାଲି! ଦୁସରା ଥର ଆଉ ଟିକେ ବେଉଁତ୍ କରି ପଢ଼ବାର୍ ଚେଷ୍ଟା କଲିଁ । ମାନେ (meaning), ଶୈଲୀ (style), କାରୁକାର୍ଯ୍ୟ (Devices and Techniques), ର କଥା ମନ କେ ଆପେ ଆସଲା । ସାହିତ୍ୟ ପାଠ ର ସାହାରା ନେବାରକେ ପଡ଼ଲା, ପାଠକ ଲାଗି ସେ ସାହାରା ଟା ଅବେଶ ଜରୁରି ନୁହେ ।
ସଖାଲୁଁ ଝୁମରା ଭାଂଗଲା ଉତାରୁଁ ସଜନି ର ମନର୍ ଭାବନା । ଝୁମୁରା ନାଇଁ ଭାଂଗି ଥିତା କାଏଁ! ମନର ମୁନୁସ୍ ସାଂଗେ ଆର ଘଡ଼େ ସପନ ଦେଶେଁ ଏକାକାର ହେଇ ଥିତିଁ ଭାଏଲ୍!
ସପନ କଥା ନୁ ସରିଆଲିଜମ୍ (Surrealism) କଥାଟା ସେ ସେ ଥିଁ ମନକେ ଆସଲା । ସରିଆଲିସ୍ଟ କବିତା ରେ ସୃଜନି ର ଉହୁଲାନ୍ ରେ କିଛି ଛେଁକାନ୍ କି ଘୁରେନ୍ ନାଇଁ ରଖା ହୁଏ । ସେଥିଁ ନା ରହେସି ଭାବନା, ବିଚାର ଶକ୍ତି ର ଛେଁକାନ୍, ନା ଥିସି ସାମାଜିକ ରିତି ନିତି ର ବତା ବନ୍ଧା ଘୁରେନ୍ । ମନର୍ ଗହିରିଆ ପ୍ରଦେଶ ନୁ ଭାବ ର ଧାର ଟେ ପଝରି ଆଏସି । ଜେନ୍ ଗହିରିଆ ପ୍ରଦେଶ କେ unconscious mind ବି କହି ପାରମା । ସରିଆଲିସ୍ଟ କବିତାରେ ସପନ ର ଉପାଦାନ ମାନ ବି ପାଏମା, ସପନ ଆର୍ ଚେତି ଥିବାର୍ ମଝଘତିଆ ଅବସ୍ଥାର ଉପାଦାନ ବି ।

ପଦମ କହଁଡ଼ୋର ସପନ ରେ ସରିଆଲିଜମ୍ ର ପ୍ରୟୋଗ ଜାନି ସୁନି କରି କରା ହେଇଛେ କି ବିନ୍-ଜାନ୍ତକେଁ, ହେଟା ବି ନିଘା କରବାର ଆଏ । ବାକି ଜାହା ହଉ କୋସଲି କବିତା ରେ ଇଟା ନୁଆଁ ପ୍ରୟୋଗ ନିଶ୍ଚେ! ପଦମ ରେ, ଠାନ୍ ଠାନ୍, ଖଁଡ଼ିଆ ଡଁଡ଼ିଆ ବାକ୍ୟ ସବୁ ଛିଛି ବିଛି ହେଇଛନ୍ –
୧) “ଦିହଁ ଆର ମନ…
ଆଲଟି-ମୁର୍କୁଟି,
ଉଟୁସ-ପୁଟୁସ
ହେଲୁଟି-ବେଲୁଟି
ଉକିଆ ସାଲାଇନ ନଉଥିଲା ।”

୨)“ଗଲା ଗଲା ବାଟ ଉଦା
ପ୍ରସ୍ନେ ବଏଡ \ଆଁଖଲେ ଆଁଖଲେ ।”

ଭାବ କି ଭାବନା ଉତାର୍ କେ ଉତାର୍ ଜେନ୍ ଆଉଛେ ସେଥିଁ ତାର୍କିକ କ୍ରମ (Logical order) ଅଛେ କି ନାଇଁ ? ପାଠକ କେ ସବୁ ଠାନ୍ ତାର୍କିକ ନାଇଁ ଲାଗିପାରେ । କିନ୍ତୁ ତାର୍ ଗୁଟେ ସ୍ୱଭାବିକ, ସରିଆଲିସ୍ଟିକ୍ କ୍ରମ ଥାଇପାରେ, ଜେନ୍ତା –

୧)“ଆର ପଦମ କଢି ଉଭରି ଉଭରି ଆଏଲା
ମସଜିଦ ର ସିକଲା
ଝନ-ଝାନ ଢିଲିହେଲା”

୨) “ଭାଁର ଭାଁର ଟିହା ଆର କୁଆ
ଅଲସ ଦିହଁ ନିସଦ ନିସଦ ପାହା”

୩) “ଦର୍ପନେ ସିଁତା କେ ଦେଖୁଛେଁ… ଥାକ ଥାକ ସୁରତା ।”
ଇ ପଦ ରେ ଟାକବାର ଟା କେ କବି ଆହୁରି ଗହିର୍ କେ ନେଇଛନ୍, କିନ୍ତୁ ପରର୍ ପଦ “ବୁଢା ବୁଢା ପାଟପନିଆଁ… ‘ପାସ କି ଫେଲ’ ବଲି ।” ରେ ଛୁଆ ବେଲ ର ନିରୀହତା, ଛୁଆବେଲ ର ସୁରତା କେ ଥୁଇଛନ । ସରିଆଲିସ୍ଟ କବିତା ର ଆଉ ଗୁଟେ ଗୁନ ହେଲା ଦୁଇଟା ଅସଂପର୍କିତ ଚିତ୍ର କେ ଏକଠନିଆଁ ରଖବାରଟା (Juxtaposition of unrelated images)। ଉପର କେ ସେଟା ଅସଂପର୍କିତ ଲାଗିପାରେ, ଭିତର କେ ଡୁଂଗଲେଁ ଜନା ପଡ଼ବା ସପନ ଜୁଡ଼ି ଧରିଛେ । ଜେନ୍ତା ଆମେ ଦେଖମା –
“ଧସକେ ନି ଧସକେ ତମର କିଲା
ସେମପେନ ବୁତଲ ର ଠିପି ଖୁଲଲା
ଗୁଟେ ଗିଧା ଝାଁପି ନେଲା ଧାଂଗରି ଦ୍ରୋପଦି
ସାଖି ପାଂଡୁ କିଲା ।”

ଇ ପ୍ରକାର ସପନ୍ ଭେଁଟଲା ମିତାର କ୍ରମ ବିନ୍ୟାସ୍ ରେ Allusions ର ସାଫୁଲ୍ ପ୍ରୟୋଗ ବି କବି ସାକେତ ସାହୁ କରିଛନ୍ –
୧) ବୁଡ଼ବକ ‘ସିବିଲ’ ବାଗିର
୨) ଲମି ଜଉଛେ ‘ସେଂଟିଆଗୋ’ ର ଆସ
୩) ‘ହିଂଗୁଲ ଦେଇ’ ର ଉମେହି ନୁ
୪) ‘ଅଇବନ୍ ରଜା’ … ମିଥ୍ ନୁ, ଜନାସୁନା ଉପନ୍ୟାସ ନୁ ଫେର୍ ଆଂଚଲିକ ଲୋକକଥା ନୁ Allusions ସବୁ ନେବାର୍ ଟା ଖିରି ଥିଁ ଜାଫ୍ରାନ କେଶର୍ ପକାଲା ବାଗିର ଆଏ । ସ୍ୱାଗତ୍ !
ସାକେତ ସାହୁଂକର ଭାସା ଉପରେଁ ପକଡ଼ କେତେ ମଜବୁତ କବିତା ନୁ ଫଟିକ ଜନା ପଡ଼ସି –
୧) “କେତେ କରି ଥାବେ ସୁତ୍ରେ ଚଉତି ଦେଖୁଛେଁ ଅଂଗଛି
ସରଲି ସରଲି ଜଉଛେ ଥାକ ଥାକ ସୁରତା ।”

୨) “ଝିପିର ଝିପିର ସୁରତା ଥି ଭିଜି ଭିଜି
ସାମନା ର ଉଛନା କେ ଠଁକଉଥିଲିଁ
ଥପଥାପ ତମର ସୁରତା ଥିପୁଥିଲା…”

୩) “ଦୁଇ ଚେରଟା ଫପସାଲା ଜୁହ୍ନାଁ ସପନ
ଉଲମି ଉଲମି ଝରିି ପଡିଥିଲେ…”

ଏନ୍ତା କେତେଟା କଅଁଲିଆ ବାକି ନିଦା ମେଟାଫର୍ (Metaphor) ସବୁ କବିତା ସାରା ଝିଁଟା ହେଇଛେ, ଜାର ମହକନ ଚହଟି ଜାଉଛେ । ପଦମ କହଁଡ଼ୋର ସପନ କୁସେର ପନା ମିତାର ‘ନିଅ-ଢକୋ-ଢକୋ-ପିଅ’ କବିତା ନୁହେ । ବରଂ, ଖୋଦ୍ କୁସେର୍ ଆଏ, ଜାର ରସ, ମିଠାସ୍ ଆର ମଜା ନିଜେ ବୁତା କରି, ଚାବି ଚାବି ଉଠାବାର୍ କେ ପଡ଼ବା । କୋସଲି କବିତା ଦୁନିଆଁରେ ଆଧୁନିକତାର ସାଫୁଲ୍ ପ୍ରବେଶ୍ ଆରୁ ପ୍ରୟୋଗ ଲାଗି ସାକେତ ସାହୁଂକର ମୌଲିକ କୃତି ପଦମ କହଁଡ଼ୋର ସପନ କେ ପାଠକ ସବୁ ଦିନର ଲାଗି ସୋର୍ ରଖବେ ।

ତିନ ପଦ ର କବିଂକ ସହ କେଇ ପଦ

ସମସ୍ତେ ତାଂକୁ ଜାଣନ୍ତି କୋସଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଲଢେଇ କରୁଥିବା ଜଣେ ସଂଗ୍ରାମୀ ବୋଲି । ସେ କେବେ ନିଜ ଗାଁରେ ସତ୍ୟାଗ୍ରହରେ ବସିପଡନ୍ତି ତ କେବେ ଜନ୍ତର ମନ୍ତରରେ ଧାରଣା ଦିଅନ୍ତି । କୋସଲି ଭାଷାର ସ୍ୱୀକୃତି ପାଇଁ ଜାତିୟ ସ୍ତରରେ ସକ୍ରିୟ ରହୁଥିବା ଭାଷାକର୍ମୀ ସାକେତ ଶ୍ରୀଭୂଷଣ ସାହୁଂକୁ ଖୁବ କମ ଲୋକ ଜାଣନ୍ତି ସେ ଜଣେ କବି ବୋଲି । ନିକଟରେ ତାଂକର କବିତା ସଂକଳନ “ତିନ ପଦ” ପ୍ରକାଶିତ ହୋଇଛି । ତାଂକର ସହିତ ଏକ ଅନ୍ତରଂଗ ସାକ୍ଷାତକାର ।

ପ୍ରଶ୍ନ – ଆମେ ଆପଣଂକୁ ଜଣେ ଭାଷାକର୍ମୀ ଭାବେ ଜାଣୁ, ଆପଣ ଏ କବିତା ସବୁ କେବେ ଲେଖିଲେ ?

ସାକେତ – ମୁଁ ସ୍କୁଲ ସମୟରୁ କବିତା ଲେଖୁଥିଲି ମାତ୍ର ସେ ସବୁ ପାରଂପାରିକ ଛନ୍ଦବଦ୍ଧ କବିତା ଥିଲା । କଲେଜ ସମୟରେ ଲେଖୁଥିଲି ହେଲେ ପ୍ରକାଶ କରୁ ନ ଥିଲି । ପରେ ସେ ସବୁ ଚିରି ଦେଇଥିଲି । ୨୦୦୩ ପରେ ପୁଣି କବିତା ଲେଖିବା ଆରମ୍ଭ କଲି ଏବଂ ସେ ସବୁ ଛୋଟ ଛୋଟ ନୋଟକୁ ନେଇ ନ ବର୍ଷ ପରେ ପ୍ରଥମ କବିତା “ପଦମ କହଁଡୋ ର ସପନ”୨୦୧୨ରେ ପ୍ରକାଶ କଲି । ୨୦୧୫ରେ ଦ୍ୱିତୀୟ କବିତା “ମେରିଆ” ଓ ୨୦୧୬ ରେ “ଜୁ” ଲେଖିଥିଲି । ସେ ତିନୋଟି କବିତାକୁ ନେଇ ତିନ ପଦ ସଂକଳନ ।
ପ୍ରଶ୍ନ -ବତର୍୍ମାନ କୋସଲି/ସମ୍ବଲପୁରିରେ ଯେଉଁ ଧାରାରେ କବିତା ଲେଖା ଚାଲିଛି ସେ ସମୟରେ ତିନ ପଦ ର ସ୍ଥାନ କେଉଁଠି?

ସାକେତ – ସ୍ଥାନ ପାଠକ ନିରୂପଣ କରିବେ । ଆମ ସାହିତ୍ୟରେ କବିତାର ଧାରା ଲୋକଗୀତରୁ ଆରମ୍ଭ । ସେ ପରଂପରା ଏବେ ବି ଚାଲିଛି ଓ ଆଗକୁ ବି ରହିବ । କବିତା ହେଉଛି କିଛି ଶବ୍ଦକୁ ନେଇ ପାଠକ ସାମନାରେ ଏକ ଚିତ୍ର ପ୍ରସ୍ତୁତ କରିବା ତଥା ତା ମନରେ ଏକ ବିଶେଷ ଭାବନା ଉଦ୍ରେକ କରିବା । ଭାବନା ଉଦ୍ରେକ କରିପାରିଲେ କୃତି ସଫଲ ଏବଂ ଆପଣ ସେ ଭାବନା ଉଦ୍ରେକ କରିବା ପାଇଁ ଯେଉଁ ଶୈ÷ଳୀରେ ବି ଉପସ୍ଥାପନା କରିପାରନ୍ତି ।

ପ୍ରଶ୍ନ – ତିନ ପଦରେ ସମାଜ ପାଇଁ କଣ ବାର୍ତା ରହିଛିି ?

ସାକେତ – ମୁଁ ସମାଜକୁ ବାର୍ତା ଦେବା ପାଇଁ ବା ସମାଜ ସୁଧାର ପାଇଁ କବିତା ଲେଖିନି । ବର୍ତମାନ ସମାଜରେ ଅଣନିଶ୍ୱାସି ହୋଇପଡିଥିବା ମଣିଷ, ତାର ଦ୍ୱନ୍ଦ, ନିରାଶା, ସ୍ୱପ୍ନ, ସପନ ଆଉ ସତ ଭିତରେ ଥିବା ପାର୍ଥକ୍ୟ, ମଣିଷ ସଂପର୍କ ମଧ୍ୟରେ, ମରଣ ଓ ଜୀବନ ମଧ୍ୟରେ ଥିବା ସତ୍ୟତା, ସହର ଓ ଗାଁ ର ବଦଲୁଥିବା ଚିତ୍ର, ଅବକ୍ଷୟର ସ୍ରୋତରେ ବହିଚାଳିଥିବା ସଂସ୍କୃତି, ଯାନ୍ତ୍ରିକ ହୋଇପଡିଥିବା ସମୟକୁ କେବଳ ଚିତ୍ରଣ କରିବାର ଚେଷ୍ଟା କରିଛି ମାତ୍ର ।

ପ୍ରଶ୍ନ – ତେବେ ଆପଣ କାହିଁକି କବିତା ଲେଖନ୍ତି ?

ସାକେତ – କେବେବି ପାଠକୀୟ ପ୍ରଶଂସା ବା ପୁରସ୍କାର ପାଇଁ କବିତା ଲେଖିନି । ମାତ୍ର କବିତା ଲେଖିବା ସମୟରେ ଏକ ଆତ୍ମସନ୍ତୁଷ୍ଟି ମିଲେ । ମନ ଭିତରେ ଜମାଟ ବାନ୍ଧିଥିବା ଅତୃପ୍ତ ସ୍ୱପ୍ନ ସବୁ ଶବ୍ଦ ଜରିଆରେ ସାକାର ହେଲାପରି ଲାଗେ, ସେଥିପାଇଁ, ନିଜ ପାଇଁ ଲେଖେଁ । ଯେମିତି କହିସାରିଛି, ଅଚାନକ କେବେ କିଛି ଧାଡି ମନକୁ ଆସିଗଲେ ତାକୁ ନୋଟ କରିନିଏ ଓ ପରେ ସେ ସବୁ ନୋଟକୁ ନେଇ କବିତାର ସୃଷ୍ଟି । ସେ ଅଚାନକ ବାହାରି ପଡୁଥିବା ଧାଡି ସବୁ ମନକୁ ହାଲକା କରିପକାଏ ।

ପ୍ରଶ୍ନ – ଯଦି ନିଜ ପାଇଁ କବିତା ଲେଖନ୍ତି, ପ୍ରକାଶ କାହିଁକି କଲେ ?

ସାକେତ – ଦୁନିଆଁର ସବୁ କବିତାରେ କବିର ନିଜି ଜୀବନର ଝଲକ ଥାଏ । ଏଥିରୁ କେହି ବର୍ତି ପାରିନାହାନ୍ତି । ତଥାପି ସେ ନିଜି ଜୀବନ ଆଉ କାହାର ନିଜି ଜୀବନ ସହିତ ମେଳ ଖାଇଜିବ ଓ ସେ ନିଜେ ଲେଖି ଯଦି ନ ପାରୁଛି, ପଢିକରି ହେଲେ ନିଜକୁ ସଂପର୍କିତ କରିପାରିବ । କିଛି ନିଜି ଦୁଃଖ, ନିଜି ସୁଖ, ନିଜି ସ୍ୱପ୍ନ, ନିଜି ଦ୍ୱନ୍ଦ ବାଣ୍ଟି ହୋଇଯିବ ଓ କାଳେ ଜାଗତିକ ହୋଇଜିବ, ସେଇ ଆଶାରେ ପ୍ରକାଶ କରିବାକୁ ମନ କଲି ।

ପ୍ରଶ୍ନ – ବହୁତ ବହୁତ ଧନ୍ୟବାଦ ! ଆପଣ ଆଗକୁ ଆହୁରି ଲେଖନ୍ତୁ, ଯେଉଁ ଭାଷା ପାଇଁ ସଂଗ୍ରାମ କରୁଛନ୍ତି ସେ ଭାଷା ସାହିତ୍ୟ ରୁଦ୍ଧିମନ୍ତ ହେଉ, ଭଗବାନ ଠାରେ ଏହାହିଁ ପ୍ରାର୍ଥନା ।
ସାକେତ – ଧନ୍ୟବାଦ !

The Power of Reading Aloud to Children

0

If you want your children to be intelligent, read them fairytales. If you want them to be more intelligent, read them more fairytales. – Albert Einstein
In 2014, the American Academy of Pediatrics advised its 62,000 member doctors to recommend daily reading aloud to the parents and children they see in their medical practices. Their statement said “Reading regularly with young children, stimulates optimal pattern of brain development, and strengthens parent-child relationship at a critical time in child development, which, in turn, builds language, literacy, and social-emotional skills that last a lifetime”.
“Reading aloud is good for people of every age, but its effects are perhaps more important in infancy and early childhood. A child’s brain growth rate is high during the first three years of life. Reading to children during this period gives them more of exactly what they need: more loving attention, more language and more empathy. Infants also learn from seeing expressive human faces. Babies tend to make eye contact when they are about two months old. By six months, they make eye contact and follow the other person’s gaze. This is one of a baby’s earliest social behaviors, and by twelve months almost all babies will do it. The language of stories helps baby develop the linguistic scaffolding of early speech, and helps young children work towards fluency. When children are older, books read aloud give them access to complex language and narratives that might otherwise be beyond them. Reading out loud brings joy, engagement and emotional connection for children, teens, adults –everybody” (Gurdon).
In these days of technologies, children from middle and upper middle class families have cell phones, tablets, and televisions in their bed rooms. Most of them are glued to these devices. In the behavior literature, it is clear that children who have too much screen time can have deficits in different areas, like language, imagination, and attention. A 2012 study found that children who enter kindergarten having had little or no reading time tend to lag other children by twelve to fourteen months in their language and reading skills.
Screen time recommendations by American Academy of Pediatrics (2016)
1. For children under 18 months parents should avoid screen time except for video-chatting. For children between 18-24 months, parents may introduce high quality digital programming but watch with their children to help them understand what they are watching.
2. For children ages 2-5 years, limit screen use to I hour per day of high quality programs. Parents should co-view the media with children to help them understand what they are watching.
3. For children ages 6 and over, place consistent time limit on daily media use.
4. Designate media free time together such as dinner time or driving time.
Conclusion
. Start early, read often. Reading to babies helps build bonds, vocabulary and habits.
. Read the pictures. Illustrations are visual clues that can help children build their vocabulary and their emotional tool kits.
. Press pause button. Don’t rush through the book. Take time to look at a picture, ask question, or share reactions. Help children make connection between what they read and the world around them.
. Make reading part of your daily routine.
‘Reading aloud is a small thing, yet profound. To read to someone you love is the simplest of gifts, and one of the greatest. All that is required for a long, happy string of enchanted hours is for someone to take the trouble to make it happen. Surely that is something we can aspire to do, with love.’(Meghan Cox Gurdon)
“Please read to your kids. It’s not the school‘s job to get our kids’ reading, it’s our job- and it’s a wonderful, magical act of love and caring”. (James Patterson, International bestselling author).
• 10 Best Children’s Books of All Time (Time Magazine).
• 1-Goodnight Moon by Margaret Brown (1947), Age range 0-3.
• 2-The Very Hungry Caterpillar by Eric Carle (1969), Age-0-4.
• 3-Where the Wild Things Are by Maurice Sendek (1963), Age-2-6.
• 4-The Cat in the Hat by Dr. Seuss (1957).Age 3-8.
• 5-Charlotte’s Web by E. B. White (1952). Age-8-11.
• 6-Harold and the Purple Crayon by Crockett Johns (1955). Age 3-7.
• 7-Charlie and the Chocolate Factory by Roald Dahl (1964). Age 8-10.
• 8-Little Women by Louis May Alcott91880).Age 9-12.
• 9-Harry Potter and the Philosopher’s Stone by J.K. Rowling (1997). Age 8-14.
• 10-The Chronicles of Narina: The Lion, the Witch and the Wardrobe by C. S. Lewis (1954). Age 8-12.
Source
• Meghan Cox Gurdon. The Enchanted Hour, The Miraculous Power of Reading Aloud In the Age of Distraction. New York: Harper Collins, 2019.
Dr Saheb Sahu, MD, FAAP.

CLEAR request to draft language policy in all scheduled languages

0

In a press release Aazhi Senthilnathan, the General Secretary, CLEAR (Campaign for Language Equality and Rights) demands on behalf of CLEAR, Campaign for Language Equality and Rights, a civil society organization advocating the rights of mother tongues in India.

He regret that the NEP draft proposal 2019 has been issued only in English and Hindi languages. This amounts to keeping it beyond the access of an overwhelming majority of the citizens of India. And he request the ministry to issue the respective report in all scheduled languages and give at least two months time for suggestions after it is issued.

CLEAR wants to comment on both NEP in general and the language policies for the education system in India as envisioned in the draft particular, CLEAR stands for language equality and rights to all the languages in India.

Why Odisha should open more public libraries?

0

FREE TO ALL (Inscription above the main entrance to Boston Public Library)
“I have always imagined that paradise will be a kind of library.” – Jorge Luis Borges

What is a public library?
Public libraries are generally supported by taxes (usually local), governed by a local board, open to all and they provide basic services without charge. They are distinct from college, university, research and other specialized libraries. They come in all shapes and sizes.

Public libraries exist in almost all parts of the world. They are considered an essential part of having an educated and literate population. Public access to books is not new. The Library of Alexandria, Egypt goes back to 4th century BCE. It is estimated that it housed 400,000 papyrus scrolls. The Library of Nalanda in the 5th century BCE had hundreds of thousands of volumes. Over the centuries there have been many more libraries around the world. Most of them were for well do to literate people who were very few. There were also many private libraries and lending libraries. The world’s first tax –supported public library was founded in Peterborough, USA, in 1833.

Functions of Public Libraries
A public library adopts its role to the need of the local community. Some of the usual functions of a public library are to provide:
1- Reading rooms for children and adults.
2-Loan books, audio and video disks, tapes, children toys and other materials as suitable for the local community.
3- Get books for the patrons from other libraries for a small fee (inter-library loan).
4-Provide meeting rooms for small groups.
5-Host authors, painters, musicians and story tellers.
6- Provide computers with internet connections wherever feasible.
7-Provide computer education for the patrons.
8- Can preserve local writings, arts and crafts.

Public Libraries in Odisha
There are very few public libraries in Odisha (as defined in this article). When I googled “public libraries in Odisha”the only one I could find was the Harekrushna Mahatab State Library at Bhubaneswar. It houses the state Library of Odisha and the public library for the city of Bhubaneswar. The Orissa Public Libraries Act was passed in 2001 to establish a network of public libraries in Orissa. To the best of my knowledge, very few public libraries have been established since the act was passed. Odisha has a population about 46 million with very few public libraries. By contrast USA with a population of 320 million has 120,000 public libraries.

What Government of Odisha should do to establish more public libraries?
1- Implement the 2001 Orissa Public Library Act.
2- Give money to villages, panchayats, towns and cities to establish more public libraries. The big towns and cities should establish branch libraries in various localities (paras). Give the money but leave the day to day operation to the local library board.
3- Provide mobile library services to remote villages and schools.
4- Each community, each school, small or big should have access to books.

Conclusions
I grew up in a village in the present Bargarh district in the 1950s and 1960s. My village’s elementary school had no library. I finished Bhagabata Purana in Oriya during my third grade. I attended Kamgaon government middle school and stayed in the hostel but the school had no library. The C.S. Zila School which I attended from 1958-1962 had a nice library. During my summer vacation, after the 10th grade, my library teacher gave me “The Complete Works of Sherlock Holmes’’ by Arthur Conan Doyle. The book was in English and was about 1000 pages long. I finished the book in my village in about two weeks. I was hooked. I loved the book and it was the beginning of my love affairs with books. I have been a voracious reader since that time. I was admitted to All India Institute of Medical Sciences (AIIMS), New Delhi, in 1968. AIIMS had an excellent medical libray but one corner of the library was named ‘Rajkumari Amrita Kaur’ section. Rajkumari Amrita Kaur was the first health minister of India. She had donated all her personal collection of books to AIIMS. That section was a heaven for me. I had an opportunity to read all kinds of non-medical books there and I still do so.

Books have enriched my life greatly. I know that everybody will not be a reader but at least, all have the access to books. It is the obligation of the government of Odisha to open as many public libraries it can, small or big, in all parts of Odisha especially in rural Odisha. I am hoping that youth of Odisha will pressurized their local elected officials, panchayat members, MLAs and MPs to open many more public libraries in the areas they represent.

Dr Saheb Sahu

ମୋର ପନିର କିଏ ଖଁସରାଲା ?

ଦୁରିଆର ଗୁଟେ ଭୁଲଭୁଲୈଆ ନ ୪ ଝନ ରହୁଥିଲେ । ୨ଟା ମୁଷା; ସ୍ନିଫ ଆର ସ୍କରି ଆର ୨ଟା ମୁଷା ଏତକି ସାନ ମୁନୁଷ, ହେମ ଆର ହ । ଇ ସମକୁ ପନିର ବଡା ପସନ ଥିଲା । ସେଥିର ଲାଗି ସେମାନେ ଫି ଦିନ ସଖାଲୁ ରନିଂଗ ଜୁତା ପିନ୍ଧିକରି ପନିର ନୁରି ଯଉଥିଲେ । ଦିନେ ସେମାନେ ନୁରୁନ ନୁରୁନ, ବଢେନି ବଢେ ପନିର ଟେସନ ନ ପହଁଚିଲେ, ଯେନ ନ କି ମେନମେନସା ପନିର ଥିଲା । ସେମାନେ ନିଜର ନିଜର ପସନ ର ପନିର ଉଷତ ହେଇକରି ଖାଇବସଲେ ।
ସ୍ନିଫ ଆର ସ୍କରି ସବୁ ଦିନ ବଢେପୁରୁ ଉଠିକରି ପନିର ଟେସନ ଯାଇକରି ପନିର ଖାଇକରି ଆସନ । ଇଆଡେ ହେମ ଆର ହ ବେଲକେ ଉଠନ ଆର ଆରାମ ସେ ଯାଇକରି ପନିର ଖାଇକରି ଆସନ । ସେମାନେ ଭାବୁଥିଲେ ଇ ପନିର ଟେସନ ନ ଏତେ ପନିର ଅଛେ ଯେ ଜୀବନ ଭଏର ଏତକି ପନିର ଥି ଚଲିଯିବେ । ସେମାନେ ତାକର ରନିଂଗ ଜୁତା ବି ଫିକି ଦେଇଥିଲେ ନ । ସେମାନେ ସୁରକ୍ଷିତ ଆର ଆରାମ ଭିତରେ ରହେଲା ବାଗିର ଲାଗୁଥିଲେ । ହ ଏତେ ଉଷତ ହେଇଗଲା ଯେ କାଁଥି ଥି ଲେଖିଦେଲା: “ଜୀବନ ରେ ପନିର ଥିଲେ ଉଷତ ଲାଗସି” ।

ଇଆଡେ ସ୍ନିଫ ଆର ସ୍କରି ଏତକି ଆରାମ ଥି ନି ରହୁଥେଇ । ସେମାନେ ହମିଶା ଦେଖୁଥିଲେ ଯେ ପନିର ଅଛେ କି ନେଇଁ । ଆର ସେମାନେ ଦେଖଲେ ଯେ ପନିର ସରି ବସୁଛେ । ହେଲେ ହେମ ଆର ହ ଇ କଥାକେ କେଭେ ନି ଭାବି ।

ଦିନେ ସ୍ନିଫ ଆର ସ୍କରି ସଖାଲୁ ସଖାଲୁ ପନିର ଟେସନ ପହଁଚିଲେ କି ଦେଖଲେ ସବୁ ପନିର ସରି ଯେଇଛେ । ଇଟା ଦେଖିକରି ସେମାନେ ଚମକି ନି ଯେଇ କାରଣ ସେଟା ସେମାନେ ଭାବୁଥିଲେ ବି । ସେମାନେ ଯହ ସମିଆଁ ଭାବବାର ଆର ଅବଶୋଷ କରବାର ଥି ବରବାଦ ନି କଲେ । ପରିସ୍ଥିତି ବଦଲିଗଲା ତ ସେମାନେ ବି ବଦଲିଗଲେ । ତ ପନିର ଟେସନ ନୁ ବାହାର କେ ଆସିକରି ଆର ଗୁଟେ ପନିର ଟେସନ ନୁରି ଦେଖଲେ ।

ସେ ଦିନ ହେମ ଆର ହ ଯେତେବେଲେ ପନିର ଟେସନ ପହଁଚିଲେ ଦେଖଲେ ପନିର ନେଇଁ ନ କି ଚମକି ପଡଲେ । ହେମ ରାଗେ ଜରଜର ହେଇକରି ବଏଲା ଏନ୍ତା କିଏ କଲା, ମୋର ପନିର କିଏ ନେଇଗଲା ? ସେ କାଣା କରବା କିଛି ବୁଝି ନି ପାରୁଥେଇ । ଫେର ଟିକେ ଭାବିକରି ହ ବଏଲା, “ସ୍ନିଫ ଆର ସ୍କରି ବି ଇନ ନି ଦିଶବାର । ତତେ ନି ଲାଗବାର ସେମାନକୁ କିଛି ଏନ୍ତା ଜନା ଅଛେ ଯେନଟା ଆମେ ନି ଜାନି”? ହେମ ବଏଲା, “ନେଇଁ ହେମାନେ ତ ମୁଶା ଆନ, ହେମାନକର ହେତକି ବୁଧି ନି ହୁଏ । ଆମେ ମୁନୁଷ ଆଉଁ ଆମେ ଜହ ଚାଲାକ” । ତେହରୁ ହ ବଏଲା, “ହେଲେ ଆମେ ତ ଚାଲାକ ବାଗିର କାମ ନି କରବାର, ଆମେ ବି ଭଟାକେ ଜେଇକରି ନୁଆଁ ପନିର ନୁରବାର କଥା” । ହେମ ବଏଲା, “ନେଇଁ ମୁଇଁ ଆଘୋର ବାଗିର ହିଁ ରହେମି ବିଶ୍ୱାସ କର ସବୁ ଠିକ ହେବା” ।

ସେ ସମିଆଁ ଥି ସ୍ନିଫ ଆର ସ୍କରି ନୁଆଁ ପନିର ନୁରବାର ଥି ଜୁଟିଥିଲେ । ଫେର ନୁରତେ ନୁରତେ ଗୁଟେ ନୁଆଁ ପନିର ଟେସନ ପାଏସନ । ଇନ ଆଘୋର ପନିର ଟେସନ ନୁ ବି ଜହ ପନିର ଥିଲା । ସେଟା ଦେଖିକରି ସେମାନେ ଉଷତ ହେଇଗଲେ ।

ସେଆଡେ ହେମ ଆର ଇଟା ଭାବୁଥିଲେ କି ଇଟା କେନ୍ତା ହେଇଗଲା, କାଏଁଜେ ହେଲା ଆର ଇହାଦେ କାଣା ହେବା ? ଭାବତେ ଭାବତେ ହ ବଏଲା, “ଆମେ ଟିକେ ବଦଲିଯିବାର କଥା । ଇ ଭୁଲଭୁଲେୟା ନୁ ଭାଟାକେ ବାହାରିକରି ଦେଖବାର କଥା, ଭେଲ ବାହାରେ ଆମକେ ଆର ଭଲ ପନିର ମିଲିଜିବା” ।

ହେମ ବଏଲା, “ନେଇଁ ଭଟାକେ ଯିବାରଟା ବଡା ବିପଦ ଅଛେ । ଆମେ କେଭେ ଭଟାକେ ଯାଇ ନି । ବାହାରେ ହଜିଗଲେ କେନ୍ତା ହେବା ଆର କିଏ ଜାନିଛେ ବାହାରେ ପନିର ମିଲବା କିନି ଯେ । ବାହାରକେ ଯିବାର ଠାନୁ ମୁଇଁ ଇନ ଠିକ ଅଛେଁ । ଭଲ ହେବା କି ଆମେ ଇନ ଟାକି ରହୁଁ ଯେବତକ ଆଘୋର ବାଗିର ଠିକ ନି ହେଇଯିବା” । ଫେର ଦୁହେଁ ଭୁଖେ ଘରକେ ଫିରି ଆଏଲେ ।

ସେମାନେ ସବୁ ଦିନ ପନିର ଟେସନ କେ ଯା’ନ ଆର ଖାଲି ଫେଟେ ଫିରି ଆସନ । ଫେର ପନିର ମାଏଟ ତଲେ ଦବି ଯେଇଥିବା ଭାବିକରି କୁଡି ବସଲେ ହେଲେ ନି ପାଏଲେ । ସବୁ ଦିନ ମେହନତ କରିକି ବିନା ପନିର କେ ତନାବ ଆର ଦୁଖ ଧରିକରି ଘରକେ ଫିରୁଥିଲେ ।

ଦିନେ ଗାଡ କୁଡଲା ବେଲକେ ହ ହଁସି ବସଲା । ହେମ ବଏଲା, “କାଏଁ ଯେ ହଁସୁଛୁ?” ହ ବଏଲା, “ଆମେ ସବୁଦିନ ସମାନ କାମ କରିକି କିଛି ଅଲଗା ଆଶ କରୁଛୁଁ” । ହେମ ଏତେ ତନାବ ଥି ରହୁଥିଲା କି ହ ର କଥା କେ ଧ୍ୟାନ ନି ଦଉଥେଇ । ଖାଲି ଇ କଥା ଭାବୁଥିଲା କି କିଏ ମୋର ପନିର କେ ନେଇଗଲା । ଫେର ହ ବଲସି, “ହେମ, ଆମକେ ବାହାରକେ ଯିବାରକେ ହିଁ ପଡବା, ଚାଲ ମୋର ସାଂଗେ” । ହେମ ବଲସି, “ମୁଇଁ ବାହାରକେ ନି ଯେ, ଇନ ହିଁ ଟାଖମି ମୋର ପନିର ଫିରବାର ତକ । ତୁଇ ଏକଲା ଯା” ।

ଫେର ହ ଯିବାରକେ ବାହାରଲା ଆର ଭଟାକେ ଯିବାର ଆଘୋନୁ କାଁଥି ଥି ଲେଖସି, “ତମେ କାଣା କରତ ଯଦି ତମେ ନେଇଁ ଡରଲେ” । ଫେର ହ ନୁଆଁ ନୁଆଁ ବାଟେ ଯାଏସି । ଇବାଟ ମାନେ ହେତକି ବି ଖରାପ ନେଇଁସେ ଯେତକି ସେ ଡରୁଥିଲା । ଫେର ହେମ ଲାଗି ଚିହ୍ନା ଦେବାର ଲାଗି ବାଟେ ଲେଖସି, “ପନିର କେ ବୋଲ ବୋଲ ସୁଂଘୁଥ ଯେ ତମକୁ ଜନା ପଡବା କି କେତେ ଜୁହ୍ନା ହେତେଲ ଯାଉଛେ” । ଫେର ସେ ଇଆଡ ସେଆଡ ଦୌଡିଲା ବେଲକେ ତାହାକେ ବଡା ମଜା ଲାଗୁଥେ । ସେ ଫେର କାଁଥି ଥି ଲେଖସି, “ତମେ ଡରବାର ବନ୍ଦ କରିଦେବ ତ ତମକୁ ବହୁତ ଭଲ ଲାଗବା ଯେତକି ଆଘୋନୁ କେଭେ ନି ଲାଗିଥିବା” ।

ହ ଟିକେ ଆଗକେ ଗଲା ଉତାରୁ ତାହାକେ ଗୁଟେ ପନିର ଟେସନ ମିଲସି ହେଲେ ସେନ ଖାଲି ଥିସି । ଖାଲି ଦିରା ବାଗିର ପନିର ପଡିଥିସି । ସେ ଭାବସି, ମୁଇଁ ଟିକେ ଆଘୋନୁ ବଦଲି ଯେଇଥିଥିଁ ବଏଲେ ମତେ ହହ ପନିର ମିଲିଥିତା । ସେ ସେନର ପନିର ଦିରା ଧରିକରି ହେମ ନିକେ ଫିରିଯାଏସି ଯେ ହେମ କେ ଦେଖେଇ ପାରବା କି ବାହାରେ ବି ପନିର ଅଛେ । ସେନ ସେ ଦେଖସି ହେମ ର ହାଲତ ଏକଦମ ଖରାପ ହେଇଯେଇଥିସି । ସେ ତାହାକେ ନିଜେ ଆନଲା ପନିର ଦେସି । ହେମ ବଲସି, “ମତେ ନୁଆଁ ପନିର ଦରକାର ନି । ବରମ ମତେ ସବୁ ଆଘୋର ବାଗିର ହିଁ ଦରକାର” । ହ ସେତାକେ ବାହାରକେ ନେଇଯିବାରକେ ବହୁତ ଚେଷ୍ଟା କରସି ହେଲେ ହେମ ର ନକରାତ୍ମକ ବିଚାର ଥି ଏତେ ଡୁବି ଯାଇଥିସି ଯେ ବାହାର ଦେଖବାର କେ ବି ଡର ଲାଗସି । ହ ବୁଝି ଯାଏସି କି ହେମ ଲାଗି ଆର କିଛି କରିନି ହୁଏ ଆର ସେ ଗଲା ବାଟେ ଚିହ୍ନା ମାନେ ବନାତେଲ ଯାଏସି ଆର କାଁଥି ତି ଲେଖସି, “ତମେ ଯେତେବେଲେ ତମର ଭାବନା ବଦଲେଇ ଦେବ ସେତେବେଲେ ତମର କାମ ବି ବଦଲି ଯାଏସି” ।
ଫେର ଯାଏତେ ଯାଏତେ ଗୁଟେ ପନିର ଟେସନ ଦେଖସି । ସେନ ସ୍ନିଫ ଆର ସ୍କରି ବି ଥିସନ । ସେନ ଏତେ ମେନମେନସା ପନିର ଥିଲା ଯେ, ସେ ଆଘୋନୁ କେଭେ ନି ଦେଖିଥେଇ । ସେ ବଡା ଉଷତ ହେସି ହେଲେ ଦୁଖ ବି ଲାଗସି କି ତାର ସାଂଗେ ହେମ ନେଇଁ ନ । ସେ ଆଶ କରସି କି ତାର ବାଟର ଚିହ୍ନାମାନକୁ ଦେଖିକରି ହେମ ଯଲଦି ସେନକେ ପହଁଚିଯିବା । ସେ ଉଷତ ହେଇକରି ସେନ ଜରୁର ଥିଲା ହେଲେ ଆରାମ ନୁ ବାହାରିକରି ସବୁ ଦିନ ଯାଁଚ କରୁଥିଲା କି ପନିର କେତେ ଅଛେ ବଲି ଆର ମଝି ମଝି ଭଟାକେ ଯେଇକରି ନୁଆଁ ଠାନ ବି ଦେଖି ଆସୁଥିଲା କି ଆଘୋର ବାଗିର ସେତାକେ ଅସବିଧା ଭୁଗବାର କେ ନି ପଡୁ ବଲିକରି ।

ଇଟା ଥିଲା “ହୁ ମୁଭଡ ମାଇଁ ଚିଜ” ର ପୁରା କଥା । ଇନ କେତେଟା କଥା ସାଫ କରିଦେମାଁ ଯେ ପନିର ଟା ସ୍ନିଫ ଆର ସ୍କରି ଲାଗି ଖାଲି ଖାନା ଥିଲା । ହେଲେ ସେ ଛୁଆ ମୁନୁଷ ମାନକର ଲାଗି ଖାଲି ଖାନା ନି ଥେଇ ଗୁଟେ ରୁପକ ଏ ଯେନଟା ଆମର ମୁନୁଷ ମାନକୁ ଉଷତେ ଜିଁବାର ଲାଗି ଦରକାର ହେସି ଯେନ୍ତା ଦିହଁ ପା,ସଂପର୍କ, ପଏସା ଆଦି । ଇ କଥାନି ନୁ ଆମକେ ୫ଟା କଥା ଶିଖବାର କେ ମିଲସି
୧) ପରିବର୍ତ୍ତନ ହେସି
୨) ପରିବର୍ତ୍ତନ କେ ସାମନା କରବାର ଲାଗି ତିଆର ରହୁନ
୩) ପରିବର୍ତ୍ତନ କେ ନଜର ରଖିଥାଉନ
୪) ପରିବର୍ତ୍ତନ ସାଂଗେ ଯେତେ ଜଲଦି ହଉଛେ ବଦଲିବାର ଚେଷ୍ଟା କରୁନ
୫) ପରିବର୍ତ୍ତନ କେ ଅପନେଇକରି ଉଷତ ହେବାର ଶିଖୁନ

(ଇ କଥା ସ୍ପେନସର ଜନସନଂକର ହୁ ମୁଭଡ ମାଇଁ ଚିଜ ଆଧାରରେ ଲିଖିତ)

୮୦/୨୦ ନିଅମ – କମ କାମ, ଜହ ଫଳ

0

ୱିଲଫେରୋ ପେରେଟୋ ଗୁଟେ ଅର୍ଥଶାସ୍ତ୍ରୀ ଥିଲେ ଆର ୧୮୯୭ରେ ଇଂଲଣ୍ଡ ବାବଦରେ ପଢୁଥିଲେ । ସେ ପଢଲା ବେଲକେ ଗୁଟେ ଅଜବ ଜିନିଷ ପାଏଲେ କି ଇଂଲଣ୍ଡର ସବୁନୁ ଜହ ଜମିିନ କମ ଲୋକର ପାଖେ ଥିଲା । ୨୦% ଲୋକ ୮୦% ଜମିନ ଆର ସଂପତିର ମାଲିକ ଥିଲେ । ଇ କଥା ଜାନଲା ଉତାରୁ ସେ ଇତାର ବାବଦେ ଆର ଗବେଷଣା କଲେ । ଇ ନିଅମ ଟା ନା ଖାଲି ଦୁସରା ଦେଶ କି ଦୁସରା ସମିଆଁ କି ପଏସା ଲାଗି ସତ ଥିଲା ବରମ ଅଲଗା ସାମାନ ମାନକର ଲାଗି ବି ଲାଗୁ ଥିଲା ଜେନ୍ତା କି ତାକର ନିଜର ବାରି, ୮୦% ମଟର ଚନା୨୦% ମଟର ସେଂଗା ନୁ ବାହାରୁଥିଲା । ତେହରୁ ପେରେଟୋ ନିଅମ ବାହାରଲା ଘାହାକେ ୮୦-୨୦ ନିଅମ ବି କହେସନ । ଯେନଟା କି ବୈଗ୍ୟାନିକ ପଦ୍ଧତିରେ ସବୁ ଜିନିଷ ଥି ଲାଗସି ଜେନ୍ତା କି ପାଠ ପଢା, ସଂପର୍କ, ଦିହଁ’ପା ଆଦି । ଇ ନିଅମ କହେସି କି ଆପଣକର ୮୦% ଫଲାଫଲ ଖାଲି ଆପଣକର ୨୦% କାମ ଲାଗି ମିଲସି । ଇ ନିଅମ ଆମର ସାଧାରଣ ବିଚାର ନୁ ଏକଦମ ଉଲଟା ଏ । ଆମେ ଭାବସୁଁ, ଜେତକି ମେହନତ କଲେ ସେତକି ଫଲ ମିଲବା । ହେଲେ ସତ ତ ଇଟା ଯେ ଆମର କମ କାମ ହିଁ ଆମକୁ ଜହ ଫଳ ଦେସି । ଇ ନିଅମ କେ ଅଲଗ ଅଲଗ ଲୋକ କେତନିଟେ ଜିନିଷରେ ବେଭାର କରି ଦେଖଲେ ଆର ପାଏଲେ ଯେ:

୨୦% ଅପରାଧି ୮୦% ଅପରାଧ ଲାଗି ଦାଇ ଆନ
୨୦% ଡ୍ରାଇବର ଲାଗି ୮୦% ଦୁର୍ଘଟଣା ଘଟସି
୨୦% ବିହାରି ଲୋକ ୮୦% ଛାଡପତ୍ର କରିଥିସନ
୨୦% ରାସ୍ତାରେ ୮୦% ଟ୍ରାଫିକ ରହେସି
୨୦% କପଡା ଆମେ ୮୦% ସମିଆଁ ପିନ୍ଧସୁଁ
୨୦% ମଦୁଆ ଦୁନିଆଁର ୮୦% ମଦ ପିସନ
୨୦% ଜମିନ ୮୦% ଖାନା ଆର ଖନିଜ ଦେସି
୨୦% ବାଦଲ ନୁ ୮୦% ବର୍ଷା ହେସି
୨୦% ଅଭିନେତା କେ ୮୦% ଲୋକ ଜାନସନ
୨୦% ବୈଗ୍ୟାନିକ ୮୦% ଆବିଷ୍କାର/ଉଦ୍ଭାବନ କରସନ
୨୦% ଲେଖକ ୮୦% ବହି ବିକରି ହେସି

ଇଥି ନମର ଟିକେ ଆଗ ପଛ ହେଇପାରେ ହେଲେ ନିଅମ ଇଟା ହିଁ କହୁଛେ କି କମ ଜିନିଷ ଜହ ଉପଜ ଦେସନ । ଇତାର ଅର୍ଥ ନେଇଁସେ କି ଆମେ କାମ କରବାର ଛାଡିଦେମାଁ, ବରମ ଆମେ ସେ କାମ କରବାର କଥା ଯେନଟା ଆମକେ ଜହ ଫଳ ଦଉଛେ । ଇ ନିଅମଟା ଜହ କରି ବେପାର ଲାଗି ହିଁ ବେଭାର ହେସି । ଷ୍ଟାର୍ଟଅପ ଥି ଲୋକ ନିଜର ପଏସା ଆର ସମିଆଁ ସେ ଜିନିଷ ମାନକୁ ଦେସନ ଜେନ ନୁ ଉପଜ ନି ମିଲେ । ଜେନ୍ତା କି କଂପାନିର ଲୋଗୋ କେନ୍ତା ହେବା, ୱେବସାଇଟ କେନ୍ତା ଦିଶବାର କଥା ଆଦି । ଇଟା ସେ ୮୦% ଏ ଜେନ ନୁ ଫଳ ନି ମିଲେ, ବରମ ପହେଲା ନୁ ଆପଣକର ମୁଖିଆ କମ ହେବାର କଥା ଆପଣକର ସାମାନ କେ ବଢିଆ ବନାବାର ଜେନ ନୁ କି ଲୋକର ଜିବନ ସହଜ ଆର ଭଲ କରିପାରେ । ଇଟା କରଲା ଉତାରୁ ଆପଣକୁ ମାର୍କେଟିଂଗ ଆର ଅଲଗା ଜିନିଷ ଥି ନଜର ଲଗାବାର କଥା । ଆର ଆପଣକୁ ସେ ୨୦% ଜିନିଷ ଥି ଧ୍ୟାନ ରଖବାର କେ ପଡବା ଜେନନୁ ଆପଣକର ଉପଜ ଜହ ମିଲୁଛେ । ଆର କିଛି କଥା ଆପଣ ସୋର ରଖବେ, ଆପଣକର ୨୦% କ୍ଲାଏନ୍ଟ ଆପଣକୁ ୮୦% ଫାଏଦା ଦେବେ । ଆପଣକର ୨୦% କ୍ଲାଏନ୍ଟ ୮୦% ଅଭିଯୋଗକାରୀ ହେବେ । ତ ସେ ୨୦% ଲୋକର ଉପରେ ନଜର ରଖୁନ ଜେନମାନେ ଆପଣକୁ ୮୦% ଫାଏଦା ଦେବେ ।
ସାମାଜିକ ସଂପର୍କ ଲାଗି

ପହେଲା ମୁଇଁ ଭାବୁଥିଲିଁ ମୋର ଜେତକି ସାଂଗ ହେବେ ମୋର ଲାଗି ସେତକି ଫାଏଦା ଦେବେ । ସେଥିର ଲାଗି ମୁଇଁ ସମକର ନୁ ସାଂଗ ହଉଥିଲିଁ । ଆର ସମକିର ସାଂଗେ ସମିଆଁ ବିତଉଥିଲିଁ ଆର ସେଥିର ଲାଗି ମୁଇଁ ମୋର ଦରକାରି କାମ କରି ନି ପାରୁଥେଇ । ମୁଇଁ ଭାବୁଥିଲିଁ ଜହ ବଏଲେ ଭଲ । ପ୍ରକୃତରେ ଆପଣକର ୮୦% ଉଷତ ୨୦% ସାଂଗ ମାନକର ଲାଗି ମିଲସି । ସେଥିର ଲାଗି ଗୁରଦୁ ଠିକଠାକ ସାଂଗ ବାନାବାର ଠାନୁ ଆପଣ ସେ ୨୦% ଲୋକ କି ସାଂଗ ମାନକାର ସାଂଗେ ସମିଆଁ ବିତଉନ ଯେନମାନେ ସତେ ଆପଣକୁ ଭଲ ଲାଗସନ ଆର ଆପଣକୁ ବି ସେମାନକର ସାଂଗେ ମଜା ଲାଗସି । ଇଥିରୁ ଆପଣକର ସମିଆଁ ବି ବଁଚିଯିବା ।

ପାଠ ପଢା ଲାଗି

ମୋର ଗୁଟେ ସାଂଗ ଥିଲା ଯିଏ ପରୀକ୍ଷା ସମିଆଁ କେ ଦିନ ଭଏର ଆର ଦିନେ ଦିନେ ରାତି ବି ଉସିନ୍ଦ୍ରା ହେଇକରି ପଢେ । ଆର ଗୁଟେ ସାଂଗ ଥିଲା ଯିଏ ସବୁ ହେଇକରି ଦିନକ ୪-୬ ଘନ୍ଟା ପଢୁଥିଲା । ଯେତେବେଲେ ପରୀକ୍ଷାର ଫଲ ଆସୁଥିଲା ଦୁସରା ସାଂଗର ଫଲ ପହେଲା ସାଂଗ ର ସାଂଗେ ସମାନ କି ଟିକେ ଭଲ ରହୁଥିଲା । ଦୁସରା ସାଂଗ ବେଶୀ ସ୍ମାର୍ଟ ନି ଥେଇ ହେଲେ ତାର ଅଜାନତକେ ହି ୮୦-୨୦ ନିଅମ ବେଭାର କରୁଥିଲା । ଯେନ ସାଂଗ ୮୦-୨୦ ନିଅମ ବେଭାର କରୁଥିଲା ସେ ବାଛି ବାଛି ପଢୁଥିଲା । ଆର ସାଂଗ ସବୁ ପଢୁଥିଲା ଆର ସବୁ ପଢବାର ଲାଗି ତାହାକେ ସୋର ନି ରହୁଥେଇ । ଆର ପରୀକ୍ଷା ବେଲକେ ଉତ୍ତର ଭଲକରି ବି ଲେଖି ନି ପାରୁଥେଇ । ହେଲେ ଦୁସରା ସାଂଗ ମାଷ୍ଟର ନୁ ପଚରେଇକରି ଦରକାରି ଟା ମାନେ ପଢୁଥିଲା ଆର ସେ ସବୁ କେ ଭଲକରି ସୋର କରି ପରୀକ୍ଷା ଦଉଥିଲା ।
ପହେଲା ସାଂଗ ଦିନ ଭଏର ରାତ ଭଏର ପଢବାର ଚେଷ୍ଟା କରୁଥିଲା ହେଲେ ଝନେ ଲୋକ ଏକସରଲଗ କେନସି କାମ ନି କରି ପାରେ । ସେତାର ନଜର ଫେସବୁକ, ହ୍ୱାଟସପ ଆର ହେନ୍ତା ଜିନିଷ ମାନକୁ ପଡୁଥିଲା ସେଥିର ଲାଗି ଗୁରଦୁ ବେଲ ପଢଲେ ବି ତାର ପଢା ଭଲ ନି ହଉଥେଇ । ଦୁସରା ସାଂଗ କେ ଜନାଥିଲା ଯେ ସେ ସଖାଲର ୯ ରୁ ବେଲବୁଡାର ୬ ତକ ପଢି ପାରସି, ତାର ଉତାରୁ ନେଇଁ । ତ ସେ ସମିଆଁ ଥି ତାର ପୁରା ମନ ଲଗେଇକରି ପଢୁଥିଲା । ସେଥିର ଲାଗି ସେ କମ ପଢିକରି ବି ଭଲ ଫଳ ପଉଥିଲା ।

ତ ଆପଣ ବି ଆପଣକର ୨୦% କାମ କାଣା ଏ ପତା କରୁନ ଆର ସେଟାକେ ଭଲସେ କରୁନ । ସେନୁ ଆପଣକୁ ସମିଆଁ ବଁଚି କରି ମିଲି ପାରବା ବାକି ଦରକାରି କାମ ଲାଗି ।

(ଇ ଲେଖା ରିଚାର୍ଡ କୋଚଂକର ପ୍ରସିଦ୍ଧ ବହି “ଦି ୮୦/୨୦ ପ୍ରିନ୍ସିପୁଲ” ଆଧାରରେ ଲେଖା ହେଇଛେ । )