Art & Culture, Home

କୋସଳୀ କବିତା_ଭରତ କୁମାର ନିଆଲ

Spread the love

ବେସ୍ ବେସ୍ ହେଲା ଯେ
×××××××××××××××

ତୁଇ ଆସୁଛୁ ବୋଲି ଜାନିଥିଲେ
ତୁରତେ ତୁରୁତ୍ ଧାଇଁ ଯାଇଥିତି ଦେଖି
ଗଲେ ହେଲେ କାଏଁ କରତି ମୁଇଁ
ତୁଇ ତ ଆଏବୁ କାହାର ସିନ୍ଦୁର ମାଖି

ଫେର ଭି ଉତପତିଆ ମନ୍ ଟା
ଅମାନିଆ ହେଇ ପହରୁଥିଲା କେନ୍ତା ଯେ
ଦେଖତି ବୋଲି ସେ ପହେଲା ପ୍ରେମ୍,
ହେଲେ ମନ କହୁଥେ ବେସ ବେସ ହେଲା ଯେ

ରସିଆ ପିଲା
××××××××

ଲୁକି ଲୁକି ଦେଖୁଥିଲା
ଆତୁର୍ କୁଡ୍ ଆଡୁ ତତେ
ଡୋଙ୍ଗି ଡୋଙ୍ଗି ଦେଖୁଥିଲୁ
ତୁଇ ଭି ଝର୍କା ଫାଲୁ ତାକେ

କିଏ ଝନେ ଡାକ୍ ଦେଲେ
ସୁଟ୍ କରି ପଲଉ ଥିଲୁ
ଫେର ଛିନା ଦେଖି,ତାକେ
ଆବାଜ୍ ଦେଇ ନୁରୁ ଥିଲୁ

କଥା ହେବାର୍ ବାହାନାଥି
ବାରି ଆଡେ ମଲମଲ
ହସି ଦଖବାର୍ ଲାଗି
ରସିଆ ବି ପୁରା ପାଗଲ

ଡହ ଡହ ବୈଶାଖି ତତଲା ଖରା
ଝାଏଁ ଝାଏଁ ମରା ଝାଂଜି
ଶିତଲ ଛଏଁରା ଧରି ଡାହି ପତରା
ଆ’ ସାଜୋ ସିଙ୍ଗାର ସାଜି

ଆଁ ଫାରି ଠାଏଁ କରୁଛେ ଖଲିଆ ଖେତ
ଝୁରମୁରେଇ ତରସୁଛେ
ଆଏବା ବୋଲି ମେଘ ବାଦଲ ବରଷା
ନଙ୍ଗଲ ଠାଟି ଜୁଗିଛେ

ରସିଆର ଟୁଣୁ ପଦେ ପଦେ
××××××××××××××××

ହେ ତୋର ଜନ୍ ଏନତା ମୁହୁଁ
ଯେଭେ ଯେଭେ ଦେଖ୍ ସି
ନସି ବିଗଡି ଗଲା କାମ୍
ତୁରତେ ଠିକ୍ ହେଇଯାଏସି

ଟୁଣ୍ ଯଦି ମିଛ୍ କହେଲେ
ଆଏଁଖ୍ ସତ୍ କହିଦେସି
ଭୁଲ୍ ବାଟ୍ ନେ ଚାଲୁଥିଲେ
ପାହାଁ ହଡ୍ ବଡେଇ ହେସି

ନୂଆ ନୂଆ ଚିକନ ଗା
ଜୁନହା ହେଲେ ଖରଖସା
ଭାବ ପିରତି ଖୁଖଲା ତୁମର
ଆଏ ସବୁ ପିତା କଷା

ତୋର କଥା ଭାବି ଭାବି
ବାଟଗୁଲା ଝଟଲେଇ ହେଲି
ସେ ବାଟ ଥି ଚାଲି ଚାଲି
ଫେର କାଏଁ ଯେ ଭେଟଲି

ତୁଇ ପଚରେଇନେବୁ ‘ସକାଲ’ କେ
ଯଦି ବିଶ୍ବାସ ନାଇନ
ପଚରେଇନେବୁ ସେ ‘ସଂଜ’ କେ
ସେ ଠିକ୍ କହେବା
ରସିଆ ହମିସା ଜପୁଥିସି ତୋର ନାଆଁ କେ

ଭରତ କୁମାର ନିଆଲ
କୋଟାମାଲ,ଗୋଡାଲ,ସିନାପାଲି,ନୂଆପଡା
ମୋବାଈଲ- 8658399169

Previous ArticleNext Article