Art & Culture, Education, Home

ବିଦେସି ଭାସା ର ପାଠ ଆର ମାତଭୃାସା ମାଧ୍ୟମ ବନାମ ବିଦେସି ଭାସା ମାଧ୍ୟମ

Spread the love

ୟୁନସ୍କୋ ର ଉକ୍ତି ନୁ ମୁଲ କରବାର ଟା ଠିକ ହେବା ।

୩.୧. ମାତୃଭାସା ଥି ସିଖ୍ୟା ଆର ବିଦେସି ଭାସା ର ପାଠ – ତିନ ଅଂନ୍ଧ ବିସ୍ୱାସ ର ଖଂଡନ

ଆମର ବାଟେ ବଡ ବାଧା ଭାସା ଆର ସିଖ୍ୟା ଲାଗି କିଛି ଅଂଧବିସ୍ୱାସ ଆର ଲୋକର ଏଁକ ଖୁଲିଦେବାର ଲାଗି ଇ ଅଂଧବିସ୍ୱାସ ମାନକର ପର୍ଦାଫାସ ଜରୁରି । ଏନ୍ତା ଗୁଟେ ଅଂଧବିସ୍ୱାସ ହଉଛେ ବିଦେସି ଭାସା ସିଖବାର ଠିକ ତରିକା ଇଟା ଆଏକି ଇତାର ସିଖ୍ୟା ର ମାଧ୍ୟମ ଭାବେ ବେଭାର ହଉ । (ଅସଲ ରେ ଭାସା କେ ଗୁଟେ ବିସୟ ହିସାବେ ପଢଲେ ଜହ ଭଲ) । ଦୁସରା ଅଂଧବିସ୍ୱାସ ଇଟା କି ବିଦେସି ଭାସା ସିଖବାର ଲାଗି ଜେତେ ଜଲଦି ମୁଲ କରାଜିବା ସେତେ ଭଲ । (ଜଲଦି ସିଖବାର ଟା ତ ଠିକ, ହେଲେ ମାତୃଭାସା ଥି ଦଖଲ ଥିଲେ ଜାଏକ ଲାଭ ମିଲସି ।) ତିସରା ଅଂଧବିସ୍ୱାସ ଇଟା ଜେ, ମାତୃଭାସା ବିଦେସି ଭାସା ସିଖବାର ଲାଗି ନକସାନ କରସି । ( ମାତୃଭାସା ଥି ଦଖଲ ଥିଲେ ଜାଏକ ବିଦେସି ଭାସା ଭଲ ସିଖି ପାରବ ।) ଫଟିକ ଜନା ପଡୁଛେ କି ଇ ସବୁ ଅଂଧବିସ୍ୱାସ ଏ, ସତ ନେଇଁସେ, ତଥାପି ନିଅମ ବାନାବାର ଲୋକ କେ ବତାସନ କି ଭାସା କେନ୍ତା କରି ସିଖା ଜାଏସି (UNESCO ୨୦୦୮:୧୨)

ଜେନ ଗବେସଣା ନୁ ଉପର ର କଥା ନିଆ ଜେଇଛେ ସେଟା ସବୁ ମାହାଦେସ ନ ୁନିଆହେଲା ୧୨ ଦେସର ଗବେସଣା ଉପରେ ଆଧାରତି ଏ । ଇ ଦେସ ମାନକର ସାଂଗେ ଭାରତ ବି ସାମିଲ ଅଛେ ।\nଏନ୍ତା ଗୁଟେ ଗବେସଣା ଫିନଲେଣ୍ଡ ନୁ ସ୍ୱିଡେନ ଜଉଥିବାର ଛୁଆମାନକର ଗବେସଣା ନୁ ଜନାପଡିଛେ । ଇ ଗବେସଣା ଥି ଫିନଲେଣ୍ଡ ନ କେତନି ବଛର ସ୍କୁଲ ଜିବାର ଲାଗି ଜେତକି କେନସି ଛୁଆ ଫିନିସ ଭଲ ହିସାବେ ଜାନସି ତାର ନୁ ଜହ ଭଲ ସ୍ୱିଡିସ ସିଖସି । ଗୁଟେ ମାଁ-ବୁଆ ର ଛୁଆ ନୁ ଭାସା ଦଖଲ ଉପରେ ଦେଖଲେ ଜନାପଡସି ଜେ ଜେନ ଛୁଆ ୧୦ ବଛର ର ହାରାହାରି ବଏସେ ଫିନଲେଣ୍ଡ ନୁ ଆସିଛନ ସେମାନେ ଫିନିସ ର ଆର ସ୍ୱିଡିସ ଭାସା ର ସ୍ଥର ସ୍ୱିଡିସ ଛୁଆକର ସାଂଗେ ସମାନ ଜାରି ରଖଲେ । ଜେନ ଛୁଆ ୬ ବଛର ନୁ କମ ବଏସ ନୁ ସ୍ୱିଡେନ କେ ଆସିଛନ କି ସ୍ୱିଡେନ ନ ଜନମ ହେଇଛନ, ତାକର ଫଲ ଠିକ ନି ଥେଇ । ଏନ୍ତା ଛୁଆ ର ସ୍ୱିଡିସ ଭାସା ଥି ବିକାସ ୧୨ ବଛରେ ଅଟକି ଜାଏସି । କାରଣ ଫଟିକ ଜେ ତାକର ମାତୃଭାସା ଥି ନିହି ଠିକ ନେଇଁନ । (Paulston, ୧୯୭୭:୯୨-୯୩)

ବଏଲେ, ଇନୁ ଫଟିକ ଜେ ବିଦେସି ଭାସା ବି ମାତୃଭାସା ର ମାଧ୍ୟମ ଥି ପଢଲେ ବିଦେସି ଭାସା ବି ଭଲ ସେ ଆଏସି । ଏନ୍ତା କାଏଁଜେ ହେସି ତଲର କଥା ନୁ ଫଟିକ:

ବୁଜକମ (Butzkamm) ର ଆଗ୍ରହ ଜେ ବିଦେସି ଭାସା ସିଖବାର ଆର ସିଖାବାର ଥି ମାତୃଭାସା ର ଧାର ହିସାବେ ଦିଆ ଜଉଥିବା ଜୋଗଦାନ କେ ଫେର ପରିଭାସିତ କରବାର ଦରକାର ଅଛେ । ଛୁଆ ମାନେ ଜେନ୍ତା ବଡ ହେସନ:

୧) ସେମାନେ ଠିକସେ ପରିକଲ୍ପନା କରବାର ସିଖି ସାରିଥିସନ ଆର ଭାସା ର ପ୍ରତିକ କାମ ଉପରେ ତାକର ପୁରା ଦଖଲ ହେଇ ସାରିଥିସି
୨) ସେମାନେ ଭାବ ର ଆଦାନ ପ୍ରଦାନ କରବାର ସିଖି ସାରିଥିସନ
୩) ସେମାନେ ନିଜର ଭାସା ଥି କହେବାର ଆର ତାର ବେଭାର କରବାର ସିଖି ସାରିଥିସନ
୪)ସେମାନେ ବ୍ୟାକରଣ କେ ସହଜ ହିସାବେ ବୁଝିସାରିଥିସନ ଆର ଭାସାର ଛୋଟ ଛୋଟ ବିସେନେ ଜାନି ସାରିଥିସନ
୫)ସେମାନେ ପଢବାର ଆର ଲେଖବାର କଲା ପାଇ ସାରିଥସନ, ଇଥିର ଲାଗିବିଦେସି ଭାସା ସିଖବାର ଲାଗି ମାତୃଭାସା ସବୁ ନୁ ବଡ ପୁଂଜି । ଇଥି ଭାସା ଗ୍ରହଣ କରବାର ତରିକା ପାଇପାରସି ଆର ସବୁନୁ ବଡ କଥା ଇନୁ ସିଖ୍ୟା ହେଇପାରସି ।

ସଫଲ ଛାତ୍ର ମାତୃଭାସା ଜରିଆ ଥି ପାଏଲା ଭାସା ଆର ଗ୍ୟାନ କେ ବଡ ଭଁଡାର କେ ଆଧାର ବନେଇପାରସି । ମୁଖିଆକରି, ତାକର ସତ କେ ନୁଆଁ ଭାସା ଥି ଫେର ପରିକଲ୍ପନା କରବାର ଦରକାର ନି ହୁଏ । ସେ ପହେଲା ଭାସା ଗ୍ରହଣ କରିସାରିଥିସି । ଆର ଇତାର ସାଂଗେ ହି କହେବାର ତରିକା ଆର ବେଭାରିକ ଗ୍ୟାନ ପାଇ ସାରିଥିସନ । ଉଦାହରଣ ହିସାବେ, ବିନତି, ଇଚ୍ଛା କି ଚେତାବନି ର ଭାବ ସାଧାରଣ ବାକ୍ୟ ଥି ବି ଲୁକି ଥିସନ । ମାତୃଭାସା ର ବାଟ ଦେଖାବାର ତାକତ ଇ ତଥ୍ୟ ଥି ଆଧାରିତ ନି ଥାଏ କି ଦୁହି ଭାସା ର ବ୍ୟାକରଣ ସାମାନ ହଉ । ଇଟା ଇଥିର ଲାଗି କି ସବୁ ଭାସା ର ଅଧିକାର, ଗନବାର, କର୍ତା, ସାଧନ, ମନା, କାରଣ, ସର୍ତ, ଦରକାର ବାଗିର ଭାବ କେ ପ୍ରକାସ କରବାର ତରିକା ର ବିକାସ ହେଇ ସାରିଥିସି । ଗୁଟେ ଭାସା ର ବ୍ୟାକରଣ ଆର ଗୁଟେ ଭାସା ର ବ୍ୟାକରଣ ବତାବାର ଲାଗି ଜଜବଜ ହେଇଥିସି କାରଣ ସବୁ ଭାସା ର ପରିକଲ୍ପନା ର ଆଧାର ଗୁଟେ । (http://en.wikipedia.org/wiki/WolfgangButzkamm)

ଇହାଦେ ତକ ବତାଲା ତଥ୍ୟ ଭାରତିୟ ନିଅମ ବନଉଥିବାର ଲୋକର ଆଁଖିର ଇଂରାଜି ପଟି ଆର କାନର ଇଂରାଜି ରୁଆ ବାହାର କରବାର ଲାଗି କାଫି ଆଏ । ତଥାପି ବି ଗୁଟେ ନଜର ଇତାର ଉପରେ ବି ପକେଇ ଦେବାର କଥା କି ବାକି ଦୁନିଆଁ ନ କାଏଁଜେ ବେଭାର ହଉଛେ । ସତ ଇଟା ଜେ ଜେନ ବି ଇଂରାଜି ବିଦେସି ଭାସା ହିସାବେ ଅଛେ, ଆର ତାର ବେଭାର ସିଖ୍ୟା ର ମାଧ୍ୟମ ହିସାବେ ହଉଛେ ସେନ ଇଟା ତ ସେସ ହେଇ ସାରିଛେ ନେହେଲେ ଦିନକେ ଦିନକେ କମ ହେତେଲ ଜଉଛେ । ଇତାକେ ପ୍ରମାଣିତ କରବାର ଲାଗି କିଛି ଉଦାହରଣ ।

ୟୁଗାଣ୍ଡା ନ ୨୦୦୭ ଥି ତୟ କରିଥିଲା କି ପ୍ରାଥମିକ ସିଖ୍ୟା ପହେଲା ତିନ ବଛର ତକ ମାଧ୍ୟମ ମାତୃଭାସା ହଉ ଆର ଇଂରାଜି ଭାସା ଗୁଟେ ବିସୟ ହିସାବେ ପଢା ଜଉ । ଇତାର ଦ୍ୱାରା ସଫଲତା ବି ମିଲଲା । ୨୦୦୮ ଥି କରାହେଲା ଗବେସଣା ଥି ମିଲଲା କି ଇନୁ ସାକ୍ଷରତା ଥି ସୁଧାର ଆସିଛେ ।

ଇଟା ଧ୍ୟାନ ଦେବାର କଥା କି ୟୁଗାଣ୍ଡା ନ ୫୨ଟା ଭାସା ଅଛେ । ଉପରର ପରିବର୍ତନ ଇ ବିଚାର ଉପରେ ଆଧାରିତ ଆଏ କି ଜଦି ଛୁଆ ର ମାତୃଭାସା ଥି ନିହି ରଖା ଜାଇସାରିଛେ ତ ସେଟା ବିଦେସି ଭାସା ଜହ ସହଜ ହିସାବେ ସିଖସି । ନୁଆଁ ନିତି ନୁ ପହେଲା ୟୁଗାଣ୍ଡା ନ ସ୍କୁଲ ସିଖ୍ୟା ମୁଲହୁ ଇଂରାଜି ଥି ହଉଥିଲା । (ଉପରର ତଥ୍ୟ ଲାଗି ଦେଖୁନ Richard M. Kavuma, www.guardian.co.uk, Friday, ୨୨ May, ୨୦୦୯)

ମାଲେସିଆ ୨୦୦୯ ରେ ତୟ କରିଥିଲା କି ଗଣିତ ଆର ବିଗ୍ୟାନ ସରକାରି ସ୍କୁଲ ନ ମାଲେସିଆ ଭାସା ଥି ଆର ଠାନର ସ୍କୁଲ ଚିନି ଆର ତାମିଲ ଥି ପଢା ଜଉ । (THE FLACCID MIND, Thursday, July ୯, ୨୦୦୯)

ଭାରତ ର ନିତି ବାନାବାର ଲୋକ ର ଅଗ୍ୟାନତା ଉପରେ ଇତାର ନୁ ବଡ ଟିପନି ହେଇପାରବା କି ମାଲେସିଆ ତ ତାମିଲ ଭାସା ଲୋକର ଲାଗି ବିଗ୍ୟାନ ତାମିଲ ଥି ପଢାବାର ଠିକ ଭାବୁଛେ ହେଲେ ଭାରତ ନ ଇଟା ଗୁଟେ ଅପରାଧ ବାଗିର ଏ । ପଂଜାବି ଥି କଥା ଅଛେ ବିନା ଅକଲ ଥି ଚୁଆଁ ବି ଖାଲି ହେଇଜାଏସି । ଚୁଆଁର କଥା ଛାଡୁନ, ଭାରତ ର ଦେସି ଇଂରେଜ କର ମୁଡ ଜରୁର ଖାଲି ହେଇସାରଲା ନ । ତଥାପି ଦିରା ଆର ଉଦାହରଣ ଦେବାର ଥି କିଛି ଖରାପ ନାଇଁନ:

ଗଲା କିଛି ବଛର ହେଲା ଇଂଗଲଣ୍ଡ ଆର ନ୍ୟୁଜିଲାଣ୍ଡ ନିଜର ଦେସ ର ଅଲପ ସଂଖ୍ୟକ ମାନକର ଭାସା ଆଡକେ ଜହ ଧ୍ୟାନ ଦଉଛେ । ମାଓରି ଭାସା ଆର ସଂସ୍କୃତି ର ବିସେ ଥି ନ୍ୟୁଜିଲାଣ୍ଡ ର ଏଭର ଇତିହାସ କେ ସ. ମେଓ ଆସାବାଦି ହିସାବେ ଚିତରେଇଛନ । ନୁଆଁ ମାଓରି ମାଧ୍ୟମ ବାଲା ପ୍ରାଥମିକ ସ୍କୁଲ ମାନକର ମୁଲ୍ୟାଂକନ ବତାସି କି ଇ ଛୁଆ ର ସିଖ୍ୟା ର ବିକାସ ମୁଖିଆ ଧାରା ବାଲା ଛୁଆ ର ସାଂଗେ ସମାନ ଏ । ବରଂ ଇତାର ସାଂଗେ ସେମାନକୁ ଦ୍ୱିଭାସି ହେବାର ଲାଭ ବି ମିଲୁଛେ । ହଂଗକଂଗ ନ ଭି ମାଲେସିଆ କେ ରାଜଭାସା ଆର ସ୍କୁଲ ଆର ବିସ୍ୱବିଦ୍ୟାଲୟ ମାନକୁ ସିଖ୍ୟା ମାଧ୍ୟମ ବନେଇ ଦିଆ ହେଇଛେ । (S. Kaur Gill, pp. 135-152)A** (Ammon,୨୦୦୯)

ବଏଲେ ଫଟିକ ଜେ ସବୁ ପୁରଭର ଇଂରାଜି ମେସରି ରାଏଜ ଇତାକେ ଅଲବିଦା କହି ବସୁଛନ । କାରଣ ଇଟା ହେଇଥେଇପାରେ କି କେନସି ଦେସ ବି ଭାରତିଆ ମାନକର ବାଗି ଅବୁଝ ହେଇ ରହେବାର ନି ଚାହେଁବାର ।

ହେଲେ ଭାବବାର କଥା ଇଟା ଜେ ଏନ୍ତା କାଏଁଜେ । ଇତାର ଅସଲ କାରଣ ତ ଆଧୁନିକ ବର୍ନବାଦ ଏ, ଜେନଟା ଇଂରାଜି ଭାସା କେ ହତିଆର ବନେଇକରି ସବୁ ଲାଭ କେ ହଜମ କରବାର ଚାହୁଁଛେ । ହେଲେ ସେ ବୈଚାରିକ ଆଧାର କେ ମେଟାବାର ଜରୁରି, ଜାହାର ଇ ଇଂରାଜି ମନୁବାଦ ଅପନେଇ ନେସି । ଇ ଆଧାର କିଛି ଅଂଧବିସ୍ୱାସ ଏ, ଜାହାର ଠିକ ବର୍ନନା ସ୍ଟକହୋମ ୟୁନିଭର୍ସିଟି ର ୨୦୦୫ ନ ଜାରି କଲା ରିପୋଟ ଥି ମିଲସି । (ଦେଖୁନ Benson, ୨୦୦୫)

୩.୨ ଭାସା ବିସେ ନେ ଆର କିଛି ମିଛ ଧାରଣା

୩.୨.୧ ଗୁଟେ ଦେସ, ଗୁଟେ ଭାସା ଅଂଧବିସ୍ୱାସ

ଇ ଉପନିବେସି ପରିକଲ୍ପନା କେନସି ରାଏଜ କେ ଗୁଟେ ସହଜୋଗି ଭାସା ର ଜରୁରି ହେସି, ଦୁନିଆଁର ଗୁର୍ଦୁ ଭାଗେ ନିଅମ ବନାଲା ଲୋକକୁ ପ୍ରଭାବିତ କରିଛେ । ହେଲେ ନା କେନସ ିନସିପତ ିବେିଦସ ିଭାସା ଲଦଲେ କେନସ ିନ ଏକତା ବାହାରେିଛ ଆର ନା ହି ସୋମାଲିଆ, ବରୁନ୍ଦି, ଖାଂଡା, ଜେନ୍ତା ଗୁଟେ ଭାସା ଚଲୁଥିବାର ଦେସେ ଥିରତା ଅଛେ । ସତ କହେଲେ, ବାଂଗଲାଦେସ, ପାକିସ୍ତାନ, ମିୟାଁମାର, ଆର ସ୍ରିଲଂକା ବାଗିର ଦେସେ ଜାତିଗତ ଆର ଭାସା ଭିନତା ସ୍ୱିକାର କରବାର ଲାଗି ଅସଫଲ ହିଁ ଅସ୍ଥିରତା ର ବଡ କାରଣ ବନିଛେ । (Quane, ୨୦୦୩) (Benson, ୨୦୦୫)

୩.୨.୨. ଇ ଅଂଧବିସ୍ୱାସ କି ଠାନର ଭାସା ଆଧୁନିକ ପରିକଲ୍ପନା ର ପ୍ରସାର କରି ନି ପାରନ

ଦୁସରା ଭାସା ର ମୁକାବିଲା ଥି ୟୁରୋପିୟ ଭାସା ମାନକର ଜନମଗତ ତାକତ ଗୁଟେ ଦୁସରା ଉପନିବେସି ପରିକଲ୍ପନା ଏ । ହେଲେ ଦୁନିଆଁ ର ହରେକ ଭାସା ନିଜର ବକ୍ତା ର ବିଚାର ପ୍ରକାସ କରବାର ଲାଗି ସମର୍ଥ ଏ । ଆର ଦରକାର ପଡଲେ ନୁଆଁ ତକନିକି ସବ୍ଦାବଲି ଆର ସିରଜିନା ର ବିକାସ କରବାର ସମର୍ଥ ଏ । ଇ କଥା ର ପ୍ରମାଣ ଥରେକା ଲିଓପୋଲଜ ସେଂଘର ଆଇନସ୍ଟାଇନ ର ଗୁରୁତ୍ୱାକର୍ଷଣ ସିଧାନ୍ତ ର ସେନେଗଲ ର ଭାସା ବୋଲେଫ ଥି ଅନୁବାଦ କରି କରି ଦେଲେ । ଅସଲ ଫରକ ଇଟା କି ଲିଖିତ ଆର ପ୍ରକାସନ ର ଜରିଆ ବୌଧିକତା ର ବିକାସ ଲାଗି ଐତିହାସିକ ତରିକା ରେ ଗୁଟେ ଭାସା ର ଛାଁଟା ହେଇଛେ ।

ଜେନ୍ତା ଉପରର କଥା ନୁ ଫଟିକ ଏ ଜେ ସବୁ ଭାସା ନ ଇ ତାକତ ଅଛେ କି ପରିକଲ୍ପନା କେ ପରିପ୍ରକାସ କରା ଜେଇପାରବା । ହେଲେ ଇ ବିସେ ନେ ଏତକି ଅଗ୍ୟାନତା ଫଏଲିଛେ ଜେ ଇତାକେ ପେସରେଇ କରି କହେବାର ଜରୁରି ଏ ।

ବାକ୍ୟ ଗଠନ ର ଆଧାର ଥି ଇ ସବୁ ନି କହି ହୁଏ କି କେନ ଭାସା ଜହ ସଖ୍ୟମ ଆର କିଏ କମ । ସବୁ ଭାସା ର ବାକ୍ୟ ଗଠନ କମ ବେସି ତଫାତ ରେ ଏକାବାଗିର ଆନ । କେନସି ଦୁଇଟା ଭାସା ର ବ୍ୟାକରଣ ନେଇକରି ଦୁଇ ପୃସ୍ଠା ପଢଲେ ଇଟା ଫଟିକ ହେଇଜିବା । ଜେନ ଭାସା ର ବ୍ୟାକରଣ ଲେଖା ନି ଜେଇ ସେତାର ବି ବାକ୍ୟ ରଚନା ସେନ୍ତା ସଂବୃଦ୍ଧ ହେସି ଜେନ୍ତା ଲିଖିତ ବ୍ୟାକରଣ ବାଲା ଭାସା ର । ଅସବିଧା କରସି ସବ୍ଦାବଲି । ପ୍ରାୟ ସୁନବାର କେ ମିଲସି ଆମର ଭାସା ଥି ବିଗ୍ୟାନ ଆର ତକନିକି ବାଗିର ସିଖ୍ୟା ଲାଗି ସବ୍ଦ ନେଇଁନ । ହେଲେ ଇ ବିଚାର ସତକଡା ସହେ ଭାଗ ଅଗ୍ୟାନତା ଆଧାରିତ ।

ଅସଲ ଥି ସବୁ ଭାସା ର ସବ୍ଦ ସକତି ସମାନ ଥିସି । କାରଣ ସବୁ ଭାସା ର ପୁରା ସବ୍ଦାବଲି କିଛି ମୁଲ ଜିନିସ ନୁ ବନିଥିସି । ଇ ମୁଲ ଜିନିସ ର ପ୍ରସଂଗ ନୁ ଭାସା ମାନକୁ କେନସି ତଫାତ ନି ଥାଏ । ଉଦାହରଣ ହିସାବେ:

1.“Haem. A prefix signifying blood.
2. Haemacyte. A blood cell.
3. Haemagogue. Medicine that promotes the catamenial and haemorrhoidal discharges.
4. Haemal. Pertaining to the blood.
5. Haemalopia. An effusion of the blood into the globe of the eye; bloodshot eye.
6. Haemngiectasis. Dilatation of a blood vessel.
7. Haemangioma. A malformation of a blood vessels which may occur in any part of the body.
8. Haemarthrosis. The presence of blood in a joint cavity.
9. Haematemesis. The vomiting of blood.
10. Haematin. An iron-containing constituent of haemoglobin. 11. Haematinic. An agent improving the blood-quality.
12. Haematinuria. The presence of haematin in the urine.
13. Haematocele. A swelling filled with blood; haematoma.
14. Haematocolpos. Retention of the menses due to a congenital obstruction of vagina.
15. Haematogenesis. The development of the blood.
16. Haematoid. Having the nature or appearance of blood.
17. Haematology. The science dealing with the formation, composition, functions and diseases of the blood.
18. Haematolysis. Destruction of blood cells and liberation of haemoglobin.
19. Haematoma. The blood tumour; H. Auris, the blood tumour of the external.” (Rawat, 1985)

ଦେଖଲେ ଏନ୍ତା ଲାଗବା କି କୋସଲି ଭାସା ଥି ଇ ସବ୍ଦ ମାନକର ସମାନ ଅର୍ଥ ବାଲା ସବ୍ଦ ନେଇଁନ । ହେଲେ ସତ ଇଟା ଜେ ଇ ସବୁ ସବ୍ଦ ଗୁଟେ ଧାତୁ Haem (ରକ୍ତ) ସାଂଗେ ଭିନେ ଭିନେ ଉପସର୍ଗ ଲଗେଇକରି ବନିଛେ । ତଲେ ଦେଲା ଇତାର କୋସଲି ସମାନ ଅର୍ଥ ଦେଖୁନ:

୧) ରକତ ୨) ରକତ କୋସିକା ୩) ରକତ-ପେସୁ ୪) ରକତିୟ ୫) ରକତ ଅଁଖା ୬) ରକତବାହିନି ପେସରାବା ୭) ରକତ- ମସା ୮) ରକତ-ଜୋଡ ବିକାର ୯) ରକତ-ବୁଠି ୧୦) ଲୁହା-ରକତିଆ ୧୧) ରକତ-ବଢଉ ୧୨) ରକତ-ମୁତ ୧୩) ରକତ -ଫୁଲା ୧୪) ରକତ-ମାସିକଧରମ-ରୋଧ ୧୫) ରକତ ଉପଜାବାର ୧୬) ରକତ-ରୁପ ୧୭) ରକତ-ବିଗ୍ୟାନ ୧୮) ରକତକମି ୧୯) ରକତ ଘା

ତ ଇଟା କହେବାର କି ଆମର ଭଅସା ଥି ସବଦ ନେଇଁନ ବଲବାର ଟା କେନସି ଭାସା ବାବଦେ ଅଗ୍ୟାନତା ଛଡା କିଛି ନେଇଁସେ । ଉପରର ଇଂରାଜି ସବ୍ଦ ଗ୍ୟାନ ବିଗ୍ୟାନ ଆର ଇଂରାଜି ଭାସା ର ବାବଦେ ଆର ଗୁଟେ ତଥ୍ୟ ଉଜାଗର କରୁଛେ । ଇ ସବ୍ଦ ସବୁ ଗୁଟେ ବି ଇଂରାଜି ସବ୍ଦ ନୁହସେ । ସିଧା ଲାଟିନ ନୁ ଉତରା ହେଇଛେ । ତ ଇଟା ଭାବବାର ଟା ବି କେତନି ମୁର୍ଖାମି ଏ, କି ଜଦି ଆପନକୁ ଇଂରାଜି ଭାସା ଆସୁଛେ ତ ଆପଣକୁ ଗ୍ୟାନ ବିଗ୍ୟାନ ର ସବ୍ଦାବଲି ବୁଝି ପାରବେ । କାରଣ ଇଂରାଜି ଭାସା ଥି ଜହ ଗ୍ୟାନ ବିଗ୍ୟାନ ର ସବ୍ଦ ଲାଟିନ, ଗ୍ରିକ ଆଦି ଭାସା ମାନକର ନୁ ଆନଲା ଟା ।

ଆର ଗୁଟେ ଭୁଲ ଧାରଣା ଫଏଲି କରି ଅଛେ ଜେ ଇଂରାଜି ଗ୍ୟାନ ଆପଣକୁ ଦୁନିଆଁର ସବୁ ଦ୍ୱାର ଖୁଲି ଦେବା । ବଏଲେ ଦୁନିଆଭର ଇ ବିସେ ନେ କାଣା ହଉଛେ ବି ଜାନବାର ଜରୁରି ଏ ।

Joga Singh, M.A., M.Phil., Ph.D. (York, U.K.)
Commonwealth Scholarship Awardee (1990-93)
Professor & Former Head, Department of Linguistics & Punjabi Lexicography
Former Director, Centre for Diaspora Studies
Punjabi University, Patiala – 147 002 (Punjab) – INDIA.
Mobile: +91-9915709582
E-mail: jogasinghvirk@yahoo.co.in virkjoga5@gmail.com

Previous ArticleNext Article