Friday, August 28, 2026
HomeHomeସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ

ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଚେକ ପ୍ରଦାନ

ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ସିଂ ବରିହା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ପାତ୍ର,ଗୋଷ୍ଠୀ ସଂଗଠିକା ଶ୍ରୀମତୀ ଚିତ୍ରୋତ୍ପୋଲା ମେହେରଙ୍କ ଉପସ୍ଥିତିରେ ଦିନଦୟାଲ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଘୄନୟମାନ ପାଣ୍ଠି ବାବଦକୁ ଦଶ ହଜାର ଟଙ୍କା ଲେଖାଏଁ ଚେକ ଆକାରରେ ପ୍ରଦାନ କରାଯାଇଛି ।

RELATED ARTICLES

Most Popular

Recent Comments