Art & Culture, Home

ରଜା ଆର ମାକଡ କଥା

Spread the love

ଏକ ସହରେ ଗୁଟେ ରଜା ଥିଲା । ସେ ରଜା ଗୁଟେ ମାକଡ କେ ତାର ଜୁଗାତି ହିସାବେ ରଖିଥିଲା । ଦିନେକା ରଜା ସୁଇଥିଲା ବେଲକେ ମାକଡ ରଜା ର ପାଖେ ବସି କରି ତାହାକେ ଧୁକୁ ଥାଏ । ଇ ବେଲକେ ମାଛି ଗୁଟେ ଆସିକରି ରଜା ର ଛାତି ନ ବସଲା । ମାକଡ ସେ ମାଛି କେ ଧୁକନା ଥି ଗହଡିଦେଲା କି ମାଛି ଉଡିଗଲା ହେଲେ ଫେର ଆସି କରି ରଜା ର ଛାତି ନ ବସଲା ।

ମାଛି କେ ଜେତେ ଗହଡିଲେ ବି ବୋଲ ବୋଲ ଉଡି ଆସି କରି ରଜା ର ଛାତି ନ ବସୁଥାଏ । ଏତକେ ତ ମାକଡ ରାଗେ ଜଜରମାନ ହେଇଗଲା । ସେ ଗୁଟେ ପିନ ପିନ ଚୋକ ଖଣା ଆନଲା ମାଛି କେ ମାରବାର ଲାଗି । ମାଛି ଜେନ୍ତା ଫେର ଆସି କରି ରଜା ର ଛାତି ନ ବସଲା କି ମାକଡ ମାଏଲା ଚୋଟ । ମାଛି ଉଡିଗଲା । ହେଲେ ରଜା ର ଛାତି ଦୁଇ ଖଣ ହେଇଗଲା । ରଜା ମରିଗଲା ।

ବୁଡବକ ସାଂଗ ଶତ୍ରୁ ନୁ ବି ଜହ ନକସାନ କରିପାରେ

ଅନୁସୃଜନ – ସାକେତ ଶ୍ରୀଭୂଷଣ

Previous ArticleNext Article