ସିଖ୍ୟା ଆର ମାତଭୃାସା
ସବୁନୁ ପହେଲା ଇହାଦେର ସମିଆଁ ଥି ବିକାସ ଲାଗି ଜହ ଦରକାରି ଗ୍ୟାନବିଗ୍ୟାନ ଆର ଭାସା ର ସଂପର୍କ ବିସେନେ ଆର୍ନ୍ତଜାତିକ ଗ୍ୟାନ ଆର ଅଭିଗ୍ୟଁତା ଉପରେ ନଜର ଦେବାର ଉଚିତ । ତଲ ର ଉକ୍ତି ସଂଜୁକ୍ତ ରାସ୍ଟ୍ର ସଂଘ ର ସିଖ୍ୟା, ବିଗ୍ୟାନ ଆର ସଂସ୍କୃତି ର ସଂଗଠନ (ୟୁନେସ୍କୋ) ର ବହି “ସିଖ୍ୟା ଥି ସ୍ଥାନିୟ ଭାସା ର ବେଭାର” ନୁ ନିଆ ହେଇଛେ ।
“ଇଟା ଆପେ-ଆପ ପ୍ରମାଣିତ କି ଛୁଆ ର ଲାଗି ସିଖ୍ୟା ର ସବୁନୁ ବଢିଆ ମାଧ୍ୟମ ତାର ମାତୃଭାସା । ମନୋବୈଗ୍ୟାନିକ ଆଧାର ଥି ଇଟା ଏନ୍ତା ସଫଲ ଚିହ୍ନା ମାନକର ଏନ୍ତା ତରିକା ଏ ଜେନଟା ପରିପ୍ରକାସ ଆର ବୁଝବାର ଲାଗି ତାର ମସ୍ତିସ୍କ ଥି ତାର ସୁକେ କାମ କରସି, ସାମାଜିକ ଆଧାର ଥି ଜେନ ଲୋକମାନକର ଗୁସ୍ଠି ସାଂଗେ ତାର ସଂପର୍କ ଥିସି ସେମାନକର ସାଂଗେ ଏକମନ ହେବାର ସାଧନ ଆଏ, ସିଖ୍ୟା ର ଆଧାର ଥି ସେ ମାତୃଭାସା ର ମାଧ୍ୟମ ଥି ଗୁଟେ ଅଜନା ମାଧ୍ୟମ ଠାନୁ ଜଲଦି ସିଖସି । (ୟୁନେସ୍କୋ, ୧୯୫୩:୧୧)
ୟୁନେସ୍କୋ ର ଇ ମତ ବଡା ଗୁହେର ଗବେସଣା ର ଫଲ ଏ । ୟୁନେସ୍କୋ ୧୯୬୮ ଥି ତାର ବହି ଥି ଲେଖିଛେ: ସିଖ୍ୟା ଲାଗି “ମାତୃଭାସା ର ବେଭାର ଜେତକି ଦୁର ସଂଭବ ହଉଛେ କରା ଜିବାର କଥା” (ପୃସ୍ଠା ୬୯୧) ।
ଆର ସଂଜୁକ୍ତ ଦେସ ର ୨୦୦୪ ର ବିକାସ ରିପୋଟ ଥି ଇଟା ଅଛେ: ଫିିଲିପାଇନ ନ ଦ୍ୱି-ଭାସି ସିଖ୍ୟା ନିତି ର ଦୁଇ ଭାସା (ଟାଗାଲୋଗ ଆର ଇଂରାଜି) ଥି ପାରଂଗମ ଛାତ୍ର ସେ ଛାତ୍ର ମାନକୁ ପଛାଡେ ପକେଇ ଦେସନ ଜେନମାନେ ଘରେ ଟାଗାଲୋଗ ଥି କଥା ନି ହୁଅନ । (ପୃସ୍ଠା ୬୧)
ଆର ତଲର ଧାଡି ମାନେ ମୁଖିଆ କରି ଇଂରାଜି ଭାସି ଦେସ ଆମେରିକା ବିସେ ଥି:
ଆମେରିକା ନ ଜେନ ନବଓ ଭାସା ର ଛୁଆ ମାନକୁ ପ୍ରାଥମିକ ସ୍ଥର ରେ ତାକର ପହେଲା ଭାସା (ନବଓ) ଆର ତାକର ଦୁସରା ଭାସା (ଇଂରାଜି), ଦୁହି ଭାସା ଥି ପଢା ଗଲା, ସେ ଛୁଆମାନେ ନବଓ ଭାସାର ସେ ଛୁଆ ମାନକୁ ପଛାଡେ ପକେଇ ଦେଲେ ଜେନମାନକୁ ଖାଲି ଇଂରାଜି ଥି ପଢାଗଲା । (ଇ ଆଲେଖ ଥି ଦୁସରା ଭାସା ଆର ବିଦେସି ଭାସା ସମାନ ଅର୍ଥ) ।
ଭାରତିୟ ଇଂରାଜି ଭକ୍ତ ମାନକୁ ଗୁହାରି କି ଇଟା ଜାନବାର କେ ଚେସ୍ଟା କରୁନ କି ଆମେରିକା, କାନାଡା, ନ୍ୟୁଜିଲାଂଡ ଆର ଅସ୍ଟ୍ରେଲିଆ ବାଗିର ମୁଖିଆ କରି ଇଂରାଜି ଭାସି ଦେସ ଥି ହେତକି ବଡ ସଂଖ୍ୟା ଥି ଇସକୁଲ ମାନକୁ ସିଖ୍ୟା ର ମାଧ୍ୟମ ଇଂରାଜି ନେଇଁସେ ।
ଆଗକେ ଦେଲା ଧାଡି ଇ ବିସେ ନ ଦୁନିଆ ଭର ଭିନ ଭିନ ଠାନେ ହେଲା ଗବେସଣା ନୁ:
ଇ ହିସାବେ ମୋଦିଆନୋ (୧୯୬୮,୧୯୭୩) ର ମେକସିକୋ ନ କରାହେଲା ଗବେସଣା, ସକତନବ-କାଂଗସ ର ଫିନଲେଣ୍ଡ ନ ହେଲା ଗବେସଣା ଆର ସେ ଲାଟିନ ଆମେରିକା ର ଗବେସଣା, ଜାହାର ସାରାଂସ ଗୁଦସିଂସକି (୧୯୭୫) ଥି ଦିଆ ହେଇେଛେ, ଇ ସବୁ ର ପରିଣାମ ମତେ ଏକେବାଗିର ଲାଗସି । ଇ ଗବେସଣା ଥି ଜନା ପଡିଛେ କି ସେ ଛୁଆ ମାନକର ବଡ ଅନୁପାତ ଜିଏ ନିଜର ସିଖ୍ୟା ଠାନର ଭାସା ଥି ମୁଲ କରସି, ନିଜର ମାତୃଭାସା ଥି ସିଖ୍ୟା ର ବିକାସ କରସି ଆର ଅଲଗା ବିସୟ ଆର ଅଲଗା ଭାସା ଉପରେ ଅଲଗା ଛୁଆ ମାନକର ନୁ ଜହ ଭଲ କରି ପକାସି, ଜେନମାନକୁ ଖାଲି ଦୁସରା ଭାସା ତି ପଢା ଜାଏସି । (Tucker,୧୯୭୭:୩) । (ଇନ ଦୁସରା ଭାସା ର ଅର୍ଥ ବିଦେସି ଭାସା ଏ)
ତଲର ଧାଡିମାନେ ଫିନଲେଣ୍ଡ ରୁ ସ୍ୱିଡେନ କେ ଗଲା ଛୁଆମାନକର ଉପରେ ହେଲା ଗବେସଣା ନୁ । ଇ ଗବେସଣା ଥି ଦେଖବାର କେ ମିଲିଛେ, ଫିନଲେଣ୍ଡ ର ଜେନ ଛୁଆମାନକର ମାତୃଭାସା ଉପରେ ଦଖଲ ଥିଲା ସେମାନକୁ ସିଖ୍ୟା ପାଏବାର ଥି ଭଲ ଥିଲା । ଚାହେ ସ୍ୱିଡେନ ନ ସିଖ୍ୟା ସ୍ୱିଡିସ ଭାସା ଥି ଦିଆଜଉ ।
ନିରିକ୍ଷଣ ନୁ ଇଟା ସାମନା କେ ଆସିଛେ କି ଫିନିସ ଭାସା ଥି ଦଖଲ, ଗଣିତ ଥି ପାଏଲା ମାର୍କା ସାଂଗେ ସିଧା ସଂପର୍କ ଅଛେ । ସ୍ୱିଡିସ ର ମୁକାବିଲା ଥି ଫିନିସ ଗଣିତ ଥି ମାର୍କା ପାଏବାର ଲାଗି ଜହ ଜରୁରି ଲାଗୁଛେ । ଚାହେ ଗଣିତ ସ୍ୱିଡିସ ଥି ପଢା ଜଉଥଉ । ଫଲାଫଲ ଇ ନଜରିଆ ର ସମର୍ଥନ କରୁଛେ କି ଗଣିତ ରେ ଭଲ ମାର୍କା ଆନବାର ଲାଗି ମାତୃଭାସା ରେ ସିଖ୍ୟା ଜରୁରି ଏ । ଜିବ ବିଗ୍ୟାନ, ରସାୟନ ବିଗ୍ୟାନ, ଆର ଭୌତିକ ବିଗ୍ୟାନ ଥି ବି ପରିକଲ୍ପନା ଭାବନା ଜରୁରି ହେସି । ଇ ବିସେ ମାନକୁ ବି ନିଜର ମାତୃଭାସା ଉପରେ ଦଖଲ ରଖୁଥିବା ଛୁଆ ସେ ଛୁଆ ମାନକର ନୁ ଭଲ କରସନ ଜେନ ଛୁଆମାନେ ନିଜର ମାତୃଭାସା ଉପରେ ଦଖଲ ନି ରଖନ । (Skutnabb-Kangas, Toukomaa, ୧୯୭୬), (Paulston, ୧୯୭୭:୯୪)
ଆମେରିକା ବିସେ ନେ ଆର ଗୁଟେ କଥା ଦେଖୁନ:
“ଏନ୍ତା ଧିରେ ଧିରେ ଆମେରିକା ନ ଲୋକ ଏନ୍ତା ବୁଝି ବସଲେ ନ କି ବିନ ଇଂରାଜି ଭାସା ନାଗରିକ କେ ଇଂରାଜି ସିଖ୍ୟା ଢାଁଚା ଥି ପକାଲେ ଆର ତାକର ମାତୃଭାସା ର ବିକାସ ଉପରେ ଧ୍ୟାନ ନି ଦେଲେ ପରିଣାମ ଠିକ ନି ହେବାର ।” ( Tucker, ୧୯୭୭:୩)
ଘାନା ନ କରାହେଲା ଗୁେଟେ ଗବେସଣା ଥି ଦେଖବାର କେ ମିଲିଛେ କି, “ଘାନା ନ ଖାଲି ସତକଡା ୫ ଛୁଆ ସେକେଣ୍ଡରି ସିଖ୍ୟା ଆର ଜାଏରେ ନ ଖାଲି ୩୦ ସତକଡା ଛୁଆ ପହେଲା ୪ଟା ସେଣି ପଢିପାରସନ ।”
“ଇ ଧାରଣା ବି ଭୁଲ କି ଜଦି ଛୁଆ କେ ଇଂରାଜି ନି ଆସେ ତ ସେ ବିଗ୍ୟାନ ଆର ଗଣିତ ର ବିସୟ ସିଖି ନି ପାରେ । କାରଣ, ବିଗ୍ୟାନ ର ପରିକଲ୍ପନା କେନସି ଗୁଟେ ଭାସା କି ସଂସ୍କୃତି ସେ ବଂଧା ନି ହେଇ । ରୁସି, ଜର୍ମାନି, ଆର ଫରାସି ଲୋକ ମାନକୁ ନିଜର ମହାନ ବୈଗ୍ୟାନିକ ଖୋଜ ଉପରେ ଗର୍ବିତ ଆର ଇ ଖୋଜ ସେମାନେ ଇଂରାଜି ଭାସା ର ବିନା କରିଛନ । ୨୦୦୩ ରେ ଗଣିତ ଆର ବିଗ୍ୟାନ ର ଗବେସଣା ର ଫଲାଫଲ ର ସିଘା ନ ରହିଥିବାର ପାଁଚଟା ଦେସ (ସିଂଗାପୁର, କୋରିଆ ଗଣତଂତ୍ର, ହଂଗକଂଗ, ଚିନ, ତାଇପେଇ ଆର ଜାପାନ) ସେମାନେ ଥିଲେ ଜେନ ପହେଲା ଭାସା ଇଂରାଜି ନେଇଁସେ ।” (Ricardo and Nolasco, ୨୦୦୯:୬)
ସେନ୍ତା ନରୱେ ର ଗ୍ଲୋବାଲ ମନିଟରିଂ ରିପୋଟ (Benson,୨୦୦୫) ଥି ଇ ବୟାନ ଦିଆ ଜେଇଥିଲା:
ୟୋରୁବା ମାଧ୍ୟମ ପ୍ରାଥମିକ ସିଖ୍ୟା ଜୋଜନା (Fofunwa et al ୧୯୭୫; Akinnaso ୧୯୯୩; Adegpiya ୨୦ସ୦୩) ନୁ ପୁରା ହିସାବ ପ୍ରମାଣିତ ହେଇଗଲା କି ମାତୃଭାସା ମାଧ୍ୟମ ଥି ପୁରା ଛ ବରସର ପାଠ ଆର ଦୁସରା ଭାସା ଇଂରାଜି କେ ଗୁଟେ ବିସୟ ହିସାବେ ପଢବାର ଟା ସଂଭବ ହି ନି ଥେଇ ବରଂ ଇନୁ ପୁରା ପାଠ ଇଂରାଜି ମାଧ୍ୟମ ଥି କରବାର ନୁ ଭଲ ପରିଣାମ ଆସଲା ।”
“ଏଭେ ଏଭେ ଗବେସଣା ନୁ ଇଟା ପ୍ରମାଣିତ କରୁଛେ ଆର ମାତୃଭାସା ଆଧାରିତ ଦୁଇ ଭାସି ସିଖ୍ୟା ର ସକରାତ୍ମକ ପଖ୍ୟ କେ ସାମନା କେ ଆନବାର କେ ଆର ଆଗକେ ଜାଏସନ ।” (Benson, ୨୦୦୫) (ମାତୃଭାସା ଆଧାରିତ ଦୁଇ ଭାସି ସିଖ୍ୟା ର ଅର୍ଥ ଇଟା କି ମାତୃଭାସା ମାଧ୍ୟମ ଥି ସିଖ୍ୟା ମିଲୁ ଆର ବିଦେସି ଭାସା କେ ଗୁଟେ ବିସୟ ହିସାବେ ପଢା ଜଉ ।)
ଇ ହିସାବେ ଆମେ ଦେଖୁଛୁଁ ପୁରା ଦୁନିଆଁରେ ଥର ଥର ପ୍ରମାଣିତ ହେଇ ସାରିଛେ କି ସିଖ୍ୟା ଥି ଜେତକି ସଫଲତା ମାତୃଭାସା ମାଧ୍ୟମ ଥି ମିଲସି ସେତକି ସଫଲତା ବେିଦସ ିଭାସା ମାଧ୍ୟମ ର ୁନ ିହେଇପାରେ । ଇଟା କହେବାରଟା ଅନଚୁତି ନେଇସେ କି ସିଖ୍ୟା ର ସଫଲତା ଖାଲି ମାତୃଭାସା ମାଧ୍ୟମ ରେ ହିଁ ସଂଭବ ଏ । ତଲର କଥା ଇତାର କିଛି କାରଣ କେ ସାମନା କେ ଆନୁଛେ ।
“ଛୁଆ ନିଜର କଥା ନିଜର ଭାସା ଥି ସହଜ ହିସାବେ କହି ପାରସି, କାରଣ ସେଥି ତାହାକେ ଭୁଲ ହେବାର ଡର ନି ଥାଏ । ମାତୃଭାସା ଆଧାରିତ ସିଖ୍ୟା ଥି ଛୁଆ ସିଖବାର ପ୍ରକିଆ ଥି ତହଁକି କରି ଭାଗ ନେସି କାରଣ ସେତାକେ ଜେନଟା ବତା ଜାଏସି କି ପଚରା ଜାଏସି ସେଟା ସେ ବୁଝି ପାରସି । ପରିକଲ୍ପନା ର ସିରଜିନା ଆର ସତ ର ବିବରଣ ଲାଗି, ନିଜର ବିଚାର କେ ପ୍ରକାସ କରବାର ଲାଗି, ଅଲଗା ଜେନ ପରିକଲ୍ପନା ତାକର ମଗଜ ର ଭାଗ ଏ, ସେଥି ନୁଆଁ ପରିକଲ୍ପନା ଜୁଡବାର ଲାଗି ସେ ମାତୃଭାସା କେ ସାଂଗେ ସାଂଗ ବେଭାର କରି ପାରସି । ମାତୃଭାସା ଆଧାରିତ ସିଖ୍ୟା, ସିଖ୍ୟକ ମାନକୁ ବି ସହଜ ହେସି, ବିସେସ କରି ଜେତେବେଲେ ସେମାନେ ଠାନର ଭାସା ଥି ବିଦେସି ଭାସା ନୁ ଜହ ଦଖଲ ରଖସନ । କାରଣ ଛୁଆମାନେ ନିଜକେ ଜହ ଭଲକରି ପରିପ୍ରକାସ କରିପାରସନ । ଆର ସିଖ୍ୟାକ ଜହ ଭଲ ସେ ଜାନି ପାରସି କି ଛୁଆ କାଣା ସିଖି ସାରିଛେ ଆର କେନ ଜାଗା ନ ଜହ ସହଜୋଗ ର ଦରକାର ଅଛେ । ମାତୃଭାସା ଆଧାରିତ ସିଖ୍ୟା ଲୋକର ସାମୁହିକ ଗ୍ୟାନ କେ ଇସକୁଲ ତରିକା ସାଂଗେ ଜୁଡବାର ଲାଗି ଆଧାର ବାନାସି । ମାତୃଭାସା ଆଧାରିତ ସିଖ୍ୟା ଥି ଇଟା ବି ସଂଭବ ହେସି କି ଲେଖକ ମାନକର ଦଲ, ସାସ୍କୃତିକ ଦଲ, ଆର ଦୁସରା ପ୍ରାସଂଗିକ ଲୋକର ସାଂଗେ ମିସିକରି ସିଖବାର ସାମାନ ତିଆର କରି ପାରତେ । ମାତୃଭାସା ଆଧାରିତ ସିଖ୍ୟା ମା-ବାପ କେ ବି ସହଜ ହେସି । କାଏଁଜେ ବଏଲେ ଏନ୍ତା ଥି ସେମାନେ ନିଜର ଛୁଆ ର ପାଠପଢା ଥି ଭାଗ ନେଇ ପାରବେ । ଇସକୁଲ ର ଭାସା ଆର ଦଲ ମାନକର ଭାସା ଗୁଟେ ହିଁ ଆଏ । (Ricardo and Nolasco(୨୦୦୯))
ଭାସାବିତ ଆର ସିଖ୍ୟାବିତ କର ଅନସାରେ ଜଦି ମାତୃଭାସା ଥି ସିଖ୍ୟା ନି ହୁଏ ତ ଛୁଆ ନିଜର କେତନି ବଛର ନୁଆଁ ଭାସା ସିଖବାର ଥି ହିଁ ବର୍ବାଦ କରିଦେସି । କାରଣ ଏନ୍ତା ଥି ଛୁଆ ଆର ସିଖ୍ୟକ ର ଧ୍ୟାନ ଭାସା ଉପରେ ହିଁ ଜମସି ଆର ବିଗ୍ୟାନ, ଗଣିତ ଆର ସାକ୍ଷରତା ଉପରେ ନଜର ନି ଜାଏ । (Ricardo and Nolasco, ୨୦୦୯: ୧୧)
ଉପରେ ଆମେ ଦେଖଲାଁ କି ଦୁନିଆଁ ଭର ର ଗବେସଣା ଆର ବିସେସଗ୍ୟଁ ଇ କଥା ର ପକ୍କା ପ୍ରମାଣ ଦେଇଛନ କି ସିଖ୍ୟା ର ସଫଲତା ଲାଗି ଖାଲି ମାତୃଭାସା ମାଧ୍ୟମ ରେ ହିଁ ସଂଭବ । ହେଲେ ଆମର ଭାରତ ନ ସିଖ୍ୟା ଆର ଭାସା ନିତି ଚଲଉଥିବାର ଲୋକମାନକର ଆଁଖି ଅଗ୍ୟାନତା ର ପଟି ବାନ୍ଧି କାନେ ଇଂରାଜି ର ରୁଆ ଚୁଟି ଇଂରାଜି-ଇଂରାଜି କିର୍ଲଉଛନ । ଆର ଦେସର ସିଖ୍ୟା, ଭାସା ମାନକୁ ସଂସ୍କୃତି ମାନକୁ ବର୍ବାଦ କରୁଛନ । ଇ ଲେଖା ର ଉଦେସ୍ୟ ସେ ଅଗ୍ୟାନତା କେ ଭେଦବାର ଆର ଚୁଟଲା ରୁଆ କେ ହିଟାବାର ଗୁଟେ ଚେସ୍ଟା ।
ଆର୍ନ୍ତଜାତିକ ଖୋଜ ଆର ବିସେସଗ୍ୟଁ ମାନକର ଜେନ ନିସକର୍ସ ତଲେ ଦିଆ ହଉଛେ ସେଟା ଇ ଅଗ୍ୟାନତା କେ ଭେଦବା । ମାତୃଭାସା ମାଧ୍ୟମ ଖାଲି ସିଖ୍ୟା ଥି ସଫଲ ହେବାର ଲାଗି ଜରୁରି ନୁହେସେ ବରଂ ବିଦେସି ଭାସା ସିଖବାର ଲାଗି ବି ମାତୃଭାସା ମାଧ୍ୟମ ଥି ସିଖ୍ୟା ସହଜ ହେସି ।
Dr Joga Singh, M.A., M.Phil., Ph.D. (York, U.K.)
Commonwealth Scholarship Awardee (1990-93)
Professor & Former Head, Department of Linguistics & Punjabi Lexicography
Former Director, Centre for Diaspora Studies
Punjabi University, Patiala – 147 002 (Punjab) – INDIA.
Mobile: +91-9915709582
E-mail: jogasinghvirk@yahoo.co.in virkjoga5@gmail.com