ଦୁଃଖର ବେଲା ଟେ ତ ପଡିଛେ
ତାହାବଲି କରି ଜୀବନ କେ କେତେ ଛି କରୁଛୁ ?
ଟିକେ ଦମ୍ ଧରି କରି ,
ସହି ଲହି କରି
ଛାତି ନେ ପଥର୍ ଲଦି କରି
ଜିଇଁ ବାକେ ହେବା ।
ଦୁନିଆ ଭିତରେ ଘର କରିଥିଲେ
ପଥର୍ ପଡ଼ ଲେ ସହି ”
ଇ” କଥା କେ ଭର୍ସା କରି ସୁଖର ସମିଆ କେ ଜୁଗି ଥା ।
ତୋର କପାଲେ ସବୁଦିନେ
ଥିବାନ କେଁ ଦୁଃଖ ଟା ।
ଘୁଞ୍ଚବା
ଜରୁର ଘୁଞ୍ଚବା ଇ, ଅଂଧାର ରାଏ ତ୍
ଉଦି ଆସ ବା ସୁଖର ସୁରୁଜ
ଝିଟି ଦେବା ନୂଆ ସପନ ର୍ ମୁରୁଜ୍
ହାଦେ , ହେ ରାଏତ ତ ସରି ସରି ଅସୁଛେ ନ
ସକାଲ୍ ହେବା ର୍ ଝଲକ ଟିକେ
ଦିଶି ଦିଶି ଆସଲା ନ
ଶୁଭର୍ କୁକୁରା କ କଁ କଲା ନ
ପହଁତିଆ ହେଲା ନ
ପହଁ ତିଆ ହେଲାନ ।
ସତ୍ୟନାରାୟଣ ମିଶ୍ର
ସିଂଧେକେଲା