ଇହାଦେ ର ସମିଆଁ ଥି ଦୁନିଆଁ ଦୁଇ ଭାସି ଢଲାନ ଫଟକି ହିସାବେ ଦେଖବାର କେ ମିଲସି । ଗେୁଟ ଇଂରାଜି ଭାସା ର ବଢତି କମ ହଉଛେ ଆର ଦୁସରା ବିନ-ଇଂରାଜି ଭାସା ମାନକର ସବୁ ଆଡେ ଜରୁରି ବଢୁଛେ ।
ଆମେ ପହେଲା ହି ଦେଖି ସାରିଛୁଁ ଜେନ ବିନ ଇଂରାଜି ଭାସି ଦେସ ନ ବି (ମହାନ ଭାରତ ଆର ତାର ଜୁନ୍ହା ଭାଇ ଆର ଇହାଦେର ଭୌଗୋଲିକ ଆର ମାନସିକ ପଡୋସି ପାକିସ୍ଥାନ କେ ଛାଡିକରି) ସିଖ୍ୟା ଇଂରାଜି ଭାସା ଥି ଜିଆ ଜଉଥିଲା । ସେନ ଇଂରାଜି ଖତମ ହଉଛେ ନେହେଲେ ଦିନକେ ଦିନକେ ଇଂରାଜି ଭାସା ସିଖ୍ୟା ର ମାଧ୍ୟମ ହିସାବେ କମ ହେତେଲ ଜଉଛେ । ଦୁସରା ଆଡେ ବି ଏନ୍ତା ହଉଛେ ।
୨୦୦୦ ଆଡକେ ଇଂଟରନେଟ ନ ୮୦ ସତକଡା ନୁ ଜହ ଜାନକାରି ଇଂରାଜି ଭାସା ଥି ମିଲୁଥିଲା । ଇହାଦେ ସେଟା ୪୦ ସତକଡା ନ ୁବି କମ ହେଇଗଲା ନ । ଆର ଇହାଦେ ଇଂଟରନେଟ ନ ହଜାର ହଜାର ଭାସାନେ ସୁଚନା ମିଲୁଛେ ।
ଭାରତ ର କଥା ବି ହେମା ବଏଲେ ମାଇକ୍ରୋସଫ୍ଟ କଂପାନି ହିସାବେ ଭଅରତ ର ୯୫ ସତକଡା ବେପାର ବିନ-ଇଂରାଜି ଭାସା ମାଧ୍ୟମ ନ ହେସି ଆର ଖାଲି ୫ ସତକଡା ଇଂରାଜି ଭାସା ମାଧ୍ୟମ ଥି ।
୨୦ଭାସା ଜାନସନ ଆର କେନସି ଦୁସରା ଭଅସା ନି ଜାନନ, ତ କେନସି ବି କଂପାନି ଆପଣକୁ ସବକିରର ପଛେ ନୌକରି ଦେବା । ତଲର ଧାଡି ଇ କଥା ର ପ୍ରମାଣ କି ଦୁନିଆଁର ଦିଗ କେନ ଆଡକେ ଜଉଛେ:
ଆଝିରର ଦଫତର ମାନକୁ ଇଂରାଜି ଛଡା ଅଲଗା ଭଅସା ଥି କହିକରି ଆର ଲେଖିକରି ସଂଚାର କରି ପାରବାର ଦରକାର । (Stephanie Bell Rose, TheGoldman Sachs Foundation, Vishakha Desai, The Asia Society)
ଜେନ୍ତା ଦୁସରା ଦେସ ବିଦେସି ଭାସାମାନକୁ ତହଁକାବାର ଲାଗି ଆର୍ଥକ ଆର ନିତିଗତ ପାହା ପକଉଛେ, ବିସେସଗ୍ୟଁ ମାନକାର ବିଚାର କି ଆମେରିକା ର ଛାତ୍ର ଇଥି ପଛାଡେ ରହୁଛନ ଆର ଦୁନିଆଁର ବଜାର ନୁ ନୁକସାନ ଉଠଉଛନ । ((Asia Society News, 2nd April, 2009)
ଇଂରାଜି ଜେନ ଥିତି ୨୦ତମ ସତାବ୍ଦି ର ସେସ ତକ ହାସିଲ କରି ସାରିଥିଲା, ୨୧ ତମ ସତାବ୍ଦି ତକ କେନସି ଭାସା ର ଏନ୍ତା ଥିତି ନି ରହେ । ଇଂରାଜି ଆର ସୁଚନା ତକନିକି ର ସଂପର୍କ ଛନେକର ହେଇପାରେ । ଜେନ୍ତା ପହେଲା ଇଂରାଜି ଭାସି ବାଲେ ସବୁ ନୁ ବଢିଆ ଆର ନୁଆଁ ତକନିକି ର ଲାଭ ଉଠଉଥିଲେ । ଇହାଦେ ସେଟା ଆର ନେଇଁ ନ । (David Graddol, 2000 (1997) ପୁରା ଦୁନିଆଁ ଥି ସବୁ ବିକସିତ ଦେସମାନକର ପ୍ରାୟ ସବୁ ସ୍କୁଲ ଥି ମାତୃଭାସା ଛଡା ଅଲଗା ଭାସା ମାନକର ସଖ୍ୟିା ଦେବାର ଚେସା୍ଟ କରାହଉଛେ । ଆର ଇଦସୁରା ଭାସା ଖାଲ ଇଂରାଜି ନେଇଁସେ ।
ଅସ୍ଟ୍ରେଲିଆ ଏସିଆ ଅଧ୍ୟୟନ ପାଠୟକ୍ରମ କାର୍ଜ୍ୟକ୍ରମ ଥି ତୟ କରିଥିଲା କି ସବ ୁସ୍କଲୁ ନ ଗେୁଟ ଏସଅିାର ଭାସା ପଢବାର ଜରରୁ ିହେବା । (Phillip Coorey, The Sydney Morning Harald, October 29, 2012)
ଏନ୍ତା ଜେ ଆମେରିକା ନ ଚିନି ଭାସା ମାଧ୍ୟମ ଥି ସିଖ୍ୟା ଦଉଥିବା ସ୍କୁଲ ଖୁଲି ଗଲା ନ ଆର ସେ ଭିତରେ ୯୦ ସତକଡା ନୁ ଜହ ଛାତ୍ର ବିନ ଚିନି ଭାସି ଆନ । (ହେବାରଟା ଭୁଲ ନିତି ଆଏ, ହେଲେ ଇଟା ବତଉଛେ କି ଚିନି ଭାସା ସିଖବାର ଲୋକର ସଂଖ୍ୟା ୨୦୦୦ ର ହିସାବେ ୧୦ ଗୁଣା ଥିଲା । (USA Today, 20th November, 2007)
ଆମେରିକା ନ ତ ମାଁ-ବୁଆ ବିନ ଇଂରାଜି ଭାସା ସିଖବାର ଥି ଲାଗିଛନ । କାରଣ ସେମାନେ ନିଜର ଛୁଆକେ ଅଲଗା ଭାସା ସିଖବାର ଥି ସହଜୋଗ କରି ପାରବେ । (Education Update, 15 March, 2013)
ଦୁନିଆଁର ଅର୍ଥ ବେବସ୍ଥା ଥି ଚିନ ର ବଡଭାରି ପ୍ରଭାବ ଦେଖିକରି ପାନାମା ସବୁ ଇସକୁଲ ମାନକୁ ଚିନି ଭାସା ର ସିଖ୍ୟା ଜରୁରି କରବାର କେ ଜଉଛେ ।
ଏନ୍ତା ଜେ ମୁଖିଆ ଇଂରାଜି ଭାସା ଦେସ ମାନକୁ ବି ବିନ ଇଂରାଜି ଭାସି ଲୋକ ଇଂରାଜି କେ ଛାଡୁଛନ । ଆମେରିକା ନ ୨୦୯୦ ଥି ୩ କୋଟି ୧୮ ଲାଖ ଲୋକ ରେଜିସ୍ଟର କରିଥିଲେ କି ଘରେ ଇଂରାଜି ନି କହନ । ୨୦୦୦ ର ଜନଗଣନା ଥି ଇ ସଂଖ୍ୟା ୪ କୋଟି ୭୦ ଲାଖ ହେଇଗଲା । ଇ ବଢତି ଇ ଭାସା ମାନକର ସଂଖ୍ୟା ର ବଢତି ଦର ନୁ କେତନି ଜହ ଏ । ଇ ବଛର ମାନକୁ ସପେନି ଭାସା ୬୦ ସତକଡା ବଢିଛେ । ୧୯୮୦ ରୁ ୨୦୧୧ ତକ ଆମେରିକା ନ ଘରେ ବିନଇଂରାଜି ଭାସା କହେବାର ଲୋକର ସଂଖ୍ୟା ୧୪୦ ସତକଡା ବଢିଛେ । ଇ ସଂଖ୍ୟା ର ବଢତି ନୁ କେତନି ଜହ ଏ ।
ପୁରୁବ ଇଂରାଜି ଉପନିବେସ ନ କେନ୍ତା ଇଂରାଜି ସଂଚାର ମାଧ୍ୟମ ନୁ ହଟୁଛେ ଇତାର ଗେୁଟ ବଢଅିା ପମ୍ରାଣ ଆଜେର୍ନନି୍ଟା ର ଇ ଅଂକ ଏ: ୧୯୮୩ ନ ଆଜେର୍ନନି୍ଟ।। ର ସଂଚାର ବେବସ୍ତା ର ୪୯ ସତକଡା ଦେସର ବାହାରୁ ଥିଲା ଜେନଟା ୧୯୯୬ ଥି କମିକରି ୨୨ ସତକଡା ହେଇଗଲା ।
ବଏଲେ, କେନସି ସଂଦେହ ନି ରହେବାର କି ଜେନ ଆଡେ ପହେଲା ଇଂରାଜି ର ଦବଦବା ଥଲିା ସେ ସବୁଆଡେ ଇଂରାଜି ଦନିକେ ଦନି କମ ହେତେଲ ଜଏଛେ ।
ଇ କଥା କେ ବି ଟିକେ ଧ୍ୟାନ ଦେବାର ଜରୁରି ଏ କି ଇଂରାଜି ଭାସା ଲାଗି ଆମର କେତେ ସିଖ୍ୟାର, ଆର୍ଥିକ, ବେପାରି, ଆର ଭାସାଗତ ନୁକସାନ ହେତେଲ ଆଉଛେ ।
Joga Singh, M.A., M.Phil., Ph.D. (York, U.K.)
Commonwealth Scholarship Awardee (1990-93)
Professor & Former Head, Department of Linguistics & Punjabi Lexicography
Former Director, Centre for Diaspora Studies
Punjabi University, Patiala – 147 002 (Punjab) – INDIA.
Mobile: +91-9915709582
E-mail: jogasinghvirk@yahoo.co.in virkjoga5@gmail.com