Art & Culture, Education, Home

ଇଂରାଜି ଭାସା ଉପରେ ଗର୍ବ କରିକି ନୁକସାନ

Spread the love

ଏଜ ଦୁନିଆଁର ପ୍ରାୟ ସବୁ ଦେସ ଦରକାର ଅନସାରେ ଦୁସରା ଦେସର ଭାସା ସିଖବାର ଲାଗିଛନ । ହେଲେ ଆମେ ଇଂରାଜି ରସମାଧି ଥି ଲଟକି କରି ବସିଛୁଁ । ଆମେ ଇଂରାଜି ଛଡା ଅଲଗା କେନସି ବିଦେସି ଭାସା କେ ସିଖବାର ଧ୍ୟାନ ନି ଦେବାର ଜେନଥିର ଲାଗି କେତନି ବେପାରର ନୁକସାନ ହଉଛେ । ଜଦି ଆମେ ଦୁସରା ଦସର ଭଅସା ନି ସିଖୁଁ ତ ଆଗାମି ଦିନକେ ଏକଲା ହେଇଜିମାଁ । ଏଜ ଆମର ଲାଗି ଇଂରାଜି ୁ ଜହ ଚିନି ଆର ସ୍ପେନି ଦରକାରି ଏ । ହେଲେ ଭବିସ୍ୟତ କାଣା ଆମେ ତ ଇହାଦେ ନୁ ଏଁକ ମୁଜି କରି ବସିଛୁଁ । ଏଜ ଦୁନିଆଁର ପ୍ରାୟ ସବୁ ବିନଇଂରାଜି ଭାସି ଦେସ ନିଜର ଦେସ ନୁ ଇଂରାଜି ଭାସା ର ପ୍ରଭାବ କେ ଖତମ କରବାର ଥି ଲାଗିଛନ । ଆମେ ନିଜର ସବୁ ସିଖ୍ୟା, ସଂସ୍କୃତି, ସଂଚାର, ଇଂରାଜି ଭାସା ନ ଉଲଦି ଦଉଛୁଁ । ଇନୁ ଆମକେ ଲାଭ କେତେ ହଉଛେ ଦେଖବାର ଲାଗି ଭାରତ ର ଦୁନିଆଁ ର ବେପାର ଥି ଲଗାତାର ଭାଗ କମ ହଉଛେ, ପରଖି ନେବାର କଥା ।

ଇଂରାଜି ଭାସା ଥି ସିଖ୍ୟା ନୁ ଆମକୁ କେତେ ଫାଏଦା ହେଇଛେ ଇଟା ଆମର ଉଁଚା ସିଖ୍ୟା ର ଅବସ୍ଥା ନୁ ଫଟିକ ବାରି ହେସି । ଭାରତ ନ ଗଲା ୧୫୦ ବଛର ଥି ଉଁଚା ସିଖ୍ୟା ର ସ୍ଥର ଉପରେ ବିଗ୍ୟାନ ସିଖ୍ୟା, ଇଂରାଜି ଭାସା ଥି ହଉଛେ । ହେଲେ ଆମର ଗୁଟେ ବି ବିସ୍ୱବିଦ୍ୟାଲୟ ଦୁନିଆଁର ପହେଲା ୨୦୦ ବିସ୍ୱବିଦ୍ୟାଲୟ ଭିତରେ ଗନତି ଥି ନି ଆସେ । ଜାପାନ, ଚିନ, କୋରିଆ, ରୁସ ବାଗିର ଦେସ ନିଜର ସବୁ ସିଖ୍ୟା ନିଜର ଭାସା ମାନକୁ ଦଉଛନ । ପରିଣାମ ହିସାବେ ତାକର ବିସ୍ୱବିଦ୍ୟାଲୟ ର ସ୍ଥର ଆମର ବିସ୍ୱବିଦ୍ୟାଲୟ ନୁ କେତନି ବନେ । ଆମର ସିଖ୍ୟା ର ଅସକଟିଆ ସ୍ଥର ର ସବୁନୁ ବଡ କାରଣ ସିଖ୍ୟା ର ଇଂରାଜି ଭାସା ଥି ହେବାର ।

ସେସକେ ଆର ଗୁଟେ କଥା ଭାରତ ପ୍ରେମି କର ସାମନେ ଆନବାର ଜରୁରି । ଆଝିର ଜୁଗ ଥି କେନସି ବି ଭାସା ର ଜିବନ ଆର ବିକାସ ଇ କଥା ଉପରେ ନିର୍ଭର କରସି କି ସେ ଭାସା ର ବେଭାର ସିଖ୍ୟା ର ମାଧ୍ୟମ ହିସାବେ ହଉଛେ କି ନେଇଁ । କେନସି ବି ଭାସା ର ଖତମ ହେବାର ଥି ସବୁନୁ ବଡ କାରଣ ସେ ଭାସା ର ସିଖ୍ୟା ଥି ବେଭାର ନି ହେବାର ଟା । ସିଖ୍ୟା ପ୍ରଣାଲି ଥି ଠାନର ଭାସା ଥି ନି ହେବାର ଲାଗି ବି ଭାସା ମାନେ ମେଟି ଜଉଛନ । ଭାସା କେ ବଁଚେଇରଖବାର ଆର ସଂସ୍କୃତି କେ ବଁଚେଇ ରଖବାର ଇସକୁଲ ର ଭୁମିକା କେତନି । (Eckert, T. et al, 2006)

ତଲର ଧାଡି ଭାସା ଲୋପ ହେବାର ପ୍ରକ୍ରିୟା କେ ବତଉଛେ ।

ଲୋକ ନିଜର ଭାସା ଥି କଥା ହେବାର କେ ଲାଜେ ହେସନ ଆର ସେନ ଉଁଚା ରୁବାବ ବାଲା ଭାସା ର ବେଭାର କରସନ । ଇତାର ଦ୍ୱାରା ତାକର ଛୁଆ ମାନକର ତକ ଭାସା ର ସଂଚାର ନି ହେଇ ପାରେ । ଏନ୍ତା ଅଲପ ସଂଖ୍ୟକ କେ ତାର ବକ୍ତା କହେବାର ଛାଡିଦେସନ ଆର ସଂପର୍କିୟ ଭାସା ର ବେଭାର କରି ଲଗାତାର କମି ବସସି । ଜେବତକ କି ନୁଆଁ ଭାସା ଇତାର ପୁରା ଠାନ ଆବରି ନି ବସେ । (McMohan, 1994 : 285)

ଜଦି ଭଲ କରି ଦେଖା ଜାଏ ତ ସବୁ ଭାରତିୟ ଭାସା ମାନକର ସ୍ଥିତି ଇ ହିସାବେ ଲଗାତାର ଖରାପ ହେତେଲ ଜଉଛେ ।

ଜେଭୁ ଭାରତ ନ ସ୍କୁଲ ମାନକୁ ଇଂରାଜି ମାଧ୍ୟମ ର ଚଲବାର ବଢିଛେ । ତାର ଉତାରୁ ଥିତି ର ଜଦି ଲେଖା ଜୁଖା କରା ଜିବା ତ ଗୁଟେ ଭୟାନକ ଦୁରୁସ ଦେଖବାର କେ ମିଲସି ।

ଇଂରାଜି ମାଧ୍ୟମ ର ଚଲନ ନୁ ଭାସା ମାନକର ଅପାରୁ ଗୁଟେ ପିଢି ଠିଆ ହଉଛେ । ଜିଏ କେନସି ଭାସା ଥି ସଖ୍ୟମ ନୁହେସେ । ମାତୃଭାସା ତ ଇ ପିଢି ଠିକ ସେ ସିଖି ନି ପାରବାର ଇଥିର ଲାଗି କାରଣ ଇତାକେ ଇଂରାଜି ମାଧ୍ୟମ ଥି ପଢା ଜଉଛେ । ଇ ପିଢି ର ଛୁଆ କେ ଇଂରାଜି ର ଠିକ ବିକାସ ଇଥିର ଲାଗି ନି ହେଇପାରବାର କାରଣ କେନସି ବି ଛୁଆ ଜିଏ ମୁଲୁ ନୁ ହିଁ ବିଦେସି ଭାସା ମାଧ୍ୟମ ନୁ ପଢସି ତାର ଭାସାଗତ ତାକତ ର ବିକାସ ହି ଠିକ ନି ହେଇପାରେ । ଏନ୍ତା ଥି ସେ କେନସି ଭାସା ବି ଠିକ ସେ ସିଖି ନି ପାରେ ।

ଇଂରାଜି ଆମର ବାଟେ ଆର ବିଦେସି ଭାସା ସିଖବାର ଥି ବଡା ଅଲଝନ ବନିଛେ । ଜେନଟାକି ଆଝିର ଦିନେ ବେପାର, ଆର୍ଥିକ, ସଂପର୍କ ଅର ଜାନକାରି ଲାଗି ନିହାତି ଜରୁରି । ଦୁନିଆଁ ନ ଇଂରାଜି କେ ଛାଡିକରି ଅଲଗା ଭାସା ସିଖବାର ଜେନ ତୁଫାନ ଉଠିଛେ ଆର ବିନ ଇଂରାଜି ଭାସା ଆର୍ଥିକ ହିସାବେ କେତନି ଜରୁରି ବନିଗଲେ ନ, ଇଟା ଆମର ଆଧୁନିକ ମାହରାଜା ଲୋକ ଦେଖି ନି ପାରନ କାରଣ ତାକର ଆଁକି ଇଂରାଜି ଭାସା ର ପଟି ବଂଧା ହେଇଛେ ଆର କାନେ ଇଂରାଜି ରୁଆ ଚୁଟା ହେଇଛେ । ଫଲ ହିସାବେ ଭାରତିୟ ସିଖ୍ୟା, ସାସନ, ଗ୍ୟାନ ବିଗ୍ୟାନ ଆର ସଂସ୍କୃତି ର ନକସାନ । କେନସି ଆସରିଜ ହେବାର କଥା ନେଇଁ ନ କି ଇ ସବୁ ଆଧାର ଉପରେ ଭାରତ ଦୁନିଆଁ ର ବହୁତ ପଛଡିଆ ଦେସେ ସାମିଲ ଅଛେ । ଭାରତର ଆର୍ଥିକ ସକ୍ତି ଆର ବିକାସ ର ଅନୁମାନ ତ ଦୁନିଆଁ ନ ଭାରତର ଭାଗ ର ସଂଖ୍ୟା ୁ ଫଟିକ ହେଇଜାଏସି । ଜେନଟା ୧୯୫୦ ନ ୧.୭୮ ସତକଡା ଥିଲା ଆର ଏଜ ୧.୫୦ ସତକଡା । ଇ ସତକଡା ହି ଇ କଥା ର ପ୍ରମାଣ ଏ ।

ସାଂସ୍କୃତିକ ବର୍ବାଦି କେ ତ କଥା ହି ନି କହୁନ । ଗୁଟେ ଏନ୍ତା ପିଢି ବନୁଛେ ଜିଏ ନା ନିଜାର ଭାସା , ନା ଇତିହାସ, ନା ସାହିତ୍ୟ, ନା ଧର୍ମ, ନା ଗ୍ୟାନ ବିଗ୍ୟାନ ଆର ନା ନିଜର ଲୋକ ସାଂଗେ କେନସି ଗୁହେର ସଂପର୍କ ବନେଇ ପାରବା । ଆର ନା ତ କଲାତ୍ମକ ସିରଜିନା ର କେନସି ଗହନ ଅନୁଭୁତି ସାଂଗେ ଅପନାପନ ବନେଇପାରବା । ଗୁରୁ ନାନକ ସେ ବେଲକେ ଫରାସି ଭାସା ର ଭିଡ ଭିତରେ ଫସଲା ଲୋକମାନକୁ ମ୍ଲେଛ ଭାସା ବାଲେ କହିଥିଲେ । ଇହାଦେ ଜେତେବେଲେ ଭାରତର ଉଁଚା ବର୍ଗ ବାବା ନାନକ କର ସଂଦେସ କେ ଏତେ ଗୁହେରୁ ତାପିଦେଲେ ଜେ ବିଚରା ଗାଂଧି ମାହାତ୍ମା ର କିଏ ସୁନବା । ସେ ତ ଖାଲି ଧୁତି ପିନ୍ଧସି । ଭାରତର ସଂସ୍କୃତି କେ ବାଏ ବାଏ କହିକରି, ଟାଏ ବାଏ ଲଗାତା ତ କଥା ଥିଲା ।

ଅନୁରୋଧ

ଇ ଆଲେଖ ବୈଗ୍ୟାନିକ ଭାସା ନିତି ଉପରେ ମୋର ତରଫ ନୁ ତିଆର କରା ଜଉଥିବା ବହି ର ଅଂସ ନୁ ନେଇକରି ବନା ହେଇଛେ । ବହି ଥି ଟିକେ ସମିଆଁ ଲାଗୁଥିଲା ହେଲେ ବିସୟ ଏତେ ଜରୁରି ହେଇଗଲା କି ମୁଇଁ ଭାବଲିଁ କି କିଛି ଭାଗ ଆନିକରି ଇ ଆଲେଖ ଜଲଦି ଭାରତିୟ ନାଗରିକ ମାନକର ସାମନେ ରଖବାର କଥା । ଇଥିର ଲାଗି ଇ ଆଲେଖ ହିନ୍ଦି ଥି ଲେଖା ହେଇଛେ । ଜହ ନୁ ଜହ ଭାରତିୟ ଇତାକେ ପଢି ପାରବେ ଆର ନିଜର ନିଜର ଭାସା ଥି ଅନୁବାଦ କରି ଇ କଥା ଜହ ନୁ ଜହ ଲୋକ ତକ ପହଁଚେଇ ପାରବେ । ସେଥିର ଲାଗି ସମକୁ ଅନୁରୋଧ କି ଇତାର ଭିନେ ଭାସା ଥି ଅନୁବାଦ କରୁନ ଆର ଜହ ନୁ ଜହ ଲୋକକେ ପଢଉନ ।

ଇ ଆଲେଖ ଥି ଗୁର୍ଦୁ ଗ୍ୟାାନି ମାନକର ଗୁର୍ଦୁ ଗବେସଣା ଉତରେଇଛେଁ । ସେ ସବୁ ଗ୍ୟାନି ମାନକୁ ହାର୍ଦିକ କୃତଗ୍ୟଁତା ଜନଉଛେଁ । ଇଟା ତାକର ମେହନତ ର ଲ ଆଏ କି ମାତୃଭାସା କେ ଏତେ ବଡ ବୈଚାରିକ ଆଧାର ମିଲିପାରୁଛେ ।

ସଂଦର୍ଭ
Ammon, Ulrich. 2009. Book Review. Medium of Instruction Policies.
Which Agenda? Whose Agenda? by J.W. Tollefson and A.B.M. Tsui (eds). Mahwah, NJ and London: Lawrence, Erlbaum, 2004.
Eckert, T. et al. 2006. Is English a ‘killer language’, The globalisation of a code. ethistling.
Benson, Carol. 2005. The Importance of Mother Tonguebased Schooling for Educational Quality, Commissioned study for EFA Global Monitoring Report. Centre for Research on Bilingualism. Stockholm University.
Graddol, David. 2000 (1997). The Future of English? A Guide to Forecasting the Popularity of the English Language in the 21st century. The Bitish Council.
Modiano, N. 1966. Reading Comprehension in the National Language: A Comparative Study of Bilingual and All Spanish Approaches to Reading Instruction in Selected Indian Schools in the Highlands of Chiapas Mexico. Ph.D. Dissertation, University of New York.
1973. Indian Education in the Chiapas Highlands. New York: Holt, Rinchart, and Winston.
Paulston, C.B. 1977. Research In Bilingual Education: Current Perspectives. Linguistics. pp. 87-151.
Rawat, P.S. 1985 (1995). Midline Medical Dictionary. New Delhi: B Jain Pvt. Publishers Ltd.
RICARDO MA. DURAN NOLASCO. 2009. 21 Reasons why Filipino children learn better while using their Mother Tongue: A PRIMER on Mother Tongue-based Multilingual Education (MLE) & Other Issues on Language and Learning in the Philippines. Guro Formation Forum, University of the Philippines.
Skutnabb-Kangas, T. 1975. Bilingualism, Semi-bilinguism, and Social Achievment. Paper Presented at the 4th Internaitonal Congress of Applied Linguistics. Stuttgart. and P. Toukomaa. 1976. Teaching Migrant Children’s Mother-Tongue and Learning the Language of the Host Country in the Context of the Socio-cultural Situation of the Migrant Family. Helsinki: The Finnish National Commission for UNESCO.
Spolsky, B. 1977. American Indian Bilingual Education. Linguistics 19:57-72.s
Tucker, G.R. 1977. Bilingual Education: Current Perspectives, Vol. 2.
Linguistics. Arlington, VA : Centre for Applied Linguistics. UNDP Report. 2004.
Unesco. 1953. The Use of Vernacular Languages in Education.
Monographs on Fundamental Education, No. 8. Paris. Unesco. 1968.
Unesco. 2008. The Improvement in the Quality of Mother Tongue – Based Literacy and Learning. Bankok: Unesco.

Previous ArticleNext Article