Art & Culture, Home

ଆପାତି

Spread the love

ମୁଇଁ ତ ତୁମର୍ ପାଦର ଧୁଇଲ ବି ହେଇ ଯାଇଥିତି

ଯଦି ତୁମେ ଆଉ ଥରେ  ଫିରି ଆସିଥିତ

ତୁମେ ଆଉ ଥରେ ଫିରି ଆସିଥିତ

ଦେଖିଥିତ,

ମୁଇଁ ତୁମର୍ ଅହଁକାର କେ ଆଏଜ

ମୋର ମନ ମହଲର  ଉପରେ ଉଡେଇଥିତି

ତୁମର୍ ଗୁରୁର୍ କେ ଗଙ୍ଗାର ପାଏନ ଭାବିଥିତି

ଜେନଥିର ଲାଗି ଆଏଜ ମୁଇଁ ବଦନାମ ହେଇଗଲି ।

 

କେତେ ଥର ଡାକଲି ଡହକ ବିକଳ ହେଇ

ଡାଲ ଲେଖେ ଜୀବନ ହଲୁଥିଲା ବେଳେ

ଜଚେଇ ହେଲି ଜୀବନକେ ପାଏନ ଛଡ଼େଇ କରି

ହେଲେ ଶସ୍ତା ଦରବ ଭାବି

ଖାଲି ଆଏଖ ବୁଲେଇ  ଦେଲ

ତୁମର୍ ହାତ ପୁରି ଥିଲା ବଲି ।

 

ଭୁକାଶୁସା ଜୀବନକେ ତଡ଼ପାଲି

ଖାଲି ତୁମର୍ ହାତୁ ନିର୍ମେଲ ପାଏନ ପାଏବାର ଆଶେ

ହେଲେ ପାଶେ ଥାଇକରି ବି

ପାଏନ ବୁନ୍ଦେ ଦେଇ ନାଇଁ ପାରଲ

ପଛ କରି ମୋର ପହେଚାନ ପାଶରି ଦେଲ ।

 

ଝୁର୍ମୁରାଲା ଗଛେ ପାଏନ ଦେଲେ ଜୀବନ ଜୀଇଁସି

ଫୁଲ ଫୁଟସି ଫଲ ଫଲସି

ସତ ତ ଇଟା ଆଏ-

ଯେ ଗଛକେ ଭଲ ପାଏସି ସେ ବୁଝସି

ଫଲ-ଫୁଲକେ ସେ କାଏଁଆଶ କରସି ?

 

ପହପହର ସପନ ସତ ହେସି

ଆଉ ସତ ହେସି, ଶୁଇ ନାଇଁ ଦେଲା  ସପନ ବି ।

ସପନ ତ ଡଙ୍ଗା ଗୁଟେ ଲେଖେ

ଅଡ଼ା ମାରଲେ ତ ଆଉ ମାରି ଜାନଲେ ତ ।

 

ତୁମର୍ ଆପାତି ଠାନ ଆଏଜ ବି ଅଛେ

ଆଉ ତୁମେ ରୁନ୍ଧଲା ବାଟ ବି

ସବୁ ରହେଲା ତୁମର୍ ଉପରେ

ଡେଗି ଆସି ପାରବ ତ?

 

nabinsahu24@gmail.com

Previous ArticleNext Article