Home

ଅସାଧାରଣ ପରିସ୍ଥିତି ଲାଗି ଅସାଧାରଣ ମନୋଭାବ ଦରକାର

Spread the love

ଗଲା ମାର୍ଚ ମାସୁ ଅଚାନକ ଦେସ ର ପରିସ୍ଥିତି ବଦଲି ଜେଇଛେ । ନା ବଡ ବଡ ରାଜନୈତିକ ସଭା, ନା ସୋଭାଜାତ୍ରା, ନା ଅନସନ, ଆନ୍ଦୋଲନ । ଧାର୍ମିକ ଅନୁସ୍ଠାନ ମାନକୁ ବି ତାଲା ମାରି ଦିଆହେଇଛେ । ଇସକୁଲ କଲେଜ ବି ବନ୍ଦ ଅଛେ ଜେନ୍ତା ଇ ସବୁ ର ହେତେ ଜହ ଦରକାର ନାଇଁ ନ । ଖାଲି ଡାକ୍ତର ଖାନା ଖୁଲା । ଗୁଟେ ବିଚିତ୍ର ପରିସ୍ଥିତି ବନିଛେ ଜେନଟା କି ସାସନ ଆର ସାଧାରଣ ଲୋକ ର ବୁଝବାର ବାହାରେ । ବଏଡ କି ମରଡି ଲାଗି ସରକାର ମାନେ ପହଦି ଗଲେ ନ ପରିସ୍ଥିତି କେ ସମଲାଭାର ଲାଗି ହେଲେ ଇଟା ଏନ୍ତା ଗୁଟେ ବେମାର ଜାହାର ଲାଗି କିହେ ଆଘୋନୁ ତିଆର ନିଥେଇ । ସରକାର ମାନେ ତିଆର ହଉନ ହଉନ ଇଆଡେ ବେମାର ମାଡି ଆଉଛେ ।

ଗୁଟେ ଅଜନା ଡର ଭିତରେ ସାସନ କଲ କାମ କଲା ବେଲେ ଭୁଲ ବି କରୁଛନ । କିଛି ଲୋକ ଘରକେ ଫିରବାର ଲାଗି ରେଜିସ୍ଟର କରିଛନ ତ କିଛି ଲୋକ ନି କରି । ରେଜିସ୍ଟର କଲା ଲୋକମାନକୁ ରାଏଜ ବାହାରୁ ତାକର ଘର କେ ଫିରେଇ ଆନବାର ଚେସ୍ଟା ହୁଏ ତ ସରକାର ଠିକ ସେ ନିପଟେଇ ଥେଇ ପାରନ ହେଲେ ଜେନ ମାନେ ରେଜିସ୍ଟର ନି କରି ଆର ସହ ସହ କିଲୋମିଟର ବାହାର ରାଏଜୁ ଚାଲତେଲ ତାକର ଘର ମାନକୁ ଫିରୁଛନ ତାକର ଲାଗି ବି ବିଚାର କରା ଜାଇପାରିଥିତା । ସରକାର କେ ଭାବବାର ଥିଲା ଜେ ଇ ଦେସେ ସବୁ ଲୋକ ଏତେ ସରକାରି କାଗଜି କାମ କି ଇନ୍ଟରନେଟ ର ବେଭାର ନି କରନ । ତାର ବାହାରେ କିଏ କେନ ପରିସଥିତି ରେ ଥିବା । ଜେନମାନେ ରେଜିସ୍ଟର ନି କରି ଆର ଚାଲତେଲ ତାକର ଘରମୁହାଁ ହେଇଛନ ସେମାନକୁ ବାଟେ ବି ଭିନେ ଭିନେ ଜାଗା ନୁ ଅଟକେଇକରି ତାକର ଘର ତକ ପହଁଚା ଜେଇପାରିଥିତା । ସରକାର ଠାନେ କମସେ କମ ଏତକି ତ ଡାଟା ଥିବା ଜେ କେନ ରାଏଜୁ କେନ ରାଏଜ ମାନକେ ଲୋକ କାମ କରିଜାଇଛନ । ଆର ସେମାନେ ଫିରଲେ କେନ ବାଟୁ ଫିରବେ । ଏତକି ତ ସାଧାରଣ ଗ୍ୟାନ ସରକାର ର ଥିବାର କଥା ।

ଗଲା ମାର୍ଚ ମାସୁ ଘରୁ ବାହାର କେ କାମ କରିଜାଇଥିବା ଲୋକ ମାନକର ଗୁଲଗୁଲା ଅବସ୍ଥା ର ଭିଡିଓ ମାନେ ଆମେ ଦେଖି ଆସୁଛୁଁ । ହେଲେ କାଏଲ ୨ ଟା ଭିଡିଓ ଇନ୍ଟରନେଟ ରେ ସମକେ ତଗଲେଇ ଦେଇଛେ, ମତେ ବି । ଏକ, ପୁନ୍ୟପ୍ରସୁନ ବାଜପେଇଂକର ଫେସବୁକ ପେଜ ରେ ପୋସ୍ଟ ହେଇଥିବା ଗୁଟେ ଭିଡିଓ;

'आत्मनिर्भर भारत' 20 लाख करोड़ के पैकेज से खरीदी हुई बुलेट ट्रेन से जाते हुए, जो अपने ही देश में प्रवासी घोषित हो चुके हैं.

Posted by Journalist Punya Prasun Bajpai on Thursday, May 14, 2020

ଗୁଟେ ସୁଟକେସ ଉପରେ ୨-୩ ବରସିଆ ଛୁଆଟେ ଉବୁଡ ହେଇକରି ସୁଇଛେ ଆର ତାର ମାଁ ତାକେ ସେ ଚକା ଲଗା ସୁଟକେସ ସାଂଗେ ଘିଚତେଲ ନଉଛେ । ଦୁଇ, ବିବିସି ହିନ୍ଦି ର ଖବର ।

लॉकडाउन से बेहाल मजदूर भूखे-प्यासे बच्चों के साथ नंगे पांव कर रहे पलायन

लॉकडाउन से बेहाल मजदूर भूखे-प्यासे बच्चों के साथ नंगे पांव कर रहे पलायनवीडियोः सलमान रावी और पीयूष नागपाल#CoronaVirus #Lockdown4 #India

Posted by BBC News हिन्दी on Wednesday, May 13, 2020

ହରିୟାନା ନୁ ମଧ୍ୟପ୍ରଦେସ ର ଛତରପୁର କେ ଜାଉଥିବା ଗୁଟେ କୁଟୁମ, ସାଏକଲ ଥି ୨ଟା କଁଲ ଛୁଆ ଭୋକ କେ ମାରିକରି ଉଲମି ପଡିଛନ ଆର ପୁଲିସ ର ଲାଠିଖାଇକରି ତାର ବା ସେମାନକୁ ଘରକେ ଫିରୁଥିବାର ର ଭିଡିଓ । ଜେନ ନ କି ସେସକେ ବିବିସି ର ରିପୋଟର ନିଜର ଚପଲ ସେମାନକୁ ଦେଇଦେଇଛେ ଆର ସହେ କିଲୋମିଟର ଖାଲି ପାଦେ କେନ୍ତା ଜିବ ବଲି ଭାବୁକ ହେଇଜେଇଛେ । ଆର କେତେ ଜେ ଏନ୍ତା ଗୁଲଗୁଲା ଦୁରୁସ ରିପୋଟର ମାନକର କେମେରା ର ଉଢାରେ ଏନ୍ତା ଘଟିଜେଇଛେ କିଏ ଦେଖିଛେ । ସେ ଜେନ ମାନେ ପାଦେ ଚାଲତେଲ ଘର ମାନକୁ ଫିରୁଛନ ସେମାନକର ସହଜୋଗ ରେ ବଲି ତ ଏଜ ଦେସର ଅର୍ଥନିତି ର ଠିଆ ହେଇଛେ । ସରକାର କିଛି ବି ଜଦି ନି କରି ପାରୁଛେ କମସେ କମ ଲାଠି ନି ଚଲଉନ । ସେ ନିରିହ ଲୋକ ମାନକର ନିସାସ ନି ପଡୁ ଆପଣକର ଉପରେ, ଆପଣକର ତକ୍ତା ଉପରେ ।

ଇ ସମିଆଁ ରେ କିଛି ବାବୁ ମାନକର ମିଜାଜ ବି ବିଗଡିଛେ ଟେନସନ ସଂଭଲେଇ ନି ପାରିକରି । ବାବୁ ମାନକୁ, ଅଫିସର ମାନକୁ ଆର ଜତନ ନେବାର କେ ହେବା । ଆପଣମାନେ ଜେନ ଦରମା ପାଉଛନ ତାର ଅସଲ ମାଲିକ ସେହି ମାନେ ହିଁ ତ ଆନ । ମୁଖ୍ୟମଂତ୍ରି ସରକାରି ଅଫିସ ମାନକୁ ଫଲକ ଝୁଲେେଇ କରି ଲେଖିଦେଲେ ସ୍ୱିକାର କରିଛନ ପରେ ଆମେ ଆପଣକର ନୌକର ଆଉଁ ବଲି ।

ଏଜକା ସମିଆଁ ଆର ପରିସ୍ଥିତି ସାଧାରଣ ନୁହେସେ । ଆପଣ ମାନକୁ ବି ସାଧାରଣ ନୁ ଅସାଧାରଣ ବନବାର କେ ପଡବା । 

ସାକେତ ସାହୁ ରାଜନିତି ଆର ସଂସ୍କୃତି ଉପରେ ମତ ଦେସନ

Previous ArticleNext Article

Leave a Reply