Thursday, November 7, 2024
HomeHomeମାତୃଭାସା ଥି ସିଖ୍ୟା ଦିଆ ନି ଜିବାର ବେଲେ ସିଖ୍ୟା ହିଁ ଦିଆ ନି ଜିବାର:...

ମାତୃଭାସା ଥି ସିଖ୍ୟା ଦିଆ ନି ଜିବାର ବେଲେ ସିଖ୍ୟା ହିଁ ଦିଆ ନି ଜିବାର: ସାକେତ

ସିଖ୍ୟାଦାନ ର ମାଧ୍ୟମ ବଏଲେ ଜେନ ଭାସା ଥି ସ୍ରେଣି ବଖରା ଭିତରେ ଛୁଆ ମାନକୁ କେନସି ବିସେ ଥି ସୁଚନା ଦିଆହେସି । ଜଦି ଛୁଆ ସ୍ରେଣି ବଖରା ଭିତରକେ ପସବାର ଆଘୋନୁ ସେ ମାଧ୍ୟମ ବା ସିଖ୍ୟାଦାନ ର ଭାସା ସାଂଗେ ଚିହ୍ନାର ନେଇଁସେ ବଏଲେ ତାର ଲାଗି ସେ ମାଧ୍ୟମ ବା ଭାସା ଗୁଟେ ବିଦେସି ଭାସା । ଇତାର ଦ୍ୱାରା ଛୁଆ କେ ସ୍ରେଣି ବଖରା ଭିତରେ ଜାହା ସୁଚନା ବା ପାଠ ପଢାହେସି ସେଟାକେ ବୁଝବାର କେ କାଏଡ ହେସି, ବୁଝି ନି ପାରେ । ଗୁଟେ ଛୁଆ କେ ଗୁଟେ ବିଦେସି ଭାସା ମାଧ୍ୟମ ରେ ପଢାବାର ଟା ଛୁଆ କେ ପହଁରା ନି ସିଖେଇ କରି ମଝା ପାନି ଛାଡିଦେବାର ସାଂଗେ ସମାନ । ସେଥିର ଲାଗି ଛୁଆ କେ ତାର ମାତୃଭାସା ରେ ପଢାବାର ନିହାତି ଜରୁରି । ମାତୃଭାସା ବଏଲେ ଜେନ ଭାସା ଛୁଆ, ଘରେ ନିଜର ମାଁ-ବାପ, କୁଟୁମ କି ଆଖର ପାଖର ପରିବେସ ନୁ ସିଖିଥିସି । ମାତୃଭାସା ସାଂଗେ ଛୁଆ ଜନମୁ ଚିହ୍ନାର ହେଇଥିସି ବଏଲେ ସେ ଭାସା ର ସବଦ ବୁଝବାର କେ କଡା ନି ହୁଏ । ୟୁନେସ୍କୋ (UNESCO 2008a) ର ଗବେସଣା ଅନୁସାରେ ଛୁଆ ର ପହେଲା ଭାସା ବା ମାତୃଭାସା ହିଁ ପ୍ରାଥମିକ ସ୍ଥରରେ ସିଖ୍ୟାଦାନ ଲାଗି ସବୁ ନୁ ଭଲ । ଦୁନିଆଁ ର ସବୁ ବିକସିତ ଦେସ ବି ପ୍ରାଥମିକ ସ୍ଥର ରେ ମାତୃଭାସା କେ  ସିଖ୍ୟା ର ମାଧ୍ୟମ କରିଛନ । ସିଖ୍ୟା ବିକାସ ର ଚାବିଖାଡି । ସେଥିର ଲାଗି ଭାରତ ସରକାର ରାଇଟ ଟୁ ଏଜୁକେସନ ଏକ୍ଟ (Right to Education Act (RTE)) କେ ୪ ଅଗସ୍ଟ ୨୦୦୯ ରେ ଅନୁମୋଦନ କରି ଦୁନିଆଁ ର ୧୩୫ତମ ଦେସ ବନଲା । ତାର ଧାରା ୨୧ ଅନୁସାରେ ୬ ନୁ ୧୪ ବର୍ସର ଛୁଆକର ଲାଗି ସିଖ୍ୟା ହେଲା ଗୁଟେ ମୌଳିକ ଅଧିକାର ।

ନିଜର ମାତୃଭାସା ମାଧ୍ୟମରେ ପାଠ ପଢବାର ଅଧିକାର କେ କେତନି ଆର୍ନ୍ତଜାତୀୟ ସଂସ୍ଥା ମାନ୍ୟତା ଦେଇଛନ । ଲୋକ ର ଅଧିକାର ଜାତିୟ ବା ଜାତିଗତ, ଧାର୍ମିକ ବା ଭାସାଗତ ଅଲ୍ପସଂଖ୍ୟକ (୧୯୯୨) ଘୋସଣା ଆଇନ ଅନସାରେ ରାଜ୍ୟମାନକୁ ସଠିକ ବ୍ୟବସ୍ଥା କରବାର କେ ପଡବା ଜାର ଦ୍ୱାରା କି, ଜେତେବେଲେ ହେବା, ଅଲ୍ପସଂଖ୍ୟକ ଭିଲି ର ଲୋକ ଭରପୁର ସୁଜୋଗ ପାଏବେ ନିଜର ମାତୃଭାସା ପଢବାର ଲାଗି ବା ନିଜର ମାତୃଭାସା ମାଧ୍ୟମ ରେ ପଢବାର ଲାଗି । 

ହେଲେ “ରାଇଟ୍ ଟୁ ଏଜୁକେସନ୍ ଫର୍ ଅଲ୍‌” ଆଇନ ଜଘନ୍ୟ ହିସାବେ ଓଡିସାରେ ଉଲଂଘନ କରାହଉଛେ । ଇହାଦେ ର ପସଚିିମ ଓଡିସା ର ବିଦ୍ୟାଲୟ ମାନକୁ ଓଡିଆ ମାଧ୍ୟମ ରେ ସିଖ୍ୟା ଦିଆ ହେସି ହେଲେ ପସଚିିମ ଓଡିସାର ଛୁଆମାନକର ମାତୃଭାସା ଓଡିଆ ନୁହେଁ । ପଶ୍ଚିମ ଓଡିସାର ମାତୃଭାସା କୋସଲି । କୋସଲି ମାଧ୍ୟମରେ ସିଖ୍ୟା ଦିଆ ନି ହେବାର, ବଏଲେ ସିଖ୍ୟା ହିଁ ଦିଆ ନି ହେବାର । ପସଚିିମ ଓଡିସା ର ଛୁଆ କୁ ତାକର ମୌଲିକ ଅଧିକାର ନୁ ବଂଚିତ କରା ହେଇଛେ । ଆର ଇ ଅଂଚଲ ର ବିକାସ କେ ଅପହରଣ କରିନେଇଛନ ରାଜ୍ୟ ସରକାର ।

ଗୁଟେ ଅଂଚଲ ର ଶଖ୍ୟାହାର ଗୁଟେ ସମାଜ ବା ଅଂଚଲ ର ବିକାସ ର ନାପଖାଡି ।  ୨୦୧୧ ଜନଗଣନା ହିସାବେ ଭାରତ ର ସିଖ୍ୟାହାର ୭୪.୦୪% ଆର ଓଡିସା ର ସିଖ୍ୟାହାର ୭୩.୫% । ଜାତିୟ ସିଖ୍ୟାହାର ଠାନୁ ଟିକେ କମ । ହେଲେ ପୁରୁବ ଉଡିସା ଆର ପସଚିମ ଉଡିସା ଭିତରେ ଗୁଟେ ବଢେ ତଫାତ ଅଛେ । ପୁରୁବ ଉଡିସା ର ଜିଲ୍ଲା ମାନକର ସିଖ୍ୟା ହାର ଉଡିସା ର ହାରାହାରି ସିଖ୍ୟା ହାର ନୁ ଅଏଦକା ହେଲେ ପସଚିମ ଉଡିସା ର  ସିଖ୍ୟା ହାର ତୁଲନା କଲେ କେତନି କମ । ପସଚିମ ଉଡିସା ର ସିଖ୍ୟା ହାର ୪୨% ରୁ ୭୦.୬୫% ଭିତରେ ରହେଲା ବେଲକେ ପୁରୁବ ଉଡିସା ର ସିଖ୍ୟାହାର ୭୦.୫୬% ରୁ ୭୯.୫୯% । ଇ ତଫାତ ର କେତନି କରନ ଥିଲେ ବି ମୁଖିଆ କାରନ ହଉଛେ ପୁର୍ବ ଉଡିସା ର ଛୁଆମାନେ ତାକର ମାତୃଭାସା ଉଡିଆ ଥି ସିଖ୍ୟା ପାଉଛନ ହେଲେ ପସଚିମ ଉଡିସା ର ଛୁଆମାନେ ତାକର ମାତୃଭାସା କୋସଲି ଥି ସିଖ୍ୟା ନି ପାଏବାର ।

ଉଡିସା ର ୪.୨ କୋଟି (୨୦୧୧ ଜନଗଣନା ଅନସାରେ) ଭିତରୁ ପସଚିମ ଉଡିସା ର ପ୍ରାୟ ୨କୋଟି ଲୋକ ଫି ଦିନ କୋସଲି ବେଭାର କରସନ । ପସଚିମ ଉଡିସା ର ସାଧାରଣ ଲୋକ ଉଡିଆ ବେଭାର ନି କରନ । ହେଲେ ପ୍ରାଥମିକ ବିଦ୍ୟାଲୟ ରେ ପାଠ ଓଡିଆ ରେ ପଢାହଉଥିବାର ଲାଗି ଇ ଅଂଚଲ ରେ ନାନା ସମସ୍ୟା ଦେଖାଦେସି । ଛୁଆମାନେ ଅଧା ନୁ ପାଠ ଛାଡି ପଲେଇଜାଏସନ ସେଥିର ଲାଗି ଇ ଅଂଚଲ ର ଡ୍ରପ-ଆଉଟ ରେଟ ଜହ । ଓଡିଆ ମାଧ୍ୟମ ବୁଝିନାଇଁହୁଏ ବଲି ସଖ୍ୟାହାର କେତନି କମ ଆର ମେଟ୍ରିକ ଆର +୨ର ଫଳାଫଲ ବି ଇ ଅଂଚଲ ର ଛାତ୍ରଛାତ୍ରୀକର ଭଲ ନି ରହେ । ଉଦାହରଣ ହିସାବେ ଗଲା ୨୦୧୪-୧୫ବର୍ସ ର ବରଗଡ ଜିଲ୍ଲାର ମେଟ୍ରିକ ଫଲାଫଲ କେ ନିଆଜେଇପାରେ ।

୩୦/୭/୨୦୧୨ରେ ସେ ସମିଆଁର ମୁଖିଆ ସାସନ ସଚିବ ଓଡିସା ପ୍ରାଥମିକ ସିଖ୍ୟା ଅଧିକାରି (OPEPA)କେ ନିର୍ଦ୍ଦେସ ଦେଲେ ମାତୃଭାସା କେ ଆଧାରକରି ରାଜ୍ୟ ର ଦସଟା ଭାସା; ମୁଣ୍ଡା, ସାନ୍ଥାଲି, କିସାନ, ଓରାନ, କୁଇ, କୋୟା, ବୋଣ୍ଡା, ଜୁଆଂଗ, ସଉରା; ରେ ପ୍ରାଥମିକ ଶିଖ୍ୟା ମୁଲ କରବାର କେ ହେଲେ ସେ ତାଲିକା ରେ କୋସଲି ନି ଥେଇ ।

ଫେର ଓପେପା ୨୫/୫/୨୦୧୪ରେ ସମ୍ବାଦ ଖବରକାଗଜରେ ରାଏଜ ର ଭିନେ ଭିନେ  ଜିଲ୍ଲା ର ଭିନେ ଭିନେ ଭାସା (ବିଂଝାଲ –ବରଗଡ), (ସାନ୍ଥାଲି, ହୋ– ବାଲେଶ୍ୱର), (କୁଇ–ଗଜପତି), (ଦିବାଇ–ମାଲକାନଗିରି), (ଭୁଂଜିଆ-ନୁଆପଡା), (ପାହାଡି ଭୁଂଜିଆ, ଖଡିଆ– ସୁନ୍ଦରଗଡ)ମାନକର ଲାଗି ମୋଟ ୨୯୫ ଝନ ସିଖ୍ୟା ସହାୟକ/ସହାୟିକା ପଦ ଲାଗି ଆବେଦନ କରବାର କେ ଗୁଟେ ବିଗ୍ୟଁପ୍ତି ପ୍ରକାସ କଲା ହେଲେ ସେ ତାଲିକା ରେ ବି କୋସଲି ନି ଥେଇ । 

ପସଚିମ ଓଡିସା ର ଛୁଆମାନକର ଠାନୁ ତାକର ମୌଲିକ ଅଧିକାର ଲୁଟି ନେଇ ତାହାକୁ ସବୁଦିନ ର ଲାଗି ଅସିଖିତ ରଖି ସୋସଣ କରବାର ଚକ୍ରାନ୍ତ ରାଜ୍ୟ ସରକାର ନି କରବାର ତ ? ମନ ଭିତରେ ସନ୍ଦେହ ହେସି ପସଚିମ ଓଡିସା କେ ପିଢି ଦରପିଢି ଅସିଖିତ ରଖି ଇ ଅଂଚଲ କେ  ସବୁ ଦିନର ଲାଗି ଅବହେଲିତ ଆର ଅଂଚଲ ନୁ ବିକାସକେ ଦୁରିଆ ରଖବାର ସଡଜଂତ୍ର ଭୁବନେସର ନାଇଁ କରବାର ତ ? ରାଜ୍ୟ ସରକାରକର ଇ ମନୋଭାବ ବେଦ ପଢୁଥିବା ବେଲେ ସୁଦ୍ରମୁନି ସଂଭୁ କେ ରାମଚନ୍ଦ୍ର ମାରିଦେବାର ଆର ଭାଏଲ ଏକଲବ୍ୟ ରାଜକୁମାର ମାନକୁ ଚୁନୌତି ଦେବା ଭାବି ଗୁରୁ ଦ୍ରୋଣ ମୁଲା ଆଂଗୁଟ ମାଗିନେବାର ବାଗି ଲାଗସି ।  

                                                                         saket.sahu@gmail.com

RELATED ARTICLES

Most Popular

Recent Comments