ଦିନେ, ଗୁଟେ ବାବା ଜଂଗଲ ବାଟୁ ଜଉଥିଲା ବେଲକେ ଦୁଇଟା ଗର୍ରା ମାଡ ଲାଗୁଥିବାର ଦେଖଲା ।
ଯଦି ବି ଦୁହେଁ ଜଖମ ହେଇଯେଇଥିଲେ, ଆର ଦିହୁଁ, ଆର ମୁଡୁ ରକତ ଝରି ଯଉଥିଲା, ତଥାପି ସେମାନେ ଲଢବାର ବନ୍ଦ ନି କଲେ ।
ସେ ସମିଆଁକେ ଗୁଟେ ଭୁଖା କୁଲିହା ସେ ବାଟୁ ଯଉଥିଲା । ସେ ଯେତେବେଲେ ରକତ ଦେଖଲା, ଗର୍ରା ମାନକର ମାଡକେ ଅନଦେଖା କରିକରି ବୁହିଯଉଥିବା ରକତକେ ସେ ଚାଟି ବସଲା ।
ଇ ସବୁ ଦେଖିକରି ବାବା ଭାବଲା, କୁଲିହା ଗୁଟେ ବୁଡବକ ଏ, ରକତର ବାସନା ପାଇକରି ଲାଲଚି ହେଇଯେଇଛେ । ଯଦି ମାଡଲାଗିଥିବାର ଦୁହି ଗର୍ରାର ମଝି କେ ପଲେଇଆସଲା ବଏଲେ ଢୁସି ହେବା ଆର ନିଜକେ ଜଖମ କରିହେବା ।
ବାବା ଭାବବାର ବେଲ ଆର ସତକେ ସତ କୁଲିହା ଜହ ରକତ ପିବାର ଲାଗି ଗର୍ରା ମାନକାର ପାଖକେ ପଲେଇଆସଲା ଆର ଦୁହିକର ମଝାଥି ପଡିଗଲା ।
ଦୁହି ଗର୍ରର୍ା ଦୁହି ଆଡୁ ତାଲିମାଏଲା ବେଲକେ ମଝା ନ ଢୁସି ହେଲା ଆର ତାର ମୁଡେ ଠେସା ପାଏଲା ଆର ଗୁହେରୁ ଜଖମ ହେଇଗଲା ।
ଲାଲଚ ଲାଗି ବିପଦ କେ ଅନଦେଖା ନି କରୁନ
ଅନୁସୃଜନ – ସାକେତ ଶ୍ରୀଭୂଷଣ