ପାହାଡେ ଦଲେ ମାକଡ ରହୁଥିଲେ । ଶୀତ ମାସେ ଜୋରରେ ବର୍ଷା ହେଲା । ବର୍ଷା ଥି ଭିଜିକରି ସେମାନେ ଥରୁଥିଲେ ।
ଇ ଭିତରେ ମାକଡମାନେ ଦିରା ଗୁଂଜ ଫଲ ପାଏଲେ ଯେନଟାକି ସେମାନକୁ ଅଂଗରା ବାଗିର ଦିଶୁଥିଲା । ତାକର ଲାଗି ଟିକେ ଜୁଏ ଜାଲାବାର ଲାଗି ଗୁଂଜକେ ଫୁକି ବସଲେ ।
ପାଖର ଗଛେ ଚେରେ ଗୁଟେବସିକରି ସବୁ ଦେଖୁଥେ । ମାକଡମାନକର କବାର ଦେଖିକରି ତାହାକୁ ବୁଧି ଟିକେ ବତାସି ବଲି ଭାବଲା, କେନ୍ତା ବୁଡବକ ଅ ତମେ । ତମେ ଗୁଂଜ ଫଲକେ ଅଂଗରା ଭାବିକରି ଫୁକୁଛ । ହେନୁ କେଭେ ଜୁଏ ନି ବାହାରେ । ତମେ ଯେନଟା କରୁଛ ସେଟା ସମିଆଁ ନକସାନ ଏ । ହେ ଫଲ ତମକୁ ଥଣ୍ଡା ନୁ ବଁଚେଇ ନି ପାରେ । ଯାଇକରି କେନ ଗୁଁଫା ଦେଖ ଆର ବର୍ଷା ଆର ଥଣ୍ଡା ନୁ ବଁଚି ପାରବ ।
ମାକଡମାନକୁ କଥାଟା ପସନ କେ ନି ଆସଲା । ଗୁଟେ ବୁଢା ମାକଡ ବଏଲା, ତୁଇ ବୁଡବକ ଆଉ । ତୁଇ ଆମର କାମେ ଦଖଲ ଦଉଛୁ ।
ହେଲେ ଚେରେ ନି ମାନଲା । ବୁଢା ମାକଡର କଥାକେ ଅନଦେଖା କରିକି ତଲକେ ଉତରି ଆସିକରି ମାକଡମାନକୁ ଅଟକାବାର କେ ଚାହେଁଲା । ହେଲେ ମାକଡ ମାନେ ନି ଶୁନଲେ ।
ଚେରେ ମାକଡ ମାନକର ଆର ପାଖକେ ଆସିକରି ବୁଝାବାରକେ ଚେଷ୍ଟାକଲା ଯେ ସେମାନେ ଯାହା କରୁଛନ ସେଟା ବେକାର ଏ ।
ତାକର କବାର ନୁ ବିରକ୍ତ ହେଇକରି ମାକଡମାନେ ଜଜରମାନ ହେଇଯଉଥିଲେ । ଗୁଟେ ମାକଡ ଚେରେକେ ଧରିକରି ତଲେ କେଚରେଇ ଦେଲା । ଚେରେ ଗୁହେରୁ ଜଖମ ହେଇଗଲା ।
ନି ମାଗବାର ତକ ଉପଦେଶ ନି ଦେବ
ସାକେତ ଶ୍ରୀଭୂଷଣ