Thursday, December 19, 2024
HomeArt & Cultureପଦମ କହଁଡ଼ୋର ସପନ : ଶାଶ୍ୱତ ସାହୁ

ପଦମ କହଁଡ଼ୋର ସପନ : ଶାଶ୍ୱତ ସାହୁ

ଶାଶ୍ୱତ ସାହୁ ଲେଖସନ:
ପଦମ କହଁଡ଼ୋର ସପନ କେ ପହେଲା ବିନା କିଛି ତତ୍ୱ (Theory), ଆଶା, ଆଶଂକା ନେଇ ପଢ଼ବାର ଆରଂଭ୍ କଲିଁ । ଗୁଟେ ନିଶ୍ୱାସରେ ସାରଲିଁ । ତାର ଉହୁଲାନ୍ ଟା ମତେ ବି ସାଂଗେ ଉହୁଲେଇ ନେଲା । ତାର ଗତି ପାହାଡ଼ି ଝରନା ବାଗିର । ପାହାଡ଼ ମୁଡ଼ ନୁ ,ଜଟ ନୁ ପାହାଡ଼ ପାଦ ତଲ ତକ । ଫେର୍, ଜେନ ଉଁଚା ଜାଗା ନୁ ଝରନା ଟା ଆସିଛେ ସେ ଜାଗା କେ ଘାଏ ଦେଖବାର କେ ମନ ଉଟୁସ୍ ପୁଟୁସ୍ ହେଲା । ଚଢ଼ବାର ସୁରୁ କଲିଁ । ସେନ ଟିକେ କାଏଡ଼ ହେଲା । ସେ ଉଁଚା ଦେଶ କେ ତ ନାଇଁ ଅମରି ପାରଲିଁ, ବନେ ଉଁଚା ନୁ ଧାର୍ଟା ଆସିଥିବାର୍ ଅନୁମାନ ଟେ କରି ପାରଲିଁ ଖାଲି! ଦୁସରା ଥର ଆଉ ଟିକେ ବେଉଁତ୍ କରି ପଢ଼ବାର୍ ଚେଷ୍ଟା କଲିଁ । ମାନେ (meaning), ଶୈଲୀ (style), କାରୁକାର୍ଯ୍ୟ (Devices and Techniques), ର କଥା ମନ କେ ଆପେ ଆସଲା । ସାହିତ୍ୟ ପାଠ ର ସାହାରା ନେବାରକେ ପଡ଼ଲା, ପାଠକ ଲାଗି ସେ ସାହାରା ଟା ଅବେଶ ଜରୁରି ନୁହେ ।
ସଖାଲୁଁ ଝୁମରା ଭାଂଗଲା ଉତାରୁଁ ସଜନି ର ମନର୍ ଭାବନା । ଝୁମୁରା ନାଇଁ ଭାଂଗି ଥିତା କାଏଁ! ମନର ମୁନୁସ୍ ସାଂଗେ ଆର ଘଡ଼େ ସପନ ଦେଶେଁ ଏକାକାର ହେଇ ଥିତିଁ ଭାଏଲ୍!
ସପନ କଥା ନୁ ସରିଆଲିଜମ୍ (Surrealism) କଥାଟା ସେ ସେ ଥିଁ ମନକେ ଆସଲା । ସରିଆଲିସ୍ଟ କବିତା ରେ ସୃଜନି ର ଉହୁଲାନ୍ ରେ କିଛି ଛେଁକାନ୍ କି ଘୁରେନ୍ ନାଇଁ ରଖା ହୁଏ । ସେଥିଁ ନା ରହେସି ଭାବନା, ବିଚାର ଶକ୍ତି ର ଛେଁକାନ୍, ନା ଥିସି ସାମାଜିକ ରିତି ନିତି ର ବତା ବନ୍ଧା ଘୁରେନ୍ । ମନର୍ ଗହିରିଆ ପ୍ରଦେଶ ନୁ ଭାବ ର ଧାର ଟେ ପଝରି ଆଏସି । ଜେନ୍ ଗହିରିଆ ପ୍ରଦେଶ କେ unconscious mind ବି କହି ପାରମା । ସରିଆଲିସ୍ଟ କବିତାରେ ସପନ ର ଉପାଦାନ ମାନ ବି ପାଏମା, ସପନ ଆର୍ ଚେତି ଥିବାର୍ ମଝଘତିଆ ଅବସ୍ଥାର ଉପାଦାନ ବି ।

ପଦମ କହଁଡ଼ୋର ସପନ ରେ ସରିଆଲିଜମ୍ ର ପ୍ରୟୋଗ ଜାନି ସୁନି କରି କରା ହେଇଛେ କି ବିନ୍-ଜାନ୍ତକେଁ, ହେଟା ବି ନିଘା କରବାର ଆଏ । ବାକି ଜାହା ହଉ କୋସଲି କବିତା ରେ ଇଟା ନୁଆଁ ପ୍ରୟୋଗ ନିଶ୍ଚେ! ପଦମ ରେ, ଠାନ୍ ଠାନ୍, ଖଁଡ଼ିଆ ଡଁଡ଼ିଆ ବାକ୍ୟ ସବୁ ଛିଛି ବିଛି ହେଇଛନ୍ –
୧) “ଦିହଁ ଆର ମନ…
ଆଲଟି-ମୁର୍କୁଟି,
ଉଟୁସ-ପୁଟୁସ
ହେଲୁଟି-ବେଲୁଟି
ଉକିଆ ସାଲାଇନ ନଉଥିଲା ।”

୨)“ଗଲା ଗଲା ବାଟ ଉଦା
ପ୍ରସ୍ନେ ବଏଡ \ଆଁଖଲେ ଆଁଖଲେ ।”

ଭାବ କି ଭାବନା ଉତାର୍ କେ ଉତାର୍ ଜେନ୍ ଆଉଛେ ସେଥିଁ ତାର୍କିକ କ୍ରମ (Logical order) ଅଛେ କି ନାଇଁ ? ପାଠକ କେ ସବୁ ଠାନ୍ ତାର୍କିକ ନାଇଁ ଲାଗିପାରେ । କିନ୍ତୁ ତାର୍ ଗୁଟେ ସ୍ୱଭାବିକ, ସରିଆଲିସ୍ଟିକ୍ କ୍ରମ ଥାଇପାରେ, ଜେନ୍ତା –

୧)“ଆର ପଦମ କଢି ଉଭରି ଉଭରି ଆଏଲା
ମସଜିଦ ର ସିକଲା
ଝନ-ଝାନ ଢିଲିହେଲା”

୨) “ଭାଁର ଭାଁର ଟିହା ଆର କୁଆ
ଅଲସ ଦିହଁ ନିସଦ ନିସଦ ପାହା”

୩) “ଦର୍ପନେ ସିଁତା କେ ଦେଖୁଛେଁ… ଥାକ ଥାକ ସୁରତା ।”
ଇ ପଦ ରେ ଟାକବାର ଟା କେ କବି ଆହୁରି ଗହିର୍ କେ ନେଇଛନ୍, କିନ୍ତୁ ପରର୍ ପଦ “ବୁଢା ବୁଢା ପାଟପନିଆଁ… ‘ପାସ କି ଫେଲ’ ବଲି ।” ରେ ଛୁଆ ବେଲ ର ନିରୀହତା, ଛୁଆବେଲ ର ସୁରତା କେ ଥୁଇଛନ । ସରିଆଲିସ୍ଟ କବିତା ର ଆଉ ଗୁଟେ ଗୁନ ହେଲା ଦୁଇଟା ଅସଂପର୍କିତ ଚିତ୍ର କେ ଏକଠନିଆଁ ରଖବାରଟା (Juxtaposition of unrelated images)। ଉପର କେ ସେଟା ଅସଂପର୍କିତ ଲାଗିପାରେ, ଭିତର କେ ଡୁଂଗଲେଁ ଜନା ପଡ଼ବା ସପନ ଜୁଡ଼ି ଧରିଛେ । ଜେନ୍ତା ଆମେ ଦେଖମା –
“ଧସକେ ନି ଧସକେ ତମର କିଲା
ସେମପେନ ବୁତଲ ର ଠିପି ଖୁଲଲା
ଗୁଟେ ଗିଧା ଝାଁପି ନେଲା ଧାଂଗରି ଦ୍ରୋପଦି
ସାଖି ପାଂଡୁ କିଲା ।”

ଇ ପ୍ରକାର ସପନ୍ ଭେଁଟଲା ମିତାର କ୍ରମ ବିନ୍ୟାସ୍ ରେ Allusions ର ସାଫୁଲ୍ ପ୍ରୟୋଗ ବି କବି ସାକେତ ସାହୁ କରିଛନ୍ –
୧) ବୁଡ଼ବକ ‘ସିବିଲ’ ବାଗିର
୨) ଲମି ଜଉଛେ ‘ସେଂଟିଆଗୋ’ ର ଆସ
୩) ‘ହିଂଗୁଲ ଦେଇ’ ର ଉମେହି ନୁ
୪) ‘ଅଇବନ୍ ରଜା’ … ମିଥ୍ ନୁ, ଜନାସୁନା ଉପନ୍ୟାସ ନୁ ଫେର୍ ଆଂଚଲିକ ଲୋକକଥା ନୁ Allusions ସବୁ ନେବାର୍ ଟା ଖିରି ଥିଁ ଜାଫ୍ରାନ କେଶର୍ ପକାଲା ବାଗିର ଆଏ । ସ୍ୱାଗତ୍ !
ସାକେତ ସାହୁଂକର ଭାସା ଉପରେଁ ପକଡ଼ କେତେ ମଜବୁତ କବିତା ନୁ ଫଟିକ ଜନା ପଡ଼ସି –
୧) “କେତେ କରି ଥାବେ ସୁତ୍ରେ ଚଉତି ଦେଖୁଛେଁ ଅଂଗଛି
ସରଲି ସରଲି ଜଉଛେ ଥାକ ଥାକ ସୁରତା ।”

୨) “ଝିପିର ଝିପିର ସୁରତା ଥି ଭିଜି ଭିଜି
ସାମନା ର ଉଛନା କେ ଠଁକଉଥିଲିଁ
ଥପଥାପ ତମର ସୁରତା ଥିପୁଥିଲା…”

୩) “ଦୁଇ ଚେରଟା ଫପସାଲା ଜୁହ୍ନାଁ ସପନ
ଉଲମି ଉଲମି ଝରିି ପଡିଥିଲେ…”

ଏନ୍ତା କେତେଟା କଅଁଲିଆ ବାକି ନିଦା ମେଟାଫର୍ (Metaphor) ସବୁ କବିତା ସାରା ଝିଁଟା ହେଇଛେ, ଜାର ମହକନ ଚହଟି ଜାଉଛେ । ପଦମ କହଁଡ଼ୋର ସପନ କୁସେର ପନା ମିତାର ‘ନିଅ-ଢକୋ-ଢକୋ-ପିଅ’ କବିତା ନୁହେ । ବରଂ, ଖୋଦ୍ କୁସେର୍ ଆଏ, ଜାର ରସ, ମିଠାସ୍ ଆର ମଜା ନିଜେ ବୁତା କରି, ଚାବି ଚାବି ଉଠାବାର୍ କେ ପଡ଼ବା । କୋସଲି କବିତା ଦୁନିଆଁରେ ଆଧୁନିକତାର ସାଫୁଲ୍ ପ୍ରବେଶ୍ ଆରୁ ପ୍ରୟୋଗ ଲାଗି ସାକେତ ସାହୁଂକର ମୌଲିକ କୃତି ପଦମ କହଁଡ଼ୋର ସପନ କେ ପାଠକ ସବୁ ଦିନର ଲାଗି ସୋର୍ ରଖବେ ।

RELATED ARTICLES

Most Popular

Recent Comments