Monday, November 18, 2024
HomeArt & Cultureଲୋକ ସାହିତ୍ୟ(2): କୋସଲି ସାହିତ୍ୟର ଇତିହାସ

ଲୋକ ସାହିତ୍ୟ(2): କୋସଲି ସାହିତ୍ୟର ଇତିହାସ

(୪.୧.୧୪) ଛୁଆକର ଗାଏଲା ଗିତ

ମାଁ, ଆଇ, ବଡେଇ ମାନକର ଠାନୁ ଛୁଆ ରକମ ରକମ ଗୁରଦୁ ଟେ ଗିତ ସୁନସି । ସୋର ରଖସି । ଏତକ ତାପନେ ଗାଏସି ।

(୪.୧.୧୫) ବରସା ଆର ଖରାର ଗିତ

ପାଏନ ବରସିଲେ ଛୁଆ ମାନକର ଉସତ କହେଲେ ନି ସରେ । କେତେ ରକମର ଗିତ ଗାଏସନ । ସେ ସବୁ ଗିତ ହେଲା:

କଲାହାଁଡିଆ ମେଘ ଘୁଟି ଆଏଲେ ଛୁଆମାନେ ଗାଁ ଖୁଲିର ପିଢାଁ ମାନକୁ ଠୋଲ ହେସନ । ବରସା ହଉ ବଲି ଉସତ ମାଡେ ଗିତ ଗାଏସନ:

ରଜା ଘରର ବାଢୁନ ଖୁଁଟି ଦେ ମହାପୁରୁ କୁଟି କୁଟି

ରଜା ଘରର ସୁନା କୁଲେଇ

ବରସି ଦେ ମେଘ ଦୁଲ ଦୁଲେଇ ।୨୪ା

 

ମାମୁଁ ଘରର ପାଚଲା ଫୁଟି

ଦେ ମାହାପୁରୁ କୁଟି କୁଟି ।୨୫ା

କୁଁଡା ଭୁରି ଲେଖେଁ ପାଏନ ବରସିଲା ବଏଲେ, ଛୁଏ ଗାଏସନ:

ପାଏନ ଭୁରେ ଭୁରେ କଲାନ

ଚଁଟିଆ ଛୁଆ ମଲାନ ।୨୬ା

 

ପାଏନ ଟୁୁପୁର ଟାପୁର ବରସିଲା ବଏଲେ ଛୁଏ ଗାଏଲା ଗିତ ହଉଛେ:

ପାଏନ ବରସିଲା ଟୁୁପୁର ଟାପୁର

ଚନା ଚାବ ପିଲେ କୁଟୁର କାଟୁର । ୨୭ା

 

ପାଏନ ଜୋରସେ ବରସିଲେ ଛୁଏ ଜେନ ଗିତ ଗାଏସନ, ସେ ଗିତ ହେଲା:

ପାଏନ ବରସିଲା କୁଟକୁ କୁଟା,

ଆନ ଖାଏମା ମହୁଲ ଲଠା ।୨୮ା

 

ଧୁକି ଧୁକି ପାଏନ ବରସିଲେ ଗିତ ଗାଏସନ…

ପାଏନ ବରସିଲା ଧୁକି ଧୁକି,

ଭାତ ଖାଏମା ଫୁକି ଫୁକି ।୨୯ା

 

ବରସା ହେଲେ ଛୁଆମାନେ ଗାଁ ଖୁଲି କି ଭଟାନେ ଖେଲି ନି ପାରନ । ବରସା ଛାଡଲେ ସିନା ଖେଲବେ । ହେଥିର ଲାଗି ବରସା ଛାଡି ଜଉ ବଲି ଗିତ ଗାଏସନ:

ରଜା ଘରର ଚଟା କୁଲେଇ

ଡଗଁରେ ଡଗଁରେ ନେ ଉଡେଇ ।୩୦ା

ବରସା ଛାଡି ଜଉ ବଲି ଗିତ ଗାଏବାର ସାଁଗେ ଖରା ହଉ ବଲି ଭି ଗିତ ଗାଏସନ:

ତୋର ବାଦଲ କେ ନେ ରେ

ଆମର ଖରା କେ ଦେ ରେ ।୩୧ା

ଘାଏ ଘାଏ ପାଏନ ବରସିବା ସାଁଗେ ଖରା ଭି ହେସି । ଇନତା ଖରା ବରସା ଏକାସାରି ହେବାର ଭେକେ ଛେକେ ଦେଖବାକେ ମିଲସି । ଛୁଏ ଖରା ପାଏନ କେ ଦେଖି ଗିତ ଗାଏସନ:

ଦେଖ ଖରା ପାଏନ କଲାରେ

ବାଦଲର ମାଁ ମଲାରେ ।୩୨ା

ଖରା-ବରସା ହେଲା ବେଲକେ ଜାର ନାଁ କି ମାଏନ କରି ଛୁଏ ଡାକସନ । ହେ ଝନକ ଓ କଲା ବଏଲେ ତାହାକେ ଢୋଲ ଲଗାସନ:

ମୋର ଖରା ପାଏନ ଢୁଲେ । ୩୩ା

(୪.୧.୧୬) ବିରଝାଲା ଗିତ

ଖେଲଲା ବେଲକେ ଛୁଆ ଛୁଆ ମନକର ଭିତରେ ଖିଜା ବିରଝା ଲାଗିଥିସି । କେନସି ପିଲା ଲାଁଡୁ ହେଇଥିଲେ ତାହାକେ ଦେଖି ସାଁଗ ମାନେ ବରଝେଇ ଗିତ ଗାଏସନ:

ଲାଁଡୁ ମୁଡି ଠାଏ ଠଡକୋ

ସେମେଲ ଗଛେ ପୁଜା

ଆନରେ ଲାଁଡି ପାଏନ ଗଡେ

ତତେ କରମି ପୁଜା ।୩୪ା

ସିତ ଦିନେ କେନସି ପିଲା କି ଟୁକେଲ ଖୁଁଡଖୁଁଡିଆ ହେଇଥିବା ବଏଲେ, ତାହାକା ଦେଖି ଗିତ ଗାଏସନ:

ସିତ ବଏଲା ମିତ ଭାଇ

ଖୁଁଡଖୁଁଡିଆ କେ ଦେଖଲୁ କାହିଁ

ତାପୁଛେ ଉମହେଇ ଗାଉଛେ ଗିତ

ପିଠିନେ ପକେଇ ଦେଇଛେ ସିତ । ୩୫ା

ପେଟୁ ପିଲାକେ ଦେଖି ସାଁଗ ମାନେ ବିରଝେଇ କରି ଗାଏଲା ଗିତ ହଉଛେ:

ସିର ବସାଲା ସିର କୁମୁନା

ବିର ବସାଲା ବିର କୁମୁନା

ପେଟୁ ବସାଲା ବଢେ କୁମନା .

ସିର ଥି ଲାଗଲା ସିର ବଲିଆ

ବିର ଥି ଲାଗଲା ବିର ବଲିଆ

ପଟୁଥି ଲାଗଲା ଗାଏ ଫରିଆ,

ସିର ଖାଏଲା ସିର ତୁନ

ବିର ଖାଏଲା ବିର ତୁନ

ପେଟୁ ଖାଏଲା ଗାଏ ତୁନ ।୩୬ା

 

ଇନତା ଟୁକେଲ ମାନକେ ଭି ସାଁଗ ମାନେ ବିରଝେଇ କରି ଗାଏସନ:

କୁଠୁଲ ପେଟି

ସଖାଲୁ ଜାଏସି ଖଜୁର ବେଟି

ଖଜୁର ତଲେ ପଡଲା ହିଟି

ଡେବରି ଗୋଡ ଟା ହେଲା ଛୁଟି ।୩୭ା

 

ଜେନଛୁଆ ବଡ ବଡ ଢପ କଥା କହେସି, ସାନ ସୁରୁ କଥାକେ ବଢେଇ କରି ବଡ ବଡ ବାଏଗନ ବିକସି, ତାହାକେ ବିରଝାବାର ଗିତ:

ଢମ କହି ଘରେ ବାଜଲା ବଜା

ଠେଲକୋ ତୁନେ ଘି ପରଝା ।୩୮ା

ଜେନଛୁଆ ବଡ ବଡ ଢପ କଥା କହେସି, ସାନ ସୁରୁ କଥାକେ ବଢେଇ କରି ବଡ ବଡ ବାଏଗନ ବିକସି, ତାହାକେ ବିରଝାବାର ଗିତ:

ଢମ କହି ଘରେ ବାଜଲା ବଜା

ଠେଲକୋ ତୁନେ ଘି ପରଝା ।୩୯ା

ଧାନ ତାମେକର କୁଟଲି ଚୁନା

କେତେ ହେଲିଁ ଫେନ ଟେଢା ଦୁନା

ମାନେ କର ତହିଁ କଲିଁ ଗଏଁଠା

ମାଁ ହଲ ହଲ ପୁଅ ଅଏଁଠା

ଛ କୋର କଲିଁ ନ କୋର କଲିଁ

ସେଁକି ବୁଜି ଫେନ ତିନ କୋର କଲି

କହେଲେ କହେବ ଢପ କରୁଛେ

ଖାଏଲେ ଘି ଥିି ପଡୁଛେ ।୪୦ା

ଫୁଲେଇ ଟୁକେଲ କାରନେ ମେସି ନି ପାରେ । କାଲି ଗାଏର ଅଲଗେ ଗୋଠ ଲେଖେଁ ଅଲଗେ ଥିସି । ହେନତା ଟୁକେଲ କେ ବିରଝେଇ ଗିତ ଗାଏସନ:

ଫଲେଇ ଗାଲି ଲବର ମାଁ

ଧାନ ଘିନି ଜିମା ତମର ଗାଁ ।୪୧ା

 

କେନସି ଛୁଆକେ ବେଦନ ବାହାରିଥିବା ବଏଲେ ବଡା ଗୁଲଗୁଲା ହେବାକେ ପଡସି । ଖେଲି ବୁଲି ନି ପାରେ କି ଠିକ ସେ ଚାଲି ଭି ନି ପାରେ । ତହାକେ ଦେଖି ବିରଝେଇ କରି ଗାଏସନ:

ଗଣେସର ଗିଜେ ବେଦନ

ଫାଟେ ନାଇଁ ଟୁଟେ ନାଇଁ

କରେ ଟନ ଟନ

ଗଣେସର ଗିଜେ ବେଦନ ।୪୨ା

 

ଛୁଆମାନେ ପୁହୁରା ହେଲେ କି ସାପସୁତର ନି ରହେଲେ ଖସୁ ଖୁଜରି ବାହାରସି ଦିହେଁ  । ଜାହାକେ ଖସୁ ହେଇଥିବା, ତାର ସାଁଗେ କିହେ ନି ମେସନ ଡେଗବା ବଲି । ତାହାକେ ବିରଝାସନ…

ଖସୁଆ ପାଁଡେ

ଧାନ ଦୁଇ ଖଁଡି

ଗୁରଜି ଖଁଡେ ।୪୩ା

 

ଜେନ ପିଲା ଗଧା ଟା, ପାଠ ସାଠ ନି ପଢେ କି ପଠବା କେ ଠଁକୁଥିସି, ତାହାକେ ଦେଖଲେ ପିଲେ ଗଏସନ…

ମୁରୁଖ

ଲଟା ଘିଚେ ପରୁକ ପୁରୁକ

ପାଠ ପଢଲେ ପଁଡିତ ହେବୁ

ମୁରଖ ହେଲେ ଭାର ବୁହିବୁ ।୪୪ା

 

ଛୁଆ ମାନକର ଗୁରସ ପିଆ ଦାଁତ ଭାଁଗସି , ନୁଆଁ ଦାଁତ ଆଁକରିସି । ଦାଁତ ଭାଁଗି ଖଁଡୁ ହେଇ ଥିବାର ପିଲାକୁ ବିରଝାସନ…

ସବୁ ପିଲା ଗାଧିଗଲେ

ଗୁଟେ ପିଲାନାଇଁ ,

ବଁଧ ତଲର ସୁକଟି ଗୁହୁ ଖାଇ ଖାଇ

ତାର ମଝିର ଦାଁତ ନାଇଁ ।୪୫ା

 

ଟୁକେଲ ଖଁଡି ହେଇ ଥିଲେ ତାହାକେ ବିରଝାସନ…

ଖଁଡି ଦାଁତି ନରସିଁଘ,

ସବୁ ପିଲା କର ପାଡ ସୁଁଘ ।୪୬ା

 

କେନସି ଟୁକେଲ ଟେରି ହେଇ ଥିଲେ କି ଟେରେଇ କରି ଦେଖୁଥିଲେ, ତାହାକେ ବିରଝେଇ କରି ଗାଏସନ…

ଟେରି ଟେକର

ଟେରି ଜାନେ ମନତର

ଟେରି ଦରପନ ଦେଖେ

ଟେରି କଜଲ ମାଖେ ।୪୭ା

 

ଛୁଆ ମାନେ ତାକର ତାକର ଭିତରେ ଜିନିସ ଦିଆନିଆ ହେସନ । ଦେଲା ଜିନିସ କେ କିଏ ମଗଲା ବଏଲେ, ତାହାକେ ବିରଝେଇ ଗାଏସନ…

ଦେଲାଟାକେ ନେଲାରେ,

କଁଧ ଘଏଁତା କଲା ରେ ।୪୮ା

 

ଜଧରଭି କନସି ଛୁଆ କେନସି ଗୁନୁ ଛୁଟେଇ ଛୁଟେଇ ଚାଲୁଛେ ବଏଲେ ତାହାକେ ଦେଖି ବିରଝେଇ କରି କହେସନ…

ଟେହେଁଗା ଗୁଡାକେ ଫୁଲ ଚଁଦନ

ଉଡସା ଜିବାକେ ମନ ।୪୯ା

ଛୁଆମାନେ ରକମ ରକମ ଖେଲ ଖେଲସନ । ଖେଲଲା ବେଲକେ କିଏ କିଏ ଖିଜନି ଭି କରସନ । ଖିଜନି କଲା ପିଲାକେ ବିରଝେଇ କରି କହେସନ…

ଖିଜିନି ଖିଜି ଗଲା

ଅଁଟାନେ ଦାଦୁ ହେଲା

ବଇଦ ଉସୋ କଲା

ନି ଛାଡଲା କାହାର ଗଲା

ଖିଜନି ଘରର କାଏଁ ତୁନ

କିରହା ସର ସର ମୁଗ ତୁନ ।୫୦ା

 

କେନସି ଟୁକେଲ ଖିଜନି କଲେ ତାହାକେ କହେସନ…

ଟୁକେଲ ଗୁଟେ ଖିଜଲା ନ

କଁଧ ଘଏଁତା କଲା ନ ।୫୧ା

 

ସାକେତ ଶ୍ରୀଭୁଷଣ ସାହୁ

RELATED ARTICLES

Most Popular

Prediabetes

Ten Moral Leaders: Jesus

Recent Comments