ଗୁରଦୁ ବଛର ଆଘୋନୁ ଗୁଟେ ରଜା ଥିଲା । ଦିନେକା, ସେ ତାର ରାଏଜ ର ଦୁରିଆ ଅଂଚଲ କେ ବୁଲି ଗଲା । ରଜା ଯେନ ବାଟେ ବୁଲି ଯେଇଥିଲା ସେ ବାଟ ଗୁରଦୁ ଉବଡ ଖାବଡ ଆର ରୁଗଡିଆ ଥିଲା ।
ସେ ଯେତେବେଲେ ବୁଲିକରି ଫିରଲା, ତାର ପାହାମାନେ ଜଲଉଛେ ବଲି କହେଲା । ସେ ସାଂଗେ-ସାଂଗ ତାର ରାଏଜ ର ସବୁ ରାସ୍ତା କେ କଁ’ଲ ଛାଲ ଥି ଢାଁପି ଦେବାରକେ ଆଦେଶ ଦେଲା ।
ଇ କାମ ଲାଗି ହଜାର ହଜାର ଜୀବଜଂତୁ ର ଛାଲ ଆର ଗୁରଦୁ ପଏସା ଦରକାର ହଉଥିଲା ।
ରଜା ର ଗୁଟେ ଚତୁର ମଂତ୍ରି ସାହାସ କରି କରି କହେଲା, “ମାହରାଜ, ଆମକୁ ଏତକି ପଏସା ଆର ଛାଲ ଦରକାର ନି କରେ ପୁରା ରାଏଜ ଜାକିର ରାସ୍ତା କେ ନି ଢାଁପିକରି ବରମ ଗୁଟେ ଛୁଟିଆ ଛାଲ ଥି ଆପଣକର ପାହାକେ ଢାଁପିଦେଲେ ଭଲ ହେବା” ।
ଇ କଥା ଟା ରଜାର ମନକେ ଆଏଲା । ସେ ଚତୁର ମଂତ୍ରି ର କଥା ମାନଲା ଆର ନିଜର ଲାଗି ସାରେ ପଣେହି ବନାଲା ।
ବାକିମାନକୁ ନି ବଦଲେଇ କରି ନିଜେ ବଦଲି ଦେଖ