ପସଚିମ ଉଡିସା ବା କୋସଲାଂଚଲ ନ କପଡା ବୁନବାର ଗୁଟେ ବଢେ ଟେ ପରଂପରା ଅଛେ । ଆଏଜ ଇନର କପଡା ଦେସେ ଆର ଦେସ ବାହାରେ କେତନି ନାଁ କରିଛେ, ବିସେସ କରି ସାଢି । ସପଟାପର, ବଁକେଇ, ହବସପୁରି ସମକର ଘରେ ଘରେ ଚିହ୍ନାର । ସାଢି ର ବାହାରେ ବେଡ ସିଟ, ଟେବୁଲ କ୍ଲଥ, ପରଦା, ଡ୍ରେସ କପଡା, ସାଟ କପଡା, ୱାଲ ହେଂଗିଗ, ଦୁପଟା, ସ୍ଟୋଲ ଆଦି । ଇ ସବୁ କପଡା ବୁନାହେସି ଗୁଟେ ବିସେସ କଲାତ୍ମକ ସୈଲି ରେ ଜାର ନା ଁ ହଉଛେ ବାଂଧ । ଇ ବାଂଧ କଲା କେ ଟାଏ ଏନ ଡାଏ ବି ବଲସନ । ପହେଲା ନୁ କପଡା ବୁନବାର ସୁତା କେ ଟାଏ ଏନ ଡାଏ ତରିକା ଥି ମନପସନ ଡିଜାଇନ ଲାଗି ରଂଗ କରାଜାଏସି । ଫେର ସେ ସୁତାରେ କପଡା ବୁନଲା ବେଲକେ ମନ ପସନ ର ଡିଜାଇନ ଉପକି ଆଏସି । ଇ ସାଢି ମାନକୁ ମଂଦିର ଚିତ୍ରକଲା ନୁ ଅନୁପ୍ରେରିତ ହେଇକରି ବନାହେସି ଡିଜାଇନ । ବୁନାକାର ମାନେ ଜହକରି ସୋନପୁର ପାଖର ସର୍ଗିପାଲି (୫୦୦ ଝନ), ବରପାଲି, ବିଜେପୁର, ତରଭା, ପାଟଣାଗଡ, ଆର ବରଗଡ ନ ଅଛନ ।
କୁତ୍ରିମ ସୁତା କପଡା ର ପ୍ରଚାର ହେଲେ ବି ଲୋକ ପ୍ରାକୃତିକ ସୁତାର କପଡା ବେଭାର କରବାର କେ ପସନ କରସନ । ସୁଖ ଆର ସୌକ ଲାଗି ବାଂଧକଲା ର କପଡା ସବୁ ନୁ ଭଲ ବଲି କୁହାଜାଏସି । ବାଂଧକଲା ଗୁଟେ ପାରଂପାରିକ କଲା, ଚିତ୍ରକାର ଚିତ୍ରବନାଲା ବାଗିର । ଇଟା ଚିତ୍ରକଲା ନୁ ଆର କଠିନ ଆଏ ବଏଲେ କିଛି ଭୁଲ ନି ହୁଏ । ତାର ସିରଜିନା ଥି ଥିସି ଚମତକାର ପରିକଲ୍ପନା, ପ୍ରକ୍ରୁତିର ଚିତ୍ର, ଗଛଖୁଟ, ଫୁଲ, ଫଲ, ପତର, ମାଛ, ନଏଦ, ସମୁଦ୍ର, ହରିଣ, ହାତି, ବାଘ, ଘୁଡା, ସିଂହ, ପାହାଡ ପରବତ ଆର ଅନଗନା ଚେରେ ଚିରଗୁଁଲ ସାଂଗେ ମୁନୁସ । ବାଂଧ କଲା ଥି ମୁନୁସ ର ଅବିକଲ ଚେହେରା ବନାବାର ଟା ସମ୍ଭବ ଆଏ । ଖାଲି ସେତକି ନେଇଁସେ, କପଡା ର ଗୁଟେ ଫାଲେ ମାଛ ବଏଲେ ଆର ଫାଲେହଁସ ଦେଖି ପାରବେ । ଗୁଟେ ଆଡେ ପଦମଫୁଲ ବଏଲେ ଆର ଆଡେ ହରିଣ ଦେଖି ପାରବେ ।
ସପଟାପର
ସପଟାପର ସାଢି ବିସେସକରି ସୋନପୁର, ବରପାଲି, ଆର ବାଉଁସ୍ରି ନ ବୁନାହେସି । ଇ ପସାପାଲି ସାଢି ଡିଜାଇନ ର ବିସେସତ୍ୱ ହଉଛେ ତାର ଦିହଁ ଜାକିର ଚେସବୋର୍ଡ ବାଗିର ମାନେ ଧୋବ କଲା/ଲାଲ ଖାନା ମାନେ ବନାହେଇଥିସି । ସାଧାରଣ ହିସାବେ ଇ ସାଢି ସୁତି, ଟସର, ସିଲ୍କ, ସିଲ୍କ ଆର ଟସର ମିସା ନୁ ବନାହେସି । ସାଢିର ମୁହଁ ସୁନାରଂଗିଆ ସୁତା ଥି ବନା ହେସି । ସାଢିର ଧଡି ଆଲଂକାରିକ କରାହେଇଥିସି ।
ସପଟାପର ସାଢି ଥି ବୁନାକାର ଫୁଲ, ଦୃସ୍ୟପଟ, ଜ୍ୟାମିତିକ ଆକୃତି, ଆର ଭିନେ ଭିନେ ଡିଜାଇନ ଅଡର ଅନସାରେ ବନା ହେଇପାରସି । ପସାପାଲି ର ମୁହଁ ଥି ସଁଖ, ଚକ୍ର, ଫୁଲ, ଜିବ ଜଂତୁ, ଚେରେ ଚିରଗୁଁଲ ଆଦି ବାନା ହେସି ।
ହବସପୁରି
ହବସପୁରି ସାଢି ପ୍ରାୟ ସୁତି କପଡା ଥି ବୁନା ହେସି ଚଂଧ ମାନକର ପାରଂପାରିକ ଗୁଡି, ଝୁରି, ଆର ଫୁଲ ବୁନାହେସି । ଅନେଇସ ସ ସତାବ୍ଦି ନ ମୁଲକରି କଲାହାଁଡି ଜିଲାର ହବସପୁର ଗାଁ ନ ଇ ସାଢି ବୁନା ହଉଥିଲା ବଲି ତାର ନାଁ ହବସପୁରି ଦିଆହେଇଛେ । ଇହାଦେ ଚିଚୈଇଗୁଡା ନ ୩୦ ଟା ବୁନାକାର ଅହରହ ଦିନରାଏତ ମେହନତ କରି କରି ଇ ସାଢି କେ ବଁଚେଇଛନ । ଚିଚୈଇଗୁଡା ର ମାସ୍ଟର ବୁନାକାର ଉଗ୍ରସେନ ମେହେର ହବସପୁରି କେ ପୁନରଜିବିତ କରବାର ମୁଖିଆ ପାଟ କରିଛନ । ହବସପୁରି ସାଢି ର ବୁନାକାର ମାନକର ଲାଗି ଚିଚୈଗୁଡା ହେଣ୍ଡଲୁମ କୋପରେଟିଭ ସୋସାଇଟି ବାନାହେଇଛେ ।
ବଁକେଇ
ବଁକେଇ ସାଢି ର ନାଁ ଗଂଜାମ ଜିଲା ର ଚିକିଟି ତହସିଲ ର ବୋମକେଇ ଗାଁ ର ଅନସାରେ ହେଇଛେ । ବଁକେଇ ପାରଂପାରିକ ବାଂଧ ଆର କପଟା ଜାଲ ସୈଲି ଥି ବୁନା ହେସି । ସାଧାରଣ ହିସାବେ ବଁକେଇ ସାଢି ବାମହନ ଜାତି ପୁଜା ପାଟ କଲାବେଲେ ପିଂଧୁ ଥିଲେ । ଇ ବଁକେଇ ସାଢି ଥି କରଲା, ଅତସି ଫୁଲ, କଁଠି ଫୁଲ, ମାଛି, ରୁଇ ମାଛ, କେଁଛୋ, ପଦମ, ମଜୁର ଆର ଚେରେ ଆକୃତି ବୁନା ହେସି । ବଁଇ ସାଢି ଥି ହଲଦି, ଲାଖ, ଆଦି ପ୍ରାକୃତିକ ରଂଗ ବେଭାର ହେସି ।
ଆମର ଅଂଚଲ ର ବାଂଧକଲା କେ ଜେନ କେତେ ଝନ ଦୁନିଆ ଦରବାର ନ ନେଇକରି ଚିହ୍ନାର କରିଛନ ସେ ଭିତରେ କୃତାର୍ଥ ଆଚାର୍ଜ୍ୟ, କୁଂଜବିହାରି ମେହେର, ଚର୍ତୁଭୁଜ ମେହେର ଆଦି ମୁଖିଆ ଆନ ।
ରାଧେସ୍ୟାମ ମେହେର
ସମଲପୁର ର ରାଧେସ୍ୟାମ ମେହେର ୧୯୨୬ ମସିହା ରେ ପହେଲା କରି ବାଂଧକଲା ବେଭାର କରି ହାତ ବୁନା ସାଢି କେ ପ୍ରସିଦ୍ଧ କରାଲେ । ସେଥିର ଲାଗି ତାହାକୁ ବିହାର ସରକାର ର ପରଦା ଏଜେନ୍ଟ ବନେଇଦିଆ ହେଇଥିଲା । ପଛେ ଉଡିସା ରାଏଜ ବନଲା ବେଲକେ ସେ ଉଡିସା ର ପରଦା ଏଜେନ୍ଟ ବନଲେ । ସେ ସମଲପୁର ନ ଉକ୍ରଲ ପରଦା ଏଜେନ୍ସି ପ୍ରତିସ୍ଟା କଲେ ଜାର କାମ ହେଲା ଗବେସଣା, ଉତ୍ପାଦନ, ଆର ବିକ୍ରି । ସେ କୋଅପରେଟିଭ ମୁଭମେନ୍ଟ ର ସକ୍ରିୟ ସଦସ୍ୟ ଥିଲେ । ମେହେର ଆର୍ଟ ଫେବରିକ୍ସ କୋପରେଟିଭ ସୋସାଇଟି ଗଠନ ଆର ସମ୍ବଲପୁର ଆଂଚଲିକ କୋପେରେଟିଭ ମାର୍କେଟିଂ ସୋସାଇଟି ଲିମିଟେଡ କେ ଗଠନ କରିଥିଲେ । ସେ ଜିଁ ଥିବାର ତକ ସମଲପୁର ମୁନିସିପାଲିଟି ର ସଦସ୍ୟ ରହିଥିଲେ ।
ପଦ୍ମସ୍ରି କୃତାର୍ଥ ଆଚାର୍ଜ୍ୟ
ବରଗଡ ଜିଲା ର ଦେବକିଟିକରା ଗାଁ ନ ୨୦ ମାର୍ଚ ୧୯୦୦ ମସିହା ରେ ଜନମ ହେଇଥିଲେ । ସେ ୧୯୩୦ ମସିହାରେ ସମ୍ବଲପୁରି ବସ୍ତ୍ରାଲୟ ହେଣ୍ଡଲୁମ କୋପରେଟିଭ ସୋସାଇଟି ର ପ୍ରତିସ୍ଠା କରିଥିଲେ ଜେନଟାକେ ଓଡିସା ସରକାର ୧୯୫୪ ମସିହାରେ ସ୍ୱିକୃତି ଦେଇଥିଲା । ଇ ସଂସ୍ଥା ଉତ୍ପାଦନ ଆର ବିକ୍ରି ଦୁହି ଥିର କାମ କରୁଛେ । ଇହାଦେ ଇଟା ଉଡିସାର ସବୁ ନୁ ବାଂଧକଲା କୋପରେଟିଭ ର ବଡ ସଂସ୍ଥା ଆଏ । ଇଥି ବୁନାକାର ମାନକୁ ସାହେଜ-ସହଜୋଗ କରାହେସି ଆର ତାକର ସାମାନ ବିକବାର ଥି ସାହେଜ କରସି ।
ପଦ୍ମସ୍ରି କୁଂଜବିହାରି ମେହେର
ବରଜ ଭୁଲିଆ ର କପଟା ପଟେ
କପଟା ପଟେ କେ ମାଏଝି ଗୁଟେ
ଇ କଥା ଟା ଲୋକର ଟୁଁଡେ ଥିଲା ସମଲପୁରି ସାଢି ର ଝନେ ମାହାନ ବୁନାକାର ସିଲ୍ପଗୁରୁ ପଦ୍ମସ୍ରି କୁଂଜବିହାରି ମେହେର କର ବାପା ବ୍ରଜମୋହନ ମେହେର କର ଲାଗି । ନିଜର ପୁରଖା ମାନକର ଦିନୁ କପଟା ବୁନି ଆସୁଥିେଲେ କୁଂଜବିହାରି ମେହେର କର କୁଟୁମ । କପଟା ବୁନବାର ଟା ଥିଲା ତାକର କୁଟୁମ ର ପେସା । କପଟା ବୁନିକରି ତାକର ଗାଁ ବୁଡାପାଲି ପାଖର ବିଜେପୁର ହାଟେ ବିକୁଥିଲେ ।
ଜିବନି
ଜନମ – ୨୨.୧୧. ୧୯୨୮
ମରନ – ୩୦.୬.୨୦୦୮
ଗାଁ – ବୁଡାପାଲି
ବାପା – ୰ବ୍ରଜମୋହନ ମେହେର
ମାଁ – ୰ଖିରବତି ମେହେର
ସିଖ୍ୟା – ପାଁଚ
ବୁନବାର ସିଖ୍ୟା – ତାକର ବାପା ବ୍ରଜମୋହନ ମେହେର କର ନୁ ବାର ବଛର ର ଅତି କଁଚା ବଏସେ କପଟା ବୁନବାର ବିଦ୍ୟା ସିଖି ବସଲେ
ସିଆନି – ୰ହାରାବତି ମେହେର କେ ବିହା ହେଲେ ।
ପୁଓ – ଦୟାଲୁ ମେହେର, ସୁରେନ୍ଦ୍ର ମେହେର, ମିନି
ବହ – ସ୍ୱର୍ଣ୍ଣଲତା, ସାନ୍ତିଲତା
୧୯୬୯ ମସିହା ରେ ବେପାର ବଢାବାର ଲାଗି ବରପାଲି ଆସଲେ ।
ବିଦେସ ନ କଲା ପ୍ରଦର୍ସନ
୧୯୮୬ ରେ ଆମେରିକା ର ଫିଲାଡେଲଫିଆ ର ପୋର୍ଟ ଅଫ ମ୍ୟୁଜିଅମ ଦ୍ୱାରା ଉଜୁକକଲା ଭାରତ ପ୍ରଦର୍ସନି ରେ ଦେସର ପ୍ରତିନିଧିତ୍ୱ କରିଥିଲେ । ଆର ତିନ ମାସ ରହି କରି ବାଂଧ ବୁନା ର ଜିବନ୍ତ ପ୍ରଦର୍ସନି କରିଥିଲେ ।
୧୯୮୯ ରେ ହକଂ ନ ଏସିୟ ହସ୍ତସିଲ୍ପ ପ୍ରଦର୍ସନି ରେ ଭାରତ ର ପ୍ରତିନିଧି ହିସାବେ ଭାଗ ଆର ଲଂଡନ ବୁଲିଥିଲେ ।
ସାଢି (ସୁତା, ବାପ୍ତା, ପାଟ, ମଠା)
ମନ୍ଦାର ଫୁଲିଆ (୧୯୪୩), ପୁସ୍ପାବତି (୧୯୫୦), ରତ୍ନାବତି (୧୯୫୧), ଗଜଗମନି (୧୯୫୨), ମୃଗନୟନି(୧୯୫୩), ମରାଲଗମନି(୧୯୫୩), ପଦ୍ମାବତି (୧୯୫୫), ଚମ୍ପକମାଲିନି (୧୯୫୬), ଭାନୁମତି (୧୯୫୮), ଇନ୍ଦୁମତି (୧୯୫୯), କଲିଂଗରତ୍ନ (୧୯୬୪), ମିନନୟନି (୧୯୬୮), ପଦ୍ମ ଆର ସୁର୍ଜ୍ୟ (୧୯୭୦), କଟିକେସରି (୧୯୭୦), ଆୟୁଧା (୧୯୭୨), ସ୍ନେହମୟି (୧୯୭୩), ତରଂଗିଣି (୧୯୭୪), ପାଟଲିପ୍ରଭା (୧୯୭୫), କଲିଂଗ ସୁନ୍ଦରି (୧୯୭୭), କେକି ଚନ୍ଦ୍ରିକା (୧୯୭୮), ପୁପ୍ପ ମଂଜରି (୧୯୭୮), ଭାରତ ରତ୍ନ (୧୯୭୯), ଭାରତି କୁସୁମ (୧୯୮୧), ପତିପ୍ରାଣା (୧୯୮୨), ପ୍ରଗତି ରତ୍ନ (୧୯୮୩), ମାଲିନି ତୋୟା (୧୯୮୪), ପଂଚ କନ୍ୟା (୧୯୮୬), ସାକୁନ୍ତଲମ(୧୯୮୮), କାଲିନ୍ଦିନି (୧୯୮୯), କାସ୍ମିରି ବିମ୍ବ (୧୯୯୦), କୋଣାର୍କ ଚିତ୍ରାବଲି (୧୯୯୧), କଲାରତ୍ନ (୧୯୯୨)
ୱାଲ ହେଂଗିଂଗ
ହଂସ-ପଦ୍ମ, ଦି ଗ୍ଲୋରି ଅଫ ଓଡିସା (୧୯୭୨), ବାପୁଜି କେ ଅବଦାନ (୧୯୭୨), ନବଗୁଂଜର (୧୯୭୪), ଦସ ଅବତାର(୧୯୭୪), ଭକ୍ତବତ୍ସଲ ଭଗବାନ (୧୯୭୪), ଗାଂଧିଜିଂକ ତିନି ମାଂକଡ (୧୯୭୮), ବୁଦ୍ଦଦେବ(୧୯୭୮), ରୁସିଆର ମହାପୁରୁସ ଲେନିନ (୧୯୮୨), ସ୍ୱଭାବ କବି ଗଂଗାଧର (୧୯୮୨), ସ୍ରିୟା ଭକ୍ତିମତି (୧୯୮୫), ସ୍ଟେଚ୍ୟୁ ଅଫ ଲିବର୍ଟି (୧୯୮୬), ତିନି ଠାକୁର (୧୯୮୯), ସୁର୍ଜ୍ୟ ପୁଜା, ଜ୍ୟୋତିର୍ମୟି ମା ସରସ୍ୱତି (୧୯୯୦)(ସମ୍ବଲପୁର, ଉକ୍ରଲ, ଆର ବ୍ରହ୍ମପୁର ବିସ୍ୱବିଦ୍ୟାଲୟ ସିଣ୍ଡକେଟ ହଲରେ ଝୁଲୁଛେ)
ସମ୍ମାନ, ପୁରସ୍କାର, ଆର ସମ୍ବର୍ଦ୍ଧନା
୧୯୭୦ – ପ୍ରଧାନମଂତ୍ରିି (ଇଂଦିରା ଗାଂଧି) ସଚିବାଲୟ ପ୍ରସଂସା ପତ୍ର
୧୯୭୧ – ଲଂଡନ ନୁ ପ୍ରସଂସା ପତ୍ର
୧୯୭୨ – ଓଡିସା ରାଜ୍ୟ ପ୍ରଥମ ପୁରସ୍କାର
୧୯୭୩ – ପ୍ରଗତି ସଂଘ, ସମ୍ବଲପୁର ନୁ ମାନପତ୍ର
୧୯୭୭ – ରାଏଜଘରିଆ ହସ୍ତସିଲ୍ପ ପ୍ରଦର୍ସନି ରେ ସମ୍ମାନିତ
୧୯୭୯ – ସମ୍ବଲପୁର ଜିଲ୍ଲା ପ୍ରଦର୍ସନି ନ ମାନପତ୍ର
୧୯୮୩ – (କ)ନିଖିଲ ଭାରତ ହସ୍ତସିଲ୍ପ ବୋର୍ଡ ନୁ ପ୍ରସଂସାପତ୍ର ଆର ରାସ୍ଟ୍ରିୟ ପୁରସ୍କାର(ଖ) କବିଭବନ ବରପାଲି ନୁ ମାନପତ୍ର ୧୯୮୬ – (୧)ଆମେରିକାର ଫିଲାଫିଆ ନ ସାର୍ଟିଫିକେଟ ଅଫ ଏଚିଭମେନ୍ଟ ସମ୍ମାନ
(୨) ଆମେରିକାର ଫିଲାଡେଲଫିଆ ନ ବେଲ ଅଫ ଲିବର୍ଟି ସମ୍ମାନ
(୩) ଆମେରିକାର ଗ୍ରିନମଣ୍ଡ ମହିଲା କଲେଜ ନୁ ୫୦୦ ଡଲାର ପୁରସ୍କାର
(୪) ବରପାଲି ଗଂଗାଧର ସାହିତ୍ୟ ପରିସଦ ଆର ଜନସାଧାରଣ ନୁ ଅଭିନନ୍ଦିତ, କଲାଭୁସଣ ଉପାଧି ପାଏଲେ
(୫) ପ୍ରଧାନମଂତ୍ରି (ରାଜିବ ଗାଂଧି) କାର୍ଜ୍ୟାଲୟ ନୁ ପ୍ରସଂସାପତ୍ର
୧୯୮୭ – ବାସନ୍ତି, ବରପାଲି ନୁ ମାନପତ୍ର
୧୯୮୮ – ଓଡିସା ସାଂସ୍କୃତିକ ସମାଜ, ସମଲପୁର ନୁ ସମ୍ବର୍ଦ୍ଧିତ
୧୯୮୯ – (୧)ହଂକଂ ରାଜ୍ୟ ଗୋସ୍ଟି ପ୍ରଦର୍ସନି ରେ ପୁରସ୍କାର(୨)ଉକ୍ରଲ ପାଠକ ସଂସଦ, କଟକ ନୁ ସମ୍ମାନିତ
୧୯୯୦ – ସାରଲା ସମ୍ମାନ
୧୯୯୨ – ସମଲପୁର ବିସ୍ୱବିଦ୍ୟାଲୟ ରଜତ ଜୟନ୍ତି ଉଛବ ନ ଉପରାସ୍ଟ୍ରପତି ସଂକର ଦୟାଲ ସର୍ମା ନୁ ସମ୍ବର୍ଦ୍ଧିତ
୧୯୯୪ – ବରହମପୁର ବିସ୍ୱବିଦ୍ୟାଲୟ ନୁ ସମ୍ବର୍ଦ୍ଧିତ
୧୯୯୫ – (୧) ଉକ୍ରଲ ବିସ୍ୱବିଦ୍ୟାଲୟ ସୁବର୍ଣ୍ଣ ଜୟନ୍ତି ଉଛବ ନ ସମ୍ମାନିତ (୨) ଲାୟନ୍ସ କ୍ଲବ, ପାଟଣାଗଡ ନୁ କଲାଗୌରବ ଉପାଧି
୧୯୯୮ – (୧) ବାସନ୍ତି, ବରପାଲି କଲେଜ ନୁ ସମ୍ବର୍ଦ୍ଧନା (୨) ମହିଲା ମହାବିଦ୍ୟାଲୟ, ବରଗଡ ନୁ ସମ୍ବର୍ଦ୍ଧନା (୩) ସ୍ୱତଂତ୍ର ଉକ୍ରକ ଦିବସ ଆର ବରଗଡ ଜିଲ୍ଲା ପ୍ରତିସ୍ଠା ଦିବସ ରେ ସମ୍ବର୍ଦ୍ଧନା (୪) ନୁଆଁ ଦିଲ୍ଲି ନ ରାସ୍ଟ୍ରପତି କେ ଆର ନାରାୟଣନ ନୁ ପଦ୍ମସ୍ରି ସମ୍ମାନ (୧୨/୪/୯୮) (୫) ନୁଆଁଖେଇ ଭେଟଘାଟ ସମଲେସ୍ୱରି ମଂଦିର, ସମଲପୁର ନ ସମ୍ବର୍ଦ୍ଧନା
୨୦୦୪ – ସିଲ୍ପଗୁରୁ ସମ୍ମାନ
କଲାଭାରତି ଥାପନା
୧୯୯୮ ମସିହା ରେ ସମଲପୁରି ବାଂଧକଲା ଥି ବେଭାର ହଉଥିବାର ସାଜୋସାମାନ, ବାଂଧକଲା ର ଗବେସଣା, ବାଂଧକଲା ସିଲ୍ପି ମାନକୁ ପ୍ରସିଖ୍ୟଣ, ଆର ପ୍ରଚାର ପ୍ରସାର ଲାଗି ଉଜୁକ କରବାର ଉଦେସ୍ୟ ରେ ହସ୍ତତନ୍ତ ବାଂଧକଲା ର ସଂଗ୍ରହାଲୟ କଲାଭାରତି ଥାପନା କଲେ । ସେ ତାକର ବିଦେସ ଭ୍ରମଣ ଆର ବାଂଧକଲା କେ ନେଇକରି କେତେଟା ବହି ଲେଖିଛନ ସେଟା ମାନେ ହେଲା, ଆମେରିକା ଡାଏରି (୧୯୮୯), ହଂକଂ ଅନୁଭୂତି (୧୯୯୪), ବାଂଧଶିଳ୍ପିର ସାଧନା (୨୦୦୪) ।
ପଦ୍ମସ୍ରି ଚର୍ତୁଭୁଜ ମେହେର
ଜିବନି
ଜନମ – ୧୩/୧୦/୧୯୩୫
ବାପା – ନିଲମଣି ମେହେର
ମାଁ – ମାୟାବତି ଦେବି
ପୁଓ – ପୌଲସ୍ତି ମେହେର, ସଂକର ମେହେର
ଗାଁ – ସୋନପୁର
ସିଖ୍ୟା – ସ୍କୁଲ ତକ
ବୁନବାର ସିଖ୍ୟା – ତାକର ବାପା ନିଲମଣି ମେହେର, ତାକର କାକା ସିତାରାମ ମେହେର ଆର ଗୋଲଖ ମେହେର ନୁ ସିଖିଥିଲେ
ଚର୍ତୁଭୁଜ ମେହେର ଛୁଆ ଥିଲାବେଲେ ତାକର ମାଁ କେ ହରାଲେ ଆର ସାତ ବଛର ବେଲକେ ତାକର ବାପା କେ ସାଏଟିକା ବେମାର ହେଇଗଲା । ତିନ ବୁହେନ ଆର ବେମାରି ବାପ ର କୁଟୁମ ଚଲାବାର ଲାଗି ସେ ଆର ତାକର ନାନି ମଂଗା ନ କାମକଲେ । ୧୯୪୭ ମସିହାରେ ସେ ସୋନପୁର ର ବୁନବାର ଫେକ୍ଟ୍ରି ନ କାମକଲେ । ୧୯୫୦ ରେ ରାଧେସ୍ୟାମ ମେହେର କର ଉକ୍ରଲ ପରଦା ଏଜେନ୍ସି ସମଲପୁର ଲାଗି କପଡା ବୁନଲେ ।
ସମ୍ମାନ, ପୁରସ୍କାର, ଆର ସମ୍ବର୍ଦ୍ଧନା
୧୯୫୭ – ୪ର୍ଥ ସର୍ବ ଭାରତିୟ ହେଣ୍ଡଲୁମ ସପ୍ତାହ ଉଛବ
୧୯୫୯ – ୬ସ୍ଟ ସର୍ବ ଭାରତିୟ ହେଣ୍ଡଲୁମ ସପ୍ତାହ ଉଛବ
୧୯୯୧ – ଉକ୍ରୃସ୍ଟ ଉଦ୍ୟୋକ୍ତା ସମ୍ମାନ, ହେଣ୍ଡଲୁମ ସପ୍ତାହ ଓଡିସା
୧୯୮୨ ରେ ସେ ନିଜାର ବୁନବାର ସଂସ୍ଥା ଥାପନା କଲେ ।
୧୯୮୪ ରେ ଏକ୍ସପାର୍ଟ ବୁନକାର ପଦବି ଛାଡଲେ ।
୧୯୯୧ – ରାଜ୍ୟ ପୁରସ୍କାର
୧୯୯୨ – ଚିନ୍ତା ଓ ଚେତନା, ଜାତିୟ ପୁରସ୍କାର
୧୯୯୫ – ବୟନ ଚାରୁକଲା ପୁରସ୍କାର, ଓଡିସା ସରକାର
୧୯୯୫ – ରାଜ୍ୟ ପୁରସ୍କାର
୧୯୯୭ – ବିସ୍ୱକର୍ମା ପୁରସ୍କାର
୨୦୦୨ – ବିଜୁ ପଟନାୟକ ବୁନାକାର ସେବା ସମ୍ମାନ
୨୦୦୫ – ପଦ୍ମ ପୁରସ୍କାର
୨୦୦୫ – ପ୍ରିୟଦର୍ସିନି ପୁରସ୍କାର
୨୦୦୫ – ସିଲ୍ପଗୁରୁ ସମ୍ମାନ
୧୯୯୬ – ଇଂଡୋନେସିଆ ବାଲିଜାତ୍ରା
୧୯୯୯ – ଜାତିୟ ହସ୍ତତଂତ ପ୍ରର୍ଦସନି ଦିଲ୍ଲି
୨୦୦୨ – କେଭିଆସି ପ୍ରର୍ଦସନି ବମ୍ବେ
୨୦୦୩ – ସେନ୍ଟ୍ରାଲ ସିଲ୍କ ବୋର୍ଡ ପ୍ରଦର୍ସନି, ବେଂଗଲୋର
ଚର୍ତୁଭୁଜ ମେହେର କର ବାଂଧକଲା ସିଲ୍ପ ରେ ମୁଖିଆ ଅବଦାନ ବଏଲେ ସେ ରାଧାକୁଂଜ ସାଢି ରେ ପାରଂପାରିକ ଟାଏ ଏଣ୍ଡ ଡାଏ ସୈଲି ଥି ଫିର-ଫିରବି ସୈଲି ମିସେଇଛନ । ପୁରୁଣା ଜାଲା ସୈଲି କେ ସୁଧରେଇକରି ଜଜବଜ ଆକୃତି ବନେଇପାରଲେ । ତାକର ଚକ୍ରବଂଧ-ବୃଖ୍ୟବଂଧ ସିଲ୍କ ସାଢି ଥି ପାରଂପାରିକ ଟାଏ ଏନ ଡାଏ ବେଭାର କରାହେଇଥିଲେ ବି ଇଥି ଗୁଟେ ସୁଖ୍ମ କବିତା ରୁପ ଅଛେ ଆର ବହୁତଟେ ପାରଂପାରିକ ଲଖ୍ୟଣ ଅଛେ । ସେ ବୁନବାର ତରିକା କେ ସହଜ କରେଇଛନ ଜେନଥିକି ଜଲଦି ବୁନି ହେସି ।
ସେ ବୟନ ବିହାର ଥାପନା କରିଛନ ଆର ସେନ ସହ ସହ ବୁନାକାର ତାକର ଦେଖରେଖ ରେ କାମ କରସନ ।
ଦୟାଲୁ ମେହେର
ପଦ୍ମର୍ସି କୁଂଜବିହାରି ମେହେର କର ବଡଖା ପୁଓ ହଉଛନ ଦୟାଲୁ ମେହେର । ସେ ବରପାଲି ହାଇସ୍କୁଲ ନ ପଢିଛନ । ପାଠ ସାଂଗେ ସାଂଗେ ବାଂଧ କଲା ବି ଏକେ ସାଂଗେ ବାପା ର ନୁ ସିଖୁଥିଲେ । ତାକର ବିହା ୧୯୭୭ ସାଲେ ସ୍ୱର୍ଣ୍ଣଲତା କର ସାଂଗେ ହେଇଥିଲା ଆର ତାକର ତିନଟା ପୁଓ ଝି ଅଛନ; ନବ କିସୋର, କିନି ଆର ଦେବ କିସୋର । କୁୁଟୁମ ବସିଆ ବାଂଧକଲା ପ୍ରତି ସର୍ମପିତ ଆନ । ୨୦୦୮ ମସିହା ରେ ରାସ୍ଟ୍ରପତି ପୁରସ୍କାର, ୧୯୮୪ ରାଜ୍ୟ ପୁରସ୍କାର
୧୯୯୩ ଭାରତିୟ ଜାତିୟ ପୁରସ୍କାର ।
ତାକାର ସିଆନି ସ୍ୱଣ୍ଣଲତା ବି ବାଂଧ କଲା ଥି ବହୁତ ନାଁ କମେଇଛନ ଦେସେ ଆର ଦେସ ବାହାରେ । ୧୯୯୯ ସାଲେ ପାଇଛନ ଜାତିୟ ପୁରସ୍କାର । ହରିଆନା ସରକାର ନୁ ପାଇଛନ କଲାନିଧି ଉପାଧି । ଦେସର କୁଡେ ଝନ ମାହେଜି ବୁନକାର ଭିତରୁ ଝନେ ହେଇ ଆଫ୍ରିକା ଜେଇଥିଲେ ସେକେଣ୍ଡ ଆଫ୍ରିକା ଇଂଡିଏନ ଫୋରମ ସମିଟ ନ ବାଂଧକଲା ପ୍ରର୍ଦସନ କରବାର ଲାଗି ।
ସୁରେନ୍ଦ୍ର ମେହେର
ସୁରେନ୍ଦ୍ର ମେହେର ହଉଛନ ପଦ୍ମର୍ସି କୁଂଜବିହାରି କର ସାନ ପୁଓ । ତାକାର ଜନମ ୧୯୫୯ ମସିହା ରେ ବରପାଲି ନ ହେଇଥିଲା । ସେ ବି ବାଂଧକଲା ର ଝନେ ପୁଖତ କାରିଗର ଆନ । ତାକର ଡିଜାଇନ କଲା ସାଢି କଲା ରତ୍ନ ଲାଗି ତାହାକୁ ୧୯୯୧ ସାଲେ ରାସ୍ଟ୍ରପତି ନୁ ମିଲିଛେ ଜାତିୟ ପୁରସ୍କାର । ଇତାର ଆଘୋନୁ ସେ ୧୯୮୭, ୧୯୮୮ ଆର ୧୯୮୯ ମସିହା ରେ ଲଗାତାର ତିନ ଥର ରାଜ୍ୟ ସ୍ତରିୟ ପୁରସ୍କାର ଜିତି ରଚିଥିଲେ ଇତିହାସ । ସେ ୧୯୯୩ ରେ କଲାନିଧି ପୁରସ୍କାର ବି ପାଇଛନ । ଭାରତର ପ୍ରତିନିଧିତ୍ୱ କରି ସେ ଜାଇଥିଲେ, ଅଲଗୁରେଆର ସେନ୍ଟର, ଦୁବେଇ(ୟୁଏଇ), ସାନଫ୍ରାନସିସ୍କୋ , ୟୁଏସଏ, (୧୯୯୭) । ତାକର ଅମର କୃତି ମାନେ ଦିଲ୍ଲି ର ଆର୍ଟ ଗେଲେରି ଅଫ କ୍ରାଫ୍ଟ ମ୍ୟଜିଅମ ଆର ଏସିଏନ ଆର୍ଟ ମ୍ୟଜିଅମ, ସାନଫ୍ରାନସିସ୍କୋ ନ ପ୍ରର୍ଦସିତ ହଉଛେ ।