ଦିନେ, ଗୋମୟ ବଲି ଗୁଟେ କୁଲିହା ବଡା ଭୁଖେ ହେଲା, ଆର ଖଅଏବାର ଲାଗି ଖାନା ନୁରୁଥିଲା ।
ଘାଏ ଗଲା ଉତାରୁ, ବୁଲି ବୁଲି ତାର ରହୁଥିବାର ଜଂଗଲ ବାହାରକେ ପଲେଇ ଆଏଲା, ଆର ଶୁନଶାନ ଯୁଦ୍ଦ ପଡିଆକେ ଆଏଲା ।
ଇ ଶୁନଶାନ ଯୁଦ୍ଧ ପଡିଆରେ, ଏଭେ ଗୁଟେ ଯୁଦ୍ଦ ଲଢା ହେଇଥିଲା । ଇଢୁଥିବାର ସନ୍ୟମାନେ ଗୁଟେ ଢୋଲ ଛାଡିଯେଇଥିଲେ ଯେନଟା କି ଗୁଟେ ଗଛତଲେ ପଡିଥିଲା ।
ଯେନ୍ତା ରେସରେ ଧୁକାମାରଲେ କି, ଗଛର ଡାହିମାନେ ଢୋଲ ଥି ଘଷି ହୁଅନ ଆର ଗୁଟେ ଆବାଜ ବାହାରେ ।
ଯେତେବେଲେ କୁଲିହା ସେ ଆବାଜ ଶୁନଲା, ସେ ବଡା ଡରିଗଲା ଆର ଦୌଡିପଲାବାରକେ କଲା, “ଯେନ ଲୋକ ଆବାଜ କରୁଛେ ସେ ମତେ ଦେଖବାର ଆଘୋନୁ ଯଦି ମୁଇଁ ଇନୁ ନି ପଲାମି, ବଏଲେ ଅସବିଧାରେ ପଡିପାରେ” ।
ସେ ସେନୁ ପଲାବାରକେ କରୁଥିଲା ବେଲକେ ଦୁସରା କଥା ଭାବଲା । “ଗୁଟେ ଜିନିଷ ବାବଦେ ନି ଜାନିକରି ସେନୁ ପଲାବାରଟା ମୁର୍ଖାମି ହେବା । ଉଲଟିଆ, ମୁଇଁ ସାବଧାନ ହେଇକରି କେନୁ ଆବାଜ ଆସୁଛେ ଯେ ପତା କରବାର କଥା” ।
ସେ ସାହାସ କରି କରି ସାବଧାନ ହେଇ ଆଗକେ ବଢଲା । ଯେତେବେଲେ ଢୋଲକେ ଦେଖଲା, ଜାନିପାରଲା ଯେ ଧୁକା ଲାଗି ଆବାଜ କରୁଛେ ।
ସେ ତାର ଖାନା ନୁରବାର ଜାରିରଖଲା, ଆର ଢୋଲ ପାଖେ ଭରପୁର ଖାନା ଆର ପାଏନ ପାଏଲା ।
ସାହାସି ଲୋକ ଜିବନରେ ସଫଲ ହେସନ
ଅନୁସୃଜନ – ସାକେତ ଶ୍ରୀଭୂଷଣ