ଭାସା ମାନେ ମରିଜାଏସନ ବି …? ହଁ, ଆଝିର ଚଲଲା ଫିରଲା, ବେଭାର ହେଲା ଭାସା କାଲକେ ମରି ବି ଜେଇପାରେ । ହେନ୍ତା କେତନି ଭାସା ଚଲିଛନ ଆର ମରିଜେଇଛନ । ଜାତିସଂଘ ସିଖ୍ୟା, ବିଗ୍ୟାନ, ଆର ସଂସ୍କୃତି ସଂଗଠନ (UNESCO) ର ୨୦୦୩ ରେ ପ୍ରକାସିତ “ଲାଂଗୁଏଜ ଭାଇଟାଲିଟି ଏଣ୍ଡ ଏନଡେଂଜରମେନ୍ଟ” (ଭାସା ସକ୍ତି ଆର ବିପଦ ଥି) ବୁକଲେଟ ପଢଲା ଉତାରୁ ମନ ଥିର ନି ରହୁଥେଇ । କୋସଲି ଭାସା କେ ତାର ବତାଲା ନାପକାଠି ଥି ପରଖି ଦେଖୁଥିଲିଁ । ଆର କୋସଲି ଇହାଦେ ଜେନ ଥିତି ରେ ଜଉଛେ, ନିଘା କରୁଥିଲିଁ । ତାର ଆଏସ ଜହ ନୁହେ ବାଗିର ଲାଗୁଛେ । କଥାଟା ବିସ୍ୱାସ ନି ଲାଗଲେ ବି ସତ ଏ ।
ମୋର ଗୁଟେ ଆଲେଖ “ଖପେ ନି ଖପେ ବିଂଝାଲ ଭାସା” ଥି ବତେଇସାରିଛେଁ ବରଗଡ ଜିଲ୍ଲା ର ବିଂଝାଲ ଭାସା କେନ୍ତା ମରବାର ଉପରେ ଅଛେ ଆର ଆଣ୍ଡାମାନ ନିକୋବର ର ‘ବୋ’ ଭାସା ୨୦୧୦ରେ ମରିଗଲା । (https://kosalexpress.in/%e0%ac%96%e0%ac%aa%e0%ad%87-%e0%ac%a8%e0%ac%bf-%e0%ac%96%e0%ac%aa%e0%ad%87-%e0%ac%ac%e0%ac%bf%e0%ac%82%e0%ac%9d%e0%ac%be%e0%ac%b2-%e0%ac%ad%e0%ac%be%e0%ac%b8%e0%ac%be/)
ଗୁଟେ ଭାସା ଗୁଟେ ଲୋକର ସାଂସ୍କୃତିକ ବୁଦ୍ଧିର ପ୍ରତିକ ଏ । ଇହାଦେ ଦୁନିଆଁ ଥି ପ୍ରାୟ ୬୦୦୦ ଭାସା ବଁଚିଛନ । ଇହାଦେ ଦୁନିଆଁ ଥି ୯୭% ଲୋକ ଦୁନିଆଁର ମାତ୍ର ୪% ଭାସା କହେସନ ଆର ୯୬% ଭାସା ୩% ଲୋକ ବେଭାର କରସନ ।
ଗୁଟେ ଭାସା ମରସି କେନ୍ତା କରି ? ଗୁଟେ ଭାସା ସେତେବେଲେ ମରି ବସସି ଜେତେବେଲେ ସେ ଭାସି କହୁଥିବାର ଲୋକ ତାହାକେ ବେଭାର କରବାର ଛାଡିଦେସନ । ଭିନେ ଭିନେ ନୁଆଁ ଠାନେ ସେ ଭାସାର ବେଭାର ନି ହେଇପାରେ, ସେ ଭାସି ର ଲୋକମାନେ ତାକର ନୁଆଁ ପିଢି କେ ସେ ଭାସା ସିଖାବାର ଛାଡିଦେସନ । ସେତକି ବେଲକେ ଆର ଛୁଆ କି ପୁରଖା କିହେ କହେବାର କେ ନି ଥାନ । ଗୁଟେ ଗବେସଣା ନୁ ଜନା ପଡିଛେ ଏକୁସ ସଦି ର ସେସ ଆଡକେ ଦୁନିଆଁର ୯୦% ଭାସା ଆର ନି ଥାଏ ନ ।
କେନସି ବି ଭାସା ର ମରନ ଥି ଭିନେ ସାଂସ୍କୃତିକ, ଐତିହାସିକ, ପରିବେସ ବାବଦେ ଗ୍ୟାନ ର ଅପୁରା ନକସାନ ହେସି । ହରେକ ଭାସା ହଉଛେ ମାନବିକ ଅଭିଗ୍ୟଁତା ର ଅନୋଖା ପରିପ୍ରକାସନ । ଜେଭେ ବି ଗୁଟେ ଭାସା ମରିଜାଏସି ମୁନୁସର ଭାସା ର ଢାଁଚା ଆର ତାର କବାର ର ନମୁନା ବୁଝବାର ଲାଗି ଆମର ନୁ ପ୍ରମାଣ କମିଜାଏସି ମୁନୁସର ପ୍ରାକଐତିହାସିକ ଆର ଦୁନିଆଁର ବିବିଧ ପରିବେସ ତଂତ୍ର ର ଦେଖରେଖ । ଇ ସମକିରର ନୁ ଉପରେ, ସେ ଭାସି କହୁଥିବା ଲୋକମାନେ ତାକର ଭାସାର ନୁକସାନ ଥି ତାକର ମୁଲ ସଜାତିୟ ଆର ସାଂସ୍କୃତିକ ପରିଚୟ ର ନୁକସାନର ଅନୁଭବ କରିପାରବେ ।
ଜାତିସଂଘ ସିଖ୍ୟା, ବିଗ୍ୟାନ, ଆର ସଂସ୍କୃତି ସଂଗଠନ (UNESCO) ର ୨୦୦୩ ରେ ପ୍ରକାସିତ “ଲାଂଗୁଏଜ ଭାଇଟାଲିଟି ଏଣ୍ଡ ଏନଡେଂଜରମେନ୍ଟ” ଥି ୯ ଟା କାରକ ବତେଇଛେ ଆର ତାର ପାହ୍ୟ ମାନେ ଦେଇଛେ । ଭାସା କେନ କାରକ ର କେନ ପାହ୍ୟ ଥି ଅଛେ ଆର ସେ ପାହ୍ୟ ଅନସାରେ ଆପଣକର ଭାସା ର ଥିତି କାଣା । ଆସୁନ ପରଖି ଦେଖମାଁ କୋସଲି କେନ ଠାନେ ଅଛେ ।
୧)ପିଢି ନୁ ପିଢି ଭାସା ସଁପବାର – ୟୁନେସ୍କୋ ହିସାବେ କୋସଲି ପାହ୍ୟା ୪ ଥି ରହୁଛେ ଅସୁରଖିତ ବଖରା ଥି । କାଏଁଜେ କି କିଛି ଛୁଆ ସବୁ ଠାନେ ବେଭାର କରୁଥିବାର ବେଲକେ ସବୁ ଛୁଆ ମାତ୍ର କେତେଟା ଠାନେ ବେଭାର କରସନ ।
୨) ଭାସା ବେଭାର କରୁୁଥିବା ପୁରାପୁରି ସଂଖ୍ୟା – କୋସଲି କହୁଥିବା ଲୋକ ପ୍ରାୟ ୧.୮ କୋଟି ହେଲେ ବି କୋସଲି କଲେ କଲେ ଅଜାନ୍ତକେ ଉଡିଆ ଥି ମିସି ଜଉଛେ
୩)ମୋଟ ଜନସଂଖ୍ୟା ଭିତରେ ଭାସା ବେଭାର କରୁଥିବାର ଭାଗ – ପ୍ରାୟ ସବେ କହେସନ/ବେଭାର କରସନ ହେଲେ ବି ଅସୁରଖିତ (୪) ଏ ।
୪) ଖେତ୍ର ବଦଲାବାର ଥି ଭାସା ବେଭାର – ବହୁଭାସି ସମାନତା (୪), ଦୁଇ ନୁ ଅଏତକା ଭାସା ପ୍ରାୟ ସବୁ ସାମାଜିକ ଖେତ୍ର ଆର କାର୍ଜ୍ୟକ୍ରମ ଥି ବେଭାର ହେସି ।
୫) ନୁଆଁ ଖେତ୍ର ଆର ମିଡିଆକେ ପ୍ରତିକ୍ରିୟା – କୋସଲି କେତନି ନୁଆଁ ଖେତ୍ର ଥି ବେଭାର ହଉଛେ । ସେ ହିସାବେ ଗ୍ରହଣସିଲ (୩) ଥିତି ନ ଅଛେ ।
୬) ଭାସା ଥି ଗ୍ୟାନ ଆର ସିଖ୍ୟା ଦେବାର ଲାଗି ଥିବାର ସାମାନ – ଲେଖବାର ତରିକା ଲୋକକୁ ଜନା ଅଛେ, ଆର କିଛି ସାମାନ ଲେଖା ହେଇଛେ । କୋସଲି ର ଥିତି ୫ ନୁ ୧ ।
୭) ଭାସା ପ୍ରତି ସରକାରି ଆର ଅନୁସ୍ଠାନିକ ମନୋବୃତି ଆର ନିତି, ସରକାରି ଥିତି ଆର ବେଭାର କେ ମିସେଇ – କୋସଲି ଭାସା ପାହ୍ୟା ୩ ଥି ରହେବା ଜେନ ନ କି କୋସଲି କେ ତୁମ ପଡି ଉଡିଆ ଥି ମିସେଇ ଦିଆହଉଛେ ।
୮) ନିଜର ଭାସା ପ୍ରତି ଲୋକର ମନୋବୃତି – ସବେ ନିଜର ଭାସାକେ ମାଏନ ଦେସନ ଆର ଆଗକେ ଫଏଲାବାର ଚାହୁଁଛନ (୫)
୯) ଦସ୍ତାବେଜ ର କିସମ ଆର ଗୁଣବତା – ଠିକଠାକ (୩) । ଦରକାରି ବ୍ୟାକରଣ, ଅଭିଧାନ, କିଛି ଫି ଦିନିଆଁ ମିଡିଆ, ଅଡିଓ ଆର ଭିଡିଓ ଅଛେ ।
କୋସଲି ର ଥିତି ପରଖିଲା ଉତାରୁ ତାହାକେ ଗୁଟେ ମଜବୁତ ଭାସା ବନାବାର ଲାଗି କାଣା କରା ପଡବା:
୧) ଗୁଟେ ପିଢି ନୁ ଆର ଗୁଟେ ପିଢି କେ ଭାସା କେ ବିନା ବାଧା ରେ ଆଗକେ ବଢାବାର କେ ପଡବା ।
୨) ଛୁଆ ନୁ ବୁଢା ତକ ସମକୁ କୋସଲି ବେଭାର କରବାରକେ ପଡବା ।
୩) ଉଁଝ୍ୟା ଭାସା (ଓଡିଆ, ହିନ୍ଦି, ଇଂରାଜି ଆଦି ବିଦେସି ଭାସା) କେ ଇଲାକା ନ ଠାନ ନି ଦେଇକରି ସବୁ ଖେତ୍ର ନ କୋସଲି ଚଲାବାର କେ ପଡବା ।
୪) ନୁଆଁ ଖେତ୍ର ମାନକୁ ଜହ ନୁ ଜହ ବେଭାର କରବାର ପଡବା ।
୫) ସରକାର ଭାସା କେ ସ୍ୱିକୃତି ଦେଇକରି ଆଇନ ହିସାବେ ସୁରଖିତ ରଖବା ଆର ତାର ବିକାସ କରବା ସେଥିର ଲାଗି ଲଢେଇ ଜରୁରି ।
ସାକେତ