Art & Culture, Education, Home

ମୁଁହଡା: କୋସଲି ସାହିତ୍ୟର ଇତିହାସ

Spread the love

ଗୁଟେ ଭାସା ଗୁଟେ ଜାତି ର ପରିଚୟ ଏ । ଗୁଟେ ସଂସ୍କୃତି ର ପରିବାହକ ଏ । ଦୁଇ କୋଟି କୋସଲି ଲୋକର ମାତୃଭାସା ଏଜ ଭିନ ଭିନ ଭୌଗୋଲିକ, ରାଜନୈତିକ କାରଣରୁ ତାର ଥିତି କେ ଜାହିର କରବାର କେ ଲେଡବେଡେଇ ଜଉଛେ । ଦିନେ ଦିନେ ଆଁଖଲ ଥେବେ ନେଇଁ ।

ପଣ୍ଡିତ ପ୍ରୟାଗଦତ ଜୋଷିଂକୁ କେଭେ ନେଇଁ ଭେଟି, ହେଲେ ଜେତେବେଲେ ତାଂକର “କୋଶଲୀ ଭାଷାର ସଂକ୍ଷୀପ୍ତ ପରିଚୟ” ର ଚିରା ଜେରକ୍ସ କପି ଟେ ପାଏଲିଁ ହେନ୍ତା ଆଁଖଲ ବୁହି ଆସିଥିଲେ । ପ୍ରାକକଥନ ପଢଲେ ପଣ୍ଡିତ ଜୋଷୀଂକର ପ୍ରତି ବେଭାର ଆର ତଥାକଥିତ ଓଡିଆ ବୁଦ୍ଦିଜିବି ମାନକର ମନୋଭାବ ଜନା ପଡିଜାଏସି । ଏଜ ବି କୋସଲି ପ୍ରତି ଓଡିଆ ବୁଦ୍ଦିଜିବିକର ମନୋଭାବ ଟିକେ ବି ନି ବଦଲି । କାଣା କୋସଲି କେ ସାମ୍ବିଧାନିକ ସ୍ୱିକୃତି ମିଲିଗଲେ ଓଡିଆ ଭାସାର କିଛି ଉନା ହେଇଜିବା କାଏଁ ? ଇ କଥା ଟା ମୁଇଁ ବୁଝି ନି ପାରେଁ! ଓଡିଆ ର ସଂବୃଦ୍ଦି କି ପତନ ଲାଗି ଓଡିଆମାନେ ଦାଇ ହେବେ ଆର କୋସଲି ର ଲାଗି କୋସଲି ମାନେ । କୋସଲି ଭାସା ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ ହେବାର ଉଚିତ ଭାବିକରି ଭାସା କମିସନର ୩୮ ଟା ଭାସା ଭିତରେ କୋସଲି କେ ରଖଲେ; ସେ ବି ଝନେ ଓଡିଆ । ଓଡିଶାର ମୁଖ୍ୟମଂତ୍ରି ବି ସିଫାରିସ କଲେ କୋସଲି କେ ସାମ୍ବିଧାନିକ ମାନ୍ୟତା ମିଲୁ ବଲି; ସେ ବି ଝନେ ଓଡିଆ । ହେଲେ ଓଡିଶାରେ ଓଡିଆ ବୁଦ୍ଦିଜିବି ମାନକର ପ୍ରକାର ଭେଦ କେତନି; ଗୁଟେ ସ୍କେଲ ରେ ଉଦାର ଆର ଅଁହକାରିଆ ।

କୋସଲି ରେ ରାମାୟଣ, ମହାଭାରତ, ମେଘଦୁତ, ଭାଗବତ ଗିତା, ଭାସାକୋସ, ଆର ଏନ୍ତା କେତେ ଗ୍ରନ୍ଥ ରଚନା ହେଇସାରଲା ନ ଆର କେତନି ଲେଖା ଚାଲିଛେ । ମୋର ମନ ଭିତରେ ଦିନେ ଏନ୍ତା ଖିଆଲ ଆଏଲା, ଆମର ସାହିତ୍ୟ ର ଇତିହାସକେ ସାଁଟିବାର ଲାଗି । ୨୦ ଜୁଲାଇ ୨୦୧୨ କେ କାମ ମୁଲ କରିଦେଲିଁ ।

୨୦୧୦ ଡିସେମ୍ବର ରେ ଭୁବନେସ୍ୱର ନ ଲଲିତ କଲା ଏକାଡେମିର ସଭାପତି ସ୍ରିମାନ ରଥଂକର ଘରେ ଭୁବନେସ୍ୱର ନ ରହୁଥିବା ପସଚିମ ଓଡିସାର ବୁଦ୍ଦିଜିବି ମାନକର ସାଂଗେ ଭେଟ ପଡଲୁଁ । ସେନ ଶଶାଂକ ଶେଖର ପଣ୍ଡା ଆଗ୍ୟା ତାଂକର ସଂପାଦିତ “ପଶ୍ଚିମ ଓଡିଶାର ଗୀତି କବିତା” ବହି ଦେଇଥିଲେ । ଆର ଦିନେ ଡ. ଚିତ୍ରସେନ ପଶାୟତ ଆଗ୍ୟାଁ “ପଶ୍ଚିମ ଓଡିଶା ବିକାଶ ପରିଷଦ” ଅଫିସ ନ ତାଂକର ସଂକଲିତ ଆର ସଂପାଦିତ “ପଶ୍ଚିମ ଓଡିଶାର ଲୋକଗୀତ” ବହି ଦେଲେ ଆର ଗପି ସାରଲା ଉତାରୁ ମୋର ରହେବାର ଠାନ ତକ ତାଂକର ସ୍କୁଟର ଥି ଆନି ଛାଡିଥିଲେ । ପଶ୍ଚିମ ଓଡିଶାର ଗୀତି କବିତା ହିଁ ଆମର ସାହିତ୍ୟ ବିସେନେ ଆର ଆଗକେ ନୁରବାର କେ ତହଁକାଲା । ସ୍ୱାଧିନତା ଆଘୋର ଆର ସ୍ୱାଧିନତା ପରର କଥା ପ୍ରାୟ ଇ ବହି ରୁ ହିଁ ମିଲିଗଲା । ନବେ ଦସକ ନୁ ଇଆଡକେ କୋସଲି ସାହିତ୍ୟ ରେ ନିଜେ ସାମିଲ ଅଛେ, ଜାନିଛେଁ ।

ଚର‌୍ୟାଗିତି କେ ପହେଲା ସାହିତ୍ୟ ବଲି ଲେଖବାର ଆଘୋନୁ, ଡ.ଅର୍ଜ୍ଜୁନ ପୁରୋହିତ, ଡ. ଦୋଳଗୋବିନ୍ଦ ବିଶୀ, ପ୍ରଫେସର ହୃଦମଣି ପ୍ରଧାନଂକର ସାଂଗେ ଆଲୋଚନା କଲିଁ । ସବେ ଠିକ ହେବା ବଏଲେ । ଚର‌୍ୟାଗିତି ବିସେନେ ବିସେସ ତଥ୍ୟ ଡ. ଗୋପିନାଥ ବାଗ, ଓଡିଆ ବିଭାଗ, ସମ୍ବଲପୁର ବିସ୍ୱବିଦ୍ୟାଲୟ ଦେଲେ । ଚୟାଗିତି ଉତାରୁ ଡଣ କେ ଜୁଡଲିଁ “ବେନି” ଥି ବାହାରିଥିବା ପୁରୋଷୋତମ ମିଶ୍ରଂକର ଲେଖାନୁ । ଡଣ ଉତାରୁ, ଲୋକ ସାହିତ୍ୟ ରେ କୋସଲି ର ଧାର । ସେନ ନିମାଇଁ ଚରଣ ପାଣିଗ୍ରାହୀ ଆଗ୍ୟାଂକର ଛୁଆକର ଲୋକ ସାହିତ୍ୟ (ବେନି ଥି ପ୍ରକାସିତ) ତାହାଂକୁ ପଚରେଇ କରି ନେଲିଁ । ହଲିଆ ଗିତ, ଡ. ସୁବାସ ମେହେରଂକର ଠାନୁ । ବାକି ବଡଭାଗି ଡ. ଚିତ୍ରସେନ ପଶାୟତଂକର ସଂକଲିତ ଆର ସଂପାଦିତ “ପଶ୍ଚିମ ଓଡିଶାର ଲୋକଗୀତ” ନୁ ନେଇଛେଁ । ୨୦୧୦ ଅଗସ୍ଟ ୧୪, ବରଗଡୁଁ ହଲଧର ଆଗ୍ୟାଁ, କେସ ଆଗ୍ୟା ଆର ମୁଇ ଫିରିଥଉଁ “ବେନି”ର ପହେଲା ଭାଗ ଉନ୍ମୋଚନ ସାରିକରି । ବାଟେ କେସ ସାର ଜୁଗ ଦାସଂକର କଥା କହିଥିଲେ । କବି ଭାଇ ଭଗବାନ ମଲ୍ଲିକ ନୁ ବଂଧୁ କୈଲାସ କୁମ୍ଭାର ବହି ମଗେଇଦେଲେ । ଇତାର ବାହାରେ ଆର ବି କେତେ କଥା ବୁଝବାର କେ ଡ.ଦୋଲଗୋବିନ୍ଦ ବିଶୀ, ପ୍ରଫେସର ହୃଦମଣି ପ୍ରଧାନଂକର ସହଜୋଗ ମଝି ମଝି ଫୋନ କରି କରି ନେଇଛେଁ । ତଥାପି ଟିକିନିଖି ଭାବେ ଇହାଦେତକ ବି ସଁକଲି ନି ପାରବାର ତାଏଲ । ତଥ୍ୟ ମିଲତେଲ ଗଲେ ନୁଆଁ ସଂସ୍କରଣ ମାନକୁ ଜୁଡତେଲ ଜିମାଁ । ନାଟକ ଆର ଗଦ୍ୟ ସାହିତ୍ୟକେ ତ ଟାମଡି ନି ପାରି ସେଥିର ଲାଗି ଛାଡି ଦେଇଛେଁ । ସଁକଲୁଛେଁ ସେ ସବୁ । ଆପଣ ମାନକୁ ବି ଅନୁରୋଧ, କୋସଲି ସାହିତ୍ୟ ବିସେନେ କିଛି ବି ହେନ୍ତା ସୁଚନା ମିଲଲେ ମତେ ପଠଉନ ଇଥି ଜୁଡବାର ଲାଗି ।

ଇଟା ଏକଦମ ସେସ ବହି ନୁହେସେ, ମୁଇଁ ବ୍ୟକ୍ତିଗତ ଭାବେ ଜାନିଛେଁ, “ସ୍ୱାଧିନତାର ଉତାରୁ” ଭାଗ ଆର ଟିକିନିଖି ଭାବେ ଲେଖବାର ଜରୁରି ଏ, ଆର କେତନି କବି-ଲେଖକ ବିସେନେ ଚର୍ଚା କରବାର ଜରୁରି ଏ । ଇ ବହି କେ ଇହାଦେ ଗୁଟେ ଛାଁଛ ବଲି କହି ପାରମାଁ । କୋସଲି ର ଧାର ଏନ୍ତା ଢାଁଚା ଥି ଉତରିଛେ ବଲି କହି ପାରମାଁ । ହେତକି ।

ସେସକେ, ଜେତେ ଲୋକ ବି ଇ ବହି ଲେଖବାର କେ ସହଜୋଗ କରିଛନ, ଜାର ଲେଖାମାନେ ଜୁଡିଛେଁ, ସମକୁ ମୋର ହୁରୁଦ ଭିତରୁ ଧନ୍ୟବାଦ ଜନଉଛେଁ ।

ଜଏ ମାଁ ସମଲେଇ, ଜଏ କୋସଲ!

ସାକେତ ଶ୍ରୀଭୁଷଣ ସାହୁ

Previous ArticleNext Article