Government & Politics, Home

ଭଟଲି ର କଥା

Spread the love

ସୋହେଲା, ଅମ୍ବାଭୋନା, ଭଟଲି ବ୍ଲକ କେ ନେଇକରି ଭଟଲି ନିର୍ବାଚନ ମଂଡଲି । ଇହାଦେ ଏମଏଲଏ ଅଛନ ମଂତ୍ରି ସୁଶାନ୍ତ ସିଂ । ପଦମପୁରେ ବିଜୟ ବରିହା ଜେନ୍ତା ନିଜର ଦାୟାଦ ନେଇଁ ବନେଇ ଭଟଲି ବିଜେଡି ରେ ସୁଶାନ୍ତକର ବି ଦାୟାଦ ନେଇଁ ନ । ଭଟଲି ବିଜେଡି ରେ ୨ ନମର ଲୋକର ନାଁ ନେଇଁନ । ଜଦି ସେ ବିଜେପୁର ଆସବେ ବଏଲେ ନିଜର ଭାଇ ସୁବ୍ରତ ସିଂ କେ ଜାଗା ଛାଡି ପାରନ ନେହେଲେ ଭଟଲି ବିଜେଡି ବଏଲେ ସୁଶାନ୍ତ ସିଂ ହିଁ ଆନ ।

ବିଜେପି କେ ଦେଖଲେ ନାଁ ଗୁର୍ଦୁ ଅଛେ । ଗଲାଥର ସ୍ୱାଧିନ ହିସାବେ ଉଠିକରି ୨ ନମରେ ରହିଥିବାର ସୁଶାନ୍ତ ମିଶ୍ର ସବୁ ନୁ ଜହ ଚର୍ଚାରେ । ଗୁର୍ଦୁ ଦିନୁ କଂଗ୍ରେସ ରାଜନିତିରେ ସକ୍ରିୟ ରହିକରି ସଂଗଠନ ଆର ଲୋକପ୍ରିୟତା କମେଇ ଥିବାର ପ୍ରମାଣ ଆଏ ତାକର ଗଲାଥରର ଭୋଟ । ଜୁବମୋର୍ଚା ରାଜ୍ୟ ସଂପାଦକ ଇରାସିଶ ଆଚାର୍ଯ୍ୟ ବି କମ ବଏସେ ନିଜର ସାଂଗଠନିକ ଦକ୍ଷତା ଲାଗି ଚର୍ଚାରେ ରହିଆସିଛନ । ଆର ବାକି ଆଶାୟୀ ତାଲିକା ଦେଖଲେ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁ, ସୌରିଚରଣ ବାରିକ, ମହମ୍ମଦ ରଫିକ, ଗିରଜେଶ ଖାଡଂଗା ଚର୍ଚାରେ ଅଛନ ।

କଂଗ୍ରେସରୁ ଆଘର ମଂତ୍ରି ପ୍ରକାଶ ଦେବତାଂକର ପୁଓ ସତ୍ୟନାରାୟଣ ଦେବତା ଓରଫ ବାବଲୁ ଦେବତାଂକର ଟିକେଟ ଗୁଟେ କିସମେ ତୟ ଆଏ ।

Previous ArticleNext Article