Art & Culture, Home

ବୁଲାକିର ଡାଏରି ନୁ ରାନିପୁର-ଝରିଆଲ

Spread the love

ରାନିପୁର ଆର ଝରିଆଲ ଗାଁ ଟିଟଲାଗଡ ପାଖର ବଂଗୋମୁଡା ବ୍ଲକ ନ ଅଛେ । ଇ ଟିଟଲାଗଡ ହଉଛେ ଖ୍ରି.ପୁ. ୫ମ ସତାବ୍ଦି ଥି ମଧ୍ୟଭାରତ ଆର ଦଖିଣ ପଥ ସାଂଗେ ପାନିକର ବତାଲା ତୈତଲ ଜନପଦ ଏ । ଇନ ତେଲ ନଦି ର ଛୁଟିଆ ବାହି ତୋଂଗ ବୁହି ଜଉଛେ । ନରସିଂନାଥ, ମାରାଗୁଡା, ପୋଡାଗଡ, ଅସୁରଗଡ, ବେଲଖଂଡି, ସଇଁତଲା ଆର ପାଟନାଗଡ ବାଗିର ଅଇତିହାସିକ ଠାନ ମାନେ ଘେରେଇ କରି ଅଛନ ରାନିପୁର ଝରିଆଲ କେ । ଦଖିଣ-ପସଚିମ କେ ପ୍ରସିଦ୍ଦ ସୋମେସ୍ୱର ସାଗର ଅଛେ ଜାହାକେ ହେ ଠାନ ର ଲୁକେ ଜୁଗିବଂଧ ବଲସନ । ଉତର ପୁର୍ବ କେ ବି ଗୁଟେ ନଲା ଅଛେ ଆର ଭିନେ ଭିନେ ଆକାର ର ମଂଦିରମାନେ ଏକଲା ଏକଲା ତୁମ ପଡି ଠିଆ ହେଇଛନ ମନ ଦୁଖେ ।

ଇତିହାସ କହେସି ଇ ମଂଦିର ସବୁ ମଧ୍ୟ ଜୁଗ ର ପହେଲା ଆଡର ଏ । ସୋମେସ୍ୱର ମଂଦିର ର ଗୁଟେ ପଖନ ଖୁଦେଇ ନୁ ଜନା ଜେସି ଜେ ସୈବ ଆଚାର୍ଜ୍ୟ ଗଗନ ସିବ ତାର ଦାତା ଥିଲେ ଆର ପଖନ ଥି ସୋମତିର୍ଥ ବଲି ବି ଲେଖା ହେଇଛେ ଜେନଟାକି ୩/୪ ସତାବ୍ଦି ର ପୁରାନମାନକୁ ବି ଲେଖାହେଇଛେ । ବେଲେ ରାନିପୁର-ଝରିଆଲ ଗୁଟେ ସୈବ ତିର୍ଥ ର ମାନ୍ୟତା ୩/୪ ସତାବ୍ଦି ନୁ ପାଇ ସାରିଛେ । ଆର ବି ସୈବ ଧର୍ମ କୋସଲ ଆର କାନ୍ତାର ଅଂଚଲ ଥି ନଲମାନକର ରାଜୁତି ବେଲୁ, ୪ର୍ଥ ସତାବ୍ଦି ର ମଝାନୁ, ପ୍ରଚଲିତ ଥିଲା । ଇ କଥାଟା ଏଭେ ମାରାଗୁଡା କୁଡଲା ପରେ ଜନା ପଡିଛେ । ଆର ବି ଜନା ପଡଲା ଜେ, କେତନିଟେ ସୈବ ବିହାରମାନକୁ ଭାଂଗି ଦିଆ ହେଇଛେ ବୋଧେ ସବୁ ବାହୁପ୍ରିୟମାନେ ବୈସ୍ନବ ଧର୍ମି ଥିଲେ । ମାରାଗୁଡା ର ସୈବ ବିହାରମାନେ ଭାଂଗିଦେଲା ପରେ ସୈବ ଗୟା ଉତର ଦଖିଣ କେ ବଢି ଜେଇଛେ । ଆର ପୁରାନ ଥି ବତାଲା ସୋମ ତିର୍ଥ ଠାନେ ଥାପନା ହେଇଛେ । ତଂତ୍ର ଧର୍ମ ର ଜେନ ବିହନ ବୁନା ହେଇଥିଲା ତାର ଫଲ ରାନିପୁର ଝରିଆଲ ନ ଫଲିଥିଲା । ସମ୍ବଲ (ଇହାଦେର ସମଲପୁର) ର ଇଂଦ୍ରଭୁତି ଆର ଲଖ୍ମିଂକରା ଜେନ ତଂତ୍ରଜାନ ଚଲେଇଥିଲେ ସେଟା ଇ ଅଂଚଲ ନ ଲୋକପ୍ରିୟ ଥିଲା ।

ଜେତେବେଲେ ଇ ଅଂଚଲ ନ ୮ମ/୯ମ ସତାବ୍ଦି ଆଡକେ ସୋମବଂସିମାନେ ରାଜୁତି କରୁଥିଲେ ସେତେବେଲେ ଧାର୍ମିକ ବିକାସ ଜୋରସୋର ହେଇଥିଲା । ହେ ସମିଆଁ ନ ହିଁ ପ୍ରାୟ ବଡଭାଗି ସ୍ଥାପତ୍ୟମାନେ ବନା ହେଇଥିଲା । ପ୍ରମାଣ ର ଅଭାବ ଥି ଇଟା କହେବାରଟା ବଡା ମୁସକିଲ ଜେ ଇ ଅଂଚଲଟା କେଭେ ଏନ୍ତା ସୁଇନ ପଦା ହେଇଗଲା । ପଂଦର ସ ସତାବ୍ଦି ନ ମୁସଲମାନ ମାନକର ଆକ୍ରମଣ ଇ ଅଧୋପତନ ର କାରଣମାନକର ଭିତରୁ ଗୁଟେ ହେଇଥେଇପାରେ । ଇନ ଆପଣମାନକୁ ଠାନ ଠାନ ପାହା ଚିହ୍ନାମାନେ, ଜେନଟା କି ନିରାକାର ବାଦ ବୌଧବାଦ ପୁଜାର ଚିହ୍ନା ଦେଖବାର କେ ମିଲିଛେ । ବେଲେ କୁହା ଜେଇପାରେ ଜେ ୩ୟ ସତାବ୍ଦି ଆଘୋନୁ ଇନ ବୌଧ ଧର୍ମ ସାଂଗେ ଜଡିତ ଥିଲା ।

ଚଉସଠି ଜୁଗନି ମଂଦିର

ଇ ଗୁଲାକାର ବିନ ଛାନିର ମଂଦିର ୬୪ ଜୁଗନିକର ଲାଗି ସୋମବଂସିମାନେ ବନେଇଥିଲେ । ଇଟା ମର୍କଡା ପଖନ ଥି ବନା ହେଇଛେ । ମଝା ନ ଗୁଟେ ଛେନ-ଥିଲା ଦୁଆର ମୁହଁ ନ ଛ ହତିଆ ନାଚୁଥିବାର ସିବ ମୁର୍ତି ଅଛେ ଆର ଚାର୍ହିଆଡେ ଗୁଲା ହେଇକରି ଖୋପମାନକୁ ଜୁଗନି ମୁର୍ତିମାନେ ଅଛେ ।
ଖୋପମାନେ ୧୦୦ ସେ.ମି. ୫୦ ସେ.ମି.ର ଅଛେ ଆର କାଁଥି ୨.୬୦ରୁ ୨.୬୫ ମିଟର ।

ଲେହରି ଗୁଡି

ପହେଲା ନୁ ଇ ଗୁଡିଟା ଖାକରା ପ୍ରଣାଲି ଥି ବନା ହେଇଛେ । ଇହାଦେ ଜିରେ ନି ଜିରେ ଅବସ୍ଥା ଥି ଥିବାର ଇ ଗୁଡି ବୋଧେ ତାଂତ୍ରିକସିଦ୍ଦ ଲୁଇ ପା ର ନାଁ ଥି ଦିଆ ହେଇଛେ । ଇଟା ସୋମେସ୍ୱର ସାଗର ର ଖଣି ବନା ହେଇଛେ ।

ଇ ଲେହରି ଗୁଡି ର ଅର୍ଦ୍ଧବେଲନାକାର ଛେନ ଦ୍ରାବିଡମାନକର ସୈଲ ସିଖର ପ୍ରଣାଲି ଥି ବା କାଲିଗନ ଖାକରା ଢାଁଚା ଥି ବନା ହେଇଛେ । ଇ ସ୍ଥାପତ୍ୟ ର ବିସେସତା ସସ୍ଟ ସତାବ୍ଦି ଆଡର ବଲି ଅନୁମାନ କରାଜେସି । ଇ ଗୁଡି ର ବାସ୍ତୁକଲା ର ବିସେସତା ଆଘୋର ମଂଦିରମାନକର ସ୍ଥାପତ୍ୟ ସଂରଚନା ନୁ ଜହ ଭିନେ ନୁହେଁସେ । ଇ ମଂଦିର ଥି ମୁର୍ତିକଲା ର ଅନୁପସ୍ଥିତି ନୁ ଫଟିକ କରିଦଉଛେ ଆଘୋର ସାକ୍ତ ପିଠମାନକର ବିସେସତା କେ । ଆର କହିହେବା ଜେ ଇଟା ୫ମ ସତାବ୍ଦି କି ୬ସ୍ଟ ସତାବ୍ଦି ର ପହେଲା ଆଡକେ ଇ ଗୁଡି ବନା ଜେଇ ଥେଇପାରେ ବଲି । ଇ ଅଂଚଲ ଥି ମଂଦିର ବନାବାର କାର୍ଜ୍ୟକ୍ରମ ପୁରାତନତାକେ ଆମେ କମସେ କମ ୫ମ ସତାବ୍ଦି ଆଡର ବଲି କହି ପାରମାଁ ଜେତେବେଲେ କି ଇ ଅଂଚଲ ନ ନଲମାନେ ରାଜ କରୁଥିଲେ । ଆର ଇହାଦେ କୁଂଦାସାଖି ବାଗିର ଠିଆ ହେଇକରି ଥିବାର ସହ ସହ ମଂଦିର ଭିନେ ଭିନେ ଆକାର ର ଆର କେତନି ଆଘୋନୁ ଖପିଗଲା ମଂଦିର ସବୁ ଇ ଅଂଚଲ ର ମହାନ ରୁପର କଥା ହିଁ କହୁଛନ ।

ସୋମେସ୍ୱର ମଂଦିର

ଇ ମଂଦିରଟା ବାକି ମଂଦିର ନୁ ଟିକେ ଭଲ ଅବସ୍ଥା ଥି ଅଛେ । ଇ ମଂଦିରେ ଗଗନ ସିବକର ପଥର ଲେଖା ମିଲିଛେ –
ସୋମସ୍ୱାମି ସିଦେ୍ଧସ୍ୱର
ଲଖ୍ମିନାମ ଚତୁର୍ଥ ନାମ

ଇନ ଗୁଟେ ଦୁର୍ଗା, ଭୁରସବ, ନାଗ, ଦ୍ୱାରପାଲ ଦେଖବାର କେ ମିଲସି । ଗର୍ଭଗୃହ କେ ପସଲା ବେଲକେ ତାର ଲିନଟେଲ ନ ଗଜଲଖ୍ମି ଦେଖବାର କେ ମିଲସି । ବାଟ ମୁହଁ ନ ମୁର୍ତିିଟେ ବୋଧେ ବୁଦ୍ଧ କି ସିଦ୍ଧ ଧ୍ୟାନ ମୁଦ୍ରା ଆର ମଝାନ ସିବ ଲିଂଗ ବୋଧେ ସୋମେସ୍ୱର ଦେଖବାର କେ ମିଲସି । ଏଭେ ସେ ଠାନେ ସିବ ପାର୍ବତି ମୁର୍ତି ଦୁଇଟା ରଖି ଦିଆ ହେଇଛେ । ଜଗମୋହନା ଥି ଖଜୁରାହୋ ମଂଦିର ବାଗିର କକ୍ଷସାନ ନମୁନା ଦେଖବାର କେ ମିଲସି । କକ୍ଷସାନ ନେ ଜେନ ଛେଁକେନ ଦିଆ ହେଇଛେ ସେଟା ପୁଡା ଇଟା ଆର ପଖନ ଥି ବନା ହେଇଛେ ।

ରାନି ଗୁଡି

ଇନ ପାଖେ କେନ ବୋଧେ ରାନି ରହୁଥିବା ହେତିର ଲାଗି ଇଠାନର ନାଁ ଟା ରାନିପୁର ପଡିଛେ । ଇ ଠାନେ ଖପେନି ଖପେନି ଅବସ୍ଥା ନ ସିବ ଗୁଡିଟେ ଅଛେ । ଅନୁମାନ କଲେ ଜନା ଜେସି ଜେ ୪ଟା ଭାଗ କରି କରି ବନା ହେଇଥିଲା । ମଧ୍ୟପ୍ରଦେସ ର ରାନୋଦ ଠାନେ ଜେନ ପଥର ଲେଖା ହେଇଛେ ସେଠାନେ ରାନି ପଦ୍ରା ବିସେ ନେ ଲେଖା ହେଇଛେ । ଅନୁମାନ କରାଜେସି ଜେ ସେଟା ରାନିପୁର ଏ ବଲି ।

ଇଂଦ୍ରଲାଠ ମଂଦିର

ଇଟା ଗୁଟେ ଅନୋଖା ମଂଦିର ଏ । ଭିନେ ଭିନେ ହିସାବେ ସିବ ଆର ବିସ୍ନୁ ମଂଦିର ବଲି ବର୍ଣ୍ଣନ କରାହେଇଛେ । ତାର ଉଁଚା ୬୦ ଫୁଟ ନୁ ଜହ ହେବା ଆର ବାଲିଆ ପଖନ ମଚାନ ଥି ଠିଆ ହେଇଛେ । କିଛି ଇତିହାସକାର କହେସନ ଇଟା ପ୍ରକୃତ ଥି ଗୁଟେ ବିସ୍ନୁ ମଂଦିର ଏ ବଲି । ପଛେକା ଇତାକେ ସିବ ମଂଦିର ବଲି ଦିଆ ହେଇଛେ । ହେଲେ ଭଲକରି ଅନୁଧ୍ୟାନ କଲା ପରେ ଜନା ପଡିଛେ ଜେ ଇଟା ଗୁଟେ ସିବ ମଂଦିର ଏ । ମଂଦିର ଭିତରେ ସିବ, ପାର୍ବତି, ଗଣେସ ଆଦି ଅଛନ । ସିବ ଲିଂଗ ନୁ ଜେନ ପେନ ଧାର ବାହାରୁଛେ ସେଟା ପ୍ରାକୃତିକ ଏ । ଇଂଦ୍ରଲାଠ ମଂଦିର ଆର ଚଉସଠି ଜୁଗନି ମଂଦିର କିଏ ବନେଇଛେ କହି ନି ହେବାର । ବେଗଲାର ଆର ୱିଲିଅମ ମତ ଦେସନ ସିରପୁର (ଛତିସଗଡ) ର ମଂଦିର କେ ସପ୍ତମ ସଦିର ବଲି ତ ରାନିପୁର ଇଂଦ୍ରଲାଠ ବି ସେ ଏକା ଢାଁଚା ଥି ବନା ହେଇଛେ ହେତିର ଲାଗି ସମାନ ସମିଆଁ ର ବଲି ଅନୁମାନ କରା ହଉଛେ ଆର ବି ସପ୍ତମ ସଦିର ନଲା ରଜାମାନେ ବୈସ୍ନବ ଧର୍ମ ପ୍ରିୟ ଥିଲେ ଆର ତାକର ମୁଖିଆ ରାଜୁତି କାମ ରାଜିମ, କଲାହେଁଡ, ବଲାଂଗେର, ଅଂଚଲ ନ ଥିଲା ବଏଲେ ତାକର ସଂପର୍କ କେ ବି ମନା କରି ନି ହୁଏ । ଜଦି ବି ଠିକସେ କିଏ ବନେଇଛେ କହି ନି ହେବାର ତଥାପି ବି ଗୁପ୍ତମାନକର ପରର ସ୍ଥାପତ୍ୟ କଲା ଇ ମଂଦିର ମାନକୁ ଝଲକିସି ।

ସୋମତିର୍ଥ

ସୋମତିର୍ଥ ବଏଲେ ବଲାଂଗିର ଜିଲାର ଜାଁଲା ଗାଁ ରାନିପୁର ଆର ଝରିଆଲ କେ ବୁଝାସି । ବେଗଲାର କହେସନ ଇନ ପ୍ରାୟ ୧୨୦ଟା ମଂଦିର ଭିନେ ଭିନେ ନାପ ଆର ଆକୃତି ର ଥିଲା ଆର ଇହାଦେ ସେନୁ ୫୭ଟା ଅଛେ । ହେଲେ ପଛର ଗବେସନା ନୁ ଜନାଜାଏସି ଜେ, ପାଖାପାଖି ୨୦୦ଟା ମଂଦିର ର ନିହିର ଠାବ କରା ହେଇଛେ । ଜେନଟା କି ୨ କିମି ତକ ଫଏଲି କରି ଅଛେ । ଏତେଟେ ମଂଦିର ଏକେ ସାଂଗେ ବାନାବାର ନୁ ଫଟିକ ଏଜେ ଦିନେକା ଇଠାନେ ଗୁଟେ ତିର୍ଥ ଥିଲା । ଆର ସେମାନେ ମତ ଦଉଛନ ଜେ ସୋମତିର୍ଥ ନାଁଟା ସୋମେସ୍ୱର ସିବଂକର ନାଁ ଅନସାରେ ହେଇଛେ ଜେନଟାକି ବାମନ ପୁରାନ ଥି ଲେଖା ହେଇଛେ । ପରଜିଟର ର ଅନସାରେ ପୁରାଣମାନେ ୩ ସଦି ଆଡେ ଥିଲା ବଲି ଜୋର ଦେଇକରି କହିହେବା । ସେ ପୁରାଣମାନେ ସୋମତିର୍ଥ ର ସିବ ର ନାଁ ସୋମସିତଲ ଆର ଗୋପାଲ ପୁଜା ପଉଥିଲେ । ଆର ବି ଦାବିକେ ଜୋର କରି ଦେସି ସୋମ ସାଗର, ସୋମେସ୍ୱର ସିବ ମଂଦିର ଆର ବିସ୍ନୁ ମଂଦିର ।

ସାକେତ ଶ୍ରୀଭୁଷଣ ସାହୁ

Previous ArticleNext Article