Government & Politics, Home

ବିଜେପୁରେ ରିତା ନେହେଲେ ସୁଶାନ୍ତ

Spread the love

ବିଜେପୁର ବାଏ ଇଲେକସନ ଉତାରୁ ଦଲ ମାନକର ଥିତି ବଦଲି ଜେଇଛେ । କଂଗ୍ରେସ କୁରକୁଟି ହେଇଗଲା, ବିଜେଡି ବଢିଗଲା, ଆର ବିଜେପି ବି ଭୋଟ ଜରୁର ପାଇଛେ ହେଲେ ମୁଲ ସଂଗଠନ ଇଆଡ ସେଆଡ ହେଇଗଲା ।

ଇ ଥର ଅଶୋକ ପାଣିଗ୍ରାହିଂକୁ ବିଜେପି ଟିକେଟ ଦେବାର ଆଶା କମ । ତାକର ଦିହିଁ ବି ଭଲ ନି ରହେବାର । ବାଏ ଇଲେକସନ ବେଲକେ ବିଜେଡି ନୁ ବିଜେପି କେ ଆସିଥିବାର ସନତ ଗଡତିଆଂକର ନାଁ ବେସି ଚର୍ଚା ହଉଛେ । ଚର୍ଚାରେ ତ ହଲପାଣି ମାଝି, ପ୍ରବୀଣ ପାଣିଗ୍ରାହି, ଗୋବର୍ଦ୍ଧନ ଭୁଏ ବି ଅଛନ ହେଲେ ଟିକେଟ ମିଲବାର ବେଶି ମୌକା ସନତ ଗଡତ୍ୟାଂକର ଦିସୁଛେ । ପିକୁ ମିଶ୍ର ବି ପାଟି ବଦଲେଇ ପାରନ ଜଦି ବିଜେପି ଟିକେଟ ଦେଲେ ବଲି ସୁନବାରକେ ମିଲୁଛେ । ବଏଲେ ପିକୁ ମିଶ୍ର ଆର ସନତ ଗଡତ୍ୟାଂକର ଭିତରେ ରହେଲା ।

ଇହାଦେ ବିଜେଡି ରୁ ଏମଏଲଏ ଅଛନ ରିତା ସାହୁ । ତାହାକୁ ପାଟି ଫେର ଥରେ ଟିକେଟ ଦେଇପାରେ ଆର ବେଶି ସେ ବେଶି ବଦଲିଲେ ମଂତ୍ରି ସୁଶାନ୍ତ ସିଂ ଭଟଲି ନୁ ଆସିପାରନ । ବାକି ଜେତେ ଗଲା ବାଏ ଇଲେକସନରେ ଆସିଛନ ଜେନ୍ତା ନାରାୟଣ ସାହୁ, କି ଏଭେ ପ୍ରଣୟ ସାହୁ, ଗୌରହରି ମିଶ୍ର, ଟିକେଟ ଚର୍ଚାରେ ନାଇଁନ ।
କଂଗ୍ରେସ ତାର ରିପୋଟ ପଠେଇ ସାରଲାନ, ରିପୁ ସେଠ ଆଗାଡେ ଅଛନ ।

Previous ArticleNext Article