Government & Politics, Home

ବରଗଡ ବିଧାନ ସଭା

Spread the love

ବରଗଡ ବ୍ଲକ, ବରଗଡ ମୁନସିପାଲଟି, ଆର ବରପାଲି ବ୍ଲକର କିଛି ପଂଚାୟତକେ ନେଇକରି ବରଗଡ ବିଧାନ ସଭା ର ଏରିଆ ।

ଗଲାଥର ଜେନ ତିନ ଝନ ପ୍ରାର୍ଥି ଥିଲେ, ବିଜେଡି ରୁ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ରୁ ସାଧୁ ନେପାକ, ଆର ବିଜେପି ରୁ ଅଶ୍ୱିନୀ ଷଡଂଗୀ, ଫେର ଟିକେଟ ପାଉଛନ । ଲଢେଇ ଗଲା ଥର ବିଜେଡି ଆର କଂଗ୍ରେସ ଭିତରେ ହେଇଥିଲା ଇ ଥର ବିଜେଡି ଆର ବିଜେପି ଭିତରେ ହେବା ।

ଖାଲି ଗୁଟେ କଥା ଯେ, ଜଦି ଅଶ୍ୱିନୀ ଷଡଂଗୀ ଲୋକ ସଭା ପ୍ରାର୍ଥୀ ହୁଅନ ବଏଲେ ବିଜେପି ର ବିଧାନ ସଭା ର ଟିକେଟ ଡ. ରାମକୃଷ୍ଣ ପୁରୋହିତଂକୁ ମିଲିପାରେ ।

Previous ArticleNext Article