Art & Culture, Home

ଦରଦ୍ : ଶଂକର ସାହୁ

Spread the love
ଗାନ୍ଧି ଛକ୍ ନ ସ୍କୁଟି ନୁ ପଡି କରି ସୁନଂଦାର୍ ଗୋଡ୍ ଭାଂଗିଗଲା l ଦରଦ୍ ତିଁ ସେ କାଂଦି ପକଉଥିଲା l ତାର୍ ଦୁଖ୍ ଦେଖି କରି ଛକ୍ ର ପାଁଚ୍ ଛ ଝନ୍ ଲୋକ୍ ଗାଡି ଟେ ଭଡା କରି ତାହାକେ ହସ୍ପିଟାଲ୍ ନେଲେ l
ହସ୍ପିଟାଲ୍ ନେଲା ବେଲେଁ ସୁନଂଦା କେ ଗୋଡ୍ ଭଂଗାନୁ ବି ଜହ ଦରଦ୍ ହଉଥିଲା, ଯେତେବେଲେଁ ସେ ଲୋକ୍ମାନେ ଯତ୍ନାବାର୍ ବାହାନା ତିଁ ତାର୍ ଦେହର୍ ଅଛିଆ ଜାଗାମାନକୁ ଛିଉଥିଲେ l
ଜେମାପାଲି,ବଲାଂଗିର
Previous ArticleNext Article