Art & Culture, Home

ଡଁଡ: କୋସଲି ସାହିତ୍ୟର ଇତିହାସ

Spread the love

ଅସ୍ଟମ-ନବମ ସଦି ଆଡକେ ଇନ୍ଦ୍ରଭୁତିଂକର ବୁହେନ ଲଖ୍ମିଂକରା (ସୋନପୁର ରଜା ଜଲେନ୍ଦ୍ରକର ବହ)କର ସହଜତଂତ୍ର ସାଧାରଣ ଲୋକକୁ ପସନ ଆସୁଥିଲା ଆର ବୌଧ ଧର୍ମ ର ପ୍ରଚାର-ପ୍ରସାର ବନେ ଜୋର ଧରିଥିଲା । ସେଥିର ଲାଗି ସୈବ ଧର୍ମ ର ପ୍ରଚାର-ପ୍ରସାର ଲାଗି ସୈବ ଧର୍ମ ଉପାସନା କରୁଥିବାର ସୋମବଂସି ରଜାମାନେ ଡଁଡ ନାଟ ର ମୁଲ କରାଲେ ।

ଡଁଡ ଦଲ ମାନେ ପହିଲ କରି ସୋନପୁର ରାଏଜ ର ଗାଁ ଗାଁ ବୁଲି ବୁଲି ସିବ-ପାର୍ବତି ପୁଜା ସାଂଗେ ନାଟ କଲେ । ଡଁଡ ର ପହେଲା ରୁ ଟା ସୁହ୍ଲ ସୁଆଂଗ ଡଁଡ ଥିଲା । ସେଥି ସହଜଜାନ ବି ମେସିଥିଲା ଜେହେତୁ ତଂତ୍ର ସାଧନା ଟା ସାଧାରଣ ଲୋକର ଭିତରେ ଫଏଲି ସାରିଥିଲା ନ ।

ଚଇତ ମସିଆ ଖରାଥି ମିନ ସଂକ୍ରାନ୍ତିରୁ ବିସୁବ ସଂକ୍ରାନ୍ତି ତକ ଡ଼ଁଡ଼ୁଆମାନେ ଉପାସବଲାକରି ସହ ସହ ଛତର ବୈରଖ ଆର ସିବ ପାର୍ବତି, ଦକ୍ଷିଣ କାଲିଙ୍କୁ ଧରି କରି ବାହାରି ପଡ଼ସନ । ଡଁଡ ପରଂପରା ରେ ତିନଟା ଡଁଡ ଦେଖବାର କେ ମିଲସି (୧) ଧୁଏଲ ଡଁଡ (୨) ପାଏନ ଡଁଡ ଆର (୩) ଡଁଡ । ଡଁଡ ଥି ବିସେସକରି ଧର୍ମ ର ସୁରଖ୍ୟା, ସାଂସ୍କୃତିକ ଜାଗରଣ, ପୁରୁସ-ପ୍ରକୃତିବାଦ, ସଂଜମ, ନିସ୍ଠା, ମନୋରଂଜନ କେ ଜୋର ଦେସନ  । ସୁହ୍ଲ ସୁଆଂଗ ଡଁଣ ର ଭୁତନାଥ ଚରିତ୍ର ର ଗିତ ପଦେ:

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ । (ଘୁସା)

ମାଲଖମ ବୁରା ବଏଲା ଜେ ରେ ମୁଇଁ ତ ମଁଝିଆ ଭାଇ

ଇଆଡ-ସେଆଡ ହେଲେ ଢେଁକି ଦଉଥିସିଁ ସଲଖେଇ  । ୧ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

କୁଲା ବୁରା ବଏଲା ଜେ ରେ ମୁଇଁ ତ ଭରକା ଟୁଣା

ପାଛରି କରି ବାରି ଦେସିଁ ଜେତକି ଖୁଦକୁଣା । ୨ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

ବାଢୁନ ବୁରି ବଏଲା ଜେ ରେ ମୁଇଁ ତ ଛିତକି ମୁଡି

ସଁକଲି ବୁଟଲି ଧାନ ଚଉଲ ଦଉଥିସିଁ ବୁଡବୁଡି । ୩ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

ଲେଟ ବୁରା ବଏଲା ଜେ ରେ ମୁଇଁ ତ ଅସ୍ଟବଁକା

ମୁଇଁ ଥିଲେ କେଁଚି ହେବା ନେଇଁ ଥେ ଆର ସଁକା  । ୪ ।

 

ଢେଁକି ଦେ ଚମକେଇ ଲୋ ସାମ କୁଟେ ଧାନ

ଢେଁକିର ଉପରେ ଦୁଇ ସଁତେନ ଖାଏଲେ ବଂଗଲା ପାନ ।

 

ସାକେତ ଶ୍ରୀଭୂଷଣ ସାହୁ

 

 

Previous ArticleNext Article