Government & Politics, Home

କୋସଲିର ସାମ୍ବିଧାନିକ ସ୍ୱୀକୃତି ଲାଗି ୫ରେ ଜନ୍ତର ମନ୍ତର ନ ଧାରଣା

Spread the love

କୋସଲି ଭାଷା କେ ସମ୍ବିଧାନ ର ଅଷ୍ଟମ ସୂଚୀ ନ ସାମିଲ କରବାର ଦାବୀରେ ଆଏବା ନଭେମ୍ବର ୫ ରେ ଜନ୍ତର ମନ୍ତର, ଦିଲ୍ଲୀ ଠାନେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫୁ ଧାରଣା ଦିଆହେବା ବଲି ଆବାହକ ସାକେତ ଶ୍ରୀଭୂଷଣ ସାହୁ ଜନେଇଛନ । ପଶ୍ଚିମ ଓଡିଶାର ୨ କୋଟି ଲୋକର ମାତୃଭାଷା ର ହକ ଲାଗି ରାଜସ୍ଥାନୀ, ପଂଜାବୀ, ବଂଗାଲି, ମରାଠି, ଭୋଜପୁରୀ, ଅଂଗିକା, ହିନ୍ଦି ଆଦି ଭିନେ ଭିନେ ଭାରତୀୟ ଭାଷା ର କର୍ମୀ ଧାରନା ଥି ଯୋଗଦେବା ଲାଗି ରାଜି ହେଇଛନ । ଇତାର ବାହାରେ ଦିଲ୍ଳୀ ର ଭିନେ ଭିନେ ଛାତ୍ର ସଂଘଠନ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ଆର ବ୍ୟକ୍ତି ଯୋଗଦେବା ଲାଗି ବି ହଁ ବଲିଛନ । ସୂଚନା ଦିଆଯାଇପାରେ ଯେ ରାଜ୍ୟ ସରକାର କେନ୍ଦ୍ର ସରକାର କେ ୨୦୧୪ ଆର ୨୦୧୫ ରେ ନୂଆଁ ସରକାର ବନଲା ଉତାରୁ କୋସଲି କେ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରବାର ଲାଗି ସୁପାରିଶ କରି ସାରିଛନ ।

Previous ArticleNext Article