Government & Politics, Home

କଟିପାରେ ସୁବାଷ ଚୌହାନକର ଟିକେଟ

Spread the love

ରାଜନିତି ଗୁଟେ କ୍ରିୟାସିଲ ପ୍ରକିୟା । ରାଜନିତି ବିଗ୍ୟାନ ବଲାହେସି ହେଲେ ପଢାହେଲା ବେଲକେ କଲା ଭିତରେ ଆଏସି । ୨୦୧୯ ନିର୍ବାଚନ ଲାଗି ବିଜେପିର ବରଗଡ ଲୋକ ସଭା ଲାଗି ଜେନ ନାଁ ମାନେ ଚର୍ଚାକେ ଆସୁଛେ ଆର ଘାଏ କେ ଘାଏ ଜେନ ନୁଆ କଥା ଘଟୁଛେ ସେନୁ ବଡ ଘଟଣା ହଉଛେ, ସୁବାଷ ଚୌହାନ କର ଟିକେଟ କଟୁଛେ ।
ସୁବାଷ ଚୌହାନ, ବଜରଂଗ ଦଳର ରାଷ୍ଠୀୟ ନେତା । ଆରଏସଏସ ଆର ହିନ୍ଦୁ ସଂଗଠନ ମାନକର ସାଂଗେ ଜଡିତ ହେଇ ଦିଲ୍ଲି ନୁ ଟିକେଟ ଆନିଥିଲେ ଗଲାଥର । ଓଡିଶାର ବିଜେପିର ସବକର ନୁ କମ ଭୋଟରେ ହାରିଥିବାର ପ୍ରାର୍ଥି । ଏନ୍ତା ବି ହେଇଥିଲା ଜେ, ଗଲା ଥର ବେଲବୁଡାର ୭ ବଜେ ଆଡେ ସୁବାଷ ଗୁଷ୍ଟି ଜିତି ସାରଲୁଁ ନ ବଲି ଫୁଟକା ଫୁଟେଇ ସାରିଥିଲା ବେଲକେ ରାତିର ୮.୩୦ ବଜେ ୧୦ ହଜାର ଭୋଟ ଥି ହାରିଜାଇଥିଲେ ବିଜେଡିର ଡ. ପ୍ରଭାସ ସିଂକର ଠାନୁ ।

ଇ ଥର ଫେର ବୁଲାବୁଲିକରି ନିଜର ଜିତ ଲାଗି ଦିନରାଏତ ପରିଶ୍ରମ କରୁଥିଲେ ହେଲେ ସେ ଓଡିଶା ବିଜେପିର ମୁଖ୍ୟମଂତ୍ରି ପ୍ରାର୍ଥି ଧମେନ୍ଦ୍ର ପଧାନ ସାଂଗେ ନି ପଟନ । ଧମେନ୍ଦ୍ର ଗୁଟର ବରଗଡ ଆର ଝାରସୁଗୁଡା ସାଂଗେ ବି ତାକର ମେଲ ଠିକ ନି ବସେ । ସେଥିର ଲାଗି ନିଜର ସମାନ୍ତର ସଂଗଠନ ବନେକରି ଚାଲୁଥିଲେ । ଧମେନ୍ଦ୍ର ଗୁଟ ବଏଲେ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଂଗୀ ଗୁଟ । ଜେନମାନେ କି ଜିଲ୍ଲାର ଦଲୀୟ ପଦପଦବି ଧରିକରି ବସିଛନ । ଗୁଟେ ସମିଆଁ ଥି ପ୍ରଦିପ ପୁରୋହିତ ବି ଇ ଗୁଟ ବାହାରେ ଥିଲେ ଫେର ନିଜର ଚୌକି ଲାଗି ଇହାଦେ ଇ ଭିତରେ ସାମିଲ ହେଲେନ ।

କଥା ଲୋକସଭା ଟିକେଟ ର ପଡିଛେ । ଆଝିର ତାରିଖ ରେ ବିଜେପି ର ଲୋକସଭା ଲାଗି ଜେନ ନାଁ ମାନେ ଚର୍ଚା ହଉଛେ ସେଟା ମାନେ ହେଲା ଆଗର ସାଂସଦ ଡ. କୃପାସିନ୍ଧୁ ଭୋଇଂକର ଭାଇ ଜଗବନ୍ଧୁ ଭୋଇ, ବିକାସ ଗୃପର ଚେୟାରମେନ ଡି. ମୁରଲିକ୍ରିଷ୍ଣା, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଂଗୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ । ସୁବାଷ ଚୌହାନକର ଟିକେଟ ଜଦି କଟବା ତାର ମୁଖିଆ କାରଣ ହଉଛେ ସେ ଜଦି ଏମପି ହେଇକରି ଜିତନ ବଏଲେ ଜରୁର ଭଲ ପୋର୍ଟଫୋଲିଓ ପାଏବେ କେନ୍ଦ୍ରରେ ଆର ଧମେନ୍ଦ୍ର ଗୃପକେ ଚୁନୌତି ଦେଇପାରନ ଭବିଷ୍ୟତରେ । ବୋଧେ ସେଥିର ଲାଗି ନାଁ ରହେବା ବଉଁସ ନା ବାଜବା ବଏଁସି ।

Previous ArticleNext Article