Art & Culture, Home

ଆଦିକବି ଜୁଗ ଦାସ: କୋସଲି ସାହିତ୍ୟର ଇତିହାସ

Spread the love

ସୁହ୍ଲ ସ’ ସତାବ୍ଦି ବେଲକେ ସାରା ଭାରତ ରେ ଲିଖନ ପଦ୍ଧତି ସଂସ୍କୃତ ଭାସା ରେ ଥିଲା । ହେଲେ ସେ ସମିଆଁ ରେ କୋସଲି ସାହିତ୍ୟ ଲାଗି ଗୁଟେ ଚମକ୍ରାର ଘଟିଥିଲା । ନରସିଂନାଥ ପାଖର ଜୁଗ ଦାସ ବଲି ଝନେ କନ୍ଧ କବି “ଶ୍ରୀ ନୃସିଂହ ଚରିତ” କାବ୍ୟ କୋସଲି ଭାସା ରେ ଲେଖିଥିଲେ । ସେ ନରସିଂନାଥ ମନ୍ଦିର ର କନ୍ଧ ଜାତି ର ପୁଝାରି ମାନକର ବଂସଧର ଆନ । ସେ ନିଜେ ଲେଖିଛନ:
ପାରାକୃତ ଭାଷାରେ ମୁଁ କରଇଁ ଲେଖନ
ଭୋ ସାଧୁ ସୁଗ୍ୟଁ ଜନେ ଦୋଷ ମୋ ନ ଘେନ । ( ପୃ ୧୩୬)
ସେ ଆର ଥରେ ବି ଲେଖିଛନ:
ପରାକୃତ ଭାଷାରେ ମୁଁ କରଇ ପରକାଶ । (ପୃ୧୪୧)
ପରାକୃତ ଭାଷା – ପ୍ରାକୃତ ଭାସା ( ଗୁଟେ ଅଂଚଲ ର କଥିତ ଭାସା ଅର୍ଥାତ ନରସିଂନାଥ ଅଂଚଲ ର କଥିତ ଭାସା, କୋସଲି ରେ ଲେଖା ହେଇଛେ । ଇ ପୁରାଣ କାବ୍ୟ ର ଲେଖବାର ସମିଆଁ ୧୫୫୦-୧୬୫୦ ଭିତରେ ବଲି ମତ ପାଇଛେ । ୧୫୫୦-୧୬୫୦ ସମିଆଁ ଆଡେ ଜେନ କୋସଲି ଭାସା ଚଲୁଥିଲା ସେଟା ଇହାଦେ ର କୋସଲି ନୁ କେତନି ଭିନେ । ତଥାପି ଇହାଦେ ବେଭାର ହଉଥିବା ଗୁର୍ଦୁଟେ କୋସଲି ସବ୍ଦ କାବ୍ୟ ରେ ବେଭାର ହେଇଛେ ଜେନ୍ତା ନୁନି, ମରୁଡି, ଧୁନି, ଗହ ଗହ, ଖେଦି, ନିସତ, ଛିନୁ ଛିନୁ, ମଡିଆ, ହଁସା ହଁସି, ଖୁଜାମାରି, ଖେଦି, ହାଦେ, ଖଲ ଖଲ, ଅଲାର ଧୁଆ, ଲୁଟିଚୁରି ଆଦି । ଇ କୋସଲି କାବ୍ୟ ରେ ଧାମନ୍ତ, ଯୁନ, ସୋମେନ୍ଦ୍ର, ରହସି, ନିଭାକଲେ, ଥୋକାଏ, ରଂଚନା, ଯେଥେ, ଭାର୍ଜନା, ମାୟେସ, ପାରୁଶେ, ଆଂଚେବନ, ସିମସ୍ଥାନେ, ଏନ୍ତା କେତନି ଜୁନ୍ହା ସବ୍ଦ ବେଭାର ହେଇଛେ ଜେନଟା ମାନେ କି ସାରଲା ଦାସଂକର ‘ମାହାଭାରତ’ ଥି ବି ଦେଖବାର କେ ମିଲସି । ତାର ଅର୍ଥ କୁହାଜେଇପାରେ ଜେ ଜୁଗ ଦାସ, ସାରଲା ଦାସଂକର ସମସାମଇକ । ଇହାଦେ ର କୋସଲି ସବ୍ଦ ବେଭାର ହେଇଥିବାର ଧାଡି ମାନେ:

ତତେ କୋଲେ ଧରି ଭାରିଯା ତୋର କାନ୍ଦୁ (ପୃ ୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୂମିରେ ପାରି ବିବଶ୍ର କଲା ଆଭରଣ (ପୃ ୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଛାଡରେ ପାପିଷ୍ଠ ମୂଢ ମୁହଁ ତୋର ପୋଡୁ (ପୃ ୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବେଲବୁଡି ଅନ୍ଧାର ହୋଇଲା ନିଶି ପୁଣି (ପୃ ୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିଲି ତାହାଂକର ଭବିସ ଯେ ରୂ (ପୃ ୨୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଆଡେ ତ୍ରିଶି ଦୀର୍ଘ ତାର ଶରୀର ବଢିଲା (ପୃ ୩୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଯେଡେ ହୋଇବି ବୋଇଲେ ତେଡେ ଶରୀର ବଢଇ (ପୃ ୩୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶୁଣି ଦେବତାୟେ ଯେ ଦୁର୍ଗାକୁ କଲେ ତୁସ୍ତି (ପୃ ୩୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଜୀବଜନ୍ତୁ ଦେଖି ମାୟେ ଯାନ୍ତି ଆଡ ହୋଇ (ପୃ ୩୬)
ଦିଅ କି ନ ଦିଅ ତୋତେ କହିଲିରେ ବାଇ (ପୃ ୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦଇବର ଯୋଗ ମୁଁ ଯେ ତତେ ଭେଟିଲଇଁ (ପୃ ୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିଣ ଅସୁର ଜେ ହୋଇଲା ଅଚାବୁହା (ପୃ ୪୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦୁର୍ଗାଦେବୀ ବୋଇଲେ ରେ ନୁନିମାନେ ଯାଅ (ପୃ ୪୧ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେହୁ ଦେବୀ ଧାଇଁଣ ଯେ ଗଲାରେ ଉଲୁମିଲେ । ( ପୃ ୪୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେହୁ ତତେ କଲା ଯେ ୟେ ଭବିସ ରୂ (ପୃ ୪୯ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେବୀ ମାନଂକୁ ବହନ ଚାଲଲୋ ବଇଲେ ( ପୃ ୪୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଧିକ ତୋର ଜୀବନରେ ମୁହଁ ତୋର ପୁଡୁ (ପୃ ୫୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଗୋମାତା ବନ୍ଦେନୀକି ଇଶ୍ୱର ନେଲେ ଖେଦି
କଟାର ଘେନି ମୁଣ୍ଡ ପକାଇଲେ ଛେଦି ( ପୃ ୬୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କ୍ଷେତ୍ରିଂକର ପୁତ୍ର ହୋଇ ନିସତ କି ହୋଇ
ମାରିବା ଅସୁରଂକୁ ଯେ ବେଗ ଚାଲ ଭାଇ (ପୃ ୬୪)
ପାସର ରାଜାରାଜ୍ୟ ପଲାଇଲେ ଛାଡି ( ପୃ୬୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବାହୁବଲେ ପେଲି ପକାଇଲା ନିଶାଚର (ପୃ ୬୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶୁଣିକରି ଗିରିବର ହେଲା ଅଚାବୁହା ( ପୃ ୭୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଅପାଲନ ଗରୁ ଯେବେ ଲଭଇ ରମଣ ( ପୃ ୭୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଧାର ଛିନୁ ଛିନୁ ଯେ ସକଲ ପାପ ଗଲା ( ପୃ ୮୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୀତ୍ୟାହିଂ ବୋଲନ୍ତି ଯାଇଥିଲି ହାତଗୋଡ ଧୋଇ (ପୃ ୯୨)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ମୀନ ସଂଗେ ମୀନ ହୋଇ ପଉଁରୁଛି ତଲେ (ପୃ ୯୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦୁଇଂକି ଦୁଇଜନ ହୋଇଲେ ହଁସାହଁସି ( ପୃ୯୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ନୃସିଂହ ଦେବତାକୁ ଯେ ବିଲାଇ ମଣିଲୁ (ପୃ୯୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ବେନିଗୋଟି ରାମ ଦେଖି ହେଲେ ଅଚାବୁହା (ପୃ୯୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଡାହୁକ ପନସ ସେ ଯେ ନାନବୃକ୍ଷ ଗୋଟା (ପୃ ୯୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୀତୟା ସୁନ୍ଦରୀ ଯେ ହୁଲହୁଲି ଦେଲେ (ପୃ ୯୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଗୋଦାବରୀ କୂଲରେ ରହିଲେ ଯାଇକରିଁ ( ପୃ ୯୯ )
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସୋମେନ୍ଦ୍ର ଭାଇକି ରାଜ୍ୟୁ ବାହାର କରିଦେଲେ (ପୃ୯୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମରାବ ଦେଇ ଗଂଗା ବହିଲେ ଖଲ ଖଲ ( ପୃ ୧୦୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କନ୍ଦା କନ୍ଦମୂଲ ଭିନେ ସିଝାଇ ଖାଇବି (ପୃ ୧୦୧)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ହାଇମାରି ବିକୋଦର ଉଠିଣ ବସିଲା (ପୃ୧୦୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ତାମ୍ବିରେ ନାପିଲେ ହେବ ନଉସସ୍ର ପୁଡା ( ପୃ ୧୦୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ପୁଣି ପଥରକୁ କଲା ମହୁଲ ଭଜା ଚଟୁ (ପୃ ୧୦୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଶିର ଲୁଆଇଣ ଭୀମ ଭିତରେ ପଶଇ ( ପୃ୧୦୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ହାବୁଡା ହାବୁଡି ହୋଇଲେ ବେନି ଜନ (ପୃ୧୦୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଉଲୁଟାଇ ଅସୁର କୁ ବସିଲା ବେଗେ ମାଡି ( ପୃ ୧୦୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମ ଡାବର ମାଟି ଘେନି ଯୁଧ୍ୟକୁ ସେ ଯିବ (ପୃ ୧୧୦)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଅରିତୁରେ ଆମ୍ବ ଯେବେ ବଉଲିଣ ହେଲା ଗଜା (ପୃ ୧୧୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଭୀମର ରୁିଲା ବୃକ୍ଷ ହେଲା ପର୍ବତର (ପୃ ୧୧୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଖିକରି ଆଶ୍ରିଜ ହୋଇଲେ ବ୍ରହ୍ମଚାରୀ (ପୃ୧୧୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଖଲ ଖଲ ହୋଇ ଦୁଧ ହୋଇଲା ବାହାରି ( ପୃ୧୨୦)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ମଡିଆ ଘରେ ନେଇ ଦେବତା ଉଲାଇଲେ (ପୃ ୧୨୩)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଫଲହାର ବିହନ ତୁ ରୁିବୁ ବହନ (ପୃ ୧୨୪)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ରାଜାର ମୁଖ ଚାହିଁ ସେ ଉଲଗି ହୋଇଲା (ପୃ ୧୨୫)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଦେଉଲକୁ ପଦିଷ୍ଟା ଯେ କରିଣ ରାଜନ (ପୃ ୧୨୬)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଘୁଁରୁ ଘୁଁରୁ ମାଡିଆ ଗୁଣ୍ଡ ହେଲା ବାରଖଣ୍ଡି (ପୃ ୧୨୮)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କିଛୁ କିଛୁ ଧନରତ୍ନ ଦେଲେ ରାଣୀମାନେ (ପୃ ୧୩୭)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ରାଣୀମାନେ ବସିଲେ ଉଢୁନା ମାନ ଦେଇ (ପୃ ୧୩୮)
ବାଟରେ ଖୁନ୍ଟ ପିଟିଣ ଲୁଟିଜୁରି ନ୍ୟନ୍ତି (ପୃ ୧୩୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଖୁଟକାଟି ତାସ କରି କନ୍ଦରା ମାଟିକଲେ (ପୃ୧୩୯)
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
କେ ବୋଲଇ ତୋହର ମାଆକୁ ନିଏ ମୁହିଁ ( ପୃ ୧୪୦)

Previous ArticleNext Article