Art & Culture, Government & Politics, Home

ଅସ୍ଟମ ସୁଚି ନ କୋସଲି: ଡ. ଅର୍ଜ୍ଜୁନ ପୁରୋହିତ

Spread the love

ଏଭେ ଦିନାଦୁ ତଲେ କୋସଲି ଭାସା ଭାରତିୟ ସମ୍ବିଧାନ ର ଅସ୍ଟମ ସୁଚି ନ ସାମିଲ କରବାର ଲାଗି ସୁପାରିସ କରାହେଲା ନ କି ନେଇଁ କି କାଣା ତାର ଅବସ୍ଥା ବଲି ଜାନବାର ଲାଗି କିଛି ଭାସାପ୍ରେମି ଖୋଲତାଡ କରବାରକେ ଚେସ୍ଟା କରିଥିଲେ । ସେମାନେ ଜାନବାରକେ ପାଏଲେ ଜେ କୋସଲି ଭାସା ସାଂଗେ ଆର ୩୬ ଟା ଭାସା ଅସ୍ଟମ ସୁଚି ନ ସାମିଲ ହେବାର ଲାଗି ସଂସଦ ର ଦୁଆର ଠକଠକଉଛନ । ୨୦୦୯ ର ସେସ ଆଡକେ କେନ୍ଦ୍ରିୟ ମଂତ୍ରି ଅଜୟ ମାକେନ ଗୁଟେ ଲିଖିତ ପ୍ରସ୍ନ ର ଉତର ଦଉନ ଦଉନ କହିଥିଲେ ଇ କଥା । ସେ ଆର ବି କହିଥିଲେ କେନ କେନ ଭାସାକେ ସାମିଲ କରାହେବା ସେଟା ସିତାକାନ୍ତ ମହାପାତ୍ର କମିଟି ର ସୁପାରିସ ଅନସାରେ କରାହେବା । ଇ ସବୁ ତଥ୍ୟକେ ଧରି କରି ସେମାନେ ଡ. ସିତାକାନ୍ତ ମହାପାତ୍ର (ଭାସା କମିସନର) ଂକୁ ବ୍ୟକ୍ତିଗତ ହିସାବେ ପଚରେଇଥିଲେ, ସେ ସେ ପ୍ରସ୍ନର ଉତର “ନରେବା ଗୁଂଜରେ” ବାଗିର ଗୁଂଦଲାଲେ । ତାର କାରଣ ବି ଆପଣମାନକୁ ବୁଝବାରକେ ପଡବା ଜେ ସେ ସମୁଦ୍ରଖଏଣ ଆଡେ ରହେସନ ଆର ହେଲେ ନେହେଲେ ବି ସେ ଗୁଟେ ଉଡିଆ କବି ଆନ । କଥା ର ସମ୍ବେଦନସିଲତା କେ ସେ ବୁଝଲା ବାଗିର ସେ ସମିଆଁକେ ସଠିକ କଥାଟା କହେବାର କେ ଘୁଚପେଲ ହେଲେ । ହେଲେ ତାକର ହାବଭାବନୁ ଜନାପଡିଗଲା ଜେ ସେ କୋସଲି କେ ଅସ୍ଟମ ସୁଚିରେ ସାମିଲ କରବାର ଲାଗି ପ୍ରସ୍ତାବ ଦେଇସାରିଛନ । ଇ କଥା ଡ. ଅର୍ଜୁନ ପୁରୋହିତ (କାନାଡା) ଗୁଟେ ଇ-ଫୋରମ ( ORNET) ରେ ଉସତ ହେଇ ପ୍ରକାସିତ କଲେ । ତାର ପରେ ସେ ଖବର ଅଲଗା ଅଲଗା ଫୋରମ ମାନକୁ ବି ପଠେଇ ଦିଆହେଲା ଆର ମାତୃଭାସା ପ୍ରେମିମାନକୁ ଏସ.ଏମ.ଏସ. କରି କରି ବି ଜନେଇ ଦିଆହେଲା ଜେ “କୋସଲି କେ ଭାସା କମିସନର ଅସ୍ଟମ ସୁଚି ନ ସାମିଲ କରବାର ଲାଗି ସୁପାରିସ କରିଛନ” ।

ଇ କଥାରେ କୋସଲାଂଚଲ ନ ଉସତ ର ଲହରି ମାଡିଆଇଥିଲା ବେଲକେ ଉଡିସା ର ପୁର୍ବ ଆଡେ ବୁଦ୍ଧିଜିବି ମାହୋଲ ଚମକି ପଡିଥିଲେ । ସେମାନକର ଡର ଜେ ଭାସା ସ୍ୱିକୃତି ପାଇଗଲେ ରାଏଜ ଦୁଇଖଣ ହେଇଜିବା । ଆର ଇ କଥାଟା ବହୁତ ଦୁର ତକ ସତ ବି ଆଏ । ଭାରତେ ବହୁତଟେ ରାଏଜ ଭାସାକେ ଆଧାର କରି କରି ବନିଛେ ସେ ଭିତରୁ ଉଡିସା ବି ଗୁଟେ ଆଏ ।

ଡ. ଅର୍ଜୁନ ପୁରୋହିତଂକର ଦୁଇ ଧାଡିଆ ଲେଖାକେ ଜବାବ ଦେବାର ଲାଗି ପୁର୍ବ ଉଡିସା ଡ. ଦେବି ପ୍ରସନ୍ନ ପଟନାଏକ ବାଗିର ପୁରଖା ଭାସାବିତ ଆର ଅବସରପ୍ରାପ୍ତ ଆଇଏସ କେ ବାଛିଥିଲା । ଡ. ପଟନାଏକକଂର ସେ ଜବାବ ରେ ଜୁକ୍ତି କମଥିଲା ଭାବନା ଜହ ଥିଲା । ତାକର ଜବାବ ନୁ ପଦ ଦୁ କେ ନେଇକରି ଚିପି ଦେଖମା ଆସୁନ:

“ଏ ଖୁସି କଣ ପାଇଁ ? କୋଶଳୀ-ସମ୍ବଲପୁରୀକୁ ଏକାଠି ଜୋଡିବାର ସଫଳତା ପାଇଁ ? କୋଶଳୀ-ସମ୍ବଲପୁରୀକୁ ମାତୃଭାଷାର ସ୍ୱୀକୃତି ପାଇଁ ? ସ୍ୱତଂତ୍ର ଭାଷାର ସ୍ୱୀକୃତି ପାଇଲେ ସ୍ୱତଂତ୍ର ରାଜ୍ୟ ଗଠନର ସୁଜୋଗ ପାଇଁ ? ଅଲଗା ସାହିତ୍ୟ ପୁରସ୍କାର ପାଇଁ ?”

ପହେଲା ତ ଦେବି ବାବୁ ଜାନବାର କଥା ଜେ, ସମଲପୁରି ଆର କୋସଲି ଅଲଗା ଅଲଗା ଭାସା ନୁହେଁ; ଗୁଟେ ଭାସାର ଜୁଡେ ନାଁ । ମାତୃଭାସା ର ସ୍ୱିକୃତି କେନସି ସରକାର ନି ଦିଏ, ମାତୃଭାସା ସେଟାକେ କହେସନ ଜେନଟା ଗୁଟେ ମୁନୁସ ତାର ଛୁଆବେଲୁ ତାର ମାଁ ନୁ ତାର ଆସପାସ ପରିବେସ ନୁ ସିଖସି । କୋସଲି ବାଗିର ଗୁଟେ ସୁଂଦର ଆର ସଂବୃଦ୍ଧ ଭାସା ଆର ତାର ସାହିତ୍ୟକେ ମାନ୍ୟତା ମିଲବାର ଜରୁରି ଆଏ । ଗୁଟେ ଭାସା କେ ମାନ୍ୟତା ଦେଇଦେଲେ ଜରୁରି ନୁହେ ସେ ଜେ ସେ ଭାସା ର ଆଧାରରେ ଅଲଗ ରାଜ୍ୟ ଦାବି କରା ହେବା । ଆର ଗୁଟେ ସଂବୃଦ୍ଧ ସାହିତ୍ୟ କେ ହମିସା ଅନଦେଖା କରାଜାଇ ନି ପାରେ । କୋସଲି ଜେହେତୁ ଗୁଟେ ସ୍ୱତଂତ୍ର ଭାସା ଆଏ ସେଥିର ଲାଗି ତାର ବି ଅପନାର ସ୍ୱତଂତ୍ର ଏକାଡେମି ହେବାର କଥା । ତାର ସାହିତିକ ମାନେ ବି ସମ୍ମାନ ଆର ପୁରସ୍କାର ର ହକଦାର ଆନ । ଇଥି ଭାବୁକ ହେବାର ନେଇଁନ, ଝନେକର ହକ ପ୍ରତି ବିଚାର କରବାର ଅଛେ ।

ଡ. ପଟନାଏକ ତାକର ବଂଧୁ ବିନୟ ପ୍ରସାଦ ମହାପାତ୍ରଂକର ଗୁଟେ ଲେଖାକେ ବି ଉତରେଇଛନ ଆର ଉଦାହରଣ ଦେଇଛନ :

ବିଭିନ୍ନ କଲେଜ ଓ ୟୁନିଭର୍ସିଟି ର ଓଡିଆ ଭାଷା ଓ ସାହିତ୍ୟ ବିଭାଗମାନେ ଯେଉଁମାନେ ଓଡିଆ ଭାଷାର ଲୁଣ ଖାଉଛନ୍ତି ବା ସ୍ୱାର୍ଥାଧିକାରୀ, ଓଡିଆ ଲବି ଦେବା ପାଇଁ ପ୍ରଥମ ହକଦାର ଅଥଚ ସେମାନେ ବି ଓଡିଆ ଭାଷା ପାଇଁ ଲୁହ ଟୋପାଏ ଗଡାଉ ନାହାନ୍ତି ।

ଦେବି ବାବୁ ଆର ତାକର ବଂଧୁ ବିଜୟ ବାବୁଂକର ଅସହାୟତା ପ୍ରତି ସମବେଦନା ଜନଉଛେଁ । ବାକି ଦେବି ବାବୁ ଜହ ଭାବୁକ ନି ହେଇକରି ଜୁକ୍ତି ଜୁକ୍ତ କଥା ଆଲୋଚନା କଲେ ଭଲ । ଜଦି ଝନେ ପାଠ ପଢିକରି ଉଡିଆ ବିଭାଗଥି ଅଧ୍ୟାପକ ହେଲା ତ କାଣା ସେ ଉଡିଆମାନକର ନୁନ ଖାଏଲା (?) ବେଲେ ଜେନମାନେ ଇଂରାଜି ପଢଉଛନ ସେମାନେ କେନମାନକର ନୁନ ଖାଏଲେ? ଇଂରେଜମାନକର ? ଇ ଜୁକ୍ତିରେ ନାଇଁ ହଁସିକରି ରହି ନି ପାରବାର ।

“ଓଡିଆ ଭାଷା ପ୍ରତି ଭାଷାଭାଷିଂକର ମମତା ଜାଗ୍ରତ କରିବାକୁ ଗଲେ ପ୍ରଥମେ ସବୁ ଓଡିଆ ଏକ ସ୍ୱରରେ ନିଜକୁ ଓଡିଆ ଭାଷୀ ବୋଲି ପରିଚୟ ଦେବା ଉଚିତ ।”

ଉଡିଆଭାସି ମାନେ ସିନେ ନିଜେକ ଉଡିଆ ବଲବେ କୋସଲି ମାନେ ନିଜର ପରିଚୟ କେଁ ହେଲା ଜେ ଉଡିଆ ବଲତେ । ଜେତେବେଲେ ଦରକାର ହେସି ଆମେ ସବେ ନିଜକେ ଭାରତିୟ ବଲସୁଁ ହେଲେ ଉଡିଆ ବଲବାର ଥି ଫାଏଦା କାଣା ଅଛେ? କୋସଲି ଆମର ମାତୃଭାସା ବଏଲେ ଉଡିଆ ମାଁସି ଭାସା । କେତେ ଦିନ ତକ ମାଁକେ ଛାଡିକରି ମାଁସି ମାଁସି ହଉଥିମୁଁ?

ଦେବି ବାବୁଂକର ସମ୍ବାଦ ରେ ବାହାରଲା ଇ ଲେଖା ପଢଲେ କି ଡ. ଅର୍ଜୁନ ପୁରୋହିତ ତାର ଜବାବରେ ସପ୍ତାହେ ଧରି ଧାରାବାହିକ ହିସାବେ ୪ ଭାଗରେ ଲେଖିଥିଲେ । ସେ ଇଂରାଜି ର ଇ-ମେଲ ୩୫୩୫ ସବ୍ଦର ଆଏ । ମୁଟାମୁଟି ହିସାବେ ହେଲା:

ସାଁସେକେ ମୁଇଁ ସମ୍ମାନିତ, ଅପମାନିତ, ଆର ଦୁଖିତ ଆଏଁ । ମୁଇଁ ଡ. ପଟନାଏକକର ସାଂଗେ କୋସଲି ର ଭାସା ବିଗ୍ୟାନ ଦିଗ ର ଆଲୋଚନା କରିଥିତିଁ ଆର ତାକର ନୁ ସିଖିଥିତିଁ । ହେଲେ ଇ ପୁରା ରଚନାଟା ଭାବନା ର ଆଧାର ରେ ଲେଖିଛନ ବରଂ ଆରୋପ ଲଗାଲା ବାଗିର ଲେଖିଛନ ଜେ ଆମେ କାଏଁଜେ ଆସା ଆର ଇଚ୍ଛା କରୁଛୁଁ କୋସଲି କେ ଅସ୍ଟମ ସୁଚି ନ ସାମିଲ କରବାରକେ ଜେ । ବହୁତଟେ କୋସଲି, ମତେ ମିସେଇ କରି, ସବେ ଉଡିଆ ଆର ତାର ମହାନ ସାହିତ୍ୟ କେ ଭଲ ପାଏସୁଁ ହେଲେ ଆମେ ତାର ନୁ ଜହ କୋସଲି କେ ଭଲ ପାଏସୁଁ । ଖାଲି ଗୁଟେ ମଧୁର ଆର ଜିବନ୍ତ ଭାସା ବଲି ନୁହେଁ ବରଂ ଇ ଭାସା ରେ ଆମେ ଆମର ଗୁହେର ଭାବନା ସବୁକେ ପରିପ୍ରକାସ ଆର ସୁଚିତ କେନସି ଅଲଗା ଭାସାରେ ହେତକି କେଭେ ନାଇଁ କରି ପାରୁଁ ।

ଅସ୍ଟମ ସୁଚିଥି ଏଭେ ଏଭେ ନୁଆଁ କରି ୪ଟା ଭାସାକେ ମିସାହେଇଛେ, ମୈଥିଲି, ସାନ୍ତାଲି, ଡୋଗରି, ଆର ବୋଡୋ ଆର ବାକି ଭାସାମାନେ ଅନିସଚିତ ସମିଆଁ ଲାଗି ପଡି ରହିଛନ ।

ଆର ଆମେ ନେଇଁ ଜାନି କେନ ହିସାବେ ସମାନ ଜନସଂଖ୍ୟା ଥିବାର ମୈଥିଲି ଠାନ ପାଏଲା ଆର କୋସଲି ନୁ କମ ବେଭାର ହଉଥିବାର ଆର ୩ଟା ଭାସା ସାମିଲ ହେଲେ ଜେ । କୋସଲି ର ଅସ୍ଟମ ସୁଚି ନ ସାମିଲ ହେବାର ଜରୁରି ଆଏ । ତାର କାରଣ ମାନେ ହେଲା:

୧- କୋସଲି ଛୁଆମାନେ ତାକର କଁଲ ବୟସେ ତାକର ଅନଭାସି ବିସୟ ପାଠସବୁ ଉଡିଆ ଥି ପଢବେ । ଆର ନାଇଁ ଜାନଲେ ମାସ୍ଟର ନୁ ମାଡ ଖାଏବେ । ଜଦି ସେ ସବୁ ପାଠ କୋସଲି ରେ ପଢା ହେଲା ଛୁଆମାନେ ଧରି ପାରବେ । ଆର ଇଟା କହେବାର ବି ନି ପଡବାର ଜେ ହେଥିର ଲାଗି ହିଁ ଛୁଆମାନେ ପଢି ନି ଜିବାର ।
ତାର ଉପରେ ଫେର ପରିଖ୍ୟା ବି ଉଡିଆ ଥି ଦେବ । ଜେନମାନକର ଟିକେ ଭାସାଗ୍ୟାନ ଥିବା ତ ସମଲେହି ନେବେ । ଇଟା ଜହ ଲୋକର କାମକେ ନି ଆସେ । ପିଲାମାନେ ସେଥିର ଲାଗି ଜହ ମାର୍କା ନି ରଖନ । ଗୁରଦୁଟେ ମେଧାବି ପିଲାମାନେ ଉଁଚା ସ୍ରେଣିକେ ଗଲେ ଫେଲ ହେଇ ଜାଏସନ ଉଡିଆ ଲାଗି । ମୁଇଁ ଅନୁଭବ କରୁଛେଁ ଜେ ଆମର ବେଲ ନୁ ଇହାଦେ ର ଭାରତ ର ପାଠପଢା ସଂସ୍ଥା ନ ବହୁତ ପରିବର୍ତନ ଆସିଛେ ହେଲେ ଅସବିଧା ସେ ସମାନ ଆଏ । ଇ ପ୍ରକାର ସମସ୍ୟା ସବୁ ଅସ୍ଟମ ସୁଚି ଦ୍ୱାରା ଦୁର କରି ହେବା ।

୨- ସେ ସମାନ ଅବସ୍ଥା ବାହାରସି ସିଭିଲ ସର୍ଭେନ୍ଟମାନକୁ ଦାଖିଲା କଲାବେଲକେ; ଉଡିଆ ଥି ପାଣ୍ଡିତ୍ୟ ଜରୁରି । କେତେଟା କାରଣ ନୁ ଇଟା ବି ଗୁଟେ କାରଣ ଆଏ ଜେନଥି ର କି କୋସଲ ର ସବୁ ଆଡେ ଛୋଟ ଛୋଟ ସିଭିଲ ସର୍ଭେନ୍ଟ ହେଲେ କୋସଲ ବାହାରେ ସେତକି କୋସଲି ନାଇଁ ପାଇ ପାରନ । ଇତାର ଦ୍ୱାରା ସାମାଜିକ ତାଲ ମେଲ ର ଅଭାବ ଦିସସି ।

୩- ଅସ୍ଟମ ସୁଚି ର ଆର ଗୁଟେ ସୁବିଧା ହଉଛେ ଭାସାର ଉନ୍ନତି ଲାଗି ସରକାର ନୁ ଆର୍ଥିକ ସହଜୋଗ ମିଲି ପାରବା । ବୋଧେ ଆମର ଅନକୋସଲି ଭାଇମାନେ ନାଇଁ ଜାନି ଜେ କୋସଲିମାନେ ଭାସାକେ ସଂବୃଦ୍ଧ କରବାର ଲାଗି ଲାଗିଛନ । ରାମାୟଣ, ମାହାଭାରତ ଆର ଗିତା ବାଗିର କ୍ଲାସିକମାନେ ବଜାରେ ମିଲୁଛେ ଆର ଅଧା ଲେଖା ଚାଲିଛେ । ଇ ସବୁ ରାଜ୍ୟ ସରକାର ର ବିନା ସାହାଜ୍ୟ ରେ କରା ହେଇଛେ । କାରଣ କୋସଲି ଅସ୍ଟମ ସୁଚି ରେ ନେଇଁନ । ମୋର ଜାହା ସୋର ହେସି ସାନ୍ତାଲି ଅସ୍ଟମ ସୁଚିରେ ସାମିଲ ହେଲା କି ରାଜ୍ୟ ସରକାର ଆର୍ଥିକ ସହାୟତା ଦେବାରକେ ରାଜି ହେଲା । ହେଲେ କୋସଲି ଲାଗି? କିଛି ନେଇଁ ।

୪- କୋସଲି ଅସ୍ଟମ ସୁଚି ଥି ସାମିଲ ହେଲେ ସରକାରି କାମ କବାର ବି କୋସଲି ଭାସା ରେ ହେଇ ପାରବା । ଗାଁମାନକୁ ଉଡିଆ ରେ ନୋଟିସମାନେ ପଠାହେସି, ଲୋକ ପଢିକରି ତାର ଅର୍ଥ ବୁଝି ନି ପାରନ । ଅନକୋସଲି ଅଂଚଲ ର ସରକାରି ଅଫିସରମାନେ ଜେନମାନକର କି ସାଧାରଣ କୋସଲି ଗ୍ୟାନ ନେଇଁ ଥାଏ ସେମାନେ ଲୋକର ସାଂଗେ କଥାବାର୍ତା ହେଇ ନି ପାରନ । ଭାରତ ର ୨୮ଟା ରାଜ୍ୟ ଭିତରୁ ୧୫ଟା ରାଜ୍ୟ ଗୁଟେ ନୁ ଅଏଧକା ସରକାରି ଭାସା ରଖିଛନ । ଗୁଟେ ଗଣତଂତ୍ର ରେ ଭାବନା ର ପରିପ୍ରକାସ କରବାରଟା ଗୁଟେ ମୌଲିକ ଅଧିକାର ଏ । ଭଲ ସାସନ ଲାଗି ସରକାର ଆର ସାଧାରଣ ଲୋକ ଭିତରେ ସଠିକ ସଂପର୍କ ରହେବାର କଥା । ଇଟା ବିଡମ୍ବନା ଜେ ଉଡିସା ର ମୁଖ୍ୟମଂତ୍ରି ଉଡିଆ ରେ କଥା କହି ନି ଜାନନ । ସେ ଉଡିସା ସରକାର ର ଭାସା ସମସ୍ୟା ର ଦୁଇ ମୁହାଁ ନିତି ର ପ୍ରତିକ ଆନ ।

୫- ଡ. ପଟନାଏକ ଠିକ କହିଛନ ଜେ ଭାସା ର କେନସି ସିମା ନେଇଁ ଥାଏ । ଜେତେବେଲେ କୋସଲି ଭାସାଭାସି ଅଂଚଲ ର ଲୋକକୁ ଉଡିସା ସାଂଗେ ସାମିଲ କରାହେଲା ୬ଟା କୋସଲି ଭାସାଭାସି ଜିଲା ର ଲୋକ ଛତିସଗଡ ନ ରହିଗଲେ । ଇହାଦେ ଉଡିସା ନ ଜେନ୍ତା କୋସଲିମାନେ ଅସବିଧା ଭୋଗୁଛନ, ଛତିସଗଡ ନ ବି ସେମାନେ ହେନ୍ତା ଅସବିଧା ଭୋଗ କରୁଛନ । କୋସଲି ଅସ୍ଟମ ସୁଚି ରେ ସାମିଲ ହେଲେ ଦୁହି ରାଏଜେ ସରକାରି କାମ କାଜ ଲାଗି ସୁବିଧା ହେବା ।
୨୦୧୧ ର ଜନଗଣନା ସରକାରି ରିପୋଟ ଅନସାରେ ସାରା ଉଡିସା ରେ ଭାସାକେ ଗୁଟେ ସାରା ଉଡିସା ରେ ଭାସାକେ ଗୁଟେ କରି ଦିଆ ହେଇଛେ । ଆମେ ଇଟା ବି ନେଇଁ ଜାନି ଜେ ଉଡିଆ ଆର କୋସଲି ର ସଂଖ୍ୟା କେତେ ?

ଅନେଇସ ସଦିର ସେସ ଭାଗ ଆଡେ ଉଡିଆମାନେ ଉଡିଆ କେ ଗୁଟେ ଭାସା ହିସାବେ ବଁଚାବାର ଲାଗି ମଜବୁତ ବଂଗାଲି ଲବି ସାଂଗେ ଏନ୍ତା ମାର ଲାଗୁଥିଲେ । ମାର୍ଚ ୧୨, ୧୮୬୯ରେ ରାଜେନ୍ଦ୍ର ଲାଲ ମିତ୍ର, ଝନେ ଇତିହାସକାର କଟକ ଆସିଥିଲେ ଆର ଗୁଟେ ସଭା ନ କହିଥିଲେ ଜେତେଦିନ ତକ ଉଡିଆ କେ ଗୁଟେ ଭାସା ହିସାବେ ଅଲଗା ନି ହେଇଛେ ସେତେଦିନ ତକ ଉଡିସା ର ବିକାସ ସଂଭବ ନେଇଁ ହୁଏ । ସେ ବେଲର ସ୍କୁଲମାନକର ଇନିସପେକ୍ଟର ଉମାଚରଣ ହଲଧର ବଏଲେ ଜଦି ଉଡିଆ କେ ବଂଗାଲି ଲିପି ଥି ଲେଖା ହେବା ବେଲେ ଉଡିଆମାନେ ଲାଭ ପାଏବେ । ୧୮୭୦ ରେ କାନ୍ତିଲାଲ ବୋସ ବାଲେସର ର ହେଡମାସ୍ଟର ଗୁଟେ ବହି ବାହାର କଲେ “ଉଡିଆ ଏକଟା ସ୍ୱତଂତ୍ର ଭାସା ନଏ” ବଲି ଆର ସ୍କୁଲ ଇନିସପେକ୍ଟର ଆର.ଏଲ. ମାର୍ଟିନ ନିକେ ପଠାଲେ । ସେ ବେଲକେ ଗୁଟେ ଦସ୍ତଖତ ଅଭିଜାନ ଚଲାଲେ ସିବଦାସ ଭଟାଚାର୍ଜ୍ୟ ଜେ ସ୍କୁଲ ରେ ବଂଗାଲି ଥି ପଢାହଉ ବଲି । ଜଦି ବି ବହୁତ ବଂଗାଲି ଇ ସପଖ୍ୟ ରେ ଥିଲେ ବି କିଛି ବଂଗାଲି ତାକର ଉଡିଆ ଭାଇମାନକୁ ସହଜୋଗ କଲେ ଉଡିଆ କେ ପାଠ ପଢାବାର ମାଧ୍ୟମ କରାହଉ ବଲି । ସେମାନକର ଭିତରୁ ବୈକୁଣ୍ଠନାଥ ଦେ, ଗୌରିସଂକର ରେ, ରାଧାନାଥ ରାୟ ମୁଖିଆ ଆନ । ଇ ବାବଦେ ଜହ ଜାନବାର ଲାଗି ପଢୁନ: The Raj: Nationalist and Reforms Land Law and Government, Orissa: 1912-1939 by Amal Kumar Mishra

କାଣା ସେ ଆଂଦୋଲନ ଟା କୋସଲି ଆର ଉଡିଆ ଭିତରେ ସମାନ ନି ଲାଗବାର । ଇହାଦେ ଉଡିଆ ପଣ୍ଡିତମାନେ ସେ ସମାନ ମୁର୍ଖାମି ନିତି କୋସଲି ବିରୋଧ ରେ ଧରିଛନ । ବୋଧେ ସେମାନେ ଡରିଗଲେ ନ ଜେ କୋସଲି ମାନ୍ୟତା ପାଏଲେ ଉଡିଆ ର ସଂଭାବନା କେ ତଲକେ ଘିଚିନେବା । ଇତିହାସ ଏନ୍ତା ଡରକେ ସାହାପକ ନି ହୁଏ । ବଂଗଲା ସଂବୃଦ୍ଧ ହେତେଲ ଜେଇଛେ ଆର ଉଡିସା କେ ଦେଖ ଉଡିଆ ବି ଫୁଟି ଉଠିଛେ । ଭବିସ୍ୟତ କହେବା କୋସଲି କେନ୍ତା କରବା ଆଏବା ଦିନକେ ଜେ ।

ଡ. ପଟନାଏକ କୋସଲି କେ ମାନ୍ୟତା ଦେବାର ସଂପର୍କ ରେ ନି ଡରବାର କଥା । ଉଡିଆ ର ସଂବୃଦ୍ଧି ଉଡିଆ ଲେଖକମାନକର ହାତେ ଅଛେ । ଆର ତାକର ଉଡିଆ ପ୍ରେମି ବଂଧୁମାନେ ସେଥି ଧ୍ୟାନ ଦେବାର କଥା ନାଁ କି କୋସଲି କେ ମାନ୍ୟତା ପାଏବାର ଲାଗି ଛେଁକବାର କଥା । ଜଦି ଉଡିଆ କେ ବିପଦ ଅଛେ ବଏଲେ ସେଟା ଉଡିଆ ଲେଖକମାନକର ଠାନେ ଅଛେ । ଟିକେ ନିଜର ଘର ପଛାଡକେ ଦେଖି ଦେଖୁନ ଉଡିଆ ଛୁଆମାନେ ଉଡିଆ ଇସକୁଲ ହୁଦା ହୁଦା ହେଇ ଛାଡୁଛନ ।

ମୁଇଁ ସଂବାଦ ରେ ବାହାରିଥିବାର ଲେଖାକେ ନେଇଁ କରି ଟିକେ ସଂଦେହ ରେ ଅଛେଁ । ବୋଧେ ଡ. ପଟନାଏକ ହେନ୍ତା ସୋରରେ କହେବାର ଲାଗି ନାଇଁ ଚାହିଁଥିବେ ହେଲେ ବୁଆର ମନୁ ଉଭରି ଆଇଛେ । ଜେନ୍ତା କୋସଲିମାନେ ନିଜର ମାତୃଭାସା ଜେନଟା କି ନିଜର ମାଁ ର କୁଲେ ଥାଇ ସିଖିଛୁଁ, ର ମାନ୍ୟତା ଦାବି କରି କରି ଉଡିଆକେ ବିରୋଧ କରୁଛୁଁ ବଲି ଭାବୁଛନ, ହେନ୍ତା କିଛି ନୁହେଁ । ସେ ବିନମ୍ରତା ର ସହିତ ସ୍ୱିକାର କରିଛନ କେତେଟା କୋସଲିକର ଉଡିଆ ସାହିତ୍ୟ କେ ଦାନ । ଆର ଆସା କରୁଛେଁ ମୁଇଁ ଆର ଡରଜନେ ନାଁ କହି ପାରମିଁ । ମୁଇଁ ଆସା କରୁଛେଁ କୋସଲିମାନେ ଇ ସହଜୋଗ ଜାରି ରଖବେ । ବଏଲେ ଆମକୁ ଭାସଣ ଦରକାର ନେଇଁନ ଦୁଇ ପଖିଆ କଥାବାର୍ତା ଦରକାର । ବାପପନିଆ ଦରକାର ନେଇଁନ ସମାନ ଭାଗ ଦରକାର ଆର ଉପେଖ୍ୟା କି ବିରୋଧ ନେଇଁ ବଂଧୁତା ଦରକାର । ଇ ହିସାବେ କୋସଲି ଆର ଉଡିଆ ଦୁହେଁ ଜିତି ପାରବେ ।

ଡ. ପଟନାଏକ କେ ମୋର ଅନୁରୋଧ ସେ ନୈତିକ ଦାଇତ୍ୱ ଲାଗି ଉପରକେ ଆସୁନ ଆର ଅସ୍ଟମ ସୁଚି ଲାଗି ଆମର ବାଟ ଖୁଲବାର କେ ସହଜୋଗ କରୁନ । ଭାଇ ଲାଗି ଭାଇମାନେ ଏନ୍ତା ହିଁ ସହଜୋଗ କରସନ । ଜେତେ ଦିନ ଇ ଗତିରୋଧ ବଢବା ସଂପର୍କ ସେତକି ତିକ୍ତ ହେତେଲ ଜିବା । ଇଟାକେ ଆମେ ଆର ବିକାସ ରାସ୍ତା ରେ ଆର ଗୁଟେ ଛେଁକେନ ବଲି କହେମୁଁ । ଜଦି ଏନ୍ତା ନାଇଁ ହେଲା ବେଲେ କୋସଲିମାନକର ଲାଗି ଇଟା ଗୁଟେ ସିଖ୍ୟା ହେବା । ଭୁବନେସର କେ ବାଦ ଦେଇ ଦିଅ । ଦିଲ୍ଲି ନ ଅଭିଜାନ ମୁଲ କର । କାରଣ ଉଡିଆମାନେ ସେ ଖେଲ ଖେଲୁଛନ ଜେନଟା ବଂଗାଲି ମାନେ ୧୯ ସଦି ନ ଉଡିଆ ସାଂଗେ ଖେଲୁଥିଲେ । ଗୁଟେ ଜାରଜ ଛୁଆ ଜାରଜ ବା ହିଁ ହେସି ।
ଡ. ପଟନାଏକ ଭାସା ର ଜେନ ଜୋର ଲଗେଇଛନ କୋସଲି ର ବିପଖ୍ୟ ରେ ସେଟା ଦରକାର ନେଇଁ ଥେଇ କାରଣ ଆମେ ଦୁହେଁ ସିଖ୍ୟା ଖେତ୍ରରେ ଜାନିଛୁଁ ଜେ ଛୁଆମାନକୁ ତାକର ମାତୃଭାସା ଥି ପଢାଲେ ବିସେସ କରି ତାକର କଁଲ ବୟସେ ପଢବାରକେ ସୁଜୋଗ ଦେବା । ତ କାଁଜେ ଇ ପ୍ରକାର ମନା କରା ହଉଛେ । ଇତାର ସମ୍ଭାବ୍ୟ ବ୍ୟାଖ୍ୟା ମିଲିପାରେ ଜେନ ହିସାବେ ଆମର ଇତିହାସ ବହି ଲେଖା ହେଇଛେ । ଉଦାହରଣ ହିସାବେ, ଡ. ହରେକୃସ୍ନ ମହତାବ ଜାହାକୁ କି ତାକର ରାଜନୈତିକ ନେତୃତ୍ୱ ଲାଗି ଆର ତାକର ଉଡିସା ଇତିହାସ କେ ଦାନ ଲାଗି ସିଂହ ସାଂଗେ ତୁଲନା କରାହେସି, ସେ ତାକର ‘ଓଡିଶା ଇତିହାସ’ (୧୯୪୮) ବହି ର ପହେଲା ଧାଡି ଲେଖସନ, “ଆଏଜ ଜେନଟାକେ ଆମେ ଓଡିସା ବଲି ବୁଝୁଛୁଁ ସେଟା ତିନଟା ପୁରାତନ ରାଜ୍ୟ ଉଡ୍ର, ଓଡ୍ର ବା ଔଡ୍ର, ଉକ୍ରଲ ଆର କଲିଂଗ କେ ନେଇଁକରି ବନା ହେଇଛେ ।” ସତେ ? କୋସଲ ନେଇଁ ନ ? ବଏଲେ କୋସଲ ର ପରିସ୍ଥିତି କାଣା ଆଏ ସେ ? କାଣା ଇଟା ଉଡିସା ର ଗୁଟେ ଉପନିବେସ ଆଏ ? କି ଗୁଟେ ଅଦର୍ବା ଅଂଗ ? ଉଡିସା ର ଇ ପରିଭାସା ଥି ଆମର ଚେହେରା ନି ଦିସବାର । ଆମେ ଅବର୍ଣ୍ଣିର ଗୁଁଡା ଅଉଁ, ଜାହାକେ କି ଉଡିସା ର ନାଗରିକ ହିସାବେ ସମାନ ଅଧିକାର ପାଏବାର ହକ ନେଇଁ ନ । ଆମର ଭାସା ଆର ବିରାସତ ର କିଛି ମାନେ ନେଇଁ ନ । କାଣା ଇଟା ଗୁଟେ ସୋଜ ଚୁକ ଆଏ? ମହତାବଂକର ଇ ବହି ଜୁଗ ଜୁଗ ଧରି ସ୍କୁଲ କଲେଜ ମାନକୁ ପାଠ ବହି ହିସାବେ ପଢା ହେଇ ଏଇଛେ । ଇଟା ଗୁଟେ ଫ୍ରଏଡିଏନ ସ୍ଲିପ ନୁ ଅଏତକା କଥା ଏ, କାରଣ ଇ ଭାବନା ଟା ଉଡିସା ସରକାର ର ବେଭାର ହଉଥିବାର ସବୁ ଅସଲ ନିତି ଆର ପ୍ରକ୍ରିୟା ଥି ପସି କରି କୋସଲ ନ ଅରାଜକତା ର ପରିଣାମ ବନିଛେ । ସେ ସମାନ ମନୋଭାବ ଡ.ପଟନାଏକଂର ରଚନା ରେ ଦିସୁଛେ ।

ଆମେ ଜାହା ଅଉଁ ସେଟାକେ କାଁଜେ ଏଡକି କାଏଡ ହଉଛେ ଗ୍ରହଣ କରବାର ଲାଗି ? ଡ. ପଟନାଏକ ବୋଧେ ଭାବୁଛନ, ଭାସା ର ମାନ୍ୟତା ଲାଗି ଦାବି କରବାରଟା ଗୁଟେ ଅଲଗ ରାଏଜ ର ଆସ ଦେଖେଇପାରେ ? କୋସଲି କେ ଅସ୍ଟମ ସୁଚି ନ ସାମିଲ କରବାର କଥା ଟା ତାର ମେରିଟ ହିସାବେ ବିଚାର କରବାର କଥା; କୋସଲ ଅଲଗ ରାଏଜ ହଉ କି ନେଇଁ ହଉ । ତାହାବଲି କାଣା ଆମେ କୋସଲି ଛୁଆମାନକୁ ପାଠ ପଢବାର ନୁ ମନା କରମାଁ କେଁ ଜେ ସେମାନେ ବି ଭବିସ୍ୟତ ରେ ଭାଏଲ ଉଡିଆ ଛୁଆମାନକର ସାଂଗେ ସମାନ ଅଧିକାର ର ମାଂଗ କରବେ ଆର ଭାଏଲ ଅଲଗ ରାଏଜ ର କଥା ଉଠାବେ ? ଇ କଥାଟା ସେ ସମାନ ଚିନ୍ତାଧାରା ଜେନ ନ କି ବାହମନ ଆର ଖ୍ୟତ୍ରିୟମାନେ ସୁଦ୍ରମାନକୁ ପାଠ ପଢବାର ନୁ ବାଧା ଦଉଥିଲେ । ହେଥିର ଲାଗି ରାମ ସଂଭୁକ କେ ବେଦ ପଢଲା ବେଲେ ମାରିଦେଲେ । ଆର ହେ ସମାନ କାରଣ ରୁ ଏକଲବ୍ୟ ର ମୁଲା ଆଂଗୁଟ ମାଗଲେ ଦ୍ରୋଣ, ଭାଏଲ ଦିନେ କୌରବ ଆର ପାଂଡବ ରାଜକୁମାରମାନକୁ ଚୁନୌତି ଦେବା । ଇ କିଛି ଦସନ୍ଧି ଆଘୋନୁ ଟୁକେଲମାନକୁ ଇସକୁଲ କେ ଜିବାର କେ ମନା କରୁଥିଲେ କାରଣ ଭବିସ୍ୟତ ରେ ସେମାନେ ଆଦର୍ସ ପତ୍ନି ନି ବନିପାରନ ବଲି । ଆଫଗାନିସ୍ତାନ ର ମାହେଜିମାନେ ନିହାତି ଭାବେ ବୁର୍ଖା ଭିତ୍ରେ ହିଁ ରହେବେ ହମିସା; ତପତ ପାଗେ ବି କାରଣ ସେମାନେ ପ୍ରେମାତୁର ହିସାବେ କେନସି ମୁନୁସ ପିଲା ର ନଜର ନି ପଡବା । ଜୁକ୍ତରାସ୍ଟ୍ର ଆମେରିକା ନ ନୌକରମାନକୁ ପଢି ନି ଦଉଥେଇ କାରଣ ସେମାନେ ତାକର ମାଲିକ ନୁ ଜହ ଚାଲାକ ନି ବନିଜଉନ ।

ଡ. ପଟନାଏକ କୋସଲି ଆର ଦଖିଣ ଉଡିସା ପ୍ରତି ଉପକୁଲ ଉଡିସା ର ଇ ଘୃନ୍ୟ ମନୋଭାବ କେ ସ୍ୱିକାର କରିଛନ ଜାର ପରିଣାମ ହିସାବେ କୋସଲ ଆର ଦଖିଣ ଉଡିସା କେ ଭୁଗବାର କେ ପଡିଛେ ଆର୍ଥିକ ଅସବିଧା । ହେଇ କାରଣ ରୁ ହିଁ ଦୁହେଁ ଅଲଗ ହେବାର କେ ଚାହୁଁଛନ । କୋସଲି କେ ଅସ୍ଟମ ସୁଚି ନ ସାମିଲ କରବାର ଦାବି ମୁଖ୍ୟ କାରଣ ହଉଛେ ଅସ୍ଟମ ସୁଚି ନୁ ମିଲୁଥିବାର ଆର୍ଥିକ ସହଜୋଗ ରେ ଛୁଆମାନକୁ ପଢବାର କେ ମୌକାଦେବାର, ଆମର ଭାସା ଆର ସାହିତ୍ୟ କେ ସଂବୃଦ୍ଧ କରବାର ।
ଅଲଗ ରାଜ୍ୟ ବାନାବାର ଲାଗି ଭାସା ଗୁଟେ ନିର୍ଣ୍ଣାୟକ ଭୁମିକା ନି ନେବାର ନ । ଉଡିସା ର ଖେତ୍ରରେ ଝନେ ଦେଖିପାରେ ବିସ୍ୱାସ ଧିରେ ଧିରେ ପଝରି ଜଉଛେ । ନକ୍ସଲ ମାନକର ବଢବାର ଲାଗି ସାସନ ଧସକି ବସଲା ନ । ଆର ଏନ୍ତା କେତନି ସମସ୍ୟା ଅଛେ ଜେନଟା କି ରାଜ୍ୟକେ ଭାଗ କରବାର ଦିଗକେ ନଉଛେ ।

ଡ. ପଟନାଏକ ପଚରଉଥିଲେ କାଣା ଇ ସବୁ ଅଲଗ ପୁରସ୍କାର ଲାଗି କରାହଉଛେ ? ସାହିତ୍ୟ, ଚିତ୍ର ଆର ସଂଗିତ ର ମହାନ କୃତିମାନେ କାଁଭାଁ ବାହାର୍ନିଆ ପୁରସ୍କାର ଲାଗି କରସନ । ଇ ସବୁ କଲାକାର ର କଲାତ୍ମକ ପରିପ୍ରକାସ ଆଦିମ କଲାତ୍ମକ ଭୋକ ଏ ଆର ପୁରସ୍କାର ସ୍ୱାଭାବିକ । ହେଲେ ଝନେକେ ଅଭିବ୍ୟକ୍ତ କରି ନି ଦେଲେ କଲାକାର ଆର ଜନତା ଦୁହେଁ ହଜାବେ । ମହାନ ସାହିତ୍ୟ ର ସୃସ୍ଟି ଆଦିମ ଭାସା ନୁ ଆର ବୋଲଚାଲ ଭାସା ନୁ ବି ହେଇପାରେ । ପୋଲାଣ୍ଡ ଆର ହଂଗରି ର ଜିଉ ମାନକର ଅଂଚଲଥି କହୁଥିବାର ଗୁଟେ ଉପଭାସା, ୟଦିସ ଥି ଲେଖିକରି ଆଇଜାକ ବେସେଭିସ ସିଂଗର ସାହିତ୍ୟ ଲାଗି ନୋବେଲ ପୁରସ୍କାର ପାଇଛନ । କିିହେ ବି କହିପାରବା ଜେ ଉଡିସା ର ଚାଏର ଭାଗୁ ଭାଗେ ଥିବାର ଆଦିବାସି ମାନକର ଭିତରେ ଜିନିଅସମାନେ ଲୁକିଜଉଛନ ଆର ସଂଘର୍ସ କରି କରି ଜିବନ ହାରୁଛନ । ଉଡିସା ନ ୬୦ ଖଁଡେ କିସମ ର ଆଦିବାସି ଜାତି-ଜନଜାତି ଅଛନ । ସେମାନକର ଅଲଗ ଅଲଗ ଅଭିବ୍ୟକ୍ତି ଗୁଟେ ଅନୋଖା କଲାତ୍ମକ ଖୁଦାନ ବନବା ଜେନଟାକି ଏବତକ ଖୁଦା ହୁଏ ତାଏଲ ।

କୋସଲ ଆର ଉଡିସା ର ଇହାଦେ ଏକୁସ ସଦି ଲାଗି ନିଜକେ ତିଆର କରବାର କଥା । ବିନା ମାନବ ସମ୍ବଲ ର ବିକାସ ରେ ଉଡିସା ଆର କୋସଲ ଦୁହିକର ବିକାସ ସଂଭବ ନେଇଁସେ । ଇ ସବୁ ଥି ଭାସାର ଭୁମିକା ଗୁରୁତ୍ୱପୁର୍ଣ୍ଣ ଏ । ଇ ସବୁ ଆଦିବାସି ଅଂଚଲ ରେ କେନସି ପ୍ରକାର ଟ୍ରେନିଂ କି ସିଖ୍ୟା ଲାଗି ସେ ଅଂଚଲ ର ଭାସା ବେଭାର କଲେ ଲୋକକୁ ବୁଝାବାର ରେ ସହଜ ହେସି । ଇ ସବୁଥି ର ଲାଗି କୋସଲି କେ ଅସ୍ଟମ ସୁଚି ନ ସାମିଲ କଲେ ସିଖ୍ୟାର ସହଜ ପ୍ରଚାର ପ୍ରସାର ଆର ଆଦିବାସି ଛୁଆମାନେ ସଉକ କରବେ ତହଁକ ରେ ପଢବାରକେ ।

(ଡ. ଦେବୀ ପ୍ରସନ୍ନ ପଟ୍ଟନାଏକକର ସମ୍ବାଦରେ ବାହାରଲା କୋସଲିର ବିରୋଧରେ ଲେଖାକେ ଜବାବ ଦେବାରକେ ଜାଇ ୨୦୧୨ ରେ ଲେଖିଥିଲେ)
ସଁକଲିଛନ – ସାକେତ ସ୍ରିଭୁସଣ ସାହୁ

Previous ArticleNext Article